Posts in category

ସମାଜ ପରିକ୍ରମା


ଲଙ୍କା ଫସଲରୁ ଲାଭ ମିଳିବାର ଉପାୟ

Read More

ସର୍ବନିମ୍ନ ସହାୟକ ମୂଲ୍ୟରେ ରବି ଫସଲ ବିକ୍ରି ପାଇଁ ବଜାର ସୁବିଧା

Read More

ଶୃଙ୍ଖଳିତ ଖାଦ୍ୟ ଦ୍ଵାରା ବଢାନ୍ତୁ ରୋଗ ପ୍ରତିରୋଧକ ଶକ୍ତି…

Read More

ବଜାର ଚାହିଦାକୁ ଚାହିଁ କଞ୍ଚାଲଙ୍କା ତୋଳନ୍ତୁ ଅବଶିଷ୍ଟ ଲଙ୍କାକୁ ବିଲରେ ପାଚିବା ପାଇଁ ଛାଡ଼ି ଦିଅନ୍ତୁ। ଗଛରେ ପାକଳ ଲଙ୍କା ଅମଳ କରି ଭଲଭାବେ ଶୁଖାନ୍ତୁ। ଲଙ୍କାର ଦୀର୍ଘସ୍ଥାୟୀ ସଂରକ୍ଷଣରୁ ମିଳିବ ଅଧିକ ରୋଜଗାର। ଲଙ୍କାର ଦୀର୍ଘସ୍ଥାୟୀ ସଂରକ୍ଷଣ କରିବେ କିପରି? – ଲଙ୍କା ଅମଳ ପରେ ୩-୪ ଦିନ ଏକାଠି ଛାଇରେ ରଖିଲେ ସେଗୁଡ଼ିକର ରଙ୍ଗ ଏକା ପ୍ରକାରର ହୋଇଥାଏ। – ଏହା ପରେ ପୁଣି ୩-୪ ଦିନ ଖରାରେ ଶୁଖାଇ ଜଳୀୟ ଅଂଶ ୧୦% …

କୃଷକମାନେ ମୁଗ, ବିରି, ଚିନାବାଦାମ, ହରଡ଼ ଓ ସୂର୍ଯ୍ୟମୁଖୀ ଆଦି ରବି ଉତ୍ପାଦ ଗୁଡ଼ିକୁ ସର୍ବନିମ୍ନ ସହାୟକ ମୂଲ୍ୟ (Minimum Support Price)ରେ ବିକ୍ରି କରିବା ପାଇଁ ବଜାର ଖୋଲାଯାଇଛି । କୃଷକମାନଙ୍କୁ ନାଫେଡ୍‌ର ‘ଇ-ସମୃଦ୍ଧି’ (e-SAMRUDHI) ପୋର୍ଟାଲରେ ସେମାନଙ୍କର ନାମ ପଞ୍ଜିକରଣ କରିବା ପାଇଁ ଅନୁରୋଧ କରାଯାଇଛି ।

ବିଶ୍ୱରେ ମହାମାରୀ ରୂପ ନେଇଥିବା କରୋନାକୁ ପ୍ରତିହତ କରିବା ପାଇଁ ସ୍ବଚ୍ଛତା ଓ ସାମାଜିକ ଦୂରତା ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। କୌଣସି ଔଷଧ ନୁହେଁ ପ୍ରାକୃତିକ ଉପାୟରେ ନିୟମିତ ଖାଦ୍ୟପେୟ ରେ କିଛିଟା ବିଶେଷ ଧ୍ୟାନ ଦେଇ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିହେବ ସେ ବିଷୟରେ ଜାଣନ୍ତୁ… ଅଁଳା:- ଅଁଳାରେ ଥିବା ବିଭିନ୍ନ ପ୍ରକାର ଭିଟାମିନ, କ୍ୟାଲସିୟମ, ମ୍ୟାଗ୍ନେସିୟମ, ପଲିଫେନୋଲ ଓ ଆଇରନ ଭଳି ପୋଷକ ରୋଗ …

ଚାଷୀମାନେ ଅମଳ କରୁଥିବା ପନିପରିବାକୁ ଗାଡ଼ିରେ ନେଇ ବଜାର ଯିବାରେ କୌଣସି ବାଧା ନାହିଁ ବୋଲି ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ସ୍ପଷ୍ଟ କରଦିଆଯାଇଛି। ଚଳିତ ରବି ଋତୁରେ ବିଭିନ୍ନ ପନିପରିବା ଅମଳ କରୁଥିବା ଚାଷୀମାନେ ସେସବୁର ବିକ୍ରି ପାଇଁ ବଜାର ଯିବାକୁ ନିକଟସ୍ଥ ଗ୍ରାମ କୃଷି କିମ୍ବା ଉଦ୍ୟାନ କୃଷି କର୍ମଚାରୀଙ୍କ ସହ ଯୋଗାଯୋଗ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।

ସାରା ଦେଶରେ କରୋନା ରୋଗ ପାଇଁ ତାଲା ବନ୍ଦ ରହିଥିବା ବେଳେ ପ୍ରାୟ ସମସ୍ତ ପରିବାର ସଦସ୍ୟ ଗୋଟିଏ ଛାତ ତଳେ ସମୟ ବିତାଉଛନ୍ତି। ଏହି ସମୟରେ ବାହାରକୁ ଯାଇ ଫ୍ରେସ୍ ପନିପରିବା ଆଣିବା ସମ୍ଭ ହେଉନାହିଁ ଆଉ କେଉଁଠି ପାରିବା ମିଳିବା କଷ୍ଟ କର ହେଉଛି, ତେଣୁ ଘରଣୀ ମାନେ ଚିନ୍ତାରେ ରହିଥିବେ ନିଶ୍ଚୟ ଯେ ବିନା ପାରିବା ରେ କଣ ରୋଷି କରିବେ ? ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ ଆମେ ଆପଣଙ୍କୁ କେତେ …

କ୍ଷୀର ଉତ୍ପାଦନ ଫାର୍ମ କରିଥିବା ବ୍ୟବସାୟୀ ହୁଅନ୍ତୁ କି ଚାଷୀ ସମସ୍ତଙ୍କ ପାଇଁ ଗାଈ ଅଧିକ କ୍ଷୀର ଦେବା ଲଭଦାୟକ୍ ହୋଇଥାଏ। ଗାଈ ଅଧିକ କ୍ଷୀର ଦେବା ପାଇଁ ତାକୁ ପ୍ରଚୁର କଞ୍ଚା ଘାସ ଦେବା ଉଚିତ୍। ହେଲେ ପ୍ରତିଦିନ କେତେ କିଣି କରି ଗାଈକୁ ଘାସ ଖୁଇବେ ସେନେଇ ଚିନ୍ତାରେ ଥାନ୍ତି ଚାଷୀ, ତାସହ୍ ଅନେକ ସମୟରେ ଜମି ଅଭାବରୁ ଘାସ ଚାଷ କରିବା ଚାଷୀଙ୍କ ପାଇଁ ସମ୍ଭବ ହୋଇନଥାଏ। ହେଲେ ଏବେ ହାଇଡ୍ରୋପୋନିକ୍ ପଦ୍ଧତିରେ …

ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଥିବା କରୋନା ରୋଗକୁ ସବୁ ଦେଶ ଆତଙ୍କିତ ଥିବାବେଳେ ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏବେ ସୁଦ୍ଧା ଦେଶରେ ୭୫୦ ରୁ ଅଧିକ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ୧୮ ଜଣଙ୍କ ଜୀବନ ଗଲାଣି। ସେହି ଭଳି ସାରା ବିଶ୍ୱରେ ୨୩ ହଜାର ଲୋକ ଏହି ରୋଗରେ ମଲେଣି। ଯେପରି ଆଗାମୀ ଦିନରେ ରୋଗ ଅଧିକ କ୍ଷତି ନକରେ ସେ ନେଇ କେନ୍ଦ୍ର ଓ …

 କୌଣସି ବି ସଂକ୍ରାମକ ରୋଗରୁ ବର୍ତ୍ତିବା ନିମନ୍ତେ ଶରୀରର ରୋଗପ୍ରତିରୋଧକ ଶକ୍ତି ରହିବା ଜରୁରୀ, ବିଶେଷ କରି ବର୍ତ୍ତମାନ ସମୟରେ କରୋନାକୁ ପ୍ରତିହତ କରିବାକୁ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ଉଚିତ୍। କୌଣସି ଔଷଧ ନଖାଇ ମାତ୍ର କେତୋଟି ସହଜ ତଥା ସରଳ ଉପାୟରେ ସବୁ ବୟସର ଲୋକ ନିଜକୁ ନୀରୋଗ ରଖିପାରିବେ। ଆସନ୍ତୁ ଜାଣିବା ରୋଗପ୍ରତିରୋଧକ ଶକ୍ତି ବଢାଇବାର କିଛିଟା ଉପାୟ….. – ପ୍ରତିଦିନ ସକାଳୁ ୧୦-୧୨ ମିନିଟ୍ ଧ୍ୟାନ କରିବା ସହ ଯୋଗା ଭ୍ୟାସ କରନ୍ତୁ।ବର୍ତ୍ତମାନ …

ଅନେକ ସମୟରେ ରୋଗ ବ୍ୟତୀତ କୀଟ ଓ ପକ୍ଷୀଙ୍କ ପାଇଁ ଫସଲ କ୍ଷତିଗ୍ରସ୍ତ ହୋଇଥାଏ । ତେବେ ଆଜି ଜାଣିବା କିପରି ଶୋଷକ ପୋକ ନିୟନ୍ତ୍ରଣ କରି ହେବ । ମକା,କପା ତଥା ବିଭିନ୍ନ ପନିପରିବା ଫସଲକୁ ଶୋଷକ ପୋକ କବଳରୁ ରକ୍ଷା କରିବା ପାଇଁ ଇମିଡ଼ାକ୍ଲୋପ୍ରିଡ୍ ୭୦% ଡବ୍ଲୁ.ଏସ୍ କିମ୍ବା ଥାୟୋମିଥୋକ୍ସାସ୍ ୭୦% ଡବ୍ଲୁ.ଏସ୍‌, ୫-୭ ଗ୍ରାମ୍ କିମ୍ବା ଇମିଡ଼ାକ୍ଲୋପ୍ରିଡ୍ ୬୦% ଏଫ୍‌.ଏସ୍‌, ୫ମି.ଲି କିମ୍ବା ଥାୟୋମିଥୋକ୍ସାମ୍ ୩୫% ଏଫ୍‌.ଏସ୍ ୧୦ ମି.ଲି. ମିଶାଇ ବିଶୋଧନ …

ଏବେ ପରୀକ୍ଷା ଋତୁ ଚାଲିଥିବା ବେଳେ ଆଉକିଛି ଦିନ ଗଲେ ପରୀକ୍ଷା ସରିବା ସହ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ । ହେଲେ ଏହି ମଝିରେ ପ୍ରାୟ ୨ରୁ ଅଢେଇ ମାସ ଗ୍ରୀଷ୍ମ ଛୁଟି ହୋଇଥାଏ । ଯାହାକୁ ବୁଲାବୁଲି ଖେଳକୁଦରେ ସାରିଦେଇଥାନ୍ତି ଶିକ୍ଷାର୍ଥୀମାନେ । କିନ୍ତି ଯେଉଁମାନେ ଉଚ୍ଚଶିକ୍ଷା ପାଇଁ ବାହରକୁ ଯିବାକୁ ଚାହାନ୍ତି ବା କୌଣସି ସ୍କଲାରସିପ୍ ଆବେଦନ କରିବାରଥାଏ ସେଥିପାଇଁ ଅନେକ କାଗଜପତ୍ରର ଆବଶ୍ୟକ ହୋଇଥାଏ । ସେଗୁଡ଼ିକ ନକରିଲେ ଶିକ୍ଷାବର୍ଷ ଆରମ୍ଭରୁ …