Posts in category

କ୍ୟାରିୟର୍


ପରୀକ୍ଷା ପୂର୍ବରୁ କିପରି ପ୍ରସ୍ତୁତ ହେବେ

Read More

ବ୍ୟାଙ୍କିଙ୍ଗ୍ ପାଇଁ ପ୍ରସ୍ତୁତ ହେଉଥିଲେ…

Read More

କେଶସଜ୍ଜାରେ କ୍ୟାରିୟର…

Read More

ପରୀକ୍ଷା ନିକଟତର ହେବା ସହ ବିଦ୍ୟାର୍ଥୀମାନଙ୍କ ଚିନ୍ତା ବଢିଯାଏ, ହଡ଼ବଡ଼େଇ ଯାଆନ୍ତି ସେମାନେ । ଅନେକଙ୍କର ପଢିଥିବା ପାଠ ମନେପଡ଼େନି ତ କେହିକେହି ସମ୍ପୂର୍ଣ୍ଣ ପାଠ୍ୟକ୍ରମ କଭର କରି ନଥିବାରୁ ଚିନ୍ତାରେ ପଡ଼ିଥାନ୍ତି । ତେବେ ପରୀକ୍ଷା ସମୟରେ କିଛିଟି ସ୍ମାର୍ଟ ଉପାୟ ଅପଣାନ୍ତୁ ସମସ୍ତ ବିଷୟ ପଢିବା ସହ ସଫଳ ହୁଅନ୍ତୁ । ସର୍ଟ ନୋଟ୍ ପ୍ରସ୍ତୁତି ସମୟ କମ ଥିବାରୁ ନୋଟ ଛୋଟ କରି ପ୍ରସ୍ତୁତ କରନ୍ତୁ, ଯଦି ନିଜେ ପାରୁ ନାହାଁନ୍ତି କୌଣସି …

ଆଜିକାଲି ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ କ୍ୟାରିୟର ପାଇଁ ଅନେକ ସୁଯୋଗ ରହିଛି । ସାର୍ବଜନିକ ଓ ପ୍ରାଇଭେଟ ବ୍ୟାଙ୍କ ଗୁଡ଼ିକରେ ଅଧିକ ପଦବୀ ଖାଲି ରହୁଛି । ବର୍ତ୍ତମାନ ସମୟରେ ବ୍ୟାଙ୍କ ଗୁଡ଼ିକ ଗ୍ରାହକଙ୍କ ପାଇଁ ସେମାନଙ୍କ ସେବାକ୍ଷେତ୍ର ବହୁପରିମାଣରେ ବିସ୍ତାର କରିବାରୁ ଚାକିରୀ ସୁଯୋଗ ବଢିବା ସହ ଭଲ ଦରମା ମିଳିଥାଏ । ଏହି କାରଣରୁ ଆଜିର ଯୁବପୀଢିଙ୍କ ମଧ୍ୟରେ ବ୍ୟାଙ୍କରେ ଚାକିରି କରିବା ପାଇଁ ଏକ ରକମର ପ୍ରତିଯୋଗିତା ଦେଖିବାକୁ ମିଳୁଛି । ଏହାର ସୁଯୋଗ …

ଆଜିକାଲି ଦୁନିଆରେ ଏବେ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଜଣେ କେମିତି ଭିଡ଼ ଭିତରୁ ଅଲଗା ଦିଶିବ । ଭଲ ଦିଶିବା ଭିତରେ ମୁହଁର ମେକଅପ୍, ଫ୍ୟାସେନେବୁଲ୍ ପୋଷାକ ଓ ଷ୍ଟାଇଲିଷ୍ଟ୍ କେଶସଜ୍ଜା ଆଦି ସାମିଲ୍ । ଶରୀର ଭିତରେ କେଶ ପ୍ରମୁଖ ଭୂମିକା ନିର୍ବାହ କରେ ଜଣକୁ ସ୍ମାର୍ଟ ଓ ସୁନ୍ଦର ଦିଶିବା ପାଇଁ । ବିଭିନ୍ନ ପର୍ବପର୍ବାଣୀ, ବ୍ରତ, ବିବାହ ଉତ୍ସବ ପାଇଁ ଯେମିତି ଭଲ ଶାଢୀ ଖଣ୍ଡିଏର ଆବଶ୍ୟକତା ରହିଛି ଠିକ୍ …

ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୪୬ତମ ସ୍ଥାନ ହାସଲ କରିଥିବା ଓଡ଼ିଶାର ଶୁଭଙ୍କର ମହାପାତ୍ରଙ୍କ ସହ ଏକ ସାକ୍ଷାତକାର । ଜାଣନ୍ତୁ ଆଇ ଏ ଏସ ପରୀକ୍ଷାରେ ସଫଳତା ପାଇବାର କିଛି ଟିପ୍ସ ।

ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନରେ ପୋଲିସ ସବ ଇନିସପେକ୍ଟର, ଡିଟେକ୍ଟିଭ ଡଗ୍ ସ୍କାର୍ଡ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ୨୯.୦୩.୨୦୧୮ରୁ ଆପଣ ଅନ୍ ଲାଇନ୍ ରେ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ହେଉଛି ୨୮.୦୪.୨୦୧୮ ଶିକ୍ଷାଗତ ଯୋଗ୍ୟତା- ଭେଟନାରି ସାଇନ୍ସରେ ସ୍ନାତକ କରିଥିଲେ ଆପଣ ଏହି ଚାକିରି ପାଇଁ ଆବେଦନ କରିପାରିବେ । ଭେଟନାରୀ ସାଇନ୍ସ ପଢିଥିବା ଆବେଦନକାରୀଙ୍କ ସଂଖ୍ୟା କମ୍ ହେଲେ ଜୁଲୋଜି ସମ୍ମାନ ନେଇ ସ୍ନାତକ କରିଥିଲେ ମଧ୍ୟ …

ମହାବିଦ୍ୟାଳୟମାନଙ୍କରେ ଅଧ୍ୟାପକ ଏବଂ ସହାୟକ ପ୍ରାଧ୍ୟାପକ ବୃତ୍ତି ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ ଦ୍ୱାରା ପରିଚାଳିତ ନ୍ୟାସନାଲ୍ ଏଲିଜିବିଲିଟି ମେଧା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡିବ । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ଏବଂ ଦେଶର ବିଭିନ୍ନ ସ୍ୱନାମଧନ୍ୟ ଶିକ୍ଷା ପ୍ରତିଷ୍ଠାନରେ ଜୁନିୟର ରିସର୍ଚ୍ଚ ଫେଲୋସିପ୍ ପ୍ରୋଗ୍ରାମରେ ନାମ ଲେଖାଇବା ପାଇଁ ମଧ୍ୟ ନ୍ୟାସନାଲ୍ ଏଲିଜିବିଲିଟି ଟେଷ୍ଟ ମେଧା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସର୍ବନିମ୍ନ ଯୋଗ୍ୟତା । ୟୁଜିସି-ନେଟ୍ ପାଇଁ ଶିକ୍ଷାଗତ …

+2 ଓ +3 ବିଜ୍ଞାନ ଛାତ୍ର ଛାତ୍ରୀଙ୍କ ପାଇଁ ଚଳିତ ବର୍ଷ ପ୍ରବେଶିକା ପରୀକ୍ଷା କରାଯିବ । ଇଚ୍ଛୁକ ଛାତ୍ର ଛାତ୍ରୀମାନେ ନିମ୍ନଲିଖିତ ଲିଙ୍କକୁ ଯାଇ ନିଜର ମନମୁତାବକ କୋର୍ସ ବିଷୟରେ ଅଧିକ ତଥ୍ୟ ପାଇ ପାରିବେ । ସୌଜନ୍ୟ : www.vidyarthimitra.org

ହାଇସ୍କୁଲ ପରୀକ୍ଷା ପରେ ଯୁକ୍ତ ଦୁଇ ହେଉଛି ଛାତ୍ରଛାତ୍ରୀଙ୍କ କ୍ୟାରିୟରର ଘଡିସନ୍ଧି ମୁହୁର୍ତ୍ତ । ଚାକିରି ସୁଯୋଗ ସୃଷ୍ଟିକାରୀ ପ୍ରଫେସନାଲ୍ କୋର୍ସ ଗୁଡିକରେ ଭଲ କରିବାକୁ ଯୁକ୍ତ ଦୁଇର ପାଠ୍ୟକ୍ରମରେ ସ୍ଥାନିତ କନସେପ୍ଟ ଗୁଡିକୁ ଉତ୍ତମରୂପେ ବୁଝିବାକୁ ପଡିବ । ଉପରଠାଉରିଆ ଭାବେ ପଢିଲେ ଭବିଷ୍ୟତ ଅନ୍ଧକାରମୟ ହେବା ସାର । କାରଣ ଯୁକ୍ତ ଦୁଇ ପାଠ୍ୟକ୍ରମରେ ପ୍ରଫେସନାଲ୍ କୋର୍ସରେ ପଢାଯାଉଥିବା ସବଜେକ୍ଟର ମୋୖଳିକ କନସେପ୍ଟ ଗୁଡିକୁ ସୁନ୍ଦର ଭାବରେ ଅବତାରଣା କରାଯାଇଥାଏ । ପ୍ଲସ ଟୁ …

ଭଲ କ୍ୟାରିୟର ଗଢ଼ିବା ପାଇଁ ନିଜ ମନପସନ୍ଦ ମୁତାବକ ରାସ୍ତା ବାଛିବା ଜରୁରୀ । ପାଠପଢ଼ା ବ୍ୟତୀତ ଯଦି ନିଜ ଭିତରେ ଥିବା ପ୍ରତିଭାର ଭଲ ଉପଯୋଗ କରିବେ ତେବେ ସଫଳତା ପାଇବା ସହଜ ହୋଇଯିବ । ଶିକ୍ଷାଗତ ଯୋଗ୍ୟତା ଭଲ ନଥିଲେ ବି ଯଦି ଆପଣଙ୍କର କଣ୍ଠ ବା (Voice) ଠିକ ଅଛି ତେବେ ଆପଣ ନିଜ ପାଇଁ ଉତ୍ତମ କ୍ୟାରିୟର ଗଢ଼ିପାରିବେ । ଭଲ କଣ୍ଠ ଥିଲେ କେବଳ ଯେ ଭଲ ଗୀତ ଗାଇ ପାରିବେ …

ଭଗବାନ ସମସ୍ତଙ୍କୁ କିଛି ନା କିଛି କଳା କୌଶଳ ଦେଇଛନ୍ତି । କେବଳ ତାକୁ ଚିହ୍ନି କାର୍ଯ୍ୟରେ ମନୋନିବେଶ କଲେ ଜଣେ ନିଶ୍ଚୟ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବ । ଏଥିରେ ଦ୍ୱିରୁକ୍ତି ନାହିଁ । ଅନ୍ୟକୁ ଅନ୍ଧ ଭାବେ ଅନୁଧାବନ କଲେ ପତନାଭିମୁଖୀ ହେବା ସୁନିଶ୍ଚିତ । ତେଣୁ ନିଜ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ଚିହ୍ନନ୍ତୁ ଏବଂ ଏହାର ବିକାଶ ପାଇଁ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରନ୍ତୁ । ଦେଖିବେ ସଫଳତା ଆପଣଙ୍କ ପାଦ ଚୁମିବ । …