Posts in category

ପ୍ରୟାସ


ଇଟାଭାଟି ଶ୍ରମୀକଙ୍କ ମୁହଁରେ ହସଫୁଟାଉଛନ୍ତି ଉତ୍ତରପ୍ରଦେଶ ଯୁବ ସଂଗଠନ

Read More

ମହିଳାଙ୍କୁ ସୁରକ୍ଷା ଦେବ ସିଦ୍ଧାର୍ଥଙ୍କ ‘ବିଦ୍ୟୁତ ଜୋତା’

Read More

ନେହରୁଙ୍କ ଜୀବନ ରକ୍ଷା କରି ପ୍ରଥମ ସାହସିକତା ପୁରସ୍କାର ପାଇଥିଲେ ଏହି ବାଳକ

Read More

ବିଦ୍ୟା ଦାନ ମହା ପୁଣ୍ୟ କୁହାଯାଏ । ହେଲେ ବର୍ତ୍ତମାନର ଅର୍ଥ ସର୍ବଶ୍ୱ ଦୁନିଆରେ ବିଦ୍ୟା ଦାନରେ ନୁହେଁ ଟଙ୍କା ଦେଲେ ମିଳୁଛି । ଯାହା ପାଖେ ଟଙ୍କା ନାହିଁ ତାର ପିଲାମାନେ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି । ହେଲେ ଉତ୍ତରପ୍ରଦେଶ ବାରଣାସୀର ଏକ ଯୁବ ସଂଗଠନ ଇଟାଭାଟିରେ କାମକରୁଥିବା ପିଲାମାନଙ୍କୁ ମାଗଣାରେ ଶିକ୍ଷା ଦେଇ ସେମାନଙ୍କ ଜୀବନରୁ ଦାରିଦ୍ର‌୍ୟତା ଓ ନିରକ୍ଷରତା ଅନ୍ଧକାରକୁ ଦୂରକରି ଶିକ୍ଷାର ଆଲୋକରେ ଆଲୋକିତ କରିବାକୁ ପ୍ରୟାସ କରୁଛି । …

ସମାଜରେ ଦୁଷ୍କର୍ମ ଓ ଅସଦାଚରଣ ଘଟଣା ଦିନକୁ ଦିନ ବୃଦ୍ଧି ପାଇବା ସହ ମହିଳାମାନେ ଅଧିକରୁ ଅଧିକ ଅସୁରକ୍ଷିତ ହୋଇ ପଡୁଛନ୍ତି । ନିର୍ଭୟା, କାଠୁଆରେ ଘଟିଥିବା ଗଣବଳାତ୍କାର ଘଟଣା ଦେଶରେ ହଇଚଇ ସୃଷ୍ଟି କରିବା ସହ ଏହି ଘଟଣାକୁ ନିନ୍ଦାକରି ଅନେକ ରାଲି ଓ ବିକ୍ଷୋଭ ପ୍ରଦର୍ଶନ ହୋଇଛି, ସରକାର କଡ଼ା ଆଇନ କରିଛନ୍ତି, କେଉଁଠି କେଉଁଠି ଦୋଷୀକୁ ଦଣ୍ଡବି ମିଳିଛି ତାଥାପି ଦୁଷ୍କର୍ମ ନାମକ ବ୍ୟାଧି କମିବାର ନାମ ନେଉନିଁ । ଯୌନ ରାକ୍ଷାସଙ୍କ …

ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସରେ ଅଭୂତପୂର୍ବ ସାହସ ପ୍ରଦର୍ଶନ କରିଥିବା ଦେଶର କିଛି ବଛାବଛା ବାଳକବାଳିକାଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରାଯାଏ । କିନ୍ତୁ ଜାଣନ୍ତି କି, ଏହି ପୁରସ୍କାର ପ୍ରଦାନ କେବେ ଠାରୁ ଓ କାହିଁକି ଆରମ୍ଭ ହୋଇଥିଲା? କିଏ ପାଇଥିଲେ ପ୍ରଥମ ସାହସିକତା ପୁରସ୍କାର? ଆଜି ଶିଶୁ ଦିବସରେ ଆସନ୍ତୁ ଜାଣିବା ସେହି ସାହସୀ ବାଳକଙ୍କ କଥା, ଯିଏ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଜୀବନ ରକ୍ଷା କରି ପ୍ରଥମ ସାହସିକତା ପୁରସ୍କାରର …