ସ୍ୱାସ୍ଥ୍ୟ

ହଳଦୀ ଥିଲେ ପାଖରେ ରୋଗ ମାଡ଼ିବେନି ଘରେ
ସାଧାରଣତଃ ହଳଦୀକୁ କେବଳ ରୋଷେଇ ବା ସୌନ୍ଦର୍ଯ୍ୟ ପ୍ରସାଧାନ ସମାଗ୍ରୀ ପ୍ରସ୍ତୁରେ ବ୍ୟବହାର କଥା ଜାଣିଥିବେ । ହେଲେ ଆମ ବାଡ଼ି ବଗିଚାରେ ରହିଥିବା ହଳଦୀ ଗଛ ହେଉ ବା ରୋଷେଇ ଘରେ ରହିଥିବା ହଳଦୀ ଖଣ୍ଡ-ଗୁଣ୍ଡ କେତେ ଗୁଣକାରୀ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏଥିରେ ରହିଥିବା ଓ୍ୟୌଷଧୀୟ ଗୁଣ ବହୁ ନୂଆ- ପୁରୁଣା ଚର୍ମ ଓ ପେଟ ରୋଗ ସହ ଥଣ୍ଡା ପାଇଁ ରାମବାଣ ପରି କାର୍ଯ୍ୟ କରିଥାଏ । ଏଥିରେ ଭିଟାମିନ୍, ପ୍ରୋଟିନ୍, …

ବିଟ୍ର ଉପକାରିତା
ଆଜିର ବ୍ୟସ୍ତ ବହୁଳ ଜୀବନରେ ମଣିଷ ପ୍ରତିଦ୍ୱନ୍ଦି ମନୋଭାବ ନେଇ ଆଗକୁ ମାଡ଼ିଚାଲିଥିବା ବେଳେ ସମୟର ଅଭାବ ବାହାନାରେ ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରୁଛି । ଗୋଟିଏ ସୁସ୍ଥ ଶରୀର ଓ ମନ ପାଇଁ ଉତ୍ତମ ଜୀବନଶୈଳୀ ସହିତ ସନ୍ତୁଳିତ ଭୋଜନ ନିହାତି ଜରୁରୀ । ସନ୍ତୁଳିତ ଖାଦ୍ୟ ଅଭାବରୁ ବର୍ତ୍ତମାନ ଅଧିକାଂଶ ଲୋକଙ୍କୁ କର୍କଟ, ମଧୁମେହ, ରକ୍ତଚାପ, ହୃଦରୋଗ, ରକ୍ତହୀନତା ଅଦି ମାରାତ୍ମକ ରୋଗ ଆକ୍ରାନ୍ତ କରୁଥିବାର ଦେଖା ଯାଉଛି । କିଛିଟା ସାବଧାନତା …

ବାରିି ବଇଦ କୁନ୍ଦୁରି
ବାରିି ବଗିଚାରେ ଫଳୁଥିବା ପରିବା ଟିଏ ହେଉଛି କୁନ୍ଦୁରି । ଏହା ଏକ ଲତା ଜାତିୟ ଗଛ । କୁନ୍ଦୁରି ପରିବା ହିସିବରେ ଯେତିକି ସୁଆଦିଆ ଏଥିରେ ଥିବା ଔଷଧୀୟ ଗୁଣ ଦେହ ପାଇଁ ହିତକାରୀ । କୁନ୍ଦୁରି ଶରୀରୁ ଅନେକ ନୂଆ ପୁରୁଣା ରୋଗ ଭଲ କରିଥାଏ । ଏବେ ଏହାକୁ ଏକ ଲାଭ ଦାୟକ ଫସଲ ଭାବେ ଚାଷ କରାଯାଉଛି । ଜାଣନ୍ତୁ କୁନ୍ଦୁରି ଖାଇଲେ କଣ ଲାଭ ମିଳେ ଆମକୁ । • …

ଔଷଧିୟ ରାଶି
ରାଶି ଗୋଟିଏ ତୈଳବିଜ ଏହା ପ୍ରାୟ ସମସ୍ତେ ଜାଣନ୍ତି । ଏହାକୁ ତେଲପ୍ରସ୍ତୁତି ଓ କିଛି ସୋତନ୍ତ୍ର ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ । ରାଶିରେ ଥିବା ଔଷଧିୟ ଗୁଣ ଅନେକ ରୋଗ ଭଲ କରିବାରେ ସହାୟ ହୋଇଥାଏ । ଜାଣନ୍ତୁ ରାଶିରୁ କେଉଁ କେଉଁ ଉପକାର ମିଳିଥାଏ ଆମ ଶରୀରକୁ । ଏହା ଦୁଇପ୍ରକାରର ହୋଇଥାଏ, କଳା ଓ ଧଳା । କଳା ରାଶି ଅଧିକ ଉପକାରୀ… -ରାଶିରେ କାର୍ବୋହାଇଡ୍ରେଡ଼, ପ୍ରୋଟିନ୍, ଭିଟାମିନସ୍ ଆଦି ରହିଛି …

ଦେହକୁ ହିତ ପାଟିକୁ ସୁଆଦ ଖଜୁରୀର
ଖଜୁରୀ କୋଳି ବିଷୟରେ ପ୍ରାୟ ସମସ୍ତେ ଜାଣିଥିବେ ଓ ଖାଇଥିବେ ମଧ୍ୟ । ଆମ ଆଖ ପାଖରେ ରହିଥିବା ଏକ କଣ୍ଟା ଗଛର ଫଳକହିଲେ ଚଳେ । ଗଛ ସିନା କଣ୍ଟା ହେଲେ ଫଳତ ସୁଆଦିଆ । କେବଳ ସୁଆଦିଆ ନୁହେଁ ଦେହକୁ ହିତ ମଧ୍ୟ । ତେବେ ନିଜକୁ ଫିଟ୍ ରଖିବା ପାଇଁ ଖଜୁରୀ ବା ମେବା କୋଳି ଖାଆନ୍ତୁ ଏହାର ଫାଇଦା କଣ ଜାଣନ୍ତୁ… -ଖଜୁରୀ ଦ୍ରବଣୀୟ ଓ ଅଦ୍ରବଣୀୟ ତନ୍ତୁ ଭରପୂର ମାତ୍ରାରେ …