Posts in category

ଦେହ-ମନ


ଦୁଃଖ ଆପଣଙ୍କ ପାଖ ମାଡିବନି, ଆପଣାନ୍ତୁ ନିମ୍ନୋକ୍ତ ସୂତ୍ର

Read More

ସୁୁରକ୍ଷିତ ଲିଭରର ମହୈାଷଧି

Read More

ଶିଳ୍ପାଙ୍କ ଡାଏଟ୍ ଚାଟ୍ ଫଲୋ କରନ୍ତୁ, 40 ପରେ ବି ଦେଖାଯିବେ ସୁନ୍ଦରୀ

Read More

ମା’ ଓ ଶିଶୁର ସମ୍ପର୍କ ସବୁଠାରୁ ନିଆରା । ଶିଶୁଟି ଜନ୍ମ ହୁଏ ଓ ମା’ କୋଳରେ ବଢ଼େ । ନବଜାତ ଶିଶୁର ପ୍ରଥମ ଆହାର ଥାଏ ମା’ କ୍ଷୀର । ସେଥିରୁ ହିଁ ଶିଶୁକୁ ଶକ୍ତି ମିଳେ ଓ ସେ ସୁସ୍ଥ ସବଳ ରୁହେ । ତେବେ ଶିଶୁଟିକୁ ମା’ କ୍ଷୀର ଦେବାବେଳେ କିଛି ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଧ୍ୟାନ ଦେବାକୁ ପଡ଼େ । ଯାହାକୁ ଅବହେଳା କଲେ ଶିଶୁ ଓ ମା’ ଉପରେ ଏହାର …

ମଦ୍ୟପାନ କରି ନିଶାରେ ଝୁମିବା ଆଜିକାଲି ଏକ ପ୍ରକାରର ଫ୍ୟାସନରେ ପରିଣତ ହୋଇଗଲାଣି । ବଡ଼ ଅଜବ କଥା ଯେ, ପ୍ରଥମଥର କେହିବି ମଦ ନିଜେ କିଣିକି ପିଅନ୍ତି ନାହିଁ । ସାଙ୍ଗସାଥୀ, ଭାଇବନ୍ଧୁଙ୍କ ମଧ୍ୟରୁ କେହି ନା କେହି ମଦ୍ୟପାନ ପାଇଁ ନିଜ ହାତରୁ ଖର୍ଚ୍ଚ କରି ପିଆଇଥାନ୍ତି । ଯଦି ଆପଣ ମଦ ନିଶାରେ ବଶବର୍ତ୍ତୀ ହୋଇଯାଇଛନ୍ତି ତେବେ ତୁରନ୍ତ ସେଥିରୁ ମୁକୁଳିବା ପାଇଁ ଚେଷ୍ଟା କରନ୍ତୁ । ନିଶା କବଳରୁ ରକ୍ଷା ପାଇବା …

– ଶୀଘ୍ର ବିଛଣାକୁ ଯିବା ସହ ସଅଳ ଶଯ୍ୟାତ୍ୟାଗ କଲେ ଆପଣ ସୁସ୍ଥ, ଧନବାନ୍ ଏବଂ ବୁଦ୍ଧିମାନ୍ ହୋଇପାରିବେ । ନିଜେ ଏହି ନିୟମ ପାଳନ କରିବା ସହ ନିଜ ସନ୍ତାନ ସନ୍ତତିଙ୍କୁ ମଧ୍ୟ ଏହି ଧାରାରେ ପକାନ୍ତୁ । – ସୁସ୍ଥ ଶରୀର ପାଇଁ ସକାଳର ପହିଲି ସୂର୍ଯ୍ୟ କିରଣ ଏବଂ ସୂର୍ଯ୍ୟାସ୍ତ ପରେ ଶୁଦ୍ଧ ଅମ୍ଳଜାନଯୁକ୍ତ ବାୟୁ ଅପରିହାର୍ଯ୍ୟ । – ସୂର୍ଯ୍ୟକିରଣରୁ ଭିଟାମିନ୍ ଡି ମିଳିଥାଏ । ଶିଶୁଙ୍କ ଦାନ୍ତ ଓ ହାଡ …

ହସିବା ସୁସ୍ଥ ରହିବାର ଏକ ସରଳ ଉପାୟ । ହସିବାର ମୂଲ୍ୟକୁ ବୁଝୁଥିବା ଅନେକେ ନିଜ ବ୍ୟସ୍ତବହୁଳ ଜୀବନରେ ମଧ୍ୟ ନିଜ ହସକୁ ଭୁଲନ୍ତି ନାହିଁ । ହସିବାର ଉପକାରିତା ଅନେକ ରହିଛି । ତେବେ ଏଇ ହସକୁ ନେଇ କିଛି ତଥ୍ୟ ଆମେ ଆପଣମାନଙ୍କୁ କହି ରଖୁଛୁ ।  – ଶିଶୁମାନେ ହସିବା ଶିଖନ୍ତି ନାହିଁ । କାରଣ ସ୍ୱଭାବିକ ଭାବେ ଜନ୍ମ ସମୟରୁ ହିଁ ସେମାନେ ହସିଥାନ୍ତି । – ଦୃଷ୍ଟିହୀନମାନେ କେବେବି କାହାକୁ …

ପେଟ ରୋଗ ପାଇଁ ତୁଟୁକା ଚିକିତ୍ସାକଥାରେ ଅଛି ଚିନ୍ତା ଖାଏ ଗଣ୍ଡି, ଲୁଣ ଖାଏ ହାଣ୍ଡି । ଏବେକାର ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ହିଁ ସମସ୍ତ ରୋଗର ପ୍ରମୁଖ କାରଣ ବୋଲି ନିଦ୍ୱର୍ନ୍ଦରେ କୁହାଯାଇପାରେ । କର୍ମ ଚାପ, ସ୍ୱାମୀ ସ୍ତ୍ରୀ କଳହ, ପ୍ରେମ ବ୍ୟାପାର, ପାଠ ପଢାର ବୋଝ, ସହରରେ ମଧ୍ୟବିତ୍ତ ତଥା ନିମ୍ନ ମଧ୍ୟବିତ୍ତ ପରିବାରର ପିଲାଙ୍କର ମୋୖଳିକ ଚାହିଦା ପୂରଣ ପାଇଁ ନିତିଦିନିଆ ସଂଘର୍ଷ ହିଁ ବିଭିନ୍ନ ଦୁଶ୍ଚିନ୍ତାର କାରଣ । ଦୁଃଶ୍ଚିନ୍ତା …

ଶରୀରକୁ ସୁସ୍ଥ ରଖିବା ପାଇଁ ଖାଦ୍ୟ ଓ ପାନୀୟଜଳର ଯେତିକି ଆବଶ୍ୟକତା ରହିଛି ସେତିକି ଜରୁରୀ ନିୟମିତ ଯୋଗ ଏବଂ ପ୍ରାଣାୟମର । ପ୍ରତିଦିନ ପ୍ରାତଃକାଳରେ କିଛି ସମୟ ଯୋଗ ଓ ପ୍ରାଣାୟମ କଲେ ଶରୀରରେ ଫୁର୍ତ୍ତି ଆସିବା ସହ ସୁସ୍ଥ ଓ ନିରୋଗ ଜୀବନ ଆମେ ବିତାଇ ପାରିବା । ଏମିତି କିଛି ଯୋଗାସନ ବିଷୟରେ ଆମେ ଆପଣମାନଙ୍କୁ କହିରଖୁଛୁ ଯାହାକୁ ନିୟମିତ ଅଭ୍ୟାସରେ ପରିଣତ କଲେ ଶରୀର ସୁସ୍ଥ ରହିବ । ଅର୍ଦ୍ଧଚନ୍ଦ୍ର ଆସନ …

ସବୁଜ ଲଙ୍କା ଆମ ଖାଇବାରେ ଆଣେ ଏକ ଭିନ୍ନ ସ୍ୱାଦ । ଟିକିଏ ରାଗ ନଲାଗିଲେ ଖାଇବାର ମଜା ଆସେନି । ରାଗ ଯୋଗୁଁ ଅନେକେ ଲଙ୍କା ଖାଇବାକୁ ଡରନ୍ତି । କିନ୍ତୁ ଆପଣ ଜାଣନ୍ତି ଏହି ଲଙ୍କା ଖାଦ୍ୟର ସ୍ୱାଦ ବଢ଼ାଇବା ସହ ଏହାର ପୌଷ୍ଟିକ ତତ୍ତ୍ୱ ଆମ ଶରୀର ପାଇଁ ବେଶ ଉପଯୋଗୀ । ସାଲାଡ୍ କିମ୍ବା ଅନ୍ୟ ଖାଦ୍ୟରେ କଞ୍ଚାଲଙ୍କାକୁ ଖାଦ୍ୟଭାବେ ବ୍ୟବହାର କରାଯାଇପାରିବ । କଞ୍ଚାଲଙ୍କାରେ ଭିଟାମିନ୍ – ‘ଏ’ କଞ୍ଚାଲଙ୍କାରେ …

କଥାରେ ଅଛି “ସ୍ୱାସ୍ଥ୍ୟ ହିଁ ସଂପଦ” । ଉତ୍ତମ ସ୍ୱାସ୍ଥ୍ୟ ବିନା ଜୀବନ ବୃଥା କହିଲେ ଚଳେ । ଜୀବନରେ ଆଗକୁ ବଢିବାକୁ ହେଲେ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନେବା ନିହାତି ଜରୁରୀ। ଅନେକଙ୍କ କ୍ଷେତ୍ରରେ ସମୟର ଘୋର ଅଭାବ ଏଥିପାଇଁ ବିଶେଷ ଭାବେ ଦାୟୀ । କିନ୍ତୁ କିଛି ସାଧାରଣ କଥା ପ୍ରତି ଧ୍ୟାନ ଦେଲେ ଆମେ ଆମ ଶରୀରର ଉପଯୁକ୍ତ ଯତ୍ନ ନେଇପାରିବା । ୧) ସର୍ବଦା ରନ୍ଧା ଖାଦ୍ୟ ଗ୍ରହଣ କରନ୍ତୁ । …

ସବୁ ବାପା ମା’ ଚାହାନ୍ତି ସେମାନଙ୍କ ପିଲା ଅଧିକ ବୁଦ୍ଧିମାନ ହେଉ ଓ ସ୍ମରଣଶକ୍ତି ବଢ଼ୁ । ଫଳରେ ପିଲାଟି ଭଲ ପାଠ ପଢ଼ି ଭବିଷ୍ୟତରେ ବଡ଼ ମଣିଷ ହୋଇପାରିବ । ଏହା କେବଳ ପିଲାମାନଙ୍କ ପାଠ ପଢ଼ା କିମ୍ବା ପରୀକ୍ଷା ପାଇଁ ନୁହଁ, ଅନ୍ୟମାନଙ୍କ ନିତିଦିନିଆ ଜୀବନରେ ମଧ୍ୟ ସ୍ମରଣଶକ୍ତିର ଗୁରୁତ୍ୱ ରହିଛି । ବେଳେବେଳେ କିଛି କଥା ଆମେ ମନେରଖି ପାରୁନଥିବାରୁ ଠିକଣା ସମୟରେ ସଠିକ ପଦକ୍ଷେପ ଗ୍ରହଣ କରିବା ସମ୍ଭବ ହୁଏନାହିଁ । …

ବିନା ପରିଶ୍ରମରେ ଥକି ପଡ଼ିବା ଏବଂ ଆଖିରେ ଯନ୍ତ୍ରଣା ଅନୁଭୁତ ହେଉଛି କି? ଏଇ କିଛି ଦିନ ମଧ୍ୟରେ ଆପଣଙ୍କ ଆଖିତଳ କଳା ଦିଶୁଛି କି? କ୍ରମାଗତ ଭାବେ ଆପଣଙ୍କ ମୁଣ୍ଡ କିଛି ସମୟ ପାଇଁ ବିନ୍ଧୁଛି କି? ଏ ସବୁ ସମସ୍ୟାର କାରଣ ମୋବାଇଲ ନୁହେଁ ତ? ଆମର ବ୍ୟସ୍ତବହୁଳ ନିତିଦିନିଆ କାମକୁ ସହଜ ଓ ସରଳ କରିଥିବା ମୋବାଇଲର କିଛି କୁପ୍ରଭାବ ରହିଛି । ମୋବାଇଲ ଡିସ୍ପ୍ଲେରେ ହାଇ ଏନର୍ଜି ଭିଜିବଲ୍ ଲାଇଟ୍ ରହିଥାଏ, …