Posts in category

ପରିବର୍ତ୍ତନର ବାର୍ତ୍ତାବହ


ୟୁଟ୍ୟୁବର ଲୋକପ୍ରିୟ ଲକ୍ଷପତି କୁନି ରୋଷେୟା

Read More

ପରଦା ପଛର ପ୍ୟାଡମ୍ୟାନଙ୍କ କାହାଣୀ

Read More

ଗୋପାଳନରୁ ଓମଫେଡ଼ ଅଧ୍ୟକ୍ଷ

Read More

୧୧୯୭ ରୁ ଅପର୍ଣ୍ଣା ବୃକ୍ଷ ମା’ ସମିତି ଗଠନ କରି କ୍ରମାଗତ ଭାବେ ଗଛ ଲଗାଇ ଆସୁଛନ୍ତି ବାଲେଶ୍ୱର ଜିଲ୍ଲା କୋଠପଦା ଗାଁର ଉର୍ମିଳା ବେହେରା। ଦୁଇଟି ଝିଅର ଜନନୀ ଉର୍ମିଳାଙ୍କ ପୁଅ ନାହିଁ । ହେଲେ ବୃକ୍ଷକୁ ନିଜର ପୁଅ ଭାବି ୫୦ ହଜାରରୁ ଅଧିକ ଗଛ ଲଗାଇ ନିଜ ଅଞ୍ଚଳରେ ବୃକ୍ଷ ମା’ର ଆକ୍ଷା ପାଇଛନ୍ତି ସେ। ଅନ୍ୟମାନଙ୍କୁ ଅନୁପ୍ରାଣୀତ କରି ପରିବେଶ ସୁରକ୍ଷା ପାଇଁ ବୃକ୍ଷ ଲଗାଇବାର ମହତ କାମ ପାଇଁ ସେ …

କଳାହାଣ୍ଡି ଜିଲ୍ଲା ଗମ୍ଭାରିଗୁଡ଼ା ଗାଁର ଏକ ଦମ୍ପତି ଅନାଥ ଓ ଅସହାୟ ପିଲାଙ୍କୁ ଆପଣାଇ ସେମାନଙ୍କ ସୁନ୍ଦର ଭବିଷ୍ୟତ ଗଢ଼ିବାର ମହାନ କାମ କରୁଛନ୍ତି। ଶ୍ୟାମସୁନ୍ଦର ଓ କସ୍ତୁରୀ ଜାଲ୍ ଦୁହେଁ ମିଶି ୪୦ ରୁ ଅଧିକ ଅନାଥ ପିଲାଙ୍କୁ ଗୋଟିଏ ଛାତ ତଳେ ଗଢ଼ିବାରେ ଲାଗଛନ୍ତି। ପ୍ରଥମେ ମା’ଙ୍କ ପ୍ରେରଣାରେ ବିବାହ ପୂର୍ବରୁ ଶ୍ୟାମସୁନ୍ଦର ଜଣେ ଅନାଥ ଶିିଶୁକୁ ପାଇ ଝିଅ କରି ରଖିଥିଲେ। ଏହାପରେ ସେ ଧିରେଧିରେ ଅନ୍ୟ ଅନାଥ ପିଲାଙ୍କୁ କୋଳେଇ ନେଲେ। …

ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଘୁନେଷ୍ ଗାଁର ପ୍ରମିଳା ନିଆଳ। ଗାଁର ମହିଳାଙ୍କ ବିକାଶ ଓ ସଶକ୍ତିକରଣ କରିବା କ୍ଷେତ୍ରରେ ତାଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ମହିଳାଙ୍କ ଆଶା ଓ ସ୍ୱପ୍ନକୁ ସାକର କରିବା ପାଇଁ ଆଗେଇ ଆସିଥିଲେ ପ୍ରମିଳା। ଜମି, ଜଙ୍ଗଲ ଓ ଜଳର ସୁରକ୍ଷା ସହିତ ଗାଁର ମହିଳାଙ୍କୁ ରୋଜଗାରକ୍ଷମ କରିବା ପାଇଁ ତାଙ୍କର ଉଦ୍ୟମ ଯୋଗୁଁ ସେ ବନିଛନ୍ତି ଜଣେ ଭିନ୍ନ ମଣିଷ।