Posts in category

ଦେଶୀ ଉପଚାର


ଶୃଙ୍ଖଳିତ ଖାଦ୍ୟ ଦ୍ଵାରା ବଢାନ୍ତୁ ରୋଗ ପ୍ରତିରୋଧକ ଶକ୍ତି…

Read More

ହଳଦୀ ଥିଲେ ପାଖରେ ରୋଗ ମାଡ଼ିବେନି ଘରେ 

Read More

ବିଟ୍‌ର ଉପକାରିତା

Read More

ଗୋରା ରଙ୍ଗ ପାଇବା ପାଇଁ ପ୍ରାୟ ସମସ୍ତଙ୍କ ଇଚ୍ଛା ରହିଥାଏ । ବିଶେଷ କରି ଝିଅମାନେ ଗୋରା ରଙ୍ଗ ପାଇଁ ବିଭିନ୍ନ ଉପାୟମାନ ଆପଣାଇ ଥାନ୍ତି । ପାର୍ଲର ଯାଇ ଫେସିଆଲଠୁ ଆରମ୍ଭ କରି ଟଙ୍କା ସାରିବାଠୁ ଆରମ୍ଭ କରି ବଜାରରେ ମିଳୁଥିବା ଦାମି କ୍ରିମ, ସିରମ ଓ ଲୋସନର ବ୍ୟବହାର କରିବାକୁ ମଧ୍ୟ ପଛେଇ ନଥାନ୍ତି । ହେଲେ ଅନେକ ସମୟରେ ସେଥିରେ ରହିଥିବା ରାସାୟନିକ ପଦାର୍ଥର ପାର୍ଶ୍ୱ ପ୍ରତିକ୍ରିୟା ପାଇଁ ସେମାନଙ୍କର ତ୍ୱଚା ସମସ୍ୟା …

ହିନ୍ଦୁ ଧର୍ମରେ ତୁଳସୀର ମାହତ୍ମ୍ୟ ଖୁବ୍ ବେଶୀ । ଏହି ବୃକ୍ଷକୁ ତୁଳସୀ ଦେବୀ ବୋଲି ବିଚାରି ଘରେ ଘରେ ପ୍ରତିଦିନ ଏହାରି ମୂଳରେ ସାନ୍ଧ୍ୟ ଧୂପ ଦେଇଥାନ୍ତି କୁଳ ଭୂଆଷୁଣୀ । ସ୍ନାନ କରିସାରିବା ଉତ୍ତାରୁ ତୁଳସୀ ଗଛ ମୂଳରେ ପାଣି ଦେଲେ ସବୁ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ । ପୂଜା ପାର୍ବଣରେ ତୁଳସୀ ବିନା ପୂଜା ପାର୍ବଣ କାର୍ଯ୍ୟ ହୋଇପାରେ ନାହିଁ । ଏତଦ୍ ବ୍ୟତୀତ ତୁଳସୀର ବହୁ ଔଷଧୀୟ ଗୁଣ ମଧ୍ୟ …

କଥାରେ ଅଛି ଜଣେ ଦେଖିବାକୁ ଯେମିତିବି ହୋଇଥାନ୍ତୁ ନା କାହିଁକି, ହସହସ ମୁହଁ ସବୁବେଳେ ସୁନ୍ଦର ଦିଶେ। ଆପଣଙ୍କୁ କେହି ଭେଟିଲେ ପ୍ରଥମେ ତାଙ୍କ ନଜର ଆପଣଙ୍କ ହସ ଉପରେ ପଡ଼େ । କିନ୍ତୁ ଆପଣଙ୍କ ଦାନ୍ତ ଯଦି ପରିଷ୍କାର ନଥାଏ କିମ୍ବା ଧଳା ଦେଖାଯାଉନଥାଏ, ତେବେ ଅନ୍ୟମାନଙ୍କ ମନରେ ଆପଣଙ୍କ ପ୍ରତି ନକାରାତ୍ମକ ଭାବନା ଆସିପାରେ । କାରଣ ବ୍ୟକ୍ତିର ଦାନ୍ତ ଧଳା ଥିଲେ, ତାଙ୍କୁ ସମସ୍ତେ ସାମଗ୍ରିକ ଭାବେ ସୁସ୍ଥ ବୋଲି ଭାବନ୍ତି ବୋଲି ଗବେଷକଙ୍କ ମତ । …

ଆପଣ ଜୋତା ଖୋଲି ବନ୍ଧୁମାନଙ୍କ ପାଖକୁ ଗଲେ ସେମାନେ ନାକ ଟେକୁଛନ୍ତି କି? ଆପଣଙ୍କଠୁ ଦୂରେଇ ଦୂରେଇ ରହୁଛନ୍ତି କି? ଏଭଳି ସମସ୍ୟା ଯଦି ଆପଣ ସବୁଦିନ ଭୋଗୁଛନ୍ତି, ତେବେ ଏହାର କାରଣ ଆପଣ ପାଦରୁ ବାହାରୁଥିବା ଦୁର୍ଗନ୍ଧ ହୋଇପାରେ । ହୁଏତ ଆପଣ ସବୁବେଳେ ଜାଣିପାରୁନଥିବେ, କିନ୍ତୁ ଆପଣଙ୍କ ପାଦ ଦୁର୍ଗନ୍ଧ ସମସ୍ୟା ଅନେକଙ୍କ ମନରେ ଆପଣଙ୍କ ପ୍ରତି ଘୃଣାଭାବ ଆଣୁଥାଇପାରେ । ହାଇପରହାଇଡ୍ରୋସିସ୍ ବା ପାପୁଲି ଓ ପାଦରୁ ଅତ୍ୟଧିକ ଝାଳ ବୋହିବା କିମ୍ବା …

ଆମ ଶରୀରରେ ଲୁଚି ରହିଛି ସବୁ ରୋଗର ଚିକିତ୍ସା । ଏହି ପଦ୍ଧତି ହେଉଛି ଆକ୍ୟୁପ୍ରେସର । ଆମ ଶରୀରର ବିଭିନ୍ନ ଅଙ୍ଗରେ ଥିବା ଏମିତି କିଛି ପଏଣ୍ଟକୁ ହାତରେ ଧରି ଚାପ ସୃଷ୍ଟି କଲେ ଆପଣ ଘରେ ହିଁ ରୋଗର ଚିକିତ୍ସା କରିପାରିବେ । ବିନା କୌଣସି ଔଷଧରେ ଚିକିତ୍ସା ହୋଇପାରୁଥିବା ଏହି ପଦ୍ଧତି ବେଶ ପୁରୁଣା । ତେବେ ଏହି ପଦ୍ଧତି ବିଷୟରେ କିଛି ଜାଣି ରଖିଲେ ଆପଣଙ୍କ ନିତିଦିନିଆ ଜୀବନରେ ଔଷଧ ଖର୍ଚ୍ଚ …

ସବୁଜ ଲଙ୍କା ଆମ ଖାଇବାରେ ଆଣେ ଏକ ଭିନ୍ନ ସ୍ୱାଦ । ଟିକିଏ ରାଗ ନଲାଗିଲେ ଖାଇବାର ମଜା ଆସେନି । ରାଗ ଯୋଗୁଁ ଅନେକେ ଲଙ୍କା ଖାଇବାକୁ ଡରନ୍ତି । କିନ୍ତୁ ଆପଣ ଜାଣନ୍ତି ଏହି ଲଙ୍କା ଖାଦ୍ୟର ସ୍ୱାଦ ବଢ଼ାଇବା ସହ ଏହାର ପୌଷ୍ଟିକ ତତ୍ତ୍ୱ ଆମ ଶରୀର ପାଇଁ ବେଶ ଉପଯୋଗୀ । ସାଲାଡ୍ କିମ୍ବା ଅନ୍ୟ ଖାଦ୍ୟରେ କଞ୍ଚାଲଙ୍କାକୁ ଖାଦ୍ୟଭାବେ ବ୍ୟବହାର କରାଯାଇପାରିବ । କଞ୍ଚାଲଙ୍କାରେ ଭିଟାମିନ୍ – ‘ଏ’ କଞ୍ଚାଲଙ୍କାରେ …