Posts in category

ଟାର୍ଗେଟ୍- ହାଇସ୍କୁଲ ପରୀକ୍ଷା


ବିଜ୍ଞାନ – ବଂଶାନୁକ୍ରମ ଓ ବିବର୍ତ୍ତନ

Read More

ଗଣିତ-ଦୁଇଘାତ ସମୀକରଣ

Read More

ଗଣିତ – ସରଳ ସହସମୀକରଣ

Read More

ଗଣିତରେ ବୃତ୍ତ ଅଧ୍ୟାୟର ସବଜେକ୍ଟିଭ ପ୍ରଶ୍ନ ପରୀକ୍ଷାରେ ଆସିଲେ କେମିତି ସହଜରେ ତାହାର ଉତ୍ତର ଦେଇ ପାରିବେ ସେବିଷୟରେ ଏଥିରେ ବୁଝାଯାଇଛି

ଗଣିତ-ଜ୍ୟାମିତି ରେ ସଦୃଶ୍ୟତା ବିଷୟ ସମ୍ବନ୍ଧୀୟ କଣ କଣ ସବଜେକ୍ଟିଭ ପ୍ରଶ୍ନ ପରୀକ୍ଷାରେ ଆସି ପାରେ ସେ ବିଷୟରେ ଏଥିରେ ବୁଝା ଯାଇଛି

ଜ୍ୟାମିତି-ସଦୃଶ୍ୟତା ବିଷୟ ସମ୍ବନ୍ଧୀୟ କଣ କଣ ଅବଜେକ୍ଟିଭ ପ୍ରଶ୍ନ ପରୀକ୍ଷାରେ ଆସି ପାରେ ସେ ବିଷୟରେ ଏଥିରେ ବୁଝା ଯାଇଛି |

ଜୀବବିଜ୍ଞାନ-ସପୁଷ୍ପକ ଉଦ୍ଭିଦର ଲିଙ୍ଗୀୟ ଜନନ-କେଉଁ କେଉଁ ଅଂଶ ଗୁଡିକ ଲିଙ୍ଗୀୟ ଜନନ ରେ ଅଂଶ ଗ୍ରହଣ କରିଥାନ୍ତି ସେଥିରେ କିଭଳି ଭାବରେ ଯୁଗ୍ମକ ଉତ୍ପର୍ଣ୍ଣ ହେଇଥାଏ ସେ ସମ୍ବନ୍ଧୀୟ ପରୀକ୍ଷାରେ ଆସୁଥିବା ପ୍ରଶ୍ନର ଉତ୍ତର କିପରି ସହଜ ରେ କରିପାରିବେ ଏଥିରେ ବୁଝାଯାଇଛି

ମାନବ ଚକ୍ଷୁ ଓ ତା’ର ଗଠନ, ବିଭିନ୍ନ ଅଂଶର କାର୍ଯ୍ୟ, ଦୃଷ୍ଟି ଦୋଷ, ପ୍ରିଜିମ ର ପ୍ରକୀର୍ଣ୍ଣନ ଓ ବାୟୁମଣ୍ଡଳୀୟ ପ୍ରତିସରଣର ଦୈନନ୍ଦିନ ଜୀବନରେ ଘଟୁଥିବା ଘଟଣା କିଭଳି ଘଟିଥାଏ ସେ ସମ୍ବନ୍ଧୀୟ ପରୀକ୍ଷାରେ ଆସୁଥିବା କିଛି ପ୍ରଶ୍ନର ଆଲୋଚନା କରାଯାଇଛି

ବିଜ୍ଞାନ – ଆଲୋକର ପ୍ରତିସରଣ ଏ ସମ୍ବନ୍ଧୀୟ ବିଭିନ ପ୍ରଶ୍ନ ପରୀକ୍ଷାରେ ଆସେ ତେବେ ସହଜ ଓ ସରଳ ରେ ଏହାର ଉତ୍ତର କେମିତି ଦେଇ ପାରିବେ ସେ ବିଷୟରେ ଏଥିରେ ବୁଝାଯାଇଛି

ଗଣିତ-ଜ୍ୟାମିତି ରେ ସଦୃଶ୍ୟ ଅଧ୍ୟୟରୁ ଆସୁଥିବା ପ୍ରଶ୍ନ ର ଉତ୍ତର କିପରି ଦେବେ ସେ ବିଷୟରେ ଏଥିରେ କୁହାଯାଇଛି

ବଂଶବୃଦ୍ଧି କରିବା ଜୀବମାନଙ୍କର ବିଶେଷ ଲକ୍ଷଣ | ବଂଶବୃଦ୍ଧିର ସେଇ ପିଢ଼ିରେ ସାମଞ୍ଜସ୍ୟତା ପରିଲକ୍ଷିତ ହୋଇଥାଏ, ସେଇ ବଂଶାନୁକ୍ରମ ଓ ବିବର୍ତନ କୁ ନେଇ ପରୀକ୍ଷାରେ କଣ କଣ ପ୍ରଶ୍ନ ଆସିପାରେ ସେ ବିଷୟରେ ଅଲୋଚନ କର ଯାଇଛି |

ବିଜ୍ଞାନ -ବିଦ୍ୟୁତ (Electricity) ଅଧ୍ୟା ସମ୍ବନ୍ଧୀୟ ପ୍ରଶ୍ନ ଗୁଡିକୁ ପରୀକ୍ଷାରେ କିପରି କରିପାରିବେ ସେ ବିଷୟରେ ଏଥିରେ କୁହଯାଇଛି