Posts in category

ଖବର


ବଲିଉଡ୍‌ ଅଭିନେତା ଇର୍‌ଫାନ ଖାନଙ୍କ ପରଲୋକ

Read More

କରୋନାରେ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ ପରିବାରକୁ ମିଳିବ ୧୫ ଲକ୍ଷ ଟଙ୍କା

Read More

ହ୍ୱାଟସଆପ ଇନଫୋଡେସ୍କର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Read More

ଭାରତୀୟ ମହିଳା ଟେନିସ୍ ତାରକା ସାନିଆ ମିର୍ଜା ଟ୍ୱିଟର ଜରିଆରେ ନିଜର ଫ୍ୟାନମାନେ ପଚାରିଥିବା ପ୍ରଶ୍ନର ମଜାଳିଆ ଉତ୍ତର ରଖିଥିଲେ । ଦୀର୍ଘ ସମୟ ବାର୍ତ୍ତାଳପ ପରେ ଫ୍ୟାନମାନେ ସାନିଆଙ୍କ ପସନ୍ଦର କ୍ରିକେଟ ତାରକାଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲେ । ସଂପ୍ରତି ବିଶ୍ୱ କ୍ରିକେଟରେ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ନାଁ ଉଠିଲେ କୋହଲି ହିଁ ସର୍ବାଗ୍ରେ ରହିବେ । ଭାରତର ସର୍ବକାଳୀନ ଶ୍ରେଷ୍ଠ ଅଧିନାୟକ ଭାବେ ମହେନ୍ଦ୍ର ସିଂହ ଧୋନିଙ୍କ ନାଁ ଅଧିକାଂଶ କ୍ରିକେଟ ପ୍ରଶଂସକ ଓ ସମୀକ୍ଷକଙ୍କ …

ନିଜର ସୁଲଳିତ କଣ୍ଠର ଯାଦୁରେ ଯୁବପିଢିଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ବଲିଉଡ଼ର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ନେହା କକ୍କର । ଡିସେମ୍ବର ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଗୋପାଳପୁର ବିଚ୍ ଫେଷ୍ଟିଭାଲରେ ଯୋଗଦେବେ ବଲିଉଡ଼ର ଏହି ସୁନ୍ଦରୀ କଣ୍ଠଶିଳ୍ପୀ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଗୋପାଳପୁର ବିଚ୍ ଫେଷ୍ଟିଭାଲର ସଭାପତି ଗୋପାଳପୁର ବିଧାୟକ ଶ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ । ବହୁ ପ୍ରତିକ୍ଷୀତ ଗୋପାଳପୁର ବିଚ୍ ଫେଷ୍ଟିଭାଲର ସଫଳ ପରିଚାଳନା ସକାଶେ ଜିଲ୍ଲାପାଳଙ୍କ …

ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଣ ଉଦ୍ଦେଶ୍ୟରେ ରାଜ୍ୟ ସରକାର ବିଭିନ୍ନ ସଙ୍ଗଠନ ସହିତ ୪ଟି ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି । କୋଲକାତାସ୍ଥିତ ଗ୍ଲୋକାଲ୍ ହେଲଥକେୟାର ସିଷ୍ଟମ ପ୍ରାଇଭେଟ ଲିମିଟେଡ, ଭେଲୋରସ୍ଥିତ ଖ୍ରିଷ୍ଟିଆନ୍ ମେଡିକାଲ୍ କଲେଜର ସେଣ୍ଟର ଫର୍ ଷ୍ଟେମ୍ ସେଲ୍ ରିସର୍ଚ, ନାରାୟଣ ହୃଦାଳୟ ଭୁବନେଶ୍ୱରସ୍ଥିତ ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ସହିତ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି । ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କହିଲେ, ରାଜ୍ୟର ଜନସାଧାରଣକୁ ଉନ୍ନତମାନର ସ୍ୱାସ୍ଥ୍ୟ …

ସ୍ତନ କ୍ୟାନସର ରୋଗରେ ପୀଡିତ ରୋଗୀଙ୍କ ପାଇଁ ଧନ୍ୱନ୍ତରୀ ପାଲଟିଛନ୍ତି ଡକ୍ଟର ସନ୍ଦୀପ କୁମାର ମିଶ୍ର । ତାଙ୍କର ଗବେଷଣାଲବ୍ଧ ମେଡିସିନରେ ସ୍ତନ କର୍କଟ ରୋଗର ନିଦାନ ହୋଇପାରିବ । ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନରେ କାର୍ଯ୍ୟ କରୁଥିବା ଯୁବ ଚିକିତ୍ସା ବିଜ୍ଞାନୀ ଡକ୍ଟର ମିଶ୍ର ଏ ଷ୍ଟ୍ରୋଜେନ୍ ରିଲେଟେଡ୍ ରିସିପ୍ଟର ବିଟା ମଲିକୁଲ ଏବଂ ଆର୍ଟେମିସିଆ ଆନୁଆ (Artemisia annua) ଉଦ୍ଭିଦର ପତ୍ର ଏବଂ ଫୁଲରୁ ଆର୍ଟେମିସିନିନ୍ ନାମକ ସ୍ତନ କର୍କଟ ପ୍ରତିରୋଧୀ ମେଡିସିନ୍ ପ୍ରସ୍ତୁତ …

ଚଳିତ ବର୍ଷ ରାଜ୍ୟର ସମସ୍ତ ଡିଗ୍ରୀ ଓ ଜୁନିୟର କଲେଜରେ ଇ-ନାମଲେଖା ହେବାକୁ ଯାଉଛି । ସମସ୍ତ ଯୁକ୍ତ ୨ ଓ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କଲେଜ ଆଡମିଶନ୍ ଇ-ନାମଲେଖା ଜରିଆରେ କରାଯିବ । ଏଥିପାଇଁ ୨୦୧୭-୧୮ ଶିକ୍ଷାବର୍ଷରେ ଇଣ୍ଟରନେଟ ସୁବିଧା ଥିବା ସହାୟତ କେନ୍ଦ୍ର ଖୋଲିବା ଲାଗି ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି । ଇ-ନାମଲେଖା ବିଷୟରେ ସମସ୍ତ ସୂଚନା ଏବଂ ଅନଲାଇନ ଆବେଦନ ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଏହି ସହାୟତା କେନ୍ଦ୍ର …

ସୋସିଆଲ ମିଡିଆରେ ଧାର୍ମିକ ଭାବନାକୁ କ୍ଷୁର୍ଣ୍ଣ କଲା ଭଳି ମନ୍ତବ୍ୟ ଛଡ଼ାଯିବା ପରେ ଭଦ୍ରକରେ ଅଶାନ୍ତି ଓ ଉତ୍ତେଜନା ସୃଷ୍ଟି ହୋଇଥିଲା । ତେଣୁ ସେଠାରେ ଶାନ୍ତି ଫେରାଇ ଆଣିବାକୁ ସାମୟିକ ଭାବେ ସୋସିଆଲ ମିଡିଆ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଫେସବୁକ, ଟ୍ୱିଟର୍ ଓ ହ୍ୱାଟସଆପ୍ ଭଳି ଲୋକପ୍ରିୟ ସୋସିଆଲ୍ ମିଡିଆ ଉପରେ ସରକାରଙ୍କ ପକ୍ଷରୁ କଟକଣା ଲାଗିବାରେ ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ଭାରତର ଅନ୍ୟ ରାଜ୍ୟରେ ମଧ୍ୟ ଜରୁରୀ ପରିସ୍ଥିତିରେ …

ଅନ୍ତର୍ଜାତୀୟ ସ୍ତରରେ ବହୁ ପୁରସ୍କାର ଓ ପ୍ରଶଂସା ସାଉଁଟି ଥିବା ‘ଆଇ ଆମ୍ କାଲାମ୍’ ଭଳି ଚଳଚ୍ଚିତ୍ରର ନିର୍ମାତା-ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ପୁଣି ଚର୍ଚ୍ଚାରେ । ଜାତୀୟ ଚଳଚ୍ଚିତ୍ର ପୁରସ୍କାର-2016 ଘୋଷଣା ହେବା ପରେ ସୁବର୍ଣ୍ଣପୁର ଜିଲ୍ଲାର ନୀଳମାଧବଙ୍କ ପାଇଁ ଗର୍ବିତ ହୋଇଛି ଓଡ଼ିଶା ମାଟି । ତାଙ୍କ ଆଗାମୀ ଫିଲ୍ମ ‘କଡ଼ୱି ହୱା’ ଫିଚର ଫିଲ୍ମ ବିଭାଗରେ ସ୍ପେଶାଲ ମେନସନ୍ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି । ଏହାର ଅନ୍ୟତମ ପ୍ରଯୋଜକ ଦାୟିତ୍ୱରେ ଅଛନ୍ତି ସଫଳ ଓଡ଼ିଆ ଫିଲ୍ମ …