Posts in category

କ୍ୟାରିୟର୍


ପରୀକ୍ଷା ପୂର୍ବରୁ କିପରି ପ୍ରସ୍ତୁତ ହେବେ

Read More

ବ୍ୟାଙ୍କିଙ୍ଗ୍ ପାଇଁ ପ୍ରସ୍ତୁତ ହେଉଥିଲେ…

Read More

କେଶସଜ୍ଜାରେ କ୍ୟାରିୟର…

Read More

ଭୁବନେଶ୍ୱର: ଜୀବନ ଦର୍ଶନ ଭିତରେ ଆସୁଥିବା ଚିତ୍ରବସ୍ତୁକୁ କ୍ୟାମେରା ଫ୍ରେମ୍ରେ ଆଣିବା ତଥା ଫଟୋ ଉଠାଇବା ହିଁ ଫଟୋଗ୍ରାଫି । ଯେଉଁ ସମୟରେ ଯେଉଁ ସ୍ଥାନ ମୁଁ ଦର୍ଶନ କରେ ତାହାର ଫଟୋ ଉଠାଇଥାଏ । ଆଉ ତାହା ହୋଇଯାଏ ମୋର ଫଟୋଗ୍ରାଫି । ବରିଷ୍ଠ ଫଟୋଗ୍ରାଫର ରଘୁ ରାଏଙ୍କ ଏହା ମନର କଥା । ଭୁବନେଶ୍ୱରରେ ଆୟୋଜିତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋସ୍ଛବରେ ଯୋଗଦେଇ ରଘୁ ରାଏ ନିଜ ଜୀବନର କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ ବଖାଣିଛନ୍ତି । …

ଅରକ୍ଷିତକୁ ଦଇବ ସାହା । ଆର୍ଥିକ ଅସ୍ୱଚ୍ଛଳତା ସତ୍ତ୍ୱେ ସେ ନିଜର ନିଷ୍ଠା ଓ ଇଚ୍ଛାଶକ୍ତି ବଳରେ ଉପଲବ୍ଧ ସୁଯୋଗ ହାତେଇ ପାରିବ । ଏହା ପ୍ରମାଣ କରି ଦେଖାଇଛନ୍ତି ଓଡିଶା ଜଏଣ୍ଟ  ଏଣ୍ଟ୍ରାନ୍ସ(ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା), ୨୦୧୬ର ଟପ୍ପର ହରିପ୍ରିୟା ନାୟକ । ତାଙ୍କର ଉଦାହରଣ ଦେଶର ଦରିଦ୍ର, ଅବହେଳିତ ପରିବାରର ପିଲାଙ୍କ ପାଇଁ ନିଶ୍ଚୟ ପ୍ରେରଣାଦାୟୀ ହେବ । ହରିପ୍ରିୟାଙ୍କ ଘର ସମ୍ବଲପୁର ଜିଲ୍ଲାର ଏକ ଛୋଟିଆ ଗାଁରେ । ବାପା …

ସର୍ବ ଭାରତୀୟ ସ୍ତରରେ ରାଜ୍ୟ ପାଇଁ ସୁନାମ ଆଣିବାରେ ବ୍ରହ୍ମପୁରର ଅବଦାନ କିଛି କମ୍ ନୁହେଁ । ସେ ରାଷ୍ଟ୍ରପତି ଭି. ଭି. ଗିରି ହୁଅନ୍ତୁ କିମ୍ବା ସ୍ୱନାମଧନ୍ୟ ଆଥଲେଟ କେ. ରବିକୁମାର ଅବା ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ର ସଦସ୍ୟ ଏମାନେ ସମସ୍ତେ ହେଲେ ଏହି ସିଲ୍କ ସିଟିର । ଏ ସବୁ କୃତିତ୍ୱ ଏଠାକାର ବିଦ୍ୟାର୍ଥୀଙ୍କୁ ପ୍ରତିଯୋଗିତାରେ ଅଗ୍ରଣୀ ହେବାକୁ ପ୍ରେରଣା ଯୋଗାଏ । ଏଭଳି ଜଣେ ଅଗ୍ରଣୀ ବିଦ୍ୟାର୍ଥୀ ହେଲେ ୨୦୦୯ ମସିହାର …

  କେନ୍ଦ୍ରାପଡା ଜିଲ୍ଲାର ମାହାନଙ୍ଗଳା । କାଲି ଥିଲା ଏକ ଅଖ୍ୟାତ ଗାଁ । କିନ୍ତୁ ଏବେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଏହି ଗାଁର ପରିଚିତି ଜଣେ ସୁଯୋଗ୍ୟା କନ୍ୟା ସନ୍ତାନ ପାଇଁ । ସର୍ବ ଭାରତୀୟ ସ୍ତରରେ ତାଙ୍କର ସଫଳତା ଗାଁ ଓ ରାଜ୍ୟ ପାଇଁ ଆଣିଛି ଗୌରବ । ସେ ବିଦ୍ୟାର୍ଥୀ ଜଣଙ୍କ ହେଉଛନ୍ତି ଅମୂଲ୍ୟ ବେହେରାଙ୍କ ସୁପୁତ୍ରୀ ଅପରାଜିତା ପ୍ରିୟଦର୍ଶିନୀ ବେହେରା । ପରିବାରର ଆର୍ଥିକ ଦୁଃସ୍ଥିତି ଓ ବହୁ ପ୍ରତିବନ୍ଧକ ସେ …

career and socialmedia

ଆଜିକାଲି ଫେସବୁକ, ଟ୍ୱିଟର୍, ଲିଙ୍କଡଇନ୍ ଭଳି ସୋସିଆଲ୍ ମିଡିଆ ଗୁଡ଼ିକ କେବଳ ପୁରୁଣା ବନ୍ଧୁଙ୍କ ସହ ଯୋଗାଯୋଗ ରକ୍ଷା କିମ୍ବା ନୂଆ ବନ୍ଧୁ ସହ ଯୋଡ଼ିହେବାରେ କେବଳ ସୀମିତ ହୋଇରହିନାହିଁ। ଏହା ସାହାଯ୍ୟରେ ଅନେକ ବେକାର ଯୁବକଯୁବତୀ ନୂଆ ନୂଆ କମ୍ପାନୀରେ ବାହାରୁଥିବା ନିଯୁକ୍ତି ସୁଯୋଗ ସମ୍ପର୍କରେ ଜାଣିପାରୁଛନ୍ତି ଏବଂ ସେଠାରେ ଆବେଦନ ମଧ୍ୟ କରୁଛନ୍ତି। କିନ୍ତୁ ଆପଣ ଜାଣନ୍ତିକି, ଆପଣ ଆବେଦନ କରିଥିବା କମ୍ପାନୀର କର୍ତ୍ତୃପକ୍ଷ ମଧ୍ୟ ଆପଣଙ୍କୁ ନିଯୁକ୍ତି ଦେବା ପୂର୍ବରୁ ଆପଣଙ୍କ ସୋସିଆଲ୍ …

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସେହି କାଳଜୟୀ କବିତାଟି ଆଜି ମନେପଡେ । କହିଲା ଜାତିର କାନେ କାନେ,                           ଉଠିବୁ ଆଉ ତୁ କେତେ ଦିନେ, ପୂରୁବ ଗୌରବ ପୂରୁବ ମହିମା,                           ପଡୁ ନାହିଁ କିରେ ତୋର ମନେ । …