Posts in category

ନିଜେ କରି ଶିଖନ୍ତୁ


ପୁରୁଣା ଡିଭିଡି ରୁ ଘର ସାଜସଜ୍ଜା

Read More

ଅଦରକାରୀ ସିଡ଼-ଡ଼ିଭିଡିରୁ ଦରକାରୀ ଘରସଜା

Read More

ବୋତଲରୁ ସର୍ଜନା

Read More

କିଛି ଖରାପ ହୋଇଯାଇଥିବା ସିଡ଼ି ବା ଡିଭିଡିରୁ ଘର ସଜା

ଅନେକ ଖରାପ ହୋଇଯାଇଥିବା ସିଡି ବା ଡିଭିଡ଼ିକୁ ଫୋପାଡ଼ି ଦିଆନ୍ତି । ହେଲେ ଆପଣ ଏହି ଖରାପ ସିଡି ବା ଡିଭିଡିକୁ ଘର ସଜା, ପେନଷ୍ଟାଣ୍ଡ ଭଳି ଅନେକ କାମରେ ଲଗାଇ ପାରିବେ । କ’ଣ କରିବେ ଆଉ କିପରି କରିବେ ସେ ବିଷୟରେ ଆମେ ଜଣାଉଛୁ । ଅଳ୍ପ ସମୟ ଓ କମ୍ ଖର୍ଚ୍ଚରେ ଏହି ସବୁ କରିପାରିବେ । ଝୁମର  ପ୍ରଥମେ ଗୋଟିଏ ଗୋଲାକାର ସୋଲ ବା ହାଲକା କ୍ରିକେଟ୍ ବଲ ନିଅନ୍ତୁ । …

ଘରକୁ ଆସୁଥିବା ତେଲ, ଘିଅ, ଥଣ୍ଡାପାନୀୟ,ପ୍ରସାଧନ ସାମଗ୍ରୀ ସରିଗଲା ପରେ ପ୍ଲାଷ୍ଟିକ୍ ବୋତଲ ବା ଡ଼ବାଗୁଡ଼ିକୁ ଅନେକ ଫୋପାଡ଼ି ଦେଇଥାନ୍ତି । ହେଲେ ଏହାକୁ ବ୍ୟବହାର କରି ସୂନ୍ଦର ଘରସଜା ଜିନିଷ ସହ ଘରେ, ଗାଧୁଆ ଘରେ, ରୋଷେଇ ଶାଳରେ ବ୍ୟବହାର କରିପାରିବେ । ଜାଣନ୍ତୁ କିପରି କରିବେ ପ୍ଲାଷ୍ଟିକ ବୋତଲର ବ୍ୟବହାର। -ଛୋଟ ବଡ଼ କରି ଦୁଇଟି ବୋତଲରେ ଜୁସ ବାହାର କରିପାରିବେ । ପ୍ରଥମେ ବଡ଼ ବୋତଲଟିକୁ ଅଧାରୁ ଅଧିକ ରଖି କାଟି ଦିଅନ୍ତୁ, …

ଗୃହିଣୀମାନେ ରୋଷେଇ ଘରେ ଅନେକ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି । ଯେପରିକି ତେଲ ଦାଗ, ବାସନ ପୋଡ଼ା ଦାଗ ନଛାଡ଼ିବା ପ୍ରଭୃତି । ଏହି ଭଳି ସମସ୍ୟାର ସହଜ ସମାଧାନ ପାଇଁ ଆପଣାନ୍ତୁ ଏହି କିଛିଟି ସହଜ ଉପାୟ । – ଯଦି ଆପଣଙ୍କ ବେସିନରେ ପାଣି ଯାଉନି ତେବେ କିଛି ଖାଇବା ସୋଢା ବେସିନର୍ୱୂହଁରେ ରଖି ତାରି ଉପରେ ଲେମ୍ବୁ ଗୋଟେ ଚିପୁଡ଼ି ଦିଅନ୍ତୁ । ଏହିଭଳି ୧ଘଣ୍ଟାୂ ଛାଡ଼ି ଦିଅନ୍ତୁ ଦେଖିବେ ଆପଣଙ୍କ ବେସିନ …

କାର୍ତ୍ତିକ ମାସ ପଞ୍ଚୁକରେ ପ୍ରାୟ ସମସ୍ତ ଓଡ଼ିଆଙ୍କ ଘର ଚଉରାମୂଳେ ମୁରୁଜରେ ପ୍ରଭୁ ଜଗନ୍ନଥା,ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଚିତ୍ର ଅଙ୍କା ଯାଇଥିବାର ଦେଖିବାକୁ ମିଳେ । ବିଶେଷ କରି ଜଗନ୍ନାଥଙ୍କ ମୁହଁ ଚିତ୍ର ପରିଲକ୍ଷିତ ହୋଇଥାଏ । ହେଲେ ଅନେକ ମୁରୁଜ ପକାଇବା ସଠିକ୍ ଭାବରେ ଆସୁନଥିବାରୁ ଜଗନ୍ନାଥଙ୍କ ମୁହଁ ଆଙ୍କି ପାରନ୍ତି ନାହିଁ ସବୁବେଳେ ମନରେ ଗୋଟିଏ ଅସନ୍ତୋଷ ରହିଥାଏ । ଆଉ କେହିକେହି ଯାହିତାହି ଚିତ୍ର ଆଙ୍କିଲେ ମଧ୍ୟ ତାହା ଆକର୍ଷଣୀୟ ହୋଇ …

ସହରରେ ରହୁଥିବା ଲୋକଙ୍କ ପାଇଁ ଖାଲିସ୍ଥାନ ଟିକେ ପାଇବା କଷ୍ଟକର । ଭଡ଼ାଘରେ ବା ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କୁ ଖାଲିସ୍ଥାନ କୋଉଠୁ ମିଳିବ, ହେଲେ ସବୁବେଳେ ବାରି ଶାଗ, ଲଙ୍କା ଓ ପନିପରିବାର ସ୍ୱାଦକୁ ଝୁରି ହୁଅନ୍ତି ଏମାନେ । ଆପଣ ବି ଯଦି ସହରରେ ରହୁଛନ୍ତି ବାଡ଼ି କି ଖୋଲାସ୍ଥାନ ନାହିଁ ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ, ବାଲୋକନି କିମ୍ବା ଛାତ ଉପରେ କିଚେନ ଗାର୍ଡେନ୍ ବା ପାକଶାଳା ଉଦ୍ୟାନ କରି ବିଭିନ୍ନ ପ୍ରକାର ଚାଷ …

ଦିନକ ପରେ ଦୀପାବଳୀ, ଏଥି ପାଇଁ ସମସ୍ତଙ୍କ ମନରେ କାହିଁ କେତେ ଉତ୍ସାହ । ଗାଁଠୁ ସହର ସବୁଠି କିଣାକିଣି ଘର ସାଜସଜ୍ଜି ପ୍ରସ୍ତୁତି ଯୋରଦାର ଚାଲିଛି । ଆଲୋକର ପର୍ବ ଦୀପାବଳୀକୁ ଅଧିକ ଆକର୍ଷଣୀୟ ଓ ସ୍ମରଣୀୟ କରିବା ପାଇଁ ଯେପରି ପ୍ରତିଯୋଗିତା ଲାଗିଛି କହିଲେ ଭୂଲ ହେବ ନାହିଁ । ହେଲେ ଯଦି ଆପଣଙ୍କ ପାଖରେ ସମୟ କମ୍ ଅଛି ବା ଟିକେ ନିଆରା ଢଙ୍ଗରେ ଘରେ ଆଲୋକ ସଜାଇବାକୁ ଚାହୁଁଛନ୍ତି ତେବେ ଆପଣାନ୍ତୁ …

ଇଣ୍ଟରନେଟରେ ଯେଉଁ ତଥ୍ୟ ଖୋଜିବାର ଥିଲେ ବି ଆମେ ପ୍ରଥମେ ଗୁଗଲ୍ ସର୍ଚ୍ଚକୁ ଯାଇଥାଉ । ସେଠାରେ ସର୍ଚ୍ଚ ବାର୍ ରେ କି-ୱାର୍ଡ ଟାଇପ୍ କରି ସର୍ଚ୍ଚ କରିଥାଉ । କିନ୍ତୁ ଆପଣ ଜାଣିଛନ୍ତି କି, କେବଳ କି-ୱାର୍ଡ ଟାଇପ ନକରି ସେଠାରେ କେତେକ ନିର୍ଦ୍ଦିଷ୍ଟ ଶବ୍ଦ ଓ ଚିହ୍ନ ସହ କି-ୱାର୍ଡ ଟାଇପ୍ କଲେ ଆପଣଙ୍କ ସର୍ଚ୍ଚ ଆହୁରି ସଠିକ୍ ଏବଂ ସହଜ ହୋଇପାରିବ? କିଛି ସମୟରେ ଆପଣ ଖୋଜୁଥିବା ସମସ୍ତ କି-ୱାର୍ଡ ଆପଣଙ୍କ ମନେ …

ଆଜିକାଲି ଅନଲାଇନରେ ବହୁତ ପ୍ରକାର ଗେମ୍ ଉପଲବ୍ଧ ହେଲାଣି । କିନ୍ତୁ ସେସବୁକୁ ହୁଏତ ଡାଉନଲୋଡ କରିବାକୁ ପଡ଼ିବ, ନଚେତ୍ ଅନଲାଇନରେ ଖେଳିବା ପାଇଁ ବହୁତ ଇଣ୍ଟରନେଟ ଡାଟା ଖର୍ଚ୍ଚ କରିବାକୁ ପଡ଼ିବ । ଏଥିସହ ବିଭିନ୍ ଗେମିଂ ୱେବସାଇଟକୁ ଯାଇ ଅନଲାଇନ ଗେମ୍ ଖେଳିଲେ କମ୍ପ୍ୟୁଟର କିମ୍ବା ସ୍ମାର୍ଟ ଫୋନ ସ୍ଲୋ ହେବାର ଏବଂ ଭାଇରସ୍ ଆସିବାର ଆଶଙ୍କା ଥାଏ । ତେଣୁ ଆପଣ ଯଦି କେତେବେଳେ ଅନଲାଇନରେ କୌଣସି ହାଲକାଫୁଲକା ଏବଂ ସୁରକ୍ଷିତ ଭାବେ …

‘ସିନ୍ଦୁର’ ଏହା ଗୋଟିଏ ଶବ୍ଦ ମାତ୍ର ନୁହେଁ ଏହା ଜଣେ ନାରୀର ଶକ୍ତି, ସ୍ୱପ୍ନ, ଆଶକ୍ତି । ଏହି ସିନ୍ଦୁର ବିନା ଜଣେ ବିବାହିତା ନାରୀ ଅସମ୍ପୂର୍ଣ୍ଣ । ଏହା ପ୍ରତ୍ୟେକ ସଧବା ନାରୀ ସିମନ୍ତର ଗର୍ବ । ଏହାକୁ ସିନ୍ଥିରେ ଭରିଲେ ନାରୀର ଉଦାସୀନତା, ନିରାଶବୋଧତା ଦୂର ହୁଏ । ଏହା ଜଣେ ନାରୀ ମନକୁ ଦୂର୍ବଳ ହେବାକୁ ଦିଏ ନାହିଁ । ସିନ୍ଦୁର ରକ୍ତଚାପକୁ ନିୟନ୍ତ୍ରିତ କରିବା ସହ ମାନସିକ ଚାପ ହ୍ରାସ କରେ …