Posts in category

ସର୍ଜନା


ବୋତଲରୁ ସର୍ଜନା

Read More

ମହିଳାଙ୍କୁ ସୁରକ୍ଷା ଦେବ ସିଦ୍ଧାର୍ଥଙ୍କ ‘ବିଦ୍ୟୁତ ଜୋତା’

Read More

ଖ୍ୟାତିନାମା ଇଂଲିଶ ଲେଖକ ଅମିତାଭ ଘୋଷ ଚଳିତ ବର୍ଷ ସାହିତ୍ୟରେ ଦିଆଯାଉଥିବା ସର୍ବୋଚ୍ଚ ପୁରସ୍କାର ‘ଜ୍ଞାନପୀଠ ପୁରସ୍କାର’ ପାଇବା ପାଇଁ ମନୋନିତ ହୋଇଛନ୍ତି । ଭାଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ଜଣେ ସାହିତ୍ୟକଙ୍କୁ ଏହି ପୁରସ୍କାର ମିଳିଥାଏ । ଶ୍ରୀ ଘୋଷ ୫୪ତମ ଜ୍ଞାନପୀଠ ବିଜେତା ହେବେ । ଏହା ପୂର୍ବରୁ ସେ ସମ୍ମାନଜନକ ପଦ୍ମଶୀ ଓ ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇ ସାରିଛନ୍ତି । ସେ ତାଙ୍କ ଉପନ୍ୟାସରେ ଆଧୁନିକ ଯୁଗକୁ ଐତିହାସିକ …

ଘରକୁ ଆସୁଥିବା ତେଲ, ଘିଅ, ଥଣ୍ଡାପାନୀୟ,ପ୍ରସାଧନ ସାମଗ୍ରୀ ସରିଗଲା ପରେ ପ୍ଲାଷ୍ଟିକ୍ ବୋତଲ ବା ଡ଼ବାଗୁଡ଼ିକୁ ଅନେକ ଫୋପାଡ଼ି ଦେଇଥାନ୍ତି । ହେଲେ ଏହାକୁ ବ୍ୟବହାର କରି ସୂନ୍ଦର ଘରସଜା ଜିନିଷ ସହ ଘରେ, ଗାଧୁଆ ଘରେ, ରୋଷେଇ ଶାଳରେ ବ୍ୟବହାର କରିପାରିବେ । ଜାଣନ୍ତୁ କିପରି କରିବେ ପ୍ଲାଷ୍ଟିକ ବୋତଲର ବ୍ୟବହାର। -ଛୋଟ ବଡ଼ କରି ଦୁଇଟି ବୋତଲରେ ଜୁସ ବାହାର କରିପାରିବେ । ପ୍ରଥମେ ବଡ଼ ବୋତଲଟିକୁ ଅଧାରୁ ଅଧିକ ରଖି କାଟି ଦିଅନ୍ତୁ, …

ସମାଜରେ ଦୁଷ୍କର୍ମ ଓ ଅସଦାଚରଣ ଘଟଣା ଦିନକୁ ଦିନ ବୃଦ୍ଧି ପାଇବା ସହ ମହିଳାମାନେ ଅଧିକରୁ ଅଧିକ ଅସୁରକ୍ଷିତ ହୋଇ ପଡୁଛନ୍ତି । ନିର୍ଭୟା, କାଠୁଆରେ ଘଟିଥିବା ଗଣବଳାତ୍କାର ଘଟଣା ଦେଶରେ ହଇଚଇ ସୃଷ୍ଟି କରିବା ସହ ଏହି ଘଟଣାକୁ ନିନ୍ଦାକରି ଅନେକ ରାଲି ଓ ବିକ୍ଷୋଭ ପ୍ରଦର୍ଶନ ହୋଇଛି, ସରକାର କଡ଼ା ଆଇନ କରିଛନ୍ତି, କେଉଁଠି କେଉଁଠି ଦୋଷୀକୁ ଦଣ୍ଡବି ମିଳିଛି ତାଥାପି ଦୁଷ୍କର୍ମ ନାମକ ବ୍ୟାଧି କମିବାର ନାମ ନେଉନିଁ । ଯୌନ ରାକ୍ଷାସଙ୍କ …