ସ୍ମାର୍ଟ ଓଡ଼ିଶା

ଆପଣଙ୍କ ଫୋନ୍ ହ୍ୟାକ୍ ହୋଇଛି କି ନାହିଁ କେମିତି ଜାଣିବେ?
ବର୍ତ୍ତମାନ ସମୟରେ ସ୍ମାର୍ଟଫୋନର ବହୁଳ ବ୍ୟବହାର ସହ ଏହା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂରକ୍ଷଣ କରି ରଖିବାର ମାଧ୍ୟମ ପାଲଟିଛି । ହେଲେ ଏହାକୁ ହ୍ୟାକ୍ କରାଯାଇ ସେଥିରୁ ସହଜରେ ଗୁରୁତ୍ୱପୂର୍ଣ୍ଣ ବା ବ୍ୟକ୍ତିଗତ ତଥ୍ୟ ଚୋରି କରାଯାଇପାରୁଛି । ଯାହାଦ୍ୱାରା କି ଫୋନ ହ୍ୟାକ୍ ହୋଇଥିବା ବ୍ୟକ୍ତିକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବହୁଦିନ ଧରି ଫୋନ ହ୍ୟାକ୍ ହୋଇଥିଲେ ମଧ୍ୟ ଅନେକ ସେ ସମ୍ବନ୍ଧରେ ଜାଣି ପାରନ୍ତି …

ସ୍ମାର୍ଟଫୋନ ପାସ ୱାର୍ଡ ଭୁଲିଛନ୍ତି କି ? ତେବେ ଜାଣନ୍ତୁ ଖୋଲିବେ କେମିତି
ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତଙ୍କ ପାଖରେ ସ୍ମାଟଫୋନ ରହିଛି । ନିଜ ଫୋନରେ ଥିବା ବ୍ୟକ୍ତିଗତ ତଥ୍ୟ, ଫଟୋ ବା ଅନ୍ୟାନ୍ୟ ଗୁରୁତପୂର୍ଣ୍ଣ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ସ୍କ୍ରିନ ଲକ ବା ପାସ ୱାର୍ଡ ଦେଇଥାନ୍ତି । କୌଣସି କାରଣରୁ ଯଦି ପାସ ୱାର୍ଡ ବା ଫୋନର ପ୍ୟାର୍ଟନ ଭୁଲିଯାଇଛନ୍ତି ତେବେ କ’ଣ କରିବେ ସେ ବିଷୟରେ କିଛିଟି ଉପାୟ ଜାଣନ୍ତୁ । ଫୋନ୍ ପାସୱାର୍ଡ ଭୂଲିଯିବା ଏକ ସାଧାରଣ କଥା ହୋଇଥିଲେ ମଧ୍ୟ ଅନେକଙ୍କ …

ସାବଧାନ! ଆପଣବି ହୋଇପାରନ୍ତି ସାଇବର ଅପରାଧୀଙ୍କ ଶିକାର
ଭିଶିଙ୍ଗ୍ ଫ୍ରଡ଼ (Voice Calling Scam) ଆପଣଙ୍କ ମୋବାଇଲକୁ ଫୋନ୍ କରି କେହି ଜଣେ ଅଜଣା ବ୍ୟକ୍ତି ବଡ଼ ଅଫିସରଙ୍କର ପରିଚୟ ଦେଇ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟିପାରେ । ଏଥିପ୍ରତି ଆପଣ ସଚେତନ ରହିବା ଜରୁରୀ । କେହି ଅଜଣା ବ୍ୟକ୍ତି ଆପଣଙ୍କୁ ଫୋନ କରି ଆପଣଙ୍କର ଏଟିଏମ୍ କାର୍ଡ ବ୍ଲକ୍ ହୋଇଯିବା / ଏଟିଏମ୍ କାର୍ଡ ଆଧାର ସହିତ ଲିଙ୍କ କରାଯିବା / ଏଟିମ୍ କାର୍ଡ ଅପଡେଟ୍ କରାଯିବା ଭଳି ବିଭିନ୍ନ ଆଳ …

ମହିଳାଙ୍କ ସୁରକ୍ଷା କବଚ – ମୋ ସାଥୀ ଆପ୍
ନୂଆ ଟେକ୍ନୋଲଜି ସହାୟତାରେ ମହିଳାଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କାଡ଼ାକଡ଼ି କରିବା ଉଦ୍ଦେଶ୍ୟରେ ‘ମୋ ସାଥୀ ମୋବାଇଲ୍ ଆପ୍’ର ପ୍ରଚଳନ କରାଯାଇଛି । ମହିଳାଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ଆଣ୍ଡ୍ରଏଡ୍ ଆପ୍ ବେଶ ଲାଭପ୍ରଦ ହୋଇପାରିଛି । ସହରର ଶିକ୍ଷିତ ପରିବେଶରେ ମହିଳାଙ୍କ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ଅନେକ ମହିଳା ଅସଦାଚରଣର ଶିକାର ହୋଇ ସେମାନଙ୍କ ଜୀବନ ପ୍ରତି ଭୟ ଉପୁଜୁଛି । ସେମାନଙ୍କୁ ସହାୟତାର ହାତ …