Posts in category

ଗ୍ରାମୀଣ ଓଡ଼ିଶା


ବିକଳ୍ପ ବିଦ୍ୟୁତ ସେବା ଯୋଗାଏ ଗୋବର ଗ୍ୟାସ ପ୍ଲାଣ୍ଟ

Read More

ସ୍ଥପତି ଇଶ୍ୱରଙ୍କ ନିଆରା କଳାକୃତି, ତେନ୍ତୁଳି ମଞ୍ଜିରେ ଗଣେଶ

Read More

ଓଡ଼ିଶାର ଭୂସ୍ୱର୍ଗ କୋରାପୁଟ

Read More

ରାଜ୍ୟର ଅନେକ ଉପାନ୍ତ ଅଞ୍ଚଳ ବା ଗାଁ ରହିଛି ଯେଉଁଠିକି ବିଦ୍୍ୟୁତ ସଂଯୋଗ ହୋଇ ପାରି ନାହିଁ । ବିଦ୍ୟୁତ ଆଲୋକକୁ ବହୁଦିନ ଧରି ଅପେକ୍ଷା କରିଥିବା ସେହି ଅଞ୍ଚଳର ଅଧିବାସୀ ଦୁର୍ଦଶା ଭୋଗୁଛନ୍ତି । ଡ଼ବି ଆଲଅରେ ଦିନ ବିତାଉଥିବା ଲୋକମାନେ ପଙ୍ଖା ପବନ କଥା ଚିନ୍ତାବି କରି ନଥିବେ । ହେଲେ ନିଜ ଉଦଯୋଗ ଓ ସରକାରୀ ସହାୟତାରେ ଗୋବର ଗ୍ୟାସ ପ୍ଲାଣ୍ଟରୁ ବିଦ୍ୟୁତ ଉତ୍ପନ୍ନ କରି ସମସ୍ତ ସୁବିଧା ଉପଭୋଗ କରିପାରିବେ ଉପାନ୍ତ …

ରାତି ପାହିଲେ ଶ୍ରୀ ପଂଚମୀ ଗଣେଶ ପୂଜା , ଏଥି ପାଇଁ ଗାଁଠୁ ସହର ସବୁଠି ଗହଳ ଚହଳ । ବିଘ୍ନବିନାଶକଙ୍କୁ ପୂଜିବା ପାଇଁ କାହୁଁ କେତେ ସଜବାଜ ଚାଲିଛି । ଏହି ଧାରାରୁ ବାଦ ନପଡ଼ି କିଛି ନିଆରା ଢଙ୍ଗରେ ଗଣେଶଙ୍କୁ ନିଜର ଭକ୍ତି ଭାବ ଜଣାଇଛନ୍ତି ଜଟଣି ଅଂଚଳର ଇଶ୍ୱର । ତେନ୍ତୁଳି ମଞ୍ଜିରେ ଗଣେଶଙ୍କ ମୂର୍ତି ଓ ମେଢ ତିଆରି କରିଛନ୍ତି । ପ୍ରତିବର୍ଷ ଗଣେଶ ପୂଜାରେ ସେ କିଛି ନିଆରା କଳାକୃତି …

କୋରାପୁଟ ଏମିତି ଗୋଟିଏ ସ୍ଥାନ ଯେଉଁଠିକି ଥରେ ଗଲେ ଫେରିବାକୁ ଇଚ୍ଛା ହେବନି । ସୁନ୍ଦର ବନରାଜିର ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ସରଳ ଆଦିବାସୀଙ୍କ ଜୀବନଯାପନ ବେଶ୍ ଆକର୍ଷଣୀୟ ରହିଥାଏ । ଏହା ସହ ଆଦିବାସୀ ହାଟରୁ ଆଦିବାସୀ ଖାଦ୍ୟ ସାମଗ୍ରୀ କିଣିବାର ସୁଯୋଗ ପାଇବା ସହ ଏଠାକାର ପାହାଡ଼ ଉପରେ ସୂର୍ଯ୍ୟାସ୍ତ, ସୋରିଷ ଓ ଅଳସି ଫୁଲର କ୍ଷେତ ଦେଖିବାର ସୁଯୋଗ ମିଳିଥାଏ । ବଣଭୋଜି ଓ ଜଳ ପ୍ରପାତରେ ଗାଧୋଇବାର ମଜା ଉଠାଇବାରସୁଯୋଗ ରହିଛି …

ଅନେକେ ଆଚାରରେ ଅତ୍ୟଧିକ ତେଲ ଓ ଆଚାରର ବ୍ୟବହାର ହୋଇଥିବାରୁ ତାହାକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଆପଣ ଚାହିଁଲେ କୌଣସି ମସଲା ଦ୍ରବ୍ୟର ବ୍ୟବହାର ନକରି ଆଚାର ପ୍ରସ୍ତୁତ କରିପାରିବେ । ଏହି ଉପାୟରେ ଲେମ୍ବୁ ଆଚାର ପ୍ରସ୍ତୁତି ପାଇଁ, 100ଟି ଲେମ୍ବୁ ନେଇ ସେଥିରୁ 50ଟିର ରସ ବାହାର କରିଦିଅନ୍ତୁ ଏବଂ ରସକୁ ଏକ ପରିଷ୍କାର ମାଟି ହାଣ୍ଡିରେ ରଖନ୍ତୁ । ଏହାପରେ ସେଥିରେ ବାକି ରହିଯାଇଥିବା 50ଟି ଲେମ୍ବୁକୁ ଖଣ୍ଡଖଣ୍ଡ କରି କାଟି ଭର୍ତ୍ତି …

ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ଅକ୍ଷରଶୀଳା ଗାଁର ଜଣେ ଯୁବ ଉଦ୍ୟୋଗୀ ରନ୍ଦୀପ ପ୍ରଧାନ । ଏମବିଏ ପାଠ ପଢ଼ି ଚାକିରୀ ପଛରେ ନଗୋଡ଼ାଇ ଚାଷକୁ ସେ ଆଦରି ନେଇଛନ୍ତି । ଲିଜର ସେ ନେଇଥିବା ଜମିରେ କଦଳୀ ଚାଷ କରି ବେଶ ଭଲ ରୋଜଗାର କରୁଛନ୍ତି । ଗାଁ ପାଖରେ ୪ ଏକର ଜମି ଲିଜ୍ ନେଇ ସେ ପ୍ରଥମେ କଦଳୀ ଚାଷ ଆରମ୍ଭ କଲେ । ଏଥିପାଇଁ ସେ ସିଙ୍ଘଶାଳ ସମିତିରୁ କିଛି …

କଟକ ଜିଲ୍ଲା କଣ୍ଟାପଡା ବ୍ଲକରେ ଥିବା ପାଟସୁନ୍ଦରପୁର ପଞ୍ଚାୟତ ଅନ୍ତର୍ଗତ ଭୋଦଳ ଗାଁର ସରୋଜିନୀ ମିଶ୍ର । ସେ କେବଳ ଜଣେ ମହିଳା ଚାଷୀ ନୁହଁନ୍ତି ଏକାଧାରାରେ ଜଣେ ସମାଜସେବୀ, ସମବାୟ ଆନ୍ଦୋଳନର ନେତ୍ରୀ ଏବଂ ରାଜନେତ୍ରୀ । ବାହାଘରର ଅଳ୍ପ କିଛି ବର୍ଷ ପରେ ସ୍ୱାମୀ ସତ୍ୟବାଦୀ ମିଶ୍ର ମାତ୍ର ୨୬ ବର୍ଷ ବୟସରେ ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ । ନିଜର ଦୁଇ ପିଲା ଓ ବୟସ୍କ ଶାଶୁ, ଶ୍ୱଶୁରଙ୍କର ଦାୟିତ୍ୱର ଭାର …

ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଶାଇ ସବୁ କ୍ଷେତ୍ରରେ ନିଜ ପାଇଁ ଏକ ଭିନ୍ନ ପରିଚୟ ସୃଷ୍ଟି କରିବାରେ ପଛଘୁଞ୍ଚା ଦେଉନାହାନ୍ତି ଆଜିର ମହିଳା । ଜଳ, ସ୍ଥଳ, ଆକାଶ ସବୁଠି ନିଜର ଛାପ ଛାଡ଼ି ଚାଲିଛନ୍ତି । କେନ୍ଦୁଝର ଜିଲ୍ଲା ରୁକୁଣାପୁର ଶାସନର ସେମିତି ଜଣେ ଯୁବତୀ ହେଉଛନ୍ତି ସେଲଭି ମିଶ୍ର । ଯିଏକି ଜଣେ ମହିଳା ପାଇଲଟ ଭାବେ ଏୟାର ଏସିଆ ଏୟାରଲାଇନ୍ସରେ ଏବେ କାର୍ଯ୍ୟରତ । ସେଲଭିଙ୍କ ବାପା ବିପିନ ମିଶ୍ର ଭାରତୀୟ …

ଗତ ତିନି-ଚାରି ବର୍ଷ ଭିତରେ ମୋର ଓଡିଶା ବାହାରେ କେତେ ତରୁଣଂକ ସହିତ ଅପ୍ରତ୍ୟାଶିତ ଦେଖା ହେଲା । ବହୁ ସମୟ ଧରି କଥାରୁ ତାଂକ ଖବର ଜାଣିବାକୁ ମିଳିଲା । ସେ ସମସ୍ତେ ପୁରୁଣା ଗଡଜାତ ଅଂଚଳର । ଘରେ ପାରଂପାରିକ ଚାଷ । ମାତ୍ର ପରିବାର ବଢିଲାରୁ ଆଉ ଚାଷରୁ ଗୁଜୁରାଣ ମେଂଟାଇବା ସହଜ ହେଲାନି । ତେଣୁ ଏ ତରୁଣ, ଚାକିରି ହେଉ ବା ଦିନ ମଜୁରି ହେଉ, କାମ ଖୋଜି ଘରୁ ବାହାରିପଡିଲେ । କାମରେ ଟିକିଏ ଥଇଥାନ ହେଲାପରେ ନିୟମରେ …