Posts in category

ଖବର


ଶୃଙ୍ଖଳିତ ଖାଦ୍ୟ ଦ୍ଵାରା ବଢାନ୍ତୁ ରୋଗ ପ୍ରତିରୋଧକ ଶକ୍ତି…

Read More

ଚାଷୀମାନେ ଗାଡ଼ିରେ ପରିବା ନେଇ ପାରିବେ

Read More

ଲକ୍ ଡାଉନ୍ ସମୟରେ ପରିବା ନମିଳିବା ନେଇ ଚିନ୍ତିତ କି? ବିନା ପରିବାରେ ତିଆରି କରନ୍ତୁ ଏସବୁ ଖାଦ୍ୟ

Read More

Traffic rule awareness in Bhubaneswar

ଟ୍ରାଫିକ ନିୟମ ନେଇ ଲୋକମାନଙ୍କୁ ସଚେତନ କରିବାକୁ କମିଶନରେଟ ପୁଲିସ ନୂଆ ପ୍ରୟାସ । ବିନା ହେଲମେଟ୍‌ରେ ଗାଡ଼ି ଚଳାଉଥିବା ଲୋକଙ୍କୁ ଫାଇନ କାଟିବା ସହ ସେହି ଟଙ୍କାରେ ହେଲମେଟ୍ ଦିଆଯାଉଛି। ରାଜଧାନୀର କଳ୍ପନା ଛକରେ ପ୍ରାଥମିକ ଭାବେ ଏଭଳି ନିଆରା ଉଦ୍ୟମ କରିଛି କମିଶନରେଟ୍‌ ପୁଲିସ। ଯେଉଁ ବାଇକ ଚାଳକ ବିନା ହେଲମେଟରେ ଗାଡ଼ି ଚଳାଉଛନ୍ତି, ସେମାନଙ୍କଠାରୁ ୫୦୦ ଟଙ୍କା ଫାଇନ ନେବା ସହ ଏହା ବଦଳରେ ହେଲମେଟ ଦେଇଛି ପୁଲିସ। ଏହାଦ୍ୱାରା ବାଇକ ଚାଳକ …

ପୁଣି ଆକ୍ସନ ମୋଡରେ ପୋଲିସ୍ । ପୁରୀ ଓ ସମ୍ବଲପୁରରେ ଜିଲ୍ଲାରେ ତିନୋଟି ଏନ୍‌କାଉଣ୍ଟର ହୋଇଛି। ଗତ ରାତିରେ ପୁରୀର ଦୁଇଟି ପୃଥକ ପୃଥକ ସ୍ଥାନରେ ଏନ୍‌କାଉଣ୍ଟର ହୋଇଥିବାବେଳେ ଏଥିରେ ଦୁଇଜଣ ଦୁର୍ଦ୍ଦାନ୍ତ ଅପରଧୀ ଆହତ ହୋଇଛନ୍ତି। ଆହତଦ୍ୱୟ ହେଲେ ବ୍ରାଉନ ସୁଗାର ଓ କୋରେସ୍କ ବ୍ୟବସାୟୀ ବିଶୁ ଓରଫ୍ ବିଶ୍ୱରଞ୍ଜନ ସାହୁ ଏବଂ ବାଲି ମାଫିଆ ଟିକି ମିଆଁ ଓରଫ୍ ସିୟାମତ୍ ଖାନ୍। ଗତକାଲି ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ବିଶ୍ୱ ରଞ୍ଜନ ସାହୁ ତାଳବଣିଆ ଥାନା …

ଜାମ୍ମୁ-କାଶ୍ମୀରର ସୋପୋର ଅଞ୍ଚଳରୁ ଆଜି ଭାରତୀୟ ସେନା ୮ ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର(ଏଲଇଟି)ର ବୋଲି ଜଣାପଡ଼ିଛି। ଏହି ଆତଙ୍କୀଙ୍କ ମଧ୍ୟରୁ ୭ ଜଣ ପାକିସ୍ତାନୀ ହୋଇଥିବାବେଳେ ଜଣେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଗିରଫ ହୋଇଥିବା ୮ ଆତଙ୍କବାଦୀ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରାଇବା ସହିତ ହତ୍ୟା କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଏହା ସହିତ ସଂଗଠନର ପ୍ରଚାର ପ୍ରସାର କରାଉଥିଲେ। ଗିରଫ ଆତଙ୍କବାଦୀଙ୍କ ନାମ ହେଉଛି …

୨ଦିନ ତଳେ ବରମୁଣ୍ଡା ବସ୍‌ ଷ୍ଟାଣ୍ଡରେ ପାର୍କିଂ ଅବସ୍ଥାରେ ଗୋଟିଏ ବସ ସମ୍ପୂର୍ଣ୍ଣ ଭାବେ ଜଳିଯିବା ଓ ତାହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନ ଥିଲେ ବସ୍‍ ପରମିଟ୍ ବାତିଲ ହେବ ବୋଲି ବସ୍ ମାଲିକ ଓ ଆରଟିଓଙ୍କ ପକ୍ଷରୁ ଜଣାପଡିଛି । ଗୁରୁବାର ବସ୍ ମାଲିକ ଓ ଆରଟିଓଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିସହିତ ଭୁବନେଶ୍ୱରର ବ୍ୟସ୍ତବହୁଳ ଛକ ଆଚାର୍ୟ୍ୟ ବିହାର ଓ ବାଣୀବିହାରରେ ଭିଡ଼ …

ରାଜ୍ୟ କୃଷି ଓ କୃଷକ ସ୍ୱାବଲମ୍ବି ବିଭାଗ ଓ ପଞ୍ଚାୟତିରାଜ ଓ ପାଣିୟଜଳ ବିଭାଗ ମିଳିତ ସହଯୋଗରେ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କୃଷି ଉତ୍ପାଦ ସମୂହର ପ୍ରଚାର ପାଇଁ ଏକ ପ୍ରକଳ୍ପର ଆରମ୍ଭ କରାଯାଇଛି । ୪ବର୍ଷିଆ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି ଉଚ୍ଚଭୂମି ଥିବା ୧୨ ଟି ଜିଲ୍ଲାରେ କୃଷି ଉତ୍ପାଦନ ସମୂହ ଦ୍ୱାରା ୧ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ କୃଷି କ୍ଷେତ୍ରରର ବିକାଶ ଲଗାତାର ଭାବେ ଦୁଇଗୁଣିତ କରିବା । ଏହି …

ସଠିକ କୀଟନାଶକ ଓ ତହିଁର ପ୍ରୟୋଗ ସମ୍ପର୍କରେ ସଚେତନତା ଅଭାବରୁ ବିଭିନ୍ନ ରୋଗର ଶିକାର ହୋଇ ପ୍ରତିବର୍ଷ ଦେଶରେ ପ୍ରାୟ ଦଶହଜାର ଚାଷୀଙ୍କର ଅକାଳ ମୃତ୍ୟୁ ଘଟୁଛି । କୀଟନାଶକ ପ୍ରୟୋଗର ଆବାଶ୍ୟକତା ଥିଲେହେଁ ଏହାର ପ୍ରୟୋଗ ସମୟରେ ସୁରକ୍ଷାମୂଳକ ପଦକ୍ଷେପ ନେଲେ ଏହି ଅବସ୍ଥା ଏଡ଼ାଯାଇପାରିବ ବୋଲି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ମତ ଦେଇଛନ୍ତି । ଜୀବନାଶକର ସୁରକ୍ଷିତ ବ୍ୟବହାର ,ସିଞ୍ଚନ ଯନ୍ତ୍ରର ସଠିକ୍ ବ୍ୟବହାର …

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ  ଏସଏମ କୃଷ୍ଣାଙ୍କ ଜ୍ୱାଇଁ ତଥା ଏସିଆର ସବୁଠାରୁ ବଡ କଫି କମ୍ପାନୀ କାଫେ କଫି ଡେ’(ସିସିଡ଼ି )ର  ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥ କେଉଁଆଡେ ନିଖୋଜ ହୋଇ ଯାଇଛନ୍ତି। ପରିବାର କହିବାନୁସାରେ ସେ ସୋମବାର  ୨୯ ତାରିଖ ସନ୍ଧ୍ୟାରେ ଘରୁ ମାଙ୍ଗାଲୁରୁ ଯାଉଥିଲେ ଏହାପରଠୁ ତାଙ୍କର କିଛି ଖୋଜଖବର ମିଳୁନାହିଁ । ସନ୍ଧ୍ୟା ପ୍ରାୟ ସାଢେ ୬ଟା ବେଳେ ନିଜ କାରରୁ ମଝି ରାସ୍ତାରେ ଓହ୍ଲାଇ ପଡି  ଡ୍ରାଇଭରକୁ କିଛି ଦୂରରେ ଯାଇ ତାଙ୍କୁ …

ଲୋକସଭାରେ ତିନି ତଲାକ ବିଲ କିଛିଦିନ ତଳେ ପାରିତ ହୋଇଥିବା ବେଳେ ଆଜି ଏହା ରାଜ୍ୟ ସଭାରେ ଆଗତ ହେବ। ଲୋକସଭା ପରେ ରାଜ୍ୟସଭାରେ ମଧ୍ୟ ଏହି ବିଲକୁ ବିଜେଡି ସମର୍ଥନ କରିବ ବୋଲି ବିଜେଡି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ତିନ୍ ତଲାକ୍ ବିଲ୍ ଆଗତ ହେବାକୁ ଥିବାରୁ ସମସ୍ତ ବିଜେପି ସାଂସଦଙ୍କୁ ଆଜି ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରାଯାଇଛି। ରାଜ୍ୟସଭାରେ ତିନି ତଲାକ ବିଲ୍‌କୁ ପାରିତ କରିବା ଲାଗି …

ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିଛି। ଆଜି ଭାରତ ସରକାରଙ୍କ ଜିଆଇ ରେଜିଷ୍ଟ୍ରେସନ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୧୮ .ଫେବ୍ରୁଆରି ୨୩ ତାରିଖରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ପକ୍ଷରୁ ଚେନ୍ନାଇ ସ୍ଥିତ ଜିଆଇ କାର୍ଯ୍ୟାଳୟରେ ‘ଓଡ଼ିଶା ରସଗୋଲା’କୁ ଜିଆଇ ମାନ୍ୟତା ଦାବି ନେଇ ନଥିପତ୍ର ଦାଖଲ ହୋଇଥିଲା। ତଥ୍ୟ ପ୍ରମାଣକୁ ଆଧାର କରି ଓଡ଼ିଶାର ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିଛି। ରସଗୋଲାକୁ ନେଇ ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ ବହୁଦିନ ଧରିଲାଗିଥିବା …

କର୍ଣ୍ଣାଟକ ବିଧାନସଭାରେ ଆଜି ବିଏସ ୟେଦୁରପ୍ପାଙ୍କ ସରକାର ଆସ୍ଥା ଭୋଟରେ ବିଜୟ ହୋଇଥିବାବେଳେ ଅନ୍ୟପଟରେ ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି କେ ରମେଶ କୁମାର । ଆସ୍ଥା ଭୋଟରେ ୟେଦୁରପ୍ପା ବିଜୟ ହେବା ପରେ ରମେଶ କୁମାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। କର୍ଣ୍ଣାଟକ ରାଜନୀତିରେ ହୋଇଥିବା ହଟଚମଟରେ ବାଚସ୍ପତିଙ୍କ ଭୂମିକାକୁ ନେଇ ଗତ କିଛିଦିନ ହେଲା ବେଶ ଚର୍ଚ୍ଚା ଚାଲିଥିଲା। ବାଚସ୍ପତି ପରିବର୍ତ୍ତନ ପାଇଁ ସଂଖ୍ୟା ଗରିଷ୍ଠତା ପାଇବା ପରେ ବିଜେପି ଉଦ୍ୟମ କରିବାର କୁହାଯାଉଥିଲା …