ସମାଜ ପରିକ୍ରମା
ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ
ସାରା ବିଶ୍ଵରେ ଭୟର ବାତାବରଣ ସୃଷ୍ଟି କରିଥିବା କରୋନା ଭୂତାଣୁ ଭାରତରେ ପ୍ରବେଶ କରିବା ପରେ ରାଜ୍ୟ ସରକାର ଏହାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିବା ସହ ବିଭିନ୍ନ ପଦକ୍ଷେପ ନେଇଥିଲେ । ହେଲେ ଆଜି ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବାପରେ ସରକାର ଅଧିକ ସଚେତନ ହୋଇପଡିଛନ୍ତି । ରାଜ୍ୟର କେତେକ ସ୍ଥାନରେ ୧୪୪ ଜାରି ହେବାସହ ସ୍କୁଲ କଲେଜ ବନ୍ଦ ରହିଛି । ଏହାସହ ବିଭିନ୍ନ ସହରରେ ସିନେମା ହଲ ସପିଂ ମଲ …
ଘରେ ରଖନ୍ତୁ କର୍ପୁର-ଫିଟିକିରି
ପ୍ରାୟ ସମସ୍ତଙ୍କ ଘରେ ପୂଜାପର୍ବ ହେଉ କି ଖଦ୍ୟପେୟ ଅବା ଦେଶୀ ଉପଚାର ପାଇଁ ହେଉ କର୍ପୁର ଓ ଫିଟିକିରି ବ୍ୟବହାର ହୋଇଥାଏ । କେବଳ ସେତିକି ନୁହେଁ ଏଗୁଡ଼ିକର ବ୍ୟବହାର ଦ୍ୱାରା ନିତିଦିନିଆ ଜୀବନରେ ଦେଖାଯାଉଥିବା ଅନେକ ସମସ୍ୟା ଲୋପ ହୋଇ ପାରେ ବୋଲି ବାସ୍ତୁରେ ବିଶ୍ୱାସ କରାଯାଏ । ଏହାବ୍ୟତୀତ କର୍ପୁର ବାୟୁକୁ ସୁଦ୍ଧ କରିବା ସହ କ୍ଷତିକାରକ ଭୂତାଣୁ ମାରିବାରେ ସକ୍ଷମ ହୋଇଥାଏ ବୋଲି ବୈଜ୍ଞାନିକମାନେ ମତ ଦିଅନ୍ତୁ । ତେଣୁ ଉଭୟ …
ସମନ୍ୱୟ ଚାଷର ସୁଫଳ, ୩୦ ଡ଼ିସିମିଲ ରୁ ୬ଏକର
କଠିନ ପରିଶ୍ରମ ଓ ସଠିକ୍ ଜ୍ଞାନକୌଶଳ ପ୍ରୟୋଗ କରିଲେ ଯେକୌଣସି ବୃତ୍ତିରେ ସଫଳତା ଅବସମ୍ଭାବି । ଏହା ପ୍ରମାଣ କରି ଦେଖାଇଛନ୍ତି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ଅନ୍ତର୍ଗତ ଅମ୍ବିକାପୁର ଗାଁର ଅଞ୍ଜନ ବିଶ୍ୱାଳ । ଦିନେ ନିଜ ପରିବାର ଚଳାଇବା ପାଇଁ ବିଭିନ୍ନ କାର୍ଯ୍ୟ କରିବା ସହ ୧୮ ବର୍ଷ ଘରୋଇ ବସରେ କଣ୍ଡକ୍ଟର ଭାବେ କାର୍ଯ୍ୟ କରିବାକୁ ପଡ଼ିଥିଲା ତାଙ୍କୁ । ହେଲେ କୌଣସି ଏକ କାରଣରୁ କଣ୍ଡକ୍ଟର ଚାକିରୀ ଛାଡ଼ିବା ସହ ନିଜେ …
ମୋ ପୋଖରୀ ଯୋଜନାରେ ମାଛଚାଷ
ରାଜ୍ୟ ସରକାର ମତ୍ସ୍ୟ ସମ୍ପଦ ବିକାଶ କ୍ଷେତ୍ରରେ ଯେଉଁ “ମତ୍ସ୍ୟ ପୋଖରୀ ଯୋଜନା” କାର୍ଯକାରୀ କରିଛନ୍ତି ତାହା ବେଶ୍ ଆଦୃତି ଲାଭ କରିଛି । ଏହି ଯୋଜନାରେ ବାର୍ଷିକ ୧୦୫୯ ହେକ୍ଟର ନୂଆ ପୋଖରୀ ସୃଷ୍ଟି କରି ମାଛ ଚାଷ କରିବା ସହିତ ୨୦୦ ହେକ୍ଟର ପୋଖରୀରେ ଆଙ୍ଗୁଳିକା ଜାଆଁଳ ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଏଥି ଲାଗି ୨୦୧୭-୧୮ରୁ ୨୦୧୯-୨୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୯୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି …
ସେନାରେ ମହିଳାଙ୍କ ପାଇଁ ସ୍ଥାୟୀ କମିଶନ୍ ନେଇ ବାଟ ଫିଟିଲା
ସେନାରେ ମହିଳାଙ୍କ ପାଇଁ ସ୍ଥାୟୀ କମିଶନ୍ ନେଇ ଶେଷରେ ବାଟ ଫିଟିଲା । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବରୁ ଏ ନେଇ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଦେଇଥିବା ରାୟକୁ କାୟମ ରଖିବା ସହ ସେନାରେ ଉଭୟ ପୁରୁଷ ଓ ମହିଳାଙ୍କୁ ସମାନ ଅଧିକାର ଦେବା ସପକ୍ଷରେ ମତ ସ୍ପଷ୍ଟ କରିଛନ୍ତିା ସୂଚନାଯୋଗ୍ୟ ଯେ, ସ୍ଥଳସେନାରେ ମହିଳାଙ୍କ ପାଇଁ ସ୍ଥାୟୀ କମିଶନ୍କୁ କେନ୍ଦ୍ର ସରକାରଙ୍କ ସମର୍ଥନ ନଥିଲା । ଏହାକୁ ବିରୋଧ କରି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ …
ଖସିଲା ୧୩୨ କେଭିର ବିଦ୍ୟୁତ ତାର
୪୯ ନଂ ଜାତୀୟ ରାଜପଥ ଝାରସୁଗୁଡ଼ା ନିକଟରେ ଆଜି ମୁଖ୍ୟ ରାସ୍ତା ଉପରେ ୧୩୨ କେଭି ସମ୍ପର୍ଣ୍ଣ ବିଦ୍ୟୁତ୍ ତାର ହଠାତ ଖସିପଡ଼ିବା ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା । ତେବେ ସୌଭାଗ୍ୟବସତଃ ସେହି ସମୟରେ ଲୋକ ଚଳାଚଳ ନଥିବାରୁ କେହି ମୃତାହତ ହୋଇ ନଥିବା ଖବର ମିଳିଛି । ସେହିପରି କଟକ ସ୍ଥିତ ରାଜସ୍ୱ ଭବନର ତୃତୀୟ ମହଲାରେ ହଠାତ ନିଆଁ ଲାଗି ଯାଇଥିଲା । ସ୍ଥାନୀୟ ଲୋକ ଏବଂ କର୍ମଚାରୀମାନେ ମିଶି …
ବିଧାନସଭା ବଜେଟ୍ ଅଧିବେସନ, ପ୍ରଥମରୁ ମୁଲତବି
ଆଜି ବିଧାନସଭାରେ ଗୃହ କାର୍ଯ୍ୟ ବିରୋଧିଙ୍କ ପ୍ରବଳ ହଟଗୋଳ ଯୋଗୁଁ ବାରମ୍ବାର ବାଧାପ୍ରାପ୍ତ ହୋଇଛି । ଗତକାଲି ବାଚସ୍ପତି ଦେଇଥିବା ରୁଲିଂକୁ ନେଇ ବିରୋଧିଙ୍କ ହଙ୍ଗାମା ଯୋଗୁଁ ପ୍ରଥମେ ଦିନ ୧୧.୩୦ ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବି ରଖାଯାଇଥିବା ବେଳେ ପରେ ଏହାକୁ ଅପରାହ୍ନ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ବାଚସ୍ପତିଙ୍କ ପୂର୍ବ ରୁଲିଂକୁ ପ୍ରତ୍ୟାହର କରିନେବା ପାଇଁ ବିରୋଧି ଦଳର ସଦସ୍ୟମାନେ ଦାବି କରିଥିଲେ । ପରେ କଂଗ୍ରେସ ଦଳର ନେତା ଓ କର୍ମିମାନେ ରାଜଭବନ …
ପରୀକ୍ଷା ସମୟରେ ଖାଦ୍ୟପେୟ
ପରୀକ୍ଷା ଋତୁ ପାଖେଇ ଆସିଲେ ବିଦ୍ୟାର୍ଥୀମାନଙ୍କ ସହ ଅଭିଭାବକମାନଙ୍କ ଚିନ୍ତା ବି ବଢ଼ିଯାଏ । ଛାତ୍ରୀ- ଛାତ୍ରମାନେ ପଢ଼ାରେ ବ୍ୟସ୍ତ ରହିି ନିଜର ଯତ୍ନ ନେବାକୁ ଭୁଲି ଯାଆନ୍ତି । ଠିକ୍ ସମୟରେ ଖାଇବା, ଗାଧେଇବା, ଶୋଇବା ଇତ୍ୟାଦିର ଖିଆଲ ରଖନ୍ତିନିି । ତା’ ସହ ପରୀକ୍ଷା ପାଇଁ ଅଧିକ ଚାପ ନେବା ଦ୍ୱାରା ଏହାର କୁପ୍ରଭାବ ଉଭୟ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡ଼ିଥାଏ । ପରୀକ୍ଷାର ପ୍ରାୟ ମାସକ ଆଗରୁ ପିଲାମାନଙ୍କର …
ରାଜ୍ୟ ବଜେଟ୍ ଅଧିବେସନ ଆରମ୍ଭ
ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେସନ ପେବୃୟାରୀ ୧୪ ତାରିଖରେ ଆରମ୍ଭ ହୋଇଥିବାବେଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଧିବେସନରେ ତାଙ୍କର ଆନୁଷ୍ଠାନିକ ଉଦଘାଟନୀ ଅଭିଭାଷଣ ଦେଇ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସଫଳତାର ଚିତ୍ର ପ୍ରଦାନ କରିବା ସହ ଭବିଷ୍ୟତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚାଇଥିଲେ । ରାଜ୍ୟପାଳଙ୍କ ଅଭିଭାଷଣର ମୁଖ୍ୟାଂଶ: -ଲୋକଙ୍କୁ ଶାସନର କେନ୍ଦ୍ରବିନ୍ଦୁରେ ରଖି ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । -ଓଡ଼ିଶାକୁ ନୂଆ ଉଚ୍ଚତାକୁ ନେବା ପାଇଁ ସରକାର କାର୍ଯ୍ୟରତ । -ନୂଆ …
‘ସମାଜ ବିକାଶର କେନ୍ଦ୍ରବିନ୍ଦୁ ଉନ୍ନୟନମୂଳକ ସାମ୍ବାଦିକତା’
ରାଧାନାଥ ରଥ ଥିଲେ ଉନ୍ନୟନମୂଳକ ସାମ୍ବାଦିକତାର କର୍ଣ୍ଣଧାର । ସେ ସାମ୍ବାଦିକଙ୍କୁ ତାଲିମ ଦେଉଥିଲେ ଓ ପରିପୂର୍ଣ୍ଣ କରି ଗଢି ତୋଳୁଥିଲେ । ସେ କେବଳ ‘ସମାଜ’ ଖବର କାଗଜର ସମ୍ପାଦକ ନଥିଲେ ବରଂ ପୁରା ସମାଜର ଦିଗଦର୍ଶକ ଥିଲେ କହିଲେ ଭୁଲ ହେବ ନାହିଁ । କୌଣସି କାର୍ଯ୍ୟ ସମ୍ପାଦନା ହେଉ ଅବା ନିଜର ମତ ରଖିବା ହେଉ ସବୁବେଳେ ରାଧାନଥ ରଥ(ବାବୁଜୀ) ସମସ୍ତଙ୍କୁ ସୁଯୋଗ ଦେଉଥିଲେ ବୋଲି ଆଜି ସଂକଳ୍ପ ମିଡ଼ିଆ ଓ କନଭେନଶନରେ …