Posts in category

ଟାର୍ଗେଟ୍- ହାଇସ୍କୁଲ ପରୀକ୍ଷା


ବିଜ୍ଞାନ – ବଂଶାନୁକ୍ରମ ଓ ବିବର୍ତ୍ତନ

Read More

ଗଣିତ-ଦୁଇଘାତ ସମୀକରଣ

Read More

ଗଣିତ – ସରଳ ସହସମୀକରଣ

Read More

ଗଣିତ-ସବଜେକ୍ଟିଭ ଦୁଇଘାତ ସମୀକରଣର ,ଏକ ଅଜ୍ଞାତ ରାଶି ବିଶିଷ୍ଟ ଦୁଇଘାତ ସମୀକରଣର ଲିଖନ ପ୍ରଣାଳୀ ଯେତେ ଜଟିଳ ହେଲେବି ଏହା ଖୁବ ସହଜ , ତେବେ ଏହାକିପରି ସହଜ ଓ ସରଳ ରେ ପରୀକ୍ଷାରେ କରିପାରିବେ ଏଥିରେ କୁହ ଯାଇଛି

ଗଣିତରେ ସରଳ ସହସମୀକରଣର ପରୀକ୍ଷାରେ ଆସୁଥିବା ଅବଜେକ୍ଟିଭ ପ୍ରଶ୍ନକୁ କିପରି ଭଲଭାବେ ସମାଧାନ କରିପାରିବେ ସେ ବିଷୟରେ ବୁଝାଯାଇଛି

ଶ୍ୱସନ ଏକ ଅପଚୟ ପ୍ରକ୍ରିୟା ଏହି ପ୍ରକ୍ରିୟାରେ କ’ଣ କ’ଣ ଘଟଣା ଘଟିଥାଏ ? କେଉଁ କେଉଁ ଯୌଗିକ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି ? କିଭଳି ଭାବେ ଶକ୍ତି ଉତ୍ପନ୍ନ ହୋଇଥାଏ ଏବଂ କୋଷର କେଉଁ ଅଙ୍ଗଗୁଡ଼ିକ ଏଥିରେ ସମ୍ପୃକ୍ତ ସେଗୁଡିକ ବିଷୟରେ ପରୀକ୍ଷାରେ ଆସୁଥିବା ବିଭିନ୍ନ ପ୍ରଶ୍ନୋତ୍ତର ସମ୍ପର୍କରେ ଆଲୋଚନା କରାଯାଇଛି ।

ବିଜ୍ଞାନରେ ଅମ୍ଳ, କ୍ଷାରକ,ଲବଣର ଔଦଗୀକ ଜଗତରେ ଏହାର ଭୂମିକା ବହୁତ,ତେବେ ଏହିସମ୍ବନ୍ଧୀୟ ପରୀକ୍ଷାରେ ପଡୁଥିବା କେଉଁ କେଉଁ ପ୍ରଶ୍ନ ପାଇଁ ପ୍ରସ୍ତୁତ ହେବେ ଏଥିରେ ବୁଝାଯାଇଛି

ଏହି ଅଧ୍ୟାୟରେ ଖାଦ୍ୟ, ଖାଦ୍ୟ ଉପାଦାନ, ପୋଷଣ ସମ୍ବନ୍ଧୀୟ ପରୀକ୍ଷାରେ ଆସିବାକୁ ଥିବା ବିଭିନ୍ନ ପ୍ରଶ୍ନୋତ୍ତର ଆଲୋଚନା କରାଯାଇଛି

ବିଜ୍ଞାନରେ ଆମେ ପଢ଼ିବା ରାସାୟନିକ ପ୍ରତିକ୍ରିୟା ଓ ସମୀକରଣ ବିଷୟରେ। ଆମର ଦୈନନ୍ଦିନ ଜୀବନରେ ରାସାୟନିକ ପ୍ରତିକ୍ରିୟା ଘଟିଥାଏ। କେତେପ୍ରକାରର ରାସାୟନିକ  ପ୍ରତିକ୍ରିୟା ରହିଛି ଓ ସେ ସମ୍ବନ୍ଧରେ ପରୀକ୍ଷାରେ କିଭଳି ପ୍ରଶ୍ନ ଆସିବ, ସେ ବିଷୟରେ ଜାଣିବା।

English - Application Writing

ଇଂରାଜୀରେ ପଢ଼ିବା ଦରଖାସ୍ତ ଲିଖନ ବା Application writing. ଏହି Application ବା Letter writing ପାଇଁ ପରୀକ୍ଷାରେ ୧୦ ମାର୍କ ମିଳିଥାଏ । Application ବା Letter writingରେ ଭଲ ମାର୍କ ଆଣିବାକୁ ହେଲେ ଏହାର ବିଷୟ ବସ୍ତୁ ଓ Format ବିଷୟରେ ଭଲଭାବେ ଜାଣିନବା ନିହାତି ଜରୁରୀ ।