ରାଜନୀତି

୨୪ ବିଧାୟକଙ୍କୁ ଶ୍ରେଷ୍ଠ ବିଧାୟକ ସମ୍ମାନ
ନିଜ ଅଞ୍ଚଳର ସାମଗ୍ରିକ ଉନ୍ନତି ପାଇଁ ରାଜ୍ୟର ୨୪ଜଣ ବିଧାୟକଙ୍କୁ ଶ୍ରେଷ୍ଠ ବିଧାୟକ ସମ୍ମାନରେ ସମ୍ମାନିତ କରାଯାଇଛି । ରାଜ୍ୟ ବିଧାନସଭା ଦ୍ୱାରା ଆୟୋଜିତ ସମ୍ବର୍ଦ୍ଧର୍ନା ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ୨୦୦୯ରୁ ୨୦୧୬ ପର୍ଯ୍ୟନ୍ତ ଉକୃଷ୍ଟ ଅବଦାନ ପାଇଁ ଏହି ସମ୍ମାନ ଦିଆଯାଇଛି। ବାଚସ୍ପତି ପ୍ରଦୀପ କୁମାର ଅମାତ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ମନ୍ତ୍ରିମଣ୍ଡଳ ସଦସ୍ୟମାନଙ୍କ ଉପସ୍ଥିତିରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ଶ୍ରେଷ୍ଠ ବିଧାୟକମାନଙ୍କୁ …

ନେତୃତ୍ୱ ନେଇ ପ୍ରଶ୍ନବାଚୀ
ଇଣ୍ଡିଆ ଟୁଡ଼େ ପକ୍ଷରୁ ୨୦୧୯ ସାଧାରଣ ନିର୍ବାଚନ ପ୍ରେକ୍ଷାପଟ୍ଟରେ ଦେଶବାସୀଙ୍କ ମନୋଭାବ ସମ୍ପର୍କରେ ହୋଇଥିବା ସର୍ଭେ ରିପୋର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ସଂପର୍କରେ ଜନମତ ଥିବା ବେଳେ ଲୋକସଭାରେ ବିଜେପିର ସଂଖ୍ୟା ଗରିଷ୍ଠତା କ୍ଷୁଣ୍ଣ ହେବ ବୋଲି ଦର୍ଶାଇଛି । ସାମଗ୍ରିକ ଭାବେ ଏନଡ଼ିଏ ୨୮୧ ଆସନ ପାଇ ସରକାର ଗଢିବାର ସମ୍ଭାବନା ଥିବାବେଳେ ସହଯୋଗୀ ଦଳ ଉପରେ ବିଜେପିର ନିର୍ଭରଶୀଳତା ବୃଦ୍ଧି ପାଇବ । ଫଳରେ ସଂସଦରେ ଦଳର ପ୍ରଭାବ ଓ ପତିଆରା ହ୍ରାସ …

ଭୋଟ ପାଇଁ ଚୀନରୁ ଆସିବ ନୋଟ୍!
ଭୋଟ୍ ସହ ନୋଟ୍ ଏଭଳି ଯୋଡ଼ି ହୋଇଯାଇଛି ଯେ ସତେ ଯେପରି ମନେ ହେଉଛି ନୋଟ୍ ନଥିଲେ ଭୋଟ ଜିଣିବା ଆଦୌ ସମ୍ଭବ ନୁହେଁ । ଅନେକାଂଶରେ ଏହା ସତ୍ୟ । ବ୍ୟୟ ବହୁଳ ନିର୍ବାଚନ ରଣାଙ୍ଗନରେ ଅବତ୍ତୀର୍ଣ୍ଣ ହେବାକୁ ସାହସ କୁଳାଇ ପାରୁନି ଭଦ୍ରଲୋକଟିଏ । ତେଣୁ ନିର୍ବାଚନ ମଣ୍ଡଳୀର କିଛି ବ୍ୟକ୍ତିବଶେଷ ଓ ପରିବାର ମଧ୍ୟରେ ପ୍ରାର୍ଥୀ ଓ ପ୍ରତିଦ୍ୱନ୍ଦ୍ୱିତା ସୀମିତ ରହିଛି । ପଞ୍ଚାୟତରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ହେଉଥିବା ନିର୍ବାଚନର ବ୍ୟୟବହୁଳତାକୁ ଦେଖିଲେ …

ନିର୍ବାଚନ ବଜେଟରେ ଗ୍ରାମୀଣ ଭାରତକୁ ଗୁରୁତ୍ୱ
ସରକାର ବଜେଟ ପ୍ରସ୍ତୁତ କଲାବେଳେ ସାଧାରଣତଃ ଦୁଇଟି ପ୍ରମୁଖ ଦିଗ ମଧ୍ୟରେ ଭାରସାମ୍ୟ ରଖିଥାନ୍ତି । ସମ୍ମୁଖରେ ଥିବା ରାଜନୈତିକ ବାଧ୍ୟବାଧକତା ଏବଂ ଦେଶର ସାମଗ୍ରୀକ ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟରୁ କୌଣସି ଗୋଟିକୁ ଅଣଦେଖା କରାଯାଇନାହିଁ କେନ୍ଦ୍ରସରକାରଙ୍କ ୨୦୧୮-୧୯ ବଜେଟ୍ରେ । ରାଜନୈତିକ ବାଧ୍ୟବାଧକତା ମଧ୍ୟରେ ଆଗକୁ ଅଛି ୮ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଓ ପରେପରେ ୨୦୧୯ ଆରମ୍ଭରେ ସାଧାରଣ ନିର୍ବାଚନ । ସେ ଦୃଷ୍ଟିରୁ କେନ୍ଦ୍ରରେ କ୍ଷମତାସୀନ ଏନ୍ ଡି ଏ ସରକାରଙ୍କ ପାଇଁ …

ରାହୁଲଙ୍କ କରିସ୍ମାକୁ ନେଇ ବିଜେପିର ଚିନ୍ତା
ଦେଶରେ ମୋଦି ଲେହେର ଏବେବି ଅତୁଟ ଯାହା ସଦ୍ୟ ସମାପ୍ତ ଗୁଜରାଟ ଓ ହିମାଚଳପ୍ରଦେଶ ନିର୍ବାଚନରୁ ଜଣାପଡିଛି । ଲଗାତାର ଷଷ୍ଠ ଥର ପାଇଁ କ୍ଷମତାର ଡୋର ନିଜ ଅକ୍ତିଆରରେ ରଖିଛି ବିଜେପି ଦଳ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜନୀତିରେ ପପୁ କୁହାଯାଉଥିବା ରାହୁଲ ରାଜନୀତି ଗୋଟି ଚାଳନାରେ ଯେ ଓସ୍ତାଦ ହୋଇଗଲେଣି ତାହା ଏହି ନିର୍ବାଚନ ଫଳାଫଳ ଘୋଷଣା ପରେ ସ୍ପଷ୍ଟ ପ୍ରମାଣିତ ହୋଇଛି । ଇତିମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ପଦରୁ …

ଅମିତ ଶାହାଙ୍କ ବାଚଳାମିରୁ ବିଭ୍ରାନ୍ତି
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଓଡ଼ିଶାଗସ୍ତ ରାଜ୍ୟର ଦଳୀୟ ନେତା ଓ କର୍ମୀଙ୍କୁ ଉତ୍ସାହିତ କରିବା ସ୍ୱଭାବିକ । ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ଭାବମୂର୍ତ୍ତିର ଛବିକୁ ମଳିନ ନକଲେ ତାଙ୍କ ଦଳ ଯେ କ୍ଷମତାକୁ ଆସିପାରିବ ନାହିଁ ଏକଥା ଅମିତ ବେଶ ଭଲଭାବେ ବୁଝିସାରିଛନ୍ତି । ତେଣୁ ତାଙ୍କ ଆକ୍ରମଣର କେନ୍ଦ୍ରବିନ୍ଦୁ ହୋଇଛନ୍ତି ନବୀନ । ରାଜ୍ୟ ବିଧାନସଭାରେ ଦଳର ଆସନ ସଂଖ୍ୟା ୧୦ରୁ ୧୨୦କୁ ବୃଦ୍ଧିକରି କ୍ଷମତା ଦଖଲର ଅମିତ …