ଟାର୍ଗେଟ୍- ହାଇସ୍କୁଲ ପରୀକ୍ଷା

ଗଣିତ-ବୃତ୍ତ ସବଜେକ୍ଟିଭ
ଗଣିତରେ ବୃତ୍ତ ଅଧ୍ୟାୟର ସବଜେକ୍ଟିଭ ପ୍ରଶ୍ନ ପରୀକ୍ଷାରେ ଆସିଲେ କେମିତି ସହଜରେ ତାହାର ଉତ୍ତର ଦେଇ ପାରିବେ ସେବିଷୟରେ ଏଥିରେ ବୁଝାଯାଇଛି

ଗଣିତ-ଜ୍ୟାମିତି ସଦୃଶ୍ୟତା
ଗଣିତ-ଜ୍ୟାମିତି ରେ ସଦୃଶ୍ୟତା ବିଷୟ ସମ୍ବନ୍ଧୀୟ କଣ କଣ ସବଜେକ୍ଟିଭ ପ୍ରଶ୍ନ ପରୀକ୍ଷାରେ ଆସି ପାରେ ସେ ବିଷୟରେ ଏଥିରେ ବୁଝା ଯାଇଛି

ଗଣିତ ଜ୍ୟାମିତିର ସଦୃଶ୍ୟତା ସଂକ୍ଷିପ୍ତ ପ୍ରଶ୍ନଉତ୍ତର
ଜ୍ୟାମିତି-ସଦୃଶ୍ୟତା ବିଷୟ ସମ୍ବନ୍ଧୀୟ କଣ କଣ ଅବଜେକ୍ଟିଭ ପ୍ରଶ୍ନ ପରୀକ୍ଷାରେ ଆସି ପାରେ ସେ ବିଷୟରେ ଏଥିରେ ବୁଝା ଯାଇଛି |

ଜୀବବିଜ୍ଞାନ-ସପୁଷ୍ପକ ଉଦ୍ଭିଦର ଲିଙ୍ଗୀୟ ଜନନ
ଜୀବବିଜ୍ଞାନ-ସପୁଷ୍ପକ ଉଦ୍ଭିଦର ଲିଙ୍ଗୀୟ ଜନନ-କେଉଁ କେଉଁ ଅଂଶ ଗୁଡିକ ଲିଙ୍ଗୀୟ ଜନନ ରେ ଅଂଶ ଗ୍ରହଣ କରିଥାନ୍ତି ସେଥିରେ କିଭଳି ଭାବରେ ଯୁଗ୍ମକ ଉତ୍ପର୍ଣ୍ଣ ହେଇଥାଏ ସେ ସମ୍ବନ୍ଧୀୟ ପରୀକ୍ଷାରେ ଆସୁଥିବା ପ୍ରଶ୍ନର ଉତ୍ତର କିପରି ସହଜ ରେ କରିପାରିବେ ଏଥିରେ ବୁଝାଯାଇଛି

ବିଜ୍ଞାନ – ଆଲୋକର ପ୍ରତିସରଣ
ବିଜ୍ଞାନ – ଆଲୋକର ପ୍ରତିସରଣ ଏ ସମ୍ବନ୍ଧୀୟ ବିଭିନ ପ୍ରଶ୍ନ ପରୀକ୍ଷାରେ ଆସେ ତେବେ ସହଜ ଓ ସରଳ ରେ ଏହାର ଉତ୍ତର କେମିତି ଦେଇ ପାରିବେ ସେ ବିଷୟରେ ଏଥିରେ ବୁଝାଯାଇଛି

ଗଣିତ-ଜ୍ୟାମିତି-ସଦୃଶ୍ୟ
ଗଣିତ-ଜ୍ୟାମିତି ରେ ସଦୃଶ୍ୟ ଅଧ୍ୟୟରୁ ଆସୁଥିବା ପ୍ରଶ୍ନ ର ଉତ୍ତର କିପରି ଦେବେ ସେ ବିଷୟରେ ଏଥିରେ କୁହାଯାଇଛି

ବିଜ୍ଞାନ – ବଂଶାନୁକ୍ରମ ଓ ବିବର୍ତ୍ତନ
ବଂଶବୃଦ୍ଧି କରିବା ଜୀବମାନଙ୍କର ବିଶେଷ ଲକ୍ଷଣ | ବଂଶବୃଦ୍ଧିର ସେଇ ପିଢ଼ିରେ ସାମଞ୍ଜସ୍ୟତା ପରିଲକ୍ଷିତ ହୋଇଥାଏ, ସେଇ ବଂଶାନୁକ୍ରମ ଓ ବିବର୍ତନ କୁ ନେଇ ପରୀକ୍ଷାରେ କଣ କଣ ପ୍ରଶ୍ନ ଆସିପାରେ ସେ ବିଷୟରେ ଅଲୋଚନ କର ଯାଇଛି |

ବିଜ୍ଞାନ -ବିଦ୍ୟୁତ(Electricity)
ବିଜ୍ଞାନ -ବିଦ୍ୟୁତ (Electricity) ଅଧ୍ୟା ସମ୍ବନ୍ଧୀୟ ପ୍ରଶ୍ନ ଗୁଡିକୁ ପରୀକ୍ଷାରେ କିପରି କରିପାରିବେ ସେ ବିଷୟରେ ଏଥିରେ କୁହଯାଇଛି