Posts in category

ଦେହ-ମନ


ଦୁଃଖ ଆପଣଙ୍କ ପାଖ ମାଡିବନି, ଆପଣାନ୍ତୁ ନିମ୍ନୋକ୍ତ ସୂତ୍ର

Read More

ସୁୁରକ୍ଷିତ ଲିଭରର ମହୈାଷଧି

Read More

ଶିଳ୍ପାଙ୍କ ଡାଏଟ୍ ଚାଟ୍ ଫଲୋ କରନ୍ତୁ, 40 ପରେ ବି ଦେଖାଯିବେ ସୁନ୍ଦରୀ

Read More

-ଆତ୍ମକୈନ୍ଦ୍ରିକ ନହୋଇ ସାମୂହିକ ସ୍ୱାର୍ଥ କଥା ଚିନ୍ତା କରନ୍ତୁ । -ବିପଦରେ ପଡିଥିବା ଲୋକଙ୍କୁ ଯଥାସାଧ୍ୟ ସାହାଯ୍ୟ କରନ୍ତୁ । ଏକ ଅଦୃଶ୍ୟ ଶକ୍ତିର ପ୍ରଭାବରେ ଆପଣଙ୍କ ଚଲାପଥ କୁସୁମିତ ହେବ । -ଆଧ୍ୟାତ୍ମିକତାର ରସ ଆସ୍ୱାଦନ କରି ଏହାକୁ ନିଜ ଦୈ÷ନନ୍ଦିନ ଜୀବନରେ ଉପଯୋଗ କରନ୍ତୁ । ଆପଣ ଲକ୍ଷ୍ୟ କରିବେ ଏକ ଅପୂର୍ବ ପ୍ରଶାନ୍ତିରେ ଆପଣଙ୍କ ମନ ପୂରି ଉଠୁଛି । -ପଶୁ ପକ୍ଷୀଙ୍କୁ ନିଜର ଶିଶୁ ତୁଲ୍ୟ ସ୍ନେହ କରିବା ସଙ୍ଗେସଙ୍ଗେ ପ୍ରତିଦିନ …

ଜୀବାଣୁ ସଂକ୍ରମଣଜନିତ ପ୍ରତିକୂଳ ପ୍ରଭାବରୁ ମୁକ୍ତି ପାଇବା ପାଇଁ ଏକ ସୁସ୍ଥ ଲିଭରର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ରହିଛି । ଶରୀରକୁ ବିଶୋଧନ କରିବା କାର୍ଯ୍ୟରେ ଏହା ଅହରହ ଲାଗିରହିଥାଏ । ମାନସିକ ଅବସାଦ ଓ ମାତ୍ରାଧିକ ନିଶା ସେବନ କାରଣରୁ ଲିଭର ଉପରେ ଅହେତୁକ ଚାପ ପଡିଥାଏ । ଆଖି, ହାର୍ଟ, କିଡନି, ବ୍ରେନ୍ ଏବଂ ଜଏଣ୍ଟର କାର୍ଯ୍ୟକ୍ଷମତା ସୁସ୍ଥ ଲିଭର ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ଚାଲନ୍ତୁ ଲିଭରକୁ ସୁରକ୍ଷିତ ରଖିବା ପାଇଁ ନିମ୍ନଲିଖିତ ଖାଦ୍ୟକୁ …

୪୨ଟି ବସନ୍ତ ଅତିକ୍ରମ କରିସାରିଥିଲେ ମଧ୍ୟ ଏବେବି ନିଜର ଅପରୂପ ସୌନ୍ଦର୍ଯ୍ୟରେ ଫ୍ୟାନମାନଙ୍କ ହୃଦୟରେ ରାଜ କରୁଛନ୍ତି ବଲିଉଡ୍ ର ବିଶିଷ୍ଟ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ପଦାର୍ପଣ ଫିଲ୍ଲ ବାଜିଗରରୁ ସିନେପ୍ରେମୀଙ୍କୁ ମତୁଆଲା କରିଆସିଛନ୍ତି ଏହି ବଲିଉଡ୍ ଦିଭା । ଶିଳ୍ପାଙ୍କ ସୁଗଠିତ ଶରୀର, ଚିକ୍କଣ ତ୍ୱଚା, ସରୁ ଅଣ୍ଟା ଏବଂ ଘନ କେଶରାଜି ସମ୍ମୋହନର ବଳୟ ସୃଷ୍ଟି କରିଛି ଦେଶ ବିଦେଶର ଯୁବପିଢିଙ୍କ ମଧ୍ୟରେ । ଫିଟନେସ୍ ବଜାୟ ରଖିବା ପାଇଁ ଶିଳ୍ପା ସେଟ୍ଟୀଙ୍କ …

ଶରୀରର ଇନସୁଲିନ କ୍ଷରଣ କ୍ଷମତା ହ୍ରାସ ପାଇଲେ କିମ୍ବା ପ୍ରଭାବିତ ହେଲେ ରକ୍ତରେ ଶର୍କରା ବା ବ୍ଲଡ୍ ସୁଗର୍ ମାତ୍ରା ବୃଦ୍ଧି ପାଏ, ଯାହାକୁ ଡାଇବେଟିସ୍ ବା ମଧୁମେହ କୁହାଯାଏ । ପ୍ରଥମ ପର୍ଯ୍ୟାୟରେ ଡାଇବେଟିସର ସେଭଳି କୌଣସି ମାରାତ୍ମକ ଲକ୍ଷଣ ପ୍ରକାଶ ପାଏ ନାହିଁ, କିଛି ସାମାନ୍ୟ ଲକ୍ଷଣ ଦେଖାଯାଏ । କିନ୍ତୁ ଏହାକୁ ହେଳା କଲେ କିମ୍ବା ଗୁରୁତ୍ୱର ସହ ନନେଇ ଚିକିତ୍ସାରେ ବିଳମ୍ବ କଲେ ରୋଗ ଅଧିକ ବଢ଼ିଯାଇ ମାରାତ୍ମକ ରୂପ ନିଏ । ତେଣୁ …

ଆପଣ ପ୍ରତିରାତିରେ ଶୋଇବା ପୂର୍ବରୁ କ’ଣ କରନ୍ତି? ଟିଭି ଦେଖନ୍ତି, ମୋବାଇଲରେ ଫେସବୁକ ଓ ହ୍ୱାଟସ୍ଅପ୍ ଆଦି ଦେଖନ୍ତି, ବହି ପଢ଼ନ୍ତି ନା ପରିବାର ସହିତ ସମୟ ବିତାନ୍ତି? ଜାଣନ୍ତି କି, ସଫଳ ବ୍ୟକ୍ତିମାନେ ଶୋଇବା ପୂର୍ବରୁ କ’ଣ କରନ୍ତି? ରାତିରେ ନିଦ୍ରା ଯିବା ପୂର୍ବରୁ କରାଯାଉଥିବା କାମ ଆପଣଙ୍କ ପାଇଁ ସାଧାରଣ ଓ ଗୁରୁତ୍ୱହୀନ ଲାଗୁଥାଇପାରେ । କିନ୍ତୁ ଏହା ଭିତରେ ଲୁଚିରହିଛି ଅନେକଙ୍କ ସଫଳତାର ମନ୍ତ୍ର । ଗୋଟିଏ ଦିନକୁ ବିଭିନ୍ନ ପର୍ଯ୍ୟାୟରେ ଭାଗ …

ଆମେ ତ ପୂର୍ବରୁ ଆଣ୍ଟିବାଇଓଟିକ୍ ଦୀର୍ଘ ଦିନ ଧରି ସେବନ କରିବାର ଦୁଷ୍ପରିଣାମ ବିଷୟରେ କହିସାରିଛୁ । ମେଡିସିନ୍ ବହୁ ଦିନ ଧରି ସେବନ କରିବା ଫଳରେ ଶରୀର ହିତକାରୀ ଜୀବାଣୁର ମୃତ୍ୟୁ ହେବା ସହ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ନିଶ୍ଚିହ୍ନ ହୋଇଯାଏ କହିଲେ ଚଳେ । ସଂପ୍ରତି ବ୍ୟସ୍ତ ବହୁଳ ଜୀବନଚର୍ଯ୍ୟା, କର୍ମ କ୍ଷେତ୍ରରେ ଅତ୍ୟଧିକ ମାନସିକ ଚାପ, ପାରିବାରିକ ଅଶାନ୍ତି, ଅନିୟମିତ ଓ ଅସମୟରେ ବିଷାକ୍ତ ଖାଦ୍ୟ ଗ୍ରହଣ ବିଭିନ୍ନ ଦୂରାରୋଗ୍ୟ ବ୍ୟାଧିର …

ସୁସ୍ଥ ଓ ଉନ୍ନତ ଜୀବନଯାପନ ପାଇଁ ଖାଦ୍ୟ ଓ ଜଳର ଯେପରି ଆବଶ୍ୟକତା ରହିଛି, ଠିକ୍ ସେହିପରି ନିଦର ମଧ୍ୟ ଆବଶ୍ୟକତା ରହିଛି । ଦୈନନ୍ଦିନର କର୍ମକ୍ଷେତ୍ର ଓ ପରିବାରର ଚାପ କାରଣରୁ ହେଉ ଅବା ଅନ୍ୟ କୌଣସି ଚିନ୍ତା, କିମ୍ବା ଅସ୍ୱାଭାବିକ ଦିନଚର୍ଯ୍ୟା, ଆଜିକାଲି ନିଦ୍ରାହୀନତା ସମସ୍ୟାରେ ଅନେକ ପୀଡ଼ିତ । ନିଦ୍ରାହୀନତା ଅନେକଙ୍କୁ ବ୍ୟତିବସ୍ତ ଓ ବିଭିନ୍ନ ମାନସିକ ରୋଗଗ୍ରସ୍ତ କରାଏ । ରାତିରେ ଠିକରେ ନିଦ ନହେଲେ, ମଣିଷର ଦିନ ସମୟବି ଭଲରେ କଟେ ନାହିଁ । ସେ …

ଆପଣ ଜାଣନ୍ତି କି ଆଙ୍ଗୁଠିର ଆକାର ବ୍ୟକ୍ତିତ୍ୱର ପରିଚୟ ଦେଇଥାଏ । ଆଙ୍ଗୁଠି ଦେଖି ଜଣେ ବ୍ୟକ୍ତିଙ୍କର କେବଳ ବ୍ୟକ୍ତିତ୍ୱ ନୁହେଁ ବରଂ ସେମାନଙ୍କର ସ୍ୱାସ୍ଥ୍ୟ ବିଷୟରେ ମଧ୍ୟ ଆପଣ ଜାଣିପାରିବେ । ଫଟୋରେ ଦିଶୁଥିବା ଭଳି ଆପଣଙ୍କର ଆଙ୍ଗୁଠିର ଆକାର ଦେଖନ୍ତୁ ଆଉ ଜାଣନ୍ତୁ ପ୍ରକୃତ ରହସ୍ୟ । ଉପର ଚିତ୍ର ଭଳି ଆଙ୍ଗୁଠିର ଆକାର ଥିବା ବ୍ୟକ୍ତି ଦୁଃଖରେ ରୁହନ୍ତି ଓ ଏକୁଟିଆ ରହିବାକୁ ପସନ୍ଦ କରନ୍ତି । ନିଜର ଭାବନାକୁ ଅନ୍ୟମାନଙ୍କ ଆଗରେ …

ଶରୀରକୁ ସୁସ୍ଥ ରଖିବା ପାଇଁ ଶାରୀରିକ ପରିଶ୍ରମ ସାଙ୍ଗକୁ ବିଶ୍ରାମର ମଧ୍ୟ ସେତିକି ଆବଶ୍ୟକତା ରହିଛି । ନିଦ ଆମ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ। ଠିକ୍ ଭାବେ ନିଦ ନହେଲେ ଆମକୁ ଅଳସୁଆ ଲାଗେ ଓ କୌଣସି କାମ କରିବାରେ ଇଚ୍ଛା ହୁଏନି । ଏଇ ନିଦକୁ ନେଇ କିଛି ଜଣା ଅଜଣା କଥା ଆମେ ଆପଣମାନଙ୍କୁ କହିବୁ । – ଜଣେ ବ୍ୟକ୍ତି ତା’ର ଜୀବନ କାଳରେ ପାଖାପାଖି ୨୫ ବର୍ଷ ଶୋଇବାରେ ବିତାଇଥାଏ …

ଆର୍ଥକ ଅସୁବିଧା ହେଉ ଅବା ପାରିବାରିକ ଅଶାନ୍ତି । ଏସବୁଥିରେ ଛନ୍ଦି ହୋଇ ଆମର ମାନସିକ ଚିନ୍ତାଧାରାରେ ବଡ଼ ପରିବର୍ତ୍ତନ ଦେଖାଦେଉଛି । ଏହି ମାନସିକ ଚାପର ବଶବର୍ତ୍ତୀ ହୋଇ ଆମେ କେତେବେଳେ ଯେ ମାନସିକ ରୋଗୀ ହୋଇଯାଉଛୁ ତାହା ନିଜେ ମଧ୍ୟ ଜାଣିପାରୁନୁ । ଏହି ମାନସିକ ରୋଗର ଲକ୍ଷଣ କ’ଣ ଓ ଏହାର ପ୍ରତିକାର କଥା ଜାଣି ରଖିଲେ ନିଶ୍ଚିତ ବିପଦ ଆସିବା ପୂର୍ବରୁ ନିଜର ଓ ଆତ୍ମୀୟଙ୍କ ଜୀବନ ରକ୍ଷା କରାଯାଇପାରିବ । …