ଦେଶୀ ଉପଚାର

ହଳଦୀ ଥିଲେ ପାଖରେ ରୋଗ ମାଡ଼ିବେନି ଘରେ
ସାଧାରଣତଃ ହଳଦୀକୁ କେବଳ ରୋଷେଇ ବା ସୌନ୍ଦର୍ଯ୍ୟ ପ୍ରସାଧାନ ସମାଗ୍ରୀ ପ୍ରସ୍ତୁରେ ବ୍ୟବହାର କଥା ଜାଣିଥିବେ । ହେଲେ ଆମ ବାଡ଼ି ବଗିଚାରେ ରହିଥିବା ହଳଦୀ ଗଛ ହେଉ ବା ରୋଷେଇ ଘରେ ରହିଥିବା ହଳଦୀ ଖଣ୍ଡ-ଗୁଣ୍ଡ କେତେ ଗୁଣକାରୀ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏଥିରେ ରହିଥିବା ଓ୍ୟୌଷଧୀୟ ଗୁଣ ବହୁ ନୂଆ- ପୁରୁଣା ଚର୍ମ ଓ ପେଟ ରୋଗ ସହ ଥଣ୍ଡା ପାଇଁ ରାମବାଣ ପରି କାର୍ଯ୍ୟ କରିଥାଏ । ଏଥିରେ ଭିଟାମିନ୍, ପ୍ରୋଟିନ୍, …

ବିଟ୍ର ଉପକାରିତା
ଆଜିର ବ୍ୟସ୍ତ ବହୁଳ ଜୀବନରେ ମଣିଷ ପ୍ରତିଦ୍ୱନ୍ଦି ମନୋଭାବ ନେଇ ଆଗକୁ ମାଡ଼ିଚାଲିଥିବା ବେଳେ ସମୟର ଅଭାବ ବାହାନାରେ ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରୁଛି । ଗୋଟିଏ ସୁସ୍ଥ ଶରୀର ଓ ମନ ପାଇଁ ଉତ୍ତମ ଜୀବନଶୈଳୀ ସହିତ ସନ୍ତୁଳିତ ଭୋଜନ ନିହାତି ଜରୁରୀ । ସନ୍ତୁଳିତ ଖାଦ୍ୟ ଅଭାବରୁ ବର୍ତ୍ତମାନ ଅଧିକାଂଶ ଲୋକଙ୍କୁ କର୍କଟ, ମଧୁମେହ, ରକ୍ତଚାପ, ହୃଦରୋଗ, ରକ୍ତହୀନତା ଅଦି ମାରାତ୍ମକ ରୋଗ ଆକ୍ରାନ୍ତ କରୁଥିବାର ଦେଖା ଯାଉଛି । କିଛିଟା ସାବଧାନତା …

ବାରିି ବଇଦ କୁନ୍ଦୁରି
ବାରିି ବଗିଚାରେ ଫଳୁଥିବା ପରିବା ଟିଏ ହେଉଛି କୁନ୍ଦୁରି । ଏହା ଏକ ଲତା ଜାତିୟ ଗଛ । କୁନ୍ଦୁରି ପରିବା ହିସିବରେ ଯେତିକି ସୁଆଦିଆ ଏଥିରେ ଥିବା ଔଷଧୀୟ ଗୁଣ ଦେହ ପାଇଁ ହିତକାରୀ । କୁନ୍ଦୁରି ଶରୀରୁ ଅନେକ ନୂଆ ପୁରୁଣା ରୋଗ ଭଲ କରିଥାଏ । ଏବେ ଏହାକୁ ଏକ ଲାଭ ଦାୟକ ଫସଲ ଭାବେ ଚାଷ କରାଯାଉଛି । ଜାଣନ୍ତୁ କୁନ୍ଦୁରି ଖାଇଲେ କଣ ଲାଭ ମିଳେ ଆମକୁ । • …

ଔଷଧୀୟ ନିମ୍ବ …
ପାଟିକୁ ପିତା ଲାଗିଲେ ସୁଦ୍ଧା ଦେହକୁ ହିତ ହୋଇଥ୍ଧଶ ନିମ୍ବ । ଏହାର ପତ୍ର,ଫୁଲ,ଛାଲି,ଚେର ସବୁଥିରେ ଔଷଧିୟ ଗୁଣ ରହିବା ସହ ମଣିଷଠୁ ଆରମ୍ଭ କରି ପଶୁମାନଙ୍କ ପାଇଁ ଉପଯୋଗୀ ହୋଇଥାଏ । ତେବେ ନିମ୍ବଗଛର ବିଭିନ୍ନ ଅଶଂକୁ କିପରି ଓ କେଉଁ ରୋଗ ପାଇଁ ବ୍ୟବହାର କରାଯାଏ ସେ ବିଷୟରେ ଜାଣନ୍ତୁ… – ନିମ୍ବ ଗଛର କଅଁଳ ପତ୍ରରସ କିମ୍ବା ପତ୍ରକୁ ସକାଳେ ଖାଲି ପେଟର ଚୋବାଇ ଖାଇଲେ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ । – …

କେଶ ସୂନ୍ଦର କରେ ମେହେନ୍ଦି . . .
ନାରୀ ମାନଙ୍କର ଲମ୍ବା ଓ ସୁନ୍ଦର କେଶକୁ ନେଇ ସବୁବେଳେ ଦୁର୍ବଳତା ରହିଥାଏ । କେଶକୁ ସୁନ୍ଦର କରିବା ପାଇଁ ପ୍ରାୟ ସମସ୍ତେ ଚାହାନ୍ତି ସେ ଝିଅ ହୋଉ ବା ବୋହୁ । କେହି କେହି ନିଜ କେଶକୁ ରଙ୍ଗ କରିବା ପାଇଁ ବଜାରରୁ ନକଲି ଜିନିଷ କିଣି ପ୍ରୟୋଗ କରିଥାନ୍ତି । ଯାହା ଦ୍ୱାରାକି ଅନେକ ପ୍ରକାର କେଶ ସମସ୍ୟା ଦେଖାଦେଇଥାଏ । ଯଦି ଆପଣ ବି କେଶ ଝଡିବା , କେଶ ରୁକ୍ଷ ପରି …

ଉପକାରୀ ଅର୍ଜୁନ ଗଛ
ଆଧୁନିକ ଜୀବନଶୈଳୀ ଓ ପ୍ରଦୂଷଣ ପାଇଁ ଏବେ ଅନେକ ବ୍ୟକ୍ତି ହୃଦ୍ ରୋଗର ଶୀକାର ହେଉଛନ୍ତି । କେବଳ ଯେ ବୟସ୍କ ହୃଦ୍ ରୋଗରେ ଆକ୍ରାନ୍ତ ହେଉଛନ୍ତି ତାହା ନୁହେଁ କୋମଳ ମତି ଶିଶୁବି ଏଥିରୁ ବାଦ ପଡ଼ୁ ନାହାଁନ୍ତି । ଏହି ରୋଗର ଚିକିତ୍ସା ପାଇଁ ଅନେକଙ୍କୁ ମୋଟା ଅଙ୍କର ଟଙ୍କା ସାରିବାକୁ ପଡ଼ିଥାଏ ହେଲେ ଆମ ପ୍ରକୃତିରେ ଏମିତି ଏକ ଗଛ ଅଛି ଯାହା ହୃଦ୍ ରୋଗଠାରୁ ଆମକୁ ରକ୍ଷା କରି ପାରିବ । …