ଗ୍ୟାଲେରି

ଦୁଃଖ ଆପଣଙ୍କ ପାଖ ମାଡିବନି, ଆପଣାନ୍ତୁ ନିମ୍ନୋକ୍ତ ସୂତ୍ର
-ଆତ୍ମକୈନ୍ଦ୍ରିକ ନହୋଇ ସାମୂହିକ ସ୍ୱାର୍ଥ କଥା ଚିନ୍ତା କରନ୍ତୁ । -ବିପଦରେ ପଡିଥିବା ଲୋକଙ୍କୁ ଯଥାସାଧ୍ୟ ସାହାଯ୍ୟ କରନ୍ତୁ । ଏକ ଅଦୃଶ୍ୟ ଶକ୍ତିର ପ୍ରଭାବରେ ଆପଣଙ୍କ ଚଲାପଥ କୁସୁମିତ ହେବ । -ଆଧ୍ୟାତ୍ମିକତାର ରସ ଆସ୍ୱାଦନ କରି ଏହାକୁ ନିଜ ଦୈ÷ନନ୍ଦିନ ଜୀବନରେ ଉପଯୋଗ କରନ୍ତୁ । ଆପଣ ଲକ୍ଷ୍ୟ କରିବେ ଏକ ଅପୂର୍ବ ପ୍ରଶାନ୍ତିରେ ଆପଣଙ୍କ ମନ ପୂରି ଉଠୁଛି । -ପଶୁ ପକ୍ଷୀଙ୍କୁ ନିଜର ଶିଶୁ ତୁଲ୍ୟ ସ୍ନେହ କରିବା ସଙ୍ଗେସଙ୍ଗେ ପ୍ରତିଦିନ …

ହସରୁ ଜାଣନ୍ତୁ ଝିଅଙ୍କ ସ୍ୱଭାବ
– ପୁରୁଷ ପିଲାଙ୍କୁ ଦେଖି କଣେଇ ଚାହିଁ ହସିଲେ କାମିନୀ କାଞ୍ଚନ ପ୍ରତି ତାଙ୍କର ଅଧିକ ସରାଗ ରହିଛି ବୋଲି ଜଣାପଡିବ । – ଠୋ ଠୋ ହୋଇ ସର୍ବ ସମ୍ମୁଖରେ ହସିଲେ ଲଜ୍ଜା ଭଳି ସୁଗୁଣ ସେହି ନାରୀଙ୍କ ପାଖରେ ନାହିଁ ବୋଲି ସ୍ପଷ୍ଟ ହୋଇଯିବ । – ମଥାନତ ହୋଇ ଚାପା ହସ ହସିଲେ ନାରୀଟି ଉତ୍ତମ ସ୍ୱଭାବର ବୋଲି ଜଣାଯିବ । – ପ୍ରତିଟି କଥାରେ ହସୁଥିବା ନାରୀର ଚାରିତ୍ରିକ ସ୍ଖଳନ ହେବାର …

କିଏ ଏଇ ଲାଫିଙ୍ଗ ବୁଦ୍ଧ?
‘ଲାଫିଙ୍ଗ ବୁଦ୍ଧ’ ନାମଟି ଘରେ ଘରେ ପରିଚିତ । ସୁଖ, ଶାନ୍ତି, ଧନ, ଐଶ୍ୱର୍ଯ୍ୟ, ଉଜ୍ଜ୍ୱଳ ଭବିଷ୍ୟତ ଇତ୍ୟାଦି ପ୍ରାପ୍ତି ନିମନ୍ତେ ଘରେ ଏହି ଲାଫିଙ୍ଗ ବୁଦ୍ଧଙ୍କ ମୂର୍ତ୍ତି ରଖାଯାଏ । ବିଶେଷ କିର ଫେଙ୍ଗଶୁଇ ଓ ବାସ୍ତୁଶାସ୍ତ୍ରରେ ଏହାର ମାନ୍ୟତା ବହୁତ ଅଧିକ । ଏମିତିବି ଲୋକମାନ୍ୟତା ରହିଛି ଯେ ଘରେ ନକରାତ୍ମକ ଶକ୍ତିର ପ୍ରଭାବକୁ କମ୍ କରିବା ପାଇଁ ମଧ୍ୟ ଏହି ମୂର୍ତ୍ତି ରଖାଯାଏ । କିନ୍ତୁ ଆପଣଙ୍କ ମନରେ କେବେ ପ୍ରଶ୍ନ ଆସିଛି …

ସୋସିଆଲ ମିଡିଆ ଓ ଫ୍ରି ୱାଇଫାଇ ବ୍ୟବହାରରେ ସୁରକ୍ଷିତ ପଦକ୍ଷେପ
ପିଲାଠୁଁ ବୁଢ଼ା ଯାଏଁ ଆଜିକାଲି ସମସ୍ତେ ସୋସିଆଲ ମିଡିଆରେ ନିଜ ଆତ୍ମୀୟମାନଙ୍କ ସହ ଚାଟିଂ, ଭିଡିଓ କଲିଂ କରିବାକୁ ପସନ୍ଦ କରୁଛନ୍ତି । ଫୁରସତ ସମୟରେ ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ସେୟାର କରି ନିଜର ଫ୍ରେଣ୍ଡଲିଷ୍ଟ ଓ ଫଲୋଅର ବଢ଼ାଇବା ପାଇଁ ସମସ୍ତେ ତତ୍ପର । ଅନେକ ସମୟରେ ନିଜର ସମସ୍ତ ତଥ୍ୟ ପବ୍ଲିକ କରି ହଇରାଣ ହରକତ ହେଉଥିବା ବେଳେ ସାଇବର ଅପରାଧୀଙ୍କ ଶିକାର ହେଉଛନ୍ତି । ତେବେ ଏଥିରୁ ବଞ୍ଚିବା ପାଇଁ …

ଅଭୁଲା ସ୍ମୃତିରେ ବନ୍ଧା ଟିଭି ସିରିଏଲ
କିଛି ପୁରୁଣା ଟିଭି କାର୍ଯ୍ୟକ୍ରମ ଏବେବି ଦେଖିବାର ଇଚ୍ଛା ଅନେକଙ୍କ ମନରେ ଆସିଲେ ଅତୀତ ଫର୍ଦ୍ଦରେ ଲେଖା ହୋଇଥିବା ପୁରୁଣା ସ୍ମୃତି ସବୁ ମନେପଡ଼ିଯାଏ । ୯୦ ଦଶକରେ ଆମକୁ ମନୋରଂଜନର ଖୋରାକ ଯୋଗାଉଥିଲା କେବଳ ଦୂରଦର୍ଶନ । ବ୍ଲାକ୍ ଆଣ୍ଡ ହ୍ୱାଇଟ୍ କିମ୍ବା କଲର୍ ଟିଭିରେ ଦୂରଦର୍ଶନରେ ନିଜ ନିଜ ମନପସନ୍ଦର ଟିଭି କାର୍ଯ୍ୟକ୍ରମ ଦେଖିବାର ଇଚ୍ଛା ବ୍ୟାକୁଳ କରୁଥିଲା ଅନେକଙ୍କୁ । ସପ୍ତାହର ପ୍ରତି ଶୁକ୍ରବାର ରାତିରେ ହିନ୍ଦୀ ଚଳଚ୍ଚିତ୍ର ଓ ରବିବାର ଅପରାହ୍ନରେ …

ଜାଣନ୍ତୁ Ola Cabsର ଅତୀତ ଓ ବର୍ତ୍ତମାନ
ଟେକ୍ନୋଲଜିର ଏହି ଯୁଗରେ ସବୁକିଛି ସୁବିଧାରେ ଓ ହାତପାହାନ୍ତାରେ ମିଳିଯାଉଛି । କେଉଁଠିକି ଯିବାକୁ ହେଲେ ଆମକୁ ଆଉ ଟାକ୍ସି ବା ଅଟୋ ଷ୍ଟାଣ୍ଡକୁ ଯିବାକୁ ପଡ଼ୁନି କିମ୍ବା ରାସ୍ତା କଡ଼ରେ ଠିଆ ହୋଇ ଗାଡ଼ି ପାଇଁ ଆଉ ଅପେକ୍ଷା କରିବାକୁ ପଡ଼ୁନି । ମୋବାଇଲରେ ଗୋଟିଏ କଲ୍ ବା ମେସେଜ୍ କଲେ ଆପଣଙ୍କ ପାଖରେ ପହଞ୍ଚିଯାଉଛି ଓଲା କ୍ୟାବ୍ । ଆମ ଦେଶରେ ଏହି ସୁବିଧା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ Ola Cabs ର …

ରହସ୍ୟମୟୀ ସିନ୍ଦୁର
ହିନ୍ଦୁ ଧର୍ମରେ ସିନ୍ଦୁରକୁ ବହୁତ ପବିତ୍ର ମାନନ୍ତି । ବୈଦିକ ଯୁଗରୁ ସିନ୍ଦୁର ସବୁ ଶୁଭ କର୍ମ ସହିତ ସଂଶ୍ଳିଷ୍ଟ । ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ଦେଖିଲେ ସିନ୍ଦୁର ଜଣେ ସ୍ତ୍ରୀ ମନର ଶକ୍ତି, ସଧବାର ବୈଶିଷ୍ଟ୍ୟ ଏବଂ ନାରୀ ସୌନ୍ଦର୍ଯ୍ୟର ପ୍ରତୀକ । ଆମର ଏଇ ସମାଜ କେବଳ ସଧବାଙ୍କୁ ଦେଇଛି ସିନ୍ଦୁର ପିନ୍ଧିବାର ଅଧିକାର । ଆଜିକାଲିର ନାରୀ ଯେତେ ଅତ୍ୟାଧୁନିକ ହେଉନା କାହିଁକି ଏବେବି ସଧବାର ସିମନ୍ତ ସିନ୍ଦୁରର ସୀମା ଲଂଘି ପାରିନାହିଁ । …

ପ୍ରେମିକାର ଭାବନାରେ ପୁରୁଷ
ସମ୍ପ୍ରତି ପ୍ରେମ ଜନିତ ଆତ୍ମହତ୍ୟା, ଅସହ୍ୟ ବିରହ ଯନ୍ତ୍ରଣାରେ ମସ୍ତିଷ୍କ ବିକୃତି, ସମ୍ପର୍କରେ ସନ୍ଦେହ ଯୋଗୁଁ ଦୋଦୁଲ୍ୟମାନ ମାନସିକସ୍ଥିତି, ସ୍ୱଳ୍ପ ରୋଜଗାର ଯୋଗୁଁ ପାରିବାରିକ ଅଶାନ୍ତି ଶାନ୍ତିର ଦ୍ୱାରକୁ ପ୍ରାୟତଃ ରୁଦ୍ଧ କରିଦେଇଛି । ରୁଢିବାଦୀ ମନୋଭାବସମ୍ପନ୍ନ ଯୁବପିଢିଙ୍କ ପାଶ୍ଚାତ୍ୟ ଜୀବନଚର୍ଯ୍ୟାକୁ ଅନ୍ଧାନୁକରଣ, ବସ୍ତୁବାଦୀ ଚିନ୍ତାଧାରା, ପାଶ୍ଚାତ୍ୟ ଶୈଳୀରେ ପ୍ରସ୍ତୁତ ଖାଦ୍ୟ ସେବନ ଯୋଗୁଁ ଉତ୍ପନ୍ନ ହେଉଥିବା ଆଳସ୍ୟ ମଧୁର ପ୍ରେମ ସମ୍ପର୍କରେ ଅଚିରେ ତିକ୍ତତା ଭରିଦେଉଛି । ସ୍ୱାମୀ, ସ୍ତ୍ରୀ ଏବଂ ପ୍ରେମିକ, ପ୍ରେମିକା ମଧ୍ୟରେ …