Posts in category

କ୍ରୀଡ଼ା


Gobardhana Panda – Driver Cum Researcher of Aboriginals of Koraput.

Read More

An old memory of Sankalp tv with Padma shree Kamala pujari

Read More

Jitendra Haripal Sings Rangabati song at Patha Utshav, Bhubaneswar

Read More

ଆଇସିସି ଦ୍ୱାରା ସଦ୍ୟ ପ୍ରକାଶିତ ଟେଷ୍ଟ ବ୍ୟାଟ୍ସସମ୍ୟାନ ମାନ୍ୟତାରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା । ପୂର୍ବରୁ ଚତୁର୍ଥ ସ୍ଥାନରେ ଥିବା ପୂଜାରା ୮୭୩ ପଏଣ୍ଟ ଜରିଆରେ ଏବେ ଆଉ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି । ସେ ଏଯାବତ୍ ୫୪ଟି ଟେଷ୍ଟ ଖେଳି ୫୨.୯୬ ହାରରେ ୪୩୯୬ ରନ୍ ସଂଗ୍ରହ କରିସାରିଛନ୍ତି । ଟେଷ୍ଟ ବ୍ୟାଟ୍ସମ୍ୟାନ ମାନ୍ୟତାର ଏକ ନମ୍ବର ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆ ଦଳର ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ …

ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ସଦ୍ୟ ସମାପ୍ତ ତୃତୀୟ ଟେଷ୍ଟରେ ଇଂନିସ ଓ ୪୧ ରନ୍ ରେ ପରାସ୍ତ ହୋଇଛି ଇଂଲଣ୍ଡ ଦଳ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ରେ ପ୍ରଥମ ତିନିଟି ଟେଷ୍ଟ ଏକ ତରଫା ବିଜୟ ଲାଭ କରି ସିରିଜ୍ ହାତେଇଛି ଘରୋଇ ଦଳ । ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ୨୩୯ ରନ୍ ର ଚିତ୍ତାକର୍ଷକ ପାଳି ଖେଳି ପଏଣ୍ଟ ରେଟିଂରେ କ୍ରିକେଟ କିମ୍ବଦନ୍ତୀ ଡନ୍ ବ୍ରାଡମ୍ୟାନଙ୍କ ନିକଟତର ହୋଇଛନ୍ତି । ଏହା …

ବାମହାତୀ ବି ସ୍ଫୋରକ ବ୍ୟାଟ୍ସମ୍ୟାନ ଶିଖର ଧାୱନ ୨୦୧୦ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ପଦାର୍ପଣ କରିଥିଲେ । ସିନିୟର ଟିମ୍ ରେ ସୁ ଯୋଗ ପାଇବା ପୂର୍ବରୁ ସତର ଏବଂ ୧୯ ବର୍ଷରୁ କମ୍ ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ ସେ । ଦିଲ୍ଲୀ ପକ୍ଷରୁ ୨୦୦୪ ମସିହାରେ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଲେ ଶିଖର । ସିଜିନ୍-୧ରେ ଦିଲ୍ଲୀ ଡେୟାର ଡେଭିଲ୍ସ ଦଳରୁ ନିଜର ଆଇପିଏଲ୍ କ୍ୟାରିୟର ଆରମ୍ଭ କରିଥିଲେ ଏହି …

ଏକଦିବସୀୟ କ୍ରିକେଟରେ ପାକିସ୍ତାନର ସଇଦ୍ ଅନୱର ୧୯୯୭, ଇଣ୍ଡିପେଣ୍ଡେନ୍ସ କପ୍ରେ ଭାରତ ବିପକ୍ଷରେ ସଂଗ୍ରହ କରିଥିଲେ ୧୯୪ ରନ୍ । ଦୀର୍ଘ ୧୩ ବର୍ଷ ପରେ ଏହି ରେକର୍ଡ ଭଙ୍ଗ କରିଥିଲେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର । ୨୦୧୦ ମସିହାରେ ଦକ୍ଷିଣ ଆଫ୍ରିକା ବିରୋଧରେ ସଚିନ୍ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଦ୍ୱିଶତକ ହାସଲ କରିଥିଲେ । ତାର ଠିକ୍ ପର ବର୍ଷ ୨୦୧୧ରେ କାରବିୟାନ୍ ଦଳ ବିରୋଧରେ ମୁଲତାନର ସୁଲତାନ ବିରେନ୍ଦ୍ର ସେହୱାଗ ସଂଗ୍ରହ କରିଥିଲେ …

ଭ୍ରମଣକାରୀ ଶ୍ରୀଲଙ୍କା ଏବଂ ଘରୋଇ ଦଳ ଭାରତ ମଧ୍ୟରେ ମୋହାଲିଠାରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ରୋହିତ ହିଟ୍ ମ୍ୟାନ ଶର୍ମାଙ୍କର ଅଗ୍ନିବର୍ଷୀ ବ୍ୟାଟିଂ ଦେଖିବାକୁ ମିଳିଛି । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ ହରାଇ ସଂଗ୍ରହ କରିଛି ୩୯୨ ରନ୍ । ଅଧିନାୟକ ରୋହିତ ଶର୍ମା ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ବୋଲରମାନଙ୍କ ଉପରେ ଜ୍ୱାଳାମୁଖୀ ପରି ବର୍ଷିଛନ୍ତି । ୧୫୩ଟି ବଲ୍ ରୁ ୧୩ଟି ଆକର୍ଷଣୀୟ ଚୌକା ଏବଂ ୧୨ଟି ବିଶାଳ …

ନିକଟରେ ଟେଷ୍ଟ ମାନ୍ୟତା ପାଇଥିବା ଆଫଗାନିସ୍ତାନ ଦଳ ତାର ପଦାର୍ପଣ ମ୍ୟାଚ୍ ଭାରତ ବିରୋଧରେ ଖେଳିବ । ବିସିସିଆଇ ମୁଖ୍ୟ ରାହୁଲ ଜୋହରି ଏ ସମ୍ପର୍କରେ ଘୋଷଣା କରିଛନ୍ତି । ଗତ ଜୁନ୍ ମାସରେ ଆଫଗାନିସ୍ତାନ ସହ ଆୟରଲାଣ୍ଡକୁ ଟେଷ୍ଟ ଦଳ ମାନ୍ୟତା ପ୍ରଦାନ କରିଥିଲା ଆଇସିସି । ୟୁଏଇରେ ଆଫଗାନିସ୍ତାନ ଓ ଜିମ୍ବାୱେ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବାର ପ୍ରସ୍ତାବ ରହିଥିଲା । ତେବେ ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ପାଇଁ ପୂର୍ବ ପ୍ରସ୍ତୁତିକୁ ଲକ୍ଷ୍ୟ …

ସଂପ୍ରତି ଵିଶ୍ଵ କ୍ରିକେଟର ବ୍ୟାଟିଂ ବିସ୍ମୟ ବିରାଟ କୋହଲି ଏବଂ ବଲିଉଡରେ ହିଟ୍ ଆକ୍ଟ୍ରେସର ମାନ୍ୟତା ପାଇଥିବା ଚୁଲବୁଲି ଅନୁଷ୍କା ଶର୍ମା ଇଟାଲୀର ମିଲାନ୍ ସହର ନିକଟବର୍ତ୍ତୀ ଟସ୍କାନିର ବର୍ଗୋର୍ ଫିନୋଛିଏଟୋ ରିସର୍ଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଡିସେମ୍ବର ୨୬ରେ ମୁମ୍ବାଇରେ ବିବାହ ଭୋଜିର ଆୟୋଜନ ନେଇ ସୂଚନା ମିଳିଛି । ଏହା ପରଦିନ ବିବାହ ରେଜଷ୍ଟ୍ରି ହେବ । ନିକଟରେ ଶେଷ ହୋଇଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ରେ ଦମଦାର ପ୍ରଦର୍ଶନ …

ଦେଶର ପ୍ରମୁଖ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫିର କ୍ୱାଟର ଫାଇନାଲ୍ ପର୍ଯ୍ୟାୟ ଶେଷ ହୋଇଛି । ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି ପଶ୍ଚିମବଙ୍ଗ, ଦିଲ୍ଲୀ, କର୍ଣ୍ଣାଟକ ଏବଂ ବିଦର୍ଭ । ଡିସେମ୍ବର ୧୭ରୁ ୨୧ ପର୍ଯ୍ୟନ୍ତ କଲକାତାରେ କର୍ଣ୍ଣାଟକ-ବିଦର୍ଭ ଏବଂ ପୁଣେରେ ବଙ୍ଗଳା-ଦିଲ୍ଲୀ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ । ଗତ ରଣଜୀ ସଂସ୍କରଣରେ ଚମ୍ପିଆନ ହୋଇଥିଲା ଗୁଜରାଟ । କିନ୍ତୁ ଦୁର୍ଭାଗ୍ୟବଶତଃ ଗୁଜରାଟ ଏଥର କ୍ୱାଟରଫାଇନାଲରେ ବଙ୍ଗଳାଠାରୁ ପରାଜୟ ବରଣ କରିଛି । ଓପନର ଅଭିମନ୍ୟୁ ଇଶ୍ୱରନ୍ …

ବିଶ୍ୱ ହକି ଲିଗ୍ ର ପ୍ରଥମ ମ୍ୟାଚ୍ ରେ ଭାରତ ସହ ମ୍ୟାଚ୍ ଅମୀମାଂସିତ ରଖି ଅଭିଯାନ ଆରମ୍ଭ କରିଥିଲା ଅଷ୍ଟ୍ରେଲିଆ । ପ୍ରଥମ ମ୍ୟାଚ୍ ପରେ ଅନ୍ୟ ସମସ୍ତ ମ୍ୟାଚ୍ ରେ ପ୍ରଭାବୀ ପ୍ରଦର୍ଶନ କରି ଫାଇନାଲ୍ ମ୍ୟାଚ୍ ରେ ଆର୍ଜେଣ୍ଟିନାକୁ ହରାଇ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ । ଆୟୋଜକ ଭାରତ ମଧ୍ୟ ଉନ୍ନତ ଖେଳ ପ୍ରଦର୍ଶନ କରି ଶ୍ରେଷ୍ଠ ତୃତୀୟ ଦଳ ଭାବେ ବିବେଚିତ ହୋଇଛି । ପ୍ଲେ-ଅଫ୍ ରେ ଜର୍ମାନୀକୁ ପରାଜିତ କରି …

ମେକ୍ସିକୋରେ ଚାଲିଥିବା ୱାଲ୍ଡ ପାରା ସୁଇମିଂ ଚମ୍ପିଆନ୍ସିପ୍ରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ସୁନାମ ଆଣିଛନ୍ତି ଦୃଷ୍ଟିହୀନ କାଞ୍ଚନମାଳା ପାଣ୍ଡେ । ଏଭଳି କୃତିତ୍ୱ ଅର୍ଜନ କରିବାରେ ସେ ଦେଶର ପ୍ରଥମ ମହିଳା । ଏସ୍-୧୧ ବର୍ଗର ୨୦୦ ମିଟର ଇଭେଣ୍ଟରେ ଏହି ସଫଳତା ହାସଲ କରିଛନ୍ତି। ସଂପ୍ରତି ରିଜର୍ଭ ବ୍ୟାଙ୍କରେ କାର୍ଯ୍ୟରତ କାଞ୍ଚନମାଳା ମେକ୍ସିକୋ, ପାରା ସୁଇମିଂ ଚମ୍ପିଆନ୍ସିପରେ ପଦକ ଆଶା ରଖିଥିଲେ ମଧ୍ୟ ସ୍ୱର୍ଣ୍ଣ ପଦକ ଲାଭ କରିବା ଥିଲା କଳ୍ପନାତୀତ । …