Posts in category

କ୍ରୀଡ଼ା


Gobardhana Panda – Driver Cum Researcher of Aboriginals of Koraput.

Read More

An old memory of Sankalp tv with Padma shree Kamala pujari

Read More

Jitendra Haripal Sings Rangabati song at Patha Utshav, Bhubaneswar

Read More

ୟୁଏଫା ତରଫରୁ ଘୋଷିତ ଶ୍ରେଷ୍ଠ ଫୁଟବଲ୍ କ୍ଲବ ତାଲିକାରେ ଏକ ନମ୍ବର ସ୍ଥାନ ହାସଲ କରିଛି ସ୍ପେନର ପ୍ରସିଦ୍ଧ ଫୁଟବଲ୍ କ୍ଲବ ରିଅଲ୍ ମାଦ୍ରିଦ୍ । ବିଗତ ୫ ବର୍ଷ ମଧ୍ୟରେ ଦଳ ଗୁଡିକର ପ୍ରଦର୍ଶନ ଆଧାରରେ ଏହି ତାଲିକା ପ୍ରସ୍ତୁତ ହୋଇଛି । ରିଅଲ୍ ମାଦ୍ରିଦ୍ ଦଳ ମୋଟ ୧,୪୮୦୦୦ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ରହିଛି । ୧,୨୬,୦୦୦ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି ରିଅଲ୍ ମାଦ୍ରିଦର ଚିର ପ୍ରତିଦ୍ୱନ୍ଦୀ ବାର୍ସିଲୋନା । …

ସଦ୍ୟ ସମାପ୍ତ ସିରିଜରେ ଲୋକେଶ ରାହୁଲ ଏବଂ କାମଚଳା ଅଧିନାୟକ ରୋହିତ ଶର୍ମାଙ୍କ ଧୂଆଁଧାର ପ୍ରଦର୍ଶନ ବଳରେ ୩-୦ରେ ସିରିଜ୍ ପୋଛି ନେଇଥିଲା ଭାରତ । ଦୁଇ ପ୍ରମୁଖ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଏବଂ ରୋହିତ ଶର୍ମାଙ୍କର ମଧ୍ୟ ଟି-୨୦ ରାଙ୍କରେ ଉନ୍ନତି ଘଟିଛି । ପ୍ରଥମ ଟି-୨୦ରେ ଲୋକେଶ ରାହୁଲ ୬୧ ରନ୍ ସଂଗ୍ରହ କରିଥିବାବେଳେ ଦ୍ୱିତୀୟ ଟି-୨୦ରେ ସଂଗ୍ରହ କରିଥିଲେ ଚିତ୍ତାକର୍ଷକ ୮୯ ରନ୍ । ୩ଟି ମ୍ୟାଚ୍ ରେ ସର୍ବମୋଟ ୧୫୪ ରନ୍ …

  ଆଇସିସିର ସଦ୍ୟ ପ୍ରକାଶିତ ଟି-୨୦ ତାଲିକାରେ ଭାରତ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ଶ୍ରୀଲଙ୍କା ସିରିଜ୍ ଆରମ୍ଭ ହେବା ପୂର୍ବରୁ ଏହି ତାଲିକାରେ ଭାରତ ପଞ୍ଚମ ସ୍ଥାନରେ ରହିଥିଲା । ସଦ୍ୟ ତାଲିକା ପ୍ରସ୍ତୁତ ହେବା ପୂର୍ବରୁ ୧୧୯ ପଏଣ୍ଟ ସହ ଇଂଲଣ୍ଡ ତଳକୁ ରହିଥିଲା ଭାରତ । ସଦ୍ୟ ସମାପ୍ତ ଶ୍ରୀଲଙ୍କା ସିରିଜରେ ଚମତ୍କାର ପ୍ରଦର୍ଶନ କରି ୩-୦ରେ ସିରିଜ୍ ପୋଛି ନେଇଛି ଘରୋଇ ଦଳ । ଦ୍ୱିତୀୟ ଦିନିକିଆରେ ରୋହିତ ଶର୍ମାଙ୍କ …

ଆସନ୍ତା ଜାନୁୟାରୀ ୪ରୁ ୮ ପର୍ଯ୍ୟନ୍ତ ବିସିସିଆଇ ଆନୁକୁଲ୍ୟରେ ମହିଳା ଚ୍ୟାଲେଞ୍ଜର ଟ୍ରଫି ଖେଳାଯିବ । ଏହି ଟ୍ରଫିରେ ଇଣ୍ଡିଆ ରେଡ୍ ପକ୍ଷରୁ ଖେଳିବେ ଗଞ୍ଜାମ ହିଞ୍ଜିଳିକାଟୁର ଝିଅ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ । ପ୍ରଥମ ମ୍ୟାଚ୍ ଜାନୁୟାରୀ ୪ ତାରିଖରେ ଇଣ୍ଡିଆ ରେଡ୍ ଓ ଇଣ୍ଡିଆ ବ୍ଲୁ ମଧ୍ୟରେ ଅନୁଷ୍ଠିତ ହେବ । ଓଡିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ପ୍ରିୟଙ୍କାଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି । ବାଙ୍ଗାଲୁରୁରେ ଅନୁଷ୍ଠିତ ଜାତୀୟ ଶିବିରରେ ଉଚ୍ଚକୋଟୀର ପ୍ରଦର୍ଶନ କରି …

ଇନ୍ଦୋରରେ ଅନୁଷ୍ଠିତ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଯୁଗ୍ମ ଦ୍ରୁତତମ ଶତକ ହାସଲ କରିଛନ୍ତି । ୩୫ଟି ବଲ୍ ରୁ ୧୧ ଚୌକା ଓ ୮ ଛକା ସହାୟତାରେ ଶତକ ପୂରଣ କରିଥିଲେ ରୋହିତ । ପୂର୍ବରୁ ୨୦୧୭ ଅକ୍ଟୋବର ୨୯ ତାରିଖରେ ପୋଚ୍ଫେଷ୍ଟୁମ୍ ଠାରେ ବାଂଲାଦେଶ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ଡେଭିଡ୍ ମିଲର ୩୫ ବଲ୍ ରୁ ଶତକ ହାସଲ କରି ଏହି ମାଇଲସ୍ତମ୍ଭ ସ୍ଥାପନ …

ଆଇସିସି ବିଶ୍ୱ ମହିଳା ଏକାଦଶରେ ସ୍ଥାନ ପାଇଛନ୍ତି ଭାରତୀୟ ଅଧିନାୟିକା ମିତାଲୀ ରାଜ, ବିସ୍ଫୋରକ ବ୍ୟାଟ୍ସମ୍ୟାନ ହରମନପ୍ରୀତ କୌର ଏବଂ ବାମହାତୀ ସ୍ପିନର ଏକତା ବିଷ୍ଟ । ଦିନିକିଆ ଏକାଦଶରେ ମିତାଲୀଙ୍କୁ ସୁଯୋଗ ମିଳିଥିବାବେଳେ ଟି-୨୦ରେ ହରମନପ୍ରୀତ କୌର ଏବଂ ଉଭୟ ଦିନିକିଆ ଏବଂ ଟି-୨୦ରେ ସ୍ଥାନ ପାଇଛନ୍ତି ଏକତା । ଆଇସିସି ପକ୍ଷରୁ ପ୍ରକାଶିତ ତାଲିକାରୁ ଏ ସମ୍ପର୍କରେ ସୂଚନା ମିଳିଛି । ଭାରତୀୟ ଦଳର ଅଧିନାୟିକା ମିତାଲୀ ରାଜ ଚଳିତ ବର୍ଷ ଆୟୋଜିତ ହୋଇଥିବା …

ରଣଜୀ ଟ୍ରଫି ପ୍ରଥମ ସେମିଫାଇନାଲ୍ ରେ ଦିଲ୍ଲୀ ବେଙ୍ଗଲକୁ ହରାଇଥିବାବେଳେ ଦ୍ୱିତୀୟ ସେମିଫାଇନାଲ୍ ରେ ଶକ୍ତିଶାଳୀ କର୍ଣ୍ଣାଟକକୁ ପରାସ୍ତ କରି ଫାଇନାଲକୁ ପ୍ରଥମ ଥର ପାଇଁ ଉନ୍ନୀତ ହୋଇଛି ବିଦର୍ଭ । ଡାହାଣହାତୀ ମିଡିୟମ୍ ପେସ୍ ବୋଲର ରଜନିଶ ଗୁରବାନୀଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ବଳରେ ଇତିହାସ ରଚିଛି ଏହି ଦଳ । ବିଦର୍ଭ ପ୍ରଥମେ ବ୍ୟାଟିଂ କରି ୧୮୫ ରନ୍ ରେ ସମସ୍ତ ୱିକେଟ ହରାଇଥିଲା । ଏହାର ଜବାବରେ କର୍ଣ୍ଣାଟକ ସଂଗ୍ରହ କରିଥିଲା ୩୦୧ …

ୟୋ-ୟୋ ଟେଷ୍ଟରେ ବିଫଳ ହୋଇ ଭାରତୀୟ ଦଳରୁ ବାଦ୍ ପଡିଥିବା ବାମହାତୀ ବ୍ୟାଟ୍ସମ୍ୟାନ ସୁରେଶ ରୈନାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସୀମିତ ଓଭର ମ୍ୟାଚ୍ ପାଇଁ ଘୋଷିତ ଦଳରେ ସ୍ଥାନ ମିଳିବା ସମ୍ଭାବନା ଉଜ୍ଜ୍ୱଳ ହୋଇଛି । ଆଜି ବାଙ୍ଗାଲୁରୁସ୍ଥିତ ରାଷ୍ଟ୍ରିୟ କ୍ରିକେଟ ଏକାଡେମିଠାରେ ୟୋ-ୟୋ ଟେଷ୍ଟର ସାମ୍ନା କରିବାକୁ ପଡିଥିଲା ରୈନାଙ୍କୁ । ସେ ସଫଳତାର ସହ ଏହି ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇ ଖୁସି ବ୍ୟକ୍ତ କରିଛନ୍ତି । ପୂର୍ବରୁ ୟୋ-ୟୋ ଟେଷ୍ଟରେ ବିଫଳ ହୋଇ …

ଦେଶର ସର୍ବ ପୁରାତନ ଘରୋଇ କ୍ରିକେଟ ପ୍ରତିଯୋଗିତା ରଣଜୀ ଟ୍ରଫିର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଇତି ମଧ୍ୟରେ ଶେଷ ହୋଇଯାଇଛି । ଦିଲ୍ଲୀ ବେଙ୍ଗଲକୁ ଇଂନିସ ଓ ୨୬ ରନ୍ ରେ ପରାସ୍ତ କରି ପ୍ରଥମ ଦଳ ଭାବେ ଫାଇନାଲ୍ କୁ ଉନ୍ନୀତ ହୋଇଛି । ଦିଲ୍ଲୀ ବିଜୟରେ ପ୍ରମୁଖ କର୍ଣ୍ଣଧାର ସାଜିଥିଲେ କୁଳୱନ୍ତ ଖେଜ୍ ରୋଲିଆ ଏବଂ ନବଦୀପ ସାଇନି । ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ବେଙ୍ଗଲ ଦଳ । ଦିଲ୍ଲୀ …