Posts in category

ପୁଷ୍ଟି


ଔଷଧିୟ ରାଶି

Read More

ଦେହକୁ ହିତ ପାଟିକୁ ସୁଆଦ ଖଜୁରୀର

Read More

ଭିଜା କିସମିସର ଫାଇଦା

Read More

ରାଶି ଗୋଟିଏ ତୈଳବିଜ ଏହା ପ୍ରାୟ ସମସ୍ତେ ଜାଣନ୍ତି । ଏହାକୁ ତେଲପ୍ରସ୍ତୁତି ଓ କିଛି ସୋତନ୍ତ୍ର ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ । ରାଶିରେ ଥିବା ଔଷଧିୟ ଗୁଣ ଅନେକ ରୋଗ ଭଲ କରିବାରେ ସହାୟ ହୋଇଥାଏ । ଜାଣନ୍ତୁ ରାଶିରୁ କେଉଁ କେଉଁ ଉପକାର ମିଳିଥାଏ ଆମ ଶରୀରକୁ । ଏହା ଦୁଇପ୍ରକାରର ହୋଇଥାଏ, କଳା ଓ ଧଳା । କଳା ରାଶି ଅଧିକ ଉପକାରୀ… -ରାଶିରେ କାର୍ବୋହାଇଡ୍ରେଡ଼, ପ୍ରୋଟିନ୍, ଭିଟାମିନସ୍ ଆଦି ରହିଛି …

ଖଜୁରୀ କୋଳି ବିଷୟରେ ପ୍ରାୟ ସମସ୍ତେ ଜାଣିଥିବେ ଓ ଖାଇଥିବେ ମଧ୍ୟ । ଆମ ଆଖ ପାଖରେ ରହିଥିବା ଏକ କଣ୍ଟା ଗଛର ଫଳକହିଲେ ଚଳେ । ଗଛ ସିନା କଣ୍ଟା ହେଲେ ଫଳତ ସୁଆଦିଆ । କେବଳ ସୁଆଦିଆ ନୁହେଁ ଦେହକୁ ହିତ ମଧ୍ୟ । ତେବେ ନିଜକୁ ଫିଟ୍ ରଖିବା ପାଇଁ ଖଜୁରୀ ବା ମେବା କୋଳି ଖାଆନ୍ତୁ ଏହାର ଫାଇଦା କଣ ଜାଣନ୍ତୁ… -ଖଜୁରୀ ଦ୍ରବଣୀୟ ଓ ଅଦ୍ରବଣୀୟ ତନ୍ତୁ ଭରପୂର ମାତ୍ରାରେ …

ଅନେକ ଲୋକ ଅଳ୍ପ କାମ କରିଦେଲେ ବା ପାହଚ ଚଢିଲେ ଥକି ପଡ଼ନ୍ତି, ଦୁର୍ବଳ ଅନୁଭବ କରନ୍ତି । ଅପଣବି ଯଦି ଏହିଭଳି ଅନୁଭବ କରୁଥାନ୍ତି ତେବେ ନିୟମିତ ଭିଜା କିସମିସ ଖାଇ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ଶରୀର ପାଇଁ ଭିଜା କିସମିସର ଫାଇଦା ଅନେକ ରହିଛି । ଭିଜା କିସମିସ କିପରି ଖାଇବେ ଏଥିରୁ କ’ଣ କ’ଣ ଲାଭ ମିଳେ ସେ ବିଷୟରେ ଜାଣନ୍ତୁ । • ରାତିରେ ଶୋଇବା ପୂର୍ବରୁ ୧୨ରୁ୧୫ଟି …

ଅନେକେ ଆଚାରରେ ଅତ୍ୟଧିକ ତେଲ ଓ ଆଚାରର ବ୍ୟବହାର ହୋଇଥିବାରୁ ତାହାକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଆପଣ ଚାହିଁଲେ କୌଣସି ମସଲା ଦ୍ରବ୍ୟର ବ୍ୟବହାର ନକରି ଆଚାର ପ୍ରସ୍ତୁତ କରିପାରିବେ । ଏହି ଉପାୟରେ ଲେମ୍ବୁ ଆଚାର ପ୍ରସ୍ତୁତି ପାଇଁ, 100ଟି ଲେମ୍ବୁ ନେଇ ସେଥିରୁ 50ଟିର ରସ ବାହାର କରିଦିଅନ୍ତୁ ଏବଂ ରସକୁ ଏକ ପରିଷ୍କାର ମାଟି ହାଣ୍ଡିରେ ରଖନ୍ତୁ । ଏହାପରେ ସେଥିରେ ବାକି ରହିଯାଇଥିବା 50ଟି ଲେମ୍ବୁକୁ ଖଣ୍ଡଖଣ୍ଡ କରି କାଟି ଭର୍ତ୍ତି …

ଆଲର୍ଜି ହୁଏନାହିଁ: ପାଚିଲା କଦଳୀରେ କେବଳ ଦେହକୁ ହିତକର ଆମିନୋ ଏସିଡ୍ ଗୁଡ଼ିକ ଥାଏ । ତେଣୁ ଅଧିକ କଦଳୀ ଖାଇଲେ ମଧ୍ୟ ପ୍ରାୟତଃ ଆଲର୍ଜିର କୌଣସି ପ୍ରକାର ଲକ୍ଷଣ ଦେଖାଯାଇନଥାଏ । ଆନିମିଆ ବା ରକ୍ତହୀନତାରୁ ମୁକ୍ତି: କଦଳୀରେ ଭରପୁର ଲୌହ ତତ୍ତ୍ୱ ରହିଥାଏ, ଯାହାକି ଶରୀରରେ ହିମୋଗ୍ଲୋବିନ ବଢ଼ାଇବାରେ ଖୁବ ସାହାଯ୍ୟ କରେ । ତେଣୁ ଆନିମିଆ ଆକ୍ରାନ୍ତଙ୍କ ପାଇଁ ଏହା ଖୁବ୍ ଉପକାରୀ । ଏଥିସହ କଦଳୀରେ ଥିବା ଭିଟାମିନ ବି-6 ମଧ୍ୟ ରକ୍ତ ପାଇଁ ଖୁବ୍ ଲାଭପ୍ରଦ । ହାଡ଼ ଶକ୍ତ …

କଥାରେ ଅଛି ଜଣେ ଦେଖିବାକୁ ଯେମିତିବି ହୋଇଥାନ୍ତୁ ନା କାହିଁକି, ହସହସ ମୁହଁ ସବୁବେଳେ ସୁନ୍ଦର ଦିଶେ। ଆପଣଙ୍କୁ କେହି ଭେଟିଲେ ପ୍ରଥମେ ତାଙ୍କ ନଜର ଆପଣଙ୍କ ହସ ଉପରେ ପଡ଼େ । କିନ୍ତୁ ଆପଣଙ୍କ ଦାନ୍ତ ଯଦି ପରିଷ୍କାର ନଥାଏ କିମ୍ବା ଧଳା ଦେଖାଯାଉନଥାଏ, ତେବେ ଅନ୍ୟମାନଙ୍କ ମନରେ ଆପଣଙ୍କ ପ୍ରତି ନକାରାତ୍ମକ ଭାବନା ଆସିପାରେ । କାରଣ ବ୍ୟକ୍ତିର ଦାନ୍ତ ଧଳା ଥିଲେ, ତାଙ୍କୁ ସମସ୍ତେ ସାମଗ୍ରିକ ଭାବେ ସୁସ୍ଥ ବୋଲି ଭାବନ୍ତି ବୋଲି ଗବେଷକଙ୍କ ମତ । …

ଆପଣ ତ ସ୍ୱାସ୍ଥ୍ୟ ପାଇଁ ହାନିକାରକ ଜୀବାଣୁଙ୍କ ବିଷୟରେ ଶୁଣିଥିବେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଶରୀର ରକ୍ଷାକାରୀ ଜୀବାଣୁ ମଧ୍ୟ ଶରୀର ମଧ୍ୟରେ ରହିଛନ୍ତି । ଏମାନେ ଖାଦ୍ୟନଳୀରେ ରହି ଶରୀରକୁ ସମସ୍ତ ପ୍ରକାର ସଂକ୍ରଣଣରୁ ରକ୍ଷା କରିଥାନ୍ତି । ଏହି ଶ୍ରେଣୀର ଉପକାରୀ ଜୀବାଣୁକୁ ପ୍ରୋବାଇଓଟିକ୍ସ କୁହାଯାଏ । ଶରୀରରେ ଥିବା କୋଷର ପ୍ରାୟ ୧୦ ଗୁଣ ଅଧିକ ପ୍ରୋବାଇଓଟିକ୍ସ ଜୀବାଣୁ ଖାଦ୍ୟନଳୀରେ ରହିଛନ୍ତି । ଚାଲନ୍ତୁ ପ୍ରୋବାଇଓଟିକ୍ସ ଜୀବାଣୁର ଉପକାରିତା, ଅଭାବର …

ଆପଣ ବଜାରରୁ କିଣୁଥିବା ପରିବା କୀଟନାଶକମୁକ୍ତ ବୋଲି ଆପଣ ଭାବୁଛନ୍ତି କି? ବିଲକୁଲ୍ ନୁହେଁ । ଆଜିକାଲି ପ୍ରାୟ ସମସ୍ତ ଚାଷୀ ପରିବା ଫସଲକୁ ରୋଗ ଓ ପୋକରୁ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାର କୀଟନାଶକ ଅତିମାତ୍ରାରେ ବ୍ୟବହାର କରୁଛନ୍ତି, ଯାହାକି ଶେଷରେ ଆପଣଙ୍କ ପେଟକୁ ଯାଉଛି । ଆପଣ ଭାବୁଥିବେ, ପରିବା ବଜାରରୁ ଆଣିବା ପରେ ତାହାକୁ ପାଣିରେ ଭଲଭାବେ ଧୋଇ ରୋଷେଇ କରାଯାଉଛି । ତେଣୁ ବିଷାକ୍ତ କୀଟନାଶକ ପେଟକୁ ଯିବାର ପ୍ରଶ୍ନ ଉଠୁନି । କିନ୍ତୁ ଜାଣିଛନ୍ତି …

ପାହାଡିଆ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତିଙ୍କ ଭାତହାଣ୍ଡି ହେଉଛି ମହୁଲ । ସକାଳୁ ସକାଳୁ ମହୁଲ ଫୁଲର ଭୁରୁଭୁରୁ ସୁଗନ୍ଧ ମନକୁ ଆହ୍ଲାଦିତ କରେ । ପାହାନ୍ତା ପ୍ରହରରୁ ଗାଁ ସ୍ତ୍ରୀ ଲୋକ ପାଛିଆରେ ମହୁଲ ଗୋଟାଇବା ଦୃଶ୍ୟ ସତରେ ଭାରି ନିଆରା । ଆଗରୁ ତ ଲୋକେ ମହୁଲ ବଦଳ କରି ଲୁଣ ଆଣୁଥିଲେ । କିନ୍ତୁ ଗୁଡା ଲୁଣର ଆଦର କମିବା ସାଙ୍ଗକୁ ଏହି ଅଦଳବଦଳ ପ୍ରକ୍ରିୟା ପ୍ରାୟତଃ ବନ୍ଦ ହୋଇଯାଇଛି କହିଲେ …

ଶକ୍ତ, କଳା ଓ ଗହଳିଆ କେଶ ବ୍ୟକ୍ତିତ୍ୱକୁ ପରିସ୍ଫୁଟିତ କରିଥାଏ । କିନ୍ତୁ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ ସମୟ ବାହାର କରି କେଶର ସଠିକ୍ ଯତ୍ନ ନେବା ସମ୍ଭବ ହୋଇପାରୁନାହିଁ । ଫଳରେ ଅତି କମ୍ ବୟସରୁ କେଶ ଝଡା ସମସ୍ୟା ଆରମ୍ଭ ହେବା ଯୋଗୁଁ ଅନାକର୍ଷଣୀୟ ବ୍ୟକ୍ତିତ୍ୱ ହୀନମନ୍ୟତା ଭଳି ରୁଗଣ୍ ମାନସିକତା ସୃଷ୍ଟି କରୁଛି ଏବେକାର ଯୁବପିଢିଙ୍କ ମନରେ । ସୁଶକ୍ତ ଏବଂ ଗହଳ କେଶ ପାଇଁ ବଜାରରେ ତୈଳ, କ୍ରିମ୍, ସାମ୍ପୁ, କଣ୍ଡିସନର ଭଳି …