Posts in category

ଦେଶୀ ଉପଚାର


ଶୃଙ୍ଖଳିତ ଖାଦ୍ୟ ଦ୍ଵାରା ବଢାନ୍ତୁ ରୋଗ ପ୍ରତିରୋଧକ ଶକ୍ତି…

Read More

ହଳଦୀ ଥିଲେ ପାଖରେ ରୋଗ ମାଡ଼ିବେନି ଘରେ 

Read More

ବିଟ୍‌ର ଉପକାରିତା

Read More

ହାକୁଟି ଆସିବା ଏକ ସାଧାରଣ କଥା । ହେଲେ ଲୋକ ଗହଳିରେ ଥିବାବେଳେ ବା ଏକୁଟିଆ ସମୟରେ ବାରମ୍ବାର ହାକୁଟି ଆସିବା ଦ୍ୱାରା ବ୍ୟକ୍ତିକୁ ସମସ୍ୟା  ହୋଇଥାଏ । ଏପରିବି ବେଳେ ବେଳେ ଦୁଇ ତିନି ଦିନ ଲଗାତାର ହାକୁଟି ଆସିଥାଏ । ଏହିଭଳି ସ୍ଥିତିରେ ହାକୁଟି କିପରି ବନ୍ଦକରିବେ ସେହି ଉପାୟ ସମସ୍ତଙ୍କୁ ଜଣା ନଥାଏ । ଆଉ କିଛି ଲୋକ ଏହାକୁ ସାଧାରଣ କଥା ଭାବି ନିରବ ରହିଯାଆନ୍ତି । ହେଲେ ଏହା ଶରୀରର …

ବାଡ଼ି ବଗିଚାରେ ଫୁଟୁଥିବା ମନ୍ଦାର ଫୁଲକୁ ପ୍ରାୟ ସମସ୍ତଙ୍କ ଘରେ କେବଳ ଠାକୁରଙ୍କ ପୂଜାରେ ବ୍ୟବହାର କରାଯାଇଥାଏ । ହେଲେ ଏହାର ଔଷଧୀୟ ଗୁଣ ବିଷୟରେ ଜାଣିଲେ ଆପଣ ତାଜୁବ ହୋଇଯିବେ । କେଶ ଉପୁଡ଼ା ସମସ୍ୟା ସମାଧାନ ପାଇଁ ଏହା ରାମବାଣ ଭଳି କାମକରିଥାଏ । ଏହା ବ୍ୟତୀତ ଶରୀର ଅନେକ ରୋଗ ଦୂର କରିଥାଏ ମନ୍ଦାର ଫୁଲ, ତେବେ ଜାଣନ୍ତୁ ସୁସ୍ଥ ରହିବା ପାଇଁ କିପରି ମନ୍ଦାର ଫୁଲର ବ୍ୟବହାର କରିବେ । ଘନ …

ବଡ଼ପେଟ ବା ମେଦ ବହୁଳତା ଆଜିର ଦିନରେ ଅନେକଙ୍କ ପାଇଁ ସମସ୍ୟା ପାଲଟିଛି । ଆପଣବି ଯଦି ଏହି ସମସ୍ୟା ନେଇ ଚିନ୍ତିତ ତେବେ ଆମେ ବତାଉଛୁ କିଛିଟି ସହଜ ଉପାୟ , ଯାହାଦ୍ୱାରା ଖୁବ କମ୍ ଦିନରେ ବିନା ଔଷଧରେ ପେଟ କମାଇ ପାରିବେ । ପ୍ରଥମେ ପେଟରେ ଚର୍ବି ବଢିବାର କାରଣ କ’ଣ ଜାଣନ୍ତୁ ତାପରେ ତାର ପ୍ରତିକାର କରନ୍ତୁ । ବଦଳୁଥିବା ଜୀବନଶୈଳୀ, କାମ ବ୍ୟସ୍ତତା, ଖାଦ୍ୟପାନୀରେ ଅନିୟମିତତା ଓ ଅଧିକ ଫାଷ୍ଟଫୁଡ଼ …

ଶୀତ ଦିନରେ ସାଧାରଣତଃ ତ୍ୱଚା ଶୁସ୍କ ଦେଖାଯିବା ସହ ରୁକ୍ଷ ହୋଇଯାଏ । ଆଉ ଏହି ରୁକ୍ଷ ଓ ଶୁସ୍କ ତ୍ୱଚାକୁ କୋମଳ ରଖିବା ପାଇଁ ପ୍ରାୟ ସମସ୍ତେ ବଡ଼ିଲୋସନ ବା ମଶ୍ଚରାଇଜରର ବ୍ୟବହାର କରିଥାନ୍ତି । ବଜାରରେ ମିଳୁଥିବା ବଡ଼ିଲୋସନ ବା ମଶ୍ଚରାଇଜରରେ ରାସାୟନିକ ପ୍ରଦାର୍ଥ ମିଶୁଥିବାରୁ ଏହା ତ୍ୱଚା ପାଇଁ ହାନିକାରକ ହୋବା ସହ ଏହାକୁ କିଣିବା ବେଳେ ବ୍ୟୟବହୁଳ ହୋଇଥାଏ । ହେଲେ ଆପଣ ଚାହିଁଲେ ଅଳ୍ପ ଖର୍ଚ୍ଚରେ ଘରୋଇ ଉପାଦାନରେ ବଡ଼ିଲୋସନ …

କୁକୁରକୁ ମଣିଷର ବିଶ୍ୱସ୍ତ ବନ୍ଧୁ କୁହାଗଲେ ମଧ୍ୟ ଅନେକ ସମୟରେ ବହୁ ଲୋକ ବୁଲା କୁକୁର ଦ୍ୱାରା ଆକ୍ରମଣର ଶୀକାର ହୋଇଥାନ୍ତି । କୁକୁର ସାଧାରଣତଃ ଭୋକିଲା ଥିଲେ କିମ୍ବା ଶାବକମାନଙ୍କୁ ରକ୍ଷା କରୁଥିଲେ ସେମାନେ ହିଂସ୍ର ସ୍ୱଭାବ ପ୍ରଦର୍ଶନ କରିଥାନ୍ତି । ପଶୁ ପ୍ରବୃତ୍ତି ଅନୁସାରେ, ସେମାନେ ନିଜ ପ୍ରତି କିମ୍ବା ନିଜ ବସତି ପ୍ରତି ବିପଦ ଅନୁଭବ କଲେ ଆକ୍ରମଣ କରିଥାନ୍ତି । କିନ୍ତୁ ଆପଣ କେତେକ ଦିଗ ପ୍ରତି ଧ୍ୟାନ ଦେଲେ କୁକୁର …

ସାରା ଦିନ ଗୋଟିଏ ସ୍ଥାନରେ ବସି ରହି କାମ କରିବା କାରଣରୁ ହେଉ ଅବା ଏଠାରୁ ସେଠାକୁ ଯିବାଆସିବା କରିବାରୁ ହେଉ ଆମ ପାଦରେ ଅନେକ ସମୟରେ କଷ୍ଟ ଅନୁଭବ ହୋଇଥାଏ । ନିୟମିତ ମସାଜ କରିବା ଦ୍ୱାରା ଏହି ଯନ୍ତ୍ରଣାରୁ ମୁକ୍ତ ମିଳିବା ସହ ପାଦ ସୁନ୍ଦର ଦିଶିଥାଏ । କେଉଁ ସମୟରେ କିପରି ପାଦ ମସାଜ କରିବେ ସେ ବିଷୟରେ ଜାଣନ୍ତୁ । • ରାତିରେ ସୋଇବା ଆଗରୁ ମସାଜ କରିବା ଦ୍ୱାରା ସୁଖ …

ମୂଳା ଏକ ଶୀତଦିନିଆ ପରିବା । ଖାଇବାକୁ ଟିକିଏ ରାଗ ହେଲେ ମଧ୍ୟ ଦେହ ପାଇଁ ଗୁଣକାରୀ । ସାଲାଡ୍ ବ୍ୟତୀତ ଅନେକ ଏହାକୁ ତରକାରୀ କରି ଖାଇଥାନ୍ତି । ସାଧାରଣତଃ ଧଳା ଓ ନାଲି ରଙ୍ଗର ମୂଳା ବଜାରରେ ମିଳିଥାଏ । ଏହା ଆମ ସ୍ୱାସ୍ଥ୍ୟ କେତେ ଉପକାରୀ ଜାଣିବା ପରେ ନଖାଉଥିବା ବ୍ୟକ୍ତି ମଧ୍ୟ ଖାଇବାକୁ ଆଗ୍ରହ ପ୍ରକାଶ କରିବ । ତେବେ ଜାଣନ୍ତୁ କି ଲାଭ ମିଳିଥାଏ ମୂଳା ଖାଇବା ଦ୍ୱାରା । …

ଜାମୁକୋଳି ସ୍ୱାସ୍ଥପାଇଁ ଯେତିକି ଉପକାରୀ ତାର ମଞ୍ଜି ମଧ୍ୟ ତାଠୁ ଅଧିକ ଲାଭଦାୟକ । ଅନେକ ଲୋକ ଜାମୁକୋଳି ଖାଇବା ପରେ ତା ମଞ୍ଜିକୁ ଫୋପାଡି ଦେଇଥାଆନ୍ତି ଯଦି ଆପଣ ବି ସେଭଳି କରୁଛନ୍ତି ତେବେ ତାର ଉପକାରିତା ବିଷୟରେ ଜାଣିବା ପରେ ଫୋପାଡ଼ିବେ ନାହିଁ ନିଶ୍ଚୟ । ଏଥିରେ ଭିଟାମିନ ‘ଏ’ ଓ ‘ସି’ ଭରପୂର ମାତ୍ରାରେ ରହିଥିବା ବେଳେ ଏହା ଶରୀରର ପାଚନ କ୍ରିୟାକୁ ଠିକ୍ ରଖିଥାଏ ଓ ଡାଇବେଟିସ୍ ରୋଗୀଙ୍କ ପାଇଁ ଲାଭ …

କବାବ ଚିନିର ବଟାନିକାଲ ନାମ ହେଉଛି ପାଇପର କ୍ୟୁବେବା । ଜାଭା, ସୁମାତ୍ରା ଓ ମଳୟ ଦ୍ୱୀପରେ ଏହାକୁ ବହୁଳ ଭାବରେ ଚାଷ କରାଯାଇଥାଏ । ଭାରତ ଓ ସିଙ୍ଗାପୁରରେ ମଧ୍ୟ କବାବ ଚିନି ଚାଷ ହୋଇଥାଏ । ଆମ ଦେଶର ଦକ୍ଷିଣରେ ଥିବା କର୍ଣ୍ଣାଟକ ଓ କେରଳ ରାଜ୍ୟରେ ଏହି ଔଷଧୀୟ ବୃକ୍ଷର ସମ୍ଭାର ଦେଖିବାକୁ ମିଳେ । କବାବ ଚିନିର ଔଷଧୀୟ ଗୁଣ ସମ୍ବନ୍ଧରେ ନିମ୍ନରେ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆମେ ଏଠାରେ ଅବତାରଣା …

ଫଳ କେବଳ ଆମକୁ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରେ ତାହା ନୁହେଁ, ଏଥିରେ ଥିବା ପ୍ରଚୁର ପରିମାଣର ଭିଟାମିନ୍ ଏବଂ ମିନେରାଲ୍ସ୍ ଶରୀର ସହିତ ଚେହେରାକୁ ମଧ୍ୟ ସୁନ୍ଦର କରିଥାଏ । ଏହଦ୍ୱାରା ଚେହେରାକୁ ତତ୍କ୍ଷଣାତ୍ ଚମକ ମିଳିଥାଏ । ନିତିଦିନିଆ ବ୍ୟବହୃତ ସାମଗ୍ରୀ ଏବଂ ଅଳ୍ପ କିଛି ଫଳକୁ ନେଇ ଆପଣ ପାଇପାରିବେ ଖୁବ୍ ଆକର୍ଷଣୀୟ ତ୍ୱଚା । ତେବେ ବିଭିନ୍ନ ପ୍ରକାରର ତ୍ୱଚା ପାଇଁ ରହିଛି ବିଭିନ୍ନ ଫେସ୍ ପ୍ୟାକ୍ । ଜାଣନ୍ତୁ ସେ …