ଦକ୍ଷତା ବିକାଶ

ୟୁଟ୍ୟୁବର ଲୋକପ୍ରିୟ ଲକ୍ଷପତି କୁନି ରୋଷେୟା
ଆପଣ ଅନେକ ଯୁବପିଢ଼ୀଙ୍କ ସଫଳତାର କାହାଣୀ ଜାଣିଥିବେ ବା ସେମାନଙ୍କ ବିଷୟରେ ପଢ଼ିଥିବେ । ହେଲେ ଆଜି ଆମେ ଆପଣମାନଙ୍କୁ ଜଣେ ୮ବର୍ଷର ଶିଶୁ ବିଷୟରେ କହିବାକୁ ଯାଉଛୁ, ଯାହା ଜାଣିଲେ ଆପଣ ଚକିତ ହେବେ ନିଶ୍ଚୟ । ଇଣ୍ଟରନେଟ୍ ୱାର୍ଲଡରେ ଫେମସ୍ ହେବା ସହ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଏହି ଶିଶୁ ହେଉଛି କୋଚିର ‘ନିହାଲ ରାଜ / କିଚା’ । ଖାଦ୍ୟ ରାନ୍ଧିବାରେ ରୁଚି ରଖୁଥିବା ଏହି Little Chef ଏବେ …

ଜାଣି ରଖନ୍ତୁ ଗୁଗଲ୍ ସର୍ଚ୍ଚ କରିବାର ଏହି 10ଟି ନୂଆ କୌଶଳ
ଇଣ୍ଟରନେଟରେ ଯେଉଁ ତଥ୍ୟ ଖୋଜିବାର ଥିଲେ ବି ଆମେ ପ୍ରଥମେ ଗୁଗଲ୍ ସର୍ଚ୍ଚକୁ ଯାଇଥାଉ । ସେଠାରେ ସର୍ଚ୍ଚ ବାର୍ ରେ କି-ୱାର୍ଡ ଟାଇପ୍ କରି ସର୍ଚ୍ଚ କରିଥାଉ । କିନ୍ତୁ ଆପଣ ଜାଣିଛନ୍ତି କି, କେବଳ କି-ୱାର୍ଡ ଟାଇପ ନକରି ସେଠାରେ କେତେକ ନିର୍ଦ୍ଦିଷ୍ଟ ଶବ୍ଦ ଓ ଚିହ୍ନ ସହ କି-ୱାର୍ଡ ଟାଇପ୍ କଲେ ଆପଣଙ୍କ ସର୍ଚ୍ଚ ଆହୁରି ସଠିକ୍ ଏବଂ ସହଜ ହୋଇପାରିବ? କିଛି ସମୟରେ ଆପଣ ଖୋଜୁଥିବା ସମସ୍ତ କି-ୱାର୍ଡ ଆପଣଙ୍କ ମନେ …

ବିନା ଔଷଧରେ ପ୍ରଖର ସ୍ମରଣ ଶକ୍ତି
ସ୍ମାର୍ଟ ପାଠପଢା- ମନେକରନ୍ତୁ ୬ ଦିନ ପରେ ଆପଣଙ୍କୁ ପରୀକ୍ଷା ଦେବାର ଅଛି । ସମୁଦାୟ ୫ଟି ବିଷୟରେ ଭିନ୍ନ ଭିନ୍ନ ଦିନରେ ଆପଣ ପରୀକ୍ଷା ଦେବେ । ଏସବୁ ବିଷୟର ରିଭିଜନ୍ ପରୀକ୍ଷା ଆରମ୍ଭ ହେବାର ନିର୍ଦ୍ଧାରିତ ଦିନ ପୂର୍ବରୁ ସାରିବାର ଅଛି । ଆପଣ ଦୁଇଟି ମେଥଡ୍ ରେ ରିଭିଜନ୍ କରିପାରିବେ । ମେଥଡ୍ ୧- ଆପଣ ଗୋଟିଏ ଦିନରେ ଗୋଟିଏ ବିଷୟ ଶେଷ କରି ଅନ୍ତିମ ଦିନରେ ସମସ୍ତ ବିଷୟ ରିଭିଜନ୍ କରିପାରିବେ …