Posts in category

କ୍ରୀଡ଼ା


Gobardhana Panda – Driver Cum Researcher of Aboriginals of Koraput.

Read More

An old memory of Sankalp tv with Padma shree Kamala pujari

Read More

Jitendra Haripal Sings Rangabati song at Patha Utshav, Bhubaneswar

Read More

ହକି ବିଶ୍ୱ ଲିଗ୍ ଫାଇନାଲ୍ ଟୁର୍ଣ୍ଣାମେଣ୍ଟର କ୍ୱାଟର ଫାଇନାଲ୍ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ଗତକାଲି ବେଲଜିୟମ୍ ଏବଂ ଭାରତ ମଧ୍ୟରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା କ୍ୱାଟର ଫାଇନାଲ୍ ମ୍ୟାଚରେ ଭାରତ ପେନାଲଟି ସୁଟଆଉଟରେ ୩-୨ ଗୋଲରେ ଆଗୁଆ ରହି ସେମିରେ ପ୍ରବେଶ କରିଛି । ମ୍ୟାଚର ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ତିନିଟି ଲେଖାଏଁ ଗୋଲ ସ୍କୋର କରିବାରୁ ମ୍ୟାଚ୍ ଅମୀମାଂସିତ ରହିଥିଲା । ଲିଗ୍ ପର୍ଯ୍ୟାୟରେ ଏଯାବତ୍ ଅପରାଜୟ ଥିବା ବେଲଜିୟମକୁ …

ଓଡିଶା ରଣଜୀ କ୍ରିକେଟ ଦଳର ଅଧିନାୟକ ଗୋବିନ୍ଦ ପୋଦାର ଜୀବନର ଏକ ନୂଆ ଇଂନିସ ଆରମ୍ଭ କରିବାକୁ ଯାଉଛନ୍ତି । ପିଲାଦିନର ସାଥୀ ବନ୍ଦିତା ସାହୁଙ୍କ ସହିତ ଗୋବିନ୍ଦଙ୍କ ନିର୍ବନ୍ଧ ପର୍ବ ଶେଷ ହୋଇଯାଇଛି । ଫେବୃୟାରୀ ୨୦୧୮ରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବେ । ଉଭୟ ରାଉରକେଲା ଇସ୍ପାତ କଲେଜରୁ ସ୍ନାତକ ଶେଷ କରିଥିବାବେଳେ ଉକ୍ରଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶେଷ କରିଛନ୍ତି । ଗୋବିନ୍ଦ ଆକାଉଣ୍ଟାଣ୍ଟ ଜେନେରାଲ(ଏଜି) କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବାବେଳେ ବନ୍ଦିତା ଚାଟାର୍ଡ …

ଭାରତୀୟ ଫୁଟବଲ୍ ଦଳର ଅଧିନାୟକ ସୁନୀଲ ଛେତ୍ରୀ ଦୀର୍ଘ ଦିନର ପ୍ରେମିକା ସୋନମ୍ ଭଟ୍ଟାଚାର୍ଯ୍ୟଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଗତ ମାସରେ ଗୁରୁଗାଓଁଠାରେ ଏହି ତାରକା ଯୋଡିଙ୍କର ନିର୍ବନ୍ଧ ହୋଇଥିଲା । ଠିକ୍ ତା ପର ଦିନ ଇଣ୍ଡିଆନ୍ ସୁପର ଲିଗରେ ନିଜ ଦଳ ବାଙ୍ଗାଲୁରୁ ଏଫ୍ସି କୁ ମୁମ୍ବାଇ ସିଟି ଏଫ୍ସି ବିପକ୍ଷରେ ୨-୦ରେ ବିଜୟୀ କରିବାରେ ମୁଖ୍ୟ କର୍ଣ୍ଣଧାର ଥିଲେ ଛେତ୍ରୀ । ଭାରତୀୟ ଫୁଟବଲ୍ ଦଳ ପକ୍ଷରୁ ଅଧିକ …

୨୦୧୮ ଜାନୁଆରୀରେ ନ୍ୟୁଜିଲ୍ୟାଣ୍ଡରେ ଅନୁଷ୍ଠିତ ହେବ ୧୯ ବର୍ଷରୁ କମ୍ ବିଶ୍ୱ କପ୍ କ୍ରିକେଟ । ଏହି ମହାସମରରେ ଭାଗ ନେବା ପାଇଁ ୧୬ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ମୁମ୍ବାଇ ବ୍ୟାଟ୍ସମ୍ୟାନ ପୃଥ୍ୱୀଶଙ୍କୁ ୧୯ ବର୍ଷରୁ କମ୍ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଭାବେ ଚୟନ କରାଯାଇଥିବା ବେଳେ ଉପଅଧିନାୟକ ଭାବେ ଶୁବମାନ୍ ଗିଲଙ୍କ ନାମ ଘୋଷଣା କରାଯାଇଛି । ଜଣେ ଖେଳାଳି କେବଳ ଗୋଟିଏ ୧୯ ବର୍ଷରୁ କମ୍ ବିଶ୍ୱକପ୍ ରେ …

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ତାଙ୍କର ଚିତ୍ତାକର୍ଷକ ଫର୍ମ ଜାରି ରଖିଛନ୍ତି । ସଂପ୍ରତି ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଟେଷ୍ଟ ସିରିଜରେ ଲଗାତାର ଦୁଇଟି ଦ୍ୱିଶତକ ହାସଲ କରି ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଟେଷ୍ଟ କ୍ରିକେଟରେ ୬ଟି ଦ୍ୱିଶତକ ହାସଲ କରି ୱେଷ୍ଟଇଣ୍ଡିଜ୍ର ବ୍ୟାଟିଂ କିମ୍ବଦନ୍ତୀ ବ୍ରାଏନ୍ ଲାରାଙ୍କ ରେକର୍ଡ ଭଙ୍ଗ କରିଛନ୍ତି କୋହଲି । ଅଧିନାୟକ ଭାବେ ଟେଷ୍ଟରେ ୫ଟି ଦ୍ୱିଶତକ ହାସଲ କରିଥିଲେ ବ୍ରାଏନ୍ ଲାରା । ଶ୍ରୀଲଙ୍କା …

କ୍ରିକେଟର ଯେକୌଣସି ଫର୍ମାଟରେ ୧୦ ହଜାରରୁ ଊର୍ଦ୍ଧ୍ୱ ରନ୍ ସଂଗ୍ରହ କରିବାକୁ ଏକ ମହତ୍ୱପୂର୍ଣ୍ଣ ସଫଳତା ଭାବେ ବିବେଚନା କରାଯାଏ । ୧୯୮୯ରେ ଭାରତ ଦଳରେ ସୁ ଯୋଗ ମିଳିଥିଲା ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କୁ । ନିଜ ଦିନିକିଆ କ୍ୟାରିୟରରେ ୪୯ ଶତକ ଏବଂ ୯୬ ଅର୍ଦ୍ଧଶତକ ସହ ୪୬୩ ମ୍ୟାଚରୁ ୧୮,୪୨୬ ରନ୍ ସଂଗ୍ରହ କରିଛନ୍ତି ଭାରତ ରତ୍ନ ତେନ୍ଦୁଲକର । କୁମାର ସାଙ୍ଗାକାରା ୪୦୪ ମ୍ୟାଚ୍ ରୁ ୨୫ ଶତକ ଓ ୯୩ …

୨୦୧୭-୧୮ ରଣଜୀ ଋତୁର ଗ୍ରୁପ୍ ପର୍ଯ୍ୟାୟର ଖେଳ ଶେଷ ହୋଇଛି । ନକ୍ ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହେବା ପାଇଁ ପ୍ରାୟ ସମସ୍ତ ଦଳ ପ୍ରାଣପଣେ ଚେଷ୍ଟା କରିଥିଲେ । ଚଳିତ ରଣଜୀ ଋତୁରେ ଡାର୍କ ହର୍ସ ଭାବେ ବିବେଚିତ ମଧ୍ୟପ୍ରଦେଶ, କେରଳ ଓ ବିଦର୍ଭ ଅତ୍ୟନ୍ତ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଥିଲେ । ଟୁର୍ଣ୍ଣାମେଣ୍ଟର ଦାବିଦାର ବିବେଚନା କରାଯାଉଥିବା ମୁମ୍ବାଇ, ଗୁଜୁରାଟ ଏବଂ ପଞ୍ଜାବ କ୍ୱାଟର ଫାଇନାଲ୍ ଟିକେଟ୍ ପାଇବା ପାଇଁ ପ୍ରତି ମ୍ୟାଚ୍ ରେ …

ଭ୍ରମଣକାରୀ ଶ୍ରୀଲଙ୍କା ଏବଂ ଭାରତ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ଏକ ଇନିଂସ ଓ ୨୩୯ ରନ୍ ରେ ବିପୁଳ ବିଜୟ ହାସଲ କରିଛି । ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି, ଚେତେଶ୍ୱର ପୂଜାରା, ରୋହିତ ଶର୍ମା ଏବଂ ମୂରଲୀ ବିଜୟ ଚିତ୍ତାକର୍ଷକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଅଧିନାୟକ ବିରାଟ କୋହଲି କ୍ୟାରିୟରର ପଞ୍ଚମ ଦ୍ୱିଶତକ ହାସଲ କରିଥିବାବେଳେ ଚେତେଶ୍ୱର ପୂଜାରା, ମୂରଲୀ ବିଜୟ ଏବଂ ରୋହିତ ଶର୍ମା ଶତକ ହାସଲ କରି …

ରିଭର୍ସ ସୁଇଙ୍ଗ- ସତୁରୀ ଦଶକରେ ପାକିସ୍ତାନ ଦଳର ପ୍ରମୁଖ ବୋଲର ଥିଲେ ସର୍ଫରାଜ ନୱାଜ । ବିଶ୍ୱ କ୍ରିକେଟରେ ନୱାଜଙ୍କୁ ରିଭର୍ସ ସୁଇଙ୍ଗର ଜନକ ଭାବେ ବିବେଚନା କରାଯାଏ । ପ୍ରତିପକ୍ଷ ଦଳର ବ୍ୟାଟ୍ସମ୍ୟାନଙ୍କୁ ପ୍ରତିହତ କରିବା ପାଇଁ ତାଙ୍କର ମୁଖ୍ୟ ଅସ୍ତ୍ର ଥିଲା ରିର୍ଭସ ସୁଇଙ୍ଗ । ସର୍ଫରାଜ୍ କ୍ରିକେଟରୁ ଅବସର ଘୋଷଣା କରିବା ପରେ ୧୯୯୨ ବିଶ୍ୱକପ୍ ବିଜୟୀ ଦଳର ଅଧିନାୟକ ଇମ୍ରାନ ଖାନ୍ ରିର୍ଭସ ସୁଇଙ୍ଗ ଜରିଆରେ ବିପକ୍ଷ ଶିବିରରେ ଆତଙ୍କ ସୃଷ୍ଟି …

  ଆନ୍ତର୍ଜାର୍ତୀୟ କ୍ରିକେଟ୍ ମ୍ୟାଚ୍ ଆରମ୍ଭ ହେଲା ୧୮୪୪ରୁ । କ୍ରିକେଟ୍ ଖେଳ ଦେଖିବାକୁ ଗଲେ ଦର୍ଶକ କେବଳ ବ୍ୟାଟିଂ ଓ ବୋଲିଂର ମଜା ଉଠାଉଥିଲେ । ମ୍ୟାଚ୍ ପୂର୍ବରୁ ଓ ମ୍ୟାଚ୍ ସରିଲା ପରେ କ୍ରିକେଟପ୍ରେମୀଙ୍କ ଆଲୋଚନାର ମୁଖ୍ୟ ବିଷୟ ବସ୍ତୁ ଥିଲା ବ୍ୟାଟିଂ ଓ ବୋଲିଂରେ ଖେଳାଳୀଙ୍କ ପ୍ରଦର୍ଶନ । ୧୯୯୨ ମାର୍ଚ୍ଚ ୮ ତାରିଖରେ ପାକିସ୍ତାନ ଓ ଦକ୍ଷିଣଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହୋଇଥିବା ମ୍ୟାଚ୍ କ୍ରିକେଟର ସଜ୍ଞା ବଦଳାଇଦେଲା । ବ୍ୟାଟିଂ ଓ …