Posts in category

ଖବର


ଶୃଙ୍ଖଳିତ ଖାଦ୍ୟ ଦ୍ଵାରା ବଢାନ୍ତୁ ରୋଗ ପ୍ରତିରୋଧକ ଶକ୍ତି…

Read More

ଚାଷୀମାନେ ଗାଡ଼ିରେ ପରିବା ନେଇ ପାରିବେ

Read More

ଲକ୍ ଡାଉନ୍ ସମୟରେ ପରିବା ନମିଳିବା ନେଇ ଚିନ୍ତିତ କି? ବିନା ପରିବାରେ ତିଆରି କରନ୍ତୁ ଏସବୁ ଖାଦ୍ୟ

Read More

ରାଜ୍ୟର ବିଭିନ୍ନ ଜଳଭଣ୍ଡାରରେ ପଞ୍ଜୁରୀ ଭିତରେ ମାଛ ଚାଷ ସମ୍ପର୍କରେ ଏକ ଆଲୋଚନା ଚକ୍ର କୃଷି ଓଡ଼ିଶା-୨୦୨୦ ଅବସରରେ ଆଜି ପୂର୍ବାହ୍ନରେ ମିଡ଼ିଆ ଲାଉଞ୍ଜ ପରିସରରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ଫିସ୍ ଫେଡ଼ ଆନୁକୂଲ୍ୟରେ ଆୟୋଜିତ ଏହି ଆଲୋଚନା ଚକ୍ରରୁ ଜଣାଯାଏ ଯେ ରାଜ୍ୟରେ ୨୦୧୫ ମସିହାରେ ପଞ୍ଜୁରୀ ଭିତରେ ମାଛ ଚାଷର ଆୟମାରମ୍ଭ ହୋଇଥିଲା । ପ୍ରାରମ୍ଭରେ ୫ମିଟର ଦୈର୍ଘ୍ୟ,ପ୍ରସ୍ଥ ଓ ଗଭିରତା ବିଶିଷ୍ଟ ବର୍ଗାକାର ଚାଇନଜ ପଞ୍ଜୁରୀରେ ଏହି ଚାଷ କରାଯାଉଥିବା ବେଳେ …

କୃଷି ଓଡ଼ିଶା-୨୦୨୦ କାର୍ଯ୍ୟକ୍ରମର ଆଜି ଚତୃର୍ଥ ଦିବସରେ ଜଗତସିଂହପୁର, ସମ୍ବଲପୁର,ନୂଆପଡ଼ା,କଳାହାଣ୍ଡି,ଝାରସୁଗୁଡ଼ା ଏବଂ ଗଞ୍ଜାମ ଆଦି ୬ଟି ଜିଲ୍ଲାର ୨ହଜାର ଚାଷୀ ଯୋଗଦେଇଥିଲେ । ସେଥିମଧ୍ୟରେ ଜଗତସିଂହପୁର ଜିଲ୍ଲାରୁ ୩୫୦,ସମ୍ବଲପୁରରୁ ୩୫୦,ନୂଆପଡ଼ାରୁ୨୦୦,କଳାହାଣ୍ଡିରୁ ୨୦୦,ଝାରସୁଗୁଡ଼ାରୁ ୨୦୦ ଏବଂ ଗଞ୍ଜାମ ଜିଲ୍ଲାରୁ ୭୦୦ ଚାଷୀ ଅର୍ନ୍ତଭୁକ୍ତ । ରାଜ୍ୟକୃଷି ବିଭାଗ ପକ୍ଷରୁ ଆଜିର ଦିନକୁ ମହିଳା ଦିବସ ଭାବେ ଘୋଷଣା କରାଯାଇଥିଲା । ଏହି ଅବସରରେ ସନ୍ଧ୍ୟାରେ କୃଷି ତଥା କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପଶୁପାଳନ, ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ.ଅରୁଣ …

କୃଷି ଓଡ଼ିଶା-୨୦୨୦ ଅବସରରେ ଆଜି ପୂର୍ବାହ୍ନରେ ସଂକଳ୍ପ ଟିଭି ଆନୁକୂଲ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀଙ୍କୁ ନେଇ ଏକ ବିଶେଷ କାର୍ଯ୍ୟକ୍ରମ ମିଡ଼ିଆ ଲାଉଞ୍ଜ୍‌ରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ରାଜ୍ୟ କୃଷି ତଥା କୃଷକ ସଶକ୍ତୀକରଣ, ମତ୍ସ୍ୟ ଚାଷ , ପଶୁ ସମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡଃ.ଅରୁଣ କୁମାର ସାହୁ କିଛି ସମୟ ପାଇଁ ସାମିଲ ହେବା ସହ ସାମ୍ବାଦିକତା କ୍ଷେତ୍ରକୁ ଆସୁଥିବା ଛାତ୍ରଛାତ୍ରୀମାନେ ସକରାତ୍ମକ ସମ୍ବାଦ …

କୃଷି ଓଡ଼ିଶା-୨୦୨୦ କାର୍ଯ୍ୟକ୍ରମର ଆଜି ୩ୟ ଦିବସରେ କେନ୍ଦ୍ରାପଡ଼ା, ରାୟଗଡ଼ା, କୋରାପୁଟ, ଖୋର୍ଦ୍ଧା,ମୟୁରଭଞ୍ଜ ଓ ବରଗଡ଼ରୁ ପ୍ରାୟ ୨୦୦୦ ଚାଷୀ ଯୋଗଦେଇଥିଲେ । ତନ୍ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୫୦, ରାୟଗଡ଼ାରୁ ୨୦୦, କୋରାପୁଟରୁ ୨୦୦, ଖୋର୍ଦ୍ଧାରୁ ୭୦୦, ମୟୁରଭଞ୍ଜରୁ ୪୦୦ ଏବଂ ବରଗଡ଼ ଜିଲ୍ଲାରୁ ୨୫୦ ଚାଷୀ ସାମିଲ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ ‘କୃଷି ଓଡ଼ିଶା’ର ୩ୟ ଦିନକୁ ‘ପଞ୍ଚାୟତିରାଜ ଜନ ପ୍ରତିନିଧି ଦିବସ’ ଭାବେ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି । ବିଭାଗୀୟ …

ଭୁବନେଶ୍ୱର ଜନତା ମଇଦାନରେ ଜାନୁୟାରୀ ୨୦ ତାରିଖଠାରୁ ଆରମ୍ଭ ହୋଇଥିବା ପ୍ରଦର୍ଶନୀ ‘କୃଷି ଓଡ଼ିଶା-୨୦୨୦’ରେ ବିଭିନ୍ନ କିସମର ଚଟପଟି ଖାଦ୍ୟର ଷ୍ଟଲ ହଜାର ହଜାର ଦର୍ଶକଙ୍କ ପାଇଁ ବେଶ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି । ବାରିପଦା ମୁଢି ମାଂସ,ପତ୍ରପୋଡ଼ା ଓ ମାଟିହାଣ୍ଡି ମାଂସ, ଫିସ୍‌ଫେଡ଼ ଷ୍ଟଲରେ ମାଛ,ଚୁଙ୍ଗୁଡ଼ି କଙ୍କଡ଼ା ଆଦିର ବିଭିନ୍ନ ଆଇଟମ୍‌ଠାରୁ ଆରମ୍ଭ କରି ରାଜସ୍ଥାନର ଡ଼ାଲବାଟି ଚୁରମା ଅନେକଙ୍କ ପାଇଁ ଏକ ଭିନ୍ନ ଆସର ସୃଷ୍ଟି କରିଛି । ତନ୍ଦୁରି ଚା’ ଓ ଓମଫେଡ୍ …

କୃଷି ଓଡ଼ିଶା-୨୦୨୦ କାର୍ଯ୍ୟକ୍ରମର ଆଜି ଦ୍ୱିତୀୟ ଦିନରେ ନବରଙ୍ଗପୁର,ମାଲକାନଗିରି,କଟକ,ଢେଙ୍କାନାଳ,ଭଦ୍ରକ ଓ ଯାଜପୁର ଜିଲ୍ଲାରୁ ୨୦୦୦ ଚାଷୀ ଯୋଗଦେଇଛନ୍ତି । ତନ୍ମଧ୍ୟରୁ ସାଧାରଣ କୃଷି କ୍ଷେତ୍ରରୁ ୫୯୦, ଉଦ୍ୟାନ କୃଷିରୁ ୩୮୫,ପଶୁପାଳନ କ୍ଷେତ୍ରରୁ ୩୮୫,ମାଛ ଚାଷୀ ୩୫୦ ଏବଂ ଜଳଛାୟା କ୍ଷେତ୍ରରୁ ୨୯୦ ଜଣ ଚାଷୀ ସାମିଲ ହୋଇଥିବାର ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି । ଏହି ଚାଷୀମାନେ ଆୟୋଜିତ କର୍ମଶାଳାରେ ସାମିଲ ହେବାସହ  ଏଠାରେ ପ୍ରର୍ଦଶୀତ ବିଭିନ୍ନ ଆଧୁନିକ ଯନ୍ତ୍ରପାତି ବୁଲି ଦେଖିଥିଲେ ଓ  ସେବିଷୟରେ ଜାଣିବାର ସୁଯୋଗ …

ରାଜ୍ୟର କୃଷକ ସମାଜ ମୁହଁରେ ହସ ଫୁଟାଇବା ଆମ ସରକାରର ମୁଖ୍ୟ ଉଦ୍ଦେଶ୍ୟ, କୃଷିର ବିକାଶ ନିମନ୍ତେ ଆମ ସରକାର ଯୋଜନାବଦ୍ଧ ଭାବେ ଲଗାତର ଉଦ୍ୟମ କରି ଆସୁଛି ଏବଂ ଏହା ଆଗକୁ ମଧ୍ୟ ଅବ୍ୟାହିତ ରହିବ ବୋଲି ମ୍ୟୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘କୃଷି ଓଡ଼ିଶା’ କାର୍ଯ୍ୟକ୍ରମର ଉଦଘାଟନ କରି ମତବ୍ୟକ୍ତ କରିଛନ୍ତି । ଏହାସହ ଚାଷୀଙ୍କ ନିମନ୍ତେ ଥିବା ବିଭିନ୍ନ ସରକାରୀ ଯୋଜନାର ସୁଯୋଗ ନେଇ ଲାଭବାନ ହେବା  ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ …

ପ୍ରତିବର୍ଷ ରାଜ୍ୟସରକାରଙ୍କ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ କୃଷି ମହୋତ୍ସବ ଆୟୋଜିତ ହୋଇଆସୁଛି । ଚଳିତ ବର୍ଷ ଏହା ଭୁବନେଶ୍ୱରର ଜନତାମଇଦାନରେ ଆୟେଜିତ ହେଉଛି । ଜାନୁୟାରୀ ୨୦ ରୁ ୨୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୩ହଜାରରୁ ଅଧିକ ଚାଷୀ, ଛାତ୍ରଛାତ୍ରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହ ଜତୀୟ ଓ ଅନ୍ତର୍ଜାତୀୟ ସ୍ତରର ଅନେକ କମ୍ପାନୀ ଯୋଗ ଦେବାର ଯୋଜନା ରହିଛି । କୃଷି କ୍ଷେତ୍ରରେ ରାଜ୍ୟର ଅଗ୍ରଗତି ସହିତ ତାଳ ଦେଇ ‘କୃଷି …

ରାଜ୍ୟ ସରକାରଙ୍କ ଆନୁକୁଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ‘କୃଷି ଓଡ଼ିଶା’ କାର୍ଯ୍ୟକ୍ରମ ଆସନ୍ତା ୨୦ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କୃଷିମନ୍ତ୍ରୀ ଡ଼.ଅରୁଣ କୁମାର ସାହୁ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କୃଷି କ୍ଷେତ୍ରରେ ଓଡ଼ିଶା ଦିନକୁ ଦିନ ଅଗ୍ରଗତି କରିବାରେ ଲାଗିଛି । କୃଷକମାନେ ଆଧୁନିକ ଜ୍ଞାନକୌଶଳ, ଆନୁସଙ୍ଗିକ କୃଷି ଯନ୍ତ୍ରପାତି ସମ୍ପର୍କରେ ଜାଣିବା ସହ ସେମାନଙ୍କର ଉପାର୍ଯନ କିପରି …

ପୃଥିବୀ ପୃଷ୍ଠରେ ଉପଲବ୍ଧ ସର୍ବକୃଷ୍ଟ ଖାଦ୍ୟପ୍ରଦାର୍ଥ ବିଷୟରେ ଯଦି ଆଲୋଚନା କରାଯାଏ ତେବେ ରାଶି ବା ଏଥିରୁ ପ୍ରସ୍ତୁତ ତେଲର ନାମ ନିଶ୍ଚୟ ଆସିବ । ଏହା ଉପକାରୀ ଗୁଣରେ ଭରପୁର ଖାଦ୍ୟଶସ୍ୟ ହୋଇଥିଲେ ହେଁ ଏହାର ବ୍ୟବହାର ଆମମାନଙ୍କ ଘରେ ଦିନକୁ ଦିନ କମିବାରେ ଲାଗିଛି । ରାଶି ବା ଏହାର ତେଲ ପ୍ରସ୍ତୁତ ଖାଦ୍ୟ କେବଳ ପାଟିକି ସୁଆଦ ତାହା ନୁହେଁ ଏଥିରେ ଥିବା ପୋଷକ ତତ୍ତ୍ୱ ଓ ଔଷଧୀୟ ଗୁଣ ଦ୍ୱାରା ଅନେକ …