Posts in category

ମତାମତ


ଓଡ଼ିଶା କ’ଣ ପଛୁଆ?

Read More

ବର୍ଦ୍ଧିତ ରେପୋ ରେଟ ଛାଟ କାହିଁକି?

Read More

ଅନେକ ବୁଦ୍ଧିଜୀବୀ ତଥା ବିରୋଧୀଦଳରେ ଥିବା ରାଜନେତାଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ସର୍ବଦା ଶୁଣିବାକୁ ମିଳିଥାଏ । ତାହା ହେଲା ପ୍ରଚୁର ପ୍ରାକୃତିକ ସମ୍ପଦ, ଖଣିଜ ସମ୍ପଦ, ସାମୁଦ୍ରିକ ବେଳାଭୂମି ସତ୍ତେ୍ୱ ଓଡ଼ିଶା କାହିଁକି ଗରିବ ବା ପଛୁଆ । ଆହୁରି ମଧ୍ୟ ଯିଏ ଯେତେବେଳେ କୌଣସି ରାଜନୈତିକ ଦଳରେ ଯୋଗ ଦିଏ, ସିଏ ମଧ୍ୟ କହିଥାଏ ଯେ ଓଡ଼ିଶାରେ ବିକାଶ, ପ୍ରଗତିର ଅନେକ ସମ୍ଭାବନା ରହିଛି ଏବଂ ତାଙ୍କ ଦଳ କ୍ଷମତାସୀନ ହେଲେ ଓଡ଼ିଶା ଭାରତର …

ରିଜର୍ଭ ବ୍ୟାଙ୍କ ପୁଣିଥରେ ରେପୋ ରେଟ ୨୫ ବେସିସ ପଏଣ୍ଟ ବୃଦ୍ଧି କରିଛନ୍ତି । ପୁଣିଥରେ ଲେଖିବାର ଉଦ୍ଦେଶ୍ୟ ହେଲା, ଗତ ଜୁନ ମାସରେ ଏହି ରେପୋ ରେଟ ୦.୨୫ ପ୍ରତିଶତ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନର ଏହି ବୃଦ୍ଧି ପରେ ରେପୋ ହାର ୬.୫୦ ପ୍ରତିଶତରେ ପହଞ୍ଚିଛି । ଏହି ରେପୋ ରେଟ ସହିତ ସାଧାରଣ ଗ୍ରାହାକଙ୍କର ସିଧାସଳଖ କୌଣସି ସମ୍ପର୍କ ନାହିଁ । ତେବେ ଦେଶର ବାଣିଜ୍ୟିକ ବ୍ୟାଙ୍କ ନିଜର ପାଣ୍ଠି ବା ପୁଞ୍ଜି …

ରେଳଯାତ୍ରୀଙ୍କ ଅଜ୍ଞତା ଓ ସଚେତନତା ଅଭାବରୁ କ୍ୟାଟରିଂ ଦାୟିତ୍ୱରେ ଥିବା କର୍ମଚାରୀ ତଥା ଠିକା ନେଇଥିବା ସଂସ୍ଥା କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି । ଏଠାରେ ନୀତି ଓ ଦୁର୍ନୀତି କଥା ଯେତେ ନୁହେଁ ରେଳଯାତ୍ରୀ ନିଜର ଅଧିକାର ସାବ୍ୟସ୍ତ କରିବାରେ ପଛଘୁଞ୍ଚା ଦେଉଥିବାରୁ ବିପୁଳ ଅର୍ଥ ବାଟ ମାରଣା ହେଉଥିବାର ଜଣାପଡ଼ିଛି । ଏହି କାରସାଦୀପୂର୍ଣ୍ଣ କାର୍ଯ୍ୟରେ ରେଳ ଅଧିକାରୀଙ୍କ ସଂପୃକ୍ତି ନାହିଁ ଏକଥା ନୁହେଁ । ପରିସ୍ଥତି ଏପରି ହୋଇଛି ଯେ, ଯାତ୍ରୀଙ୍କ …