Posts in category

ମୁଖ୍ୟମନ୍ତ୍ରୀଙ୍କୁ ଚିଠି


hoarding in mastercanteen

ମହାଶୟ, ରାଜଧାନୀ ଭୁବନେଶ୍ୱର ସ୍ମାର୍ଟ ସିଟିର ମାନ୍ୟତା ପାଇବା ପୂର୍ବରୁ ସହରକୁ ଅଧିକ ରୁଚିପୂର୍ଣ୍ଣ ଭାବେ ପ୍ରଦର୍ଶନ କରିବାକୁ ପଡ଼ିବ। କିଛି ମାତ୍ରାରେ ଏହା ସମ୍ଭବପର ହୋଇଥିଲେ ହେଁ ରାସ୍ତା କଡ଼ର ହୋର୍ଡିଂ ସ୍ମାର୍ଟ ସିଟିର ଛବିରେ କାଦୁଅ ଛିଟା ପକାଇଛି। ରାଜଧାନୀର ବେଶ ଚଳପ୍ରଚଳ ଜନଗହଳୀ ମାଷ୍ଟରକ୍ୟାଣ୍ଟିନ୍ ରାସ୍ତାରେ ପ୍ରତି ରବିବାର ପଥ ଉତ୍ସବ ପାଳନ ହେଉଛି। ଏହି ପଥ ଉତ୍ସବ ଦ୍ୱାରା ପରିବେଶ ସୁରକ୍ଷା ଠୁଁ ନେଇ ସୁସ୍ଥ ଜୀବନଯାପନ କ୍ଷେତ୍ରରେ ଅନେକ ବାର୍ତ୍ତା …