Posts in category

କଳା ଓ ସଂସ୍କୃତି


Gobardhana Panda – Driver Cum Researcher of Aboriginals of Koraput.

Read More

An old memory of Sankalp tv with Padma shree Kamala pujari

Read More

Jitendra Haripal Sings Rangabati song at Patha Utshav, Bhubaneswar

Read More

  ତେଲଗୁ ଫିଲ୍ମ ମରୋଦୃଶ୍ୟମ ରୁ କ୍ୟାରିୟର ଆରମ୍ଭ କରିଥିବା ଓଡିଆ ଝିଅ ସିନ୍ଦୂରା ରାଉତ ହୋମ୍ ଟାଉନ୍ ଭୁବନେଶ୍ୱରରେ ନିଜର ୧୮ତମ ଜନ୍ମ ଦିନ ପାଳିଛନ୍ତି । ଡିସେମ୍ବର ୧୫ରେ ରିଲିଜ୍ ହୋଇଥିଲା ତେଲଗୁ ଫିଲ୍ମ ମରୋଦୃଶ୍ୟମ । ବଡ ବ୍ୟାନରର ବଲିଉଡ୍ ଫିଲ୍ମ ରିଲିଜ୍ ହୋଇଥିଲେ ମଧ୍ୟ ଏହା ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି । କିଛି ପରିବର୍ତ୍ତନ ସହ ମରୋଦୃଶ୍ୟମ୍ ଫିଲ୍ମକୁ କନ୍ନଡରେ ଡବ୍ କରାଯିବ ବୋଲି କହିଛନ୍ତି ଅଭିନେତ୍ରୀ ସିନ୍ଦୂରା …

ପ୍ରଥମ ଓଡିଆ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ମୋହନ ସୁନ୍ଦର ଦେବ ଗୋସ୍ୱାମୀ । ଫିଲ୍ମର ନାଁ ଥିଲା ‘ସୀତା ବିବାହ‘ । ଦୀର୍ଘ ୧୫ ବର୍ଷ ପରେ ନିର୍ମିତ ହେଲା ପ୍ରଥମ ପ୍ରେମ ଭିତ୍ତିକ ସିନେମା ‘ରୋଲ୍ସ ଟୁ ଏଇଟ୍‘ । ୧୯୬୦ରେ ମୁକ୍ତିଲାଭ କରିଥିବା ‘ଶ୍ରୀ ଲୋକନାଥ‘ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା । ୧୯୭୬ରେ ମୁକ୍ତିଲାଭ କରିଥିବା ‘ଗପ ହେଲେ ବି ସତ‘ର ନିର୍ଦ୍ଦେଶନା ଦେଇଥିଲେ ଶ୍ରୀ ନଗେନ୍ ରାୟ । ଫିଲ୍ମଟି …

୧୧ ଦିନ ବ୍ୟାପି ଚାଲିଥିବା ବରଗଡର ବିଶ୍ୱ ପ୍ରସିଦ୍ଧ ଧନୁ ଯାତ୍ରା ଉଦଯାପିତ ହୋଇଯାଇଛି । କଂସ ଭୂମିକାରେ ଅଭିନୟ କରିଥିବା ଶ୍ରୀ ଭୁବନେଶ୍ୱର ପ୍ରଧାନ ଏବଂ ବିଭିନ୍ନ ମନ୍ତ୍ରୀ ଚରିତ୍ରରେ ଅବତୀର୍ଣ୍ଣ କଳାକାର ନିଜର ପାପ ମୋଚନ ପାଇଁ ସମୁଦ୍ରରେ ବୁଡ ପକାଇ ଓଡିଆ ଜାତିର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୂ ଜଗନ୍ନାଥଙ୍କ ଦର୍ଶନ ପରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦର୍ଶନାର୍ଥେ ଗୋବର୍ଦ୍ଧନ ପୀଠ ଯାଇଥିଲେ କଂସ ରାଜ ଓ …

ନୂଆ ବର୍ଷରେ ରିଲିଜ୍ ହେବାକୁ ଥିବା ଲୈଲା ଓ ଲୈଲା ଓଡିଆ ମୁଭି ପାଇଁ ବହୁତ ଏକ୍ସସାଇଟେଡ୍ ଅଛନ୍ତି ସନମୀରା ନଗେଶ । ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଏହି ମୁଭିରେ ଏକ ସାହସୀ ଓ ବିନ୍ ଦାସ କିରଦାର ନିଭାଉଛନ୍ତି ସନମୀରା । ସେ ପ୍ରଥମ ମୁଭି ସପନର ପଥେ ପଥେ ରେ ଜଣେ ଚୁପ୍ ଚାପ୍, ଲାଜକୁଳା ଝିଅର ଚରିତ୍ରରେ ଦେଖାଦେଇଥିବାବେଳେ ଲୈଲା ଓ ଲୈଲା ମୁଭିରେ ତାଙ୍କର ଭୂମିକା ସମ୍ପୂର୍ଣ୍ଣ ବିପରୀତ । ସନମୀରା …

ଆଜି ବଲି ଉଡ୍ ର ଲୋକପ୍ରିୟ ତାରକା ଭାଇଜାନ୍ ସଲମାନ ଖାନଙ୍କ ଜନ୍ମ ଦିନ । ୧୯୬୫ ମସିହା ଡିସେମ୍ବର ୨୭ ତାରିଖରେ ସଲିମ୍ ଖାନ୍ ଓ ସୁଶୀଲା ଚରକଙ୍କ ଔରସରୁ ଜନ୍ମ ହୋଇଥିଲେ ଭାଇ ଜାନ୍ । ୫୨ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ସଲ୍ଲୁ ମିଆଁ । ସବୁବେଳେ କିଛି ନା କିଛି ବିବାଦ ତାଙ୍କର ପିଛା ଛାଡୁନଥିଲେ ମଧ୍ୟ ସେ ବଲିଉଡ୍ ର ସବୁଠୁ ଲୋକପ୍ରିୟ ତାରକା । ଫୋବର୍ସ ପତ୍ରିକା ଦ୍ୱାରା …

୨୦୧୭ ଗୋପାଳପୁର ବିଚ୍ ଫେଷ୍ଟିଭାଲରେ ଧୂମ୍ ମଚାଇଛନ୍ତି ଇଣ୍ଡିଆନ୍ ଆଇଡଲ୍ ଜୁନିୟରର ବିଜେତା ଏବଂ ସାରେଗାମାପା ଲିଟିଲ ଚାମ୍ପସରେ ସମଗ୍ର ଦେଶବାସୀଙ୍କ ମନ କିଣିଥିବା ସତ୍ୟଜିତ୍ ଜେନା । ନିକଟରେ ଆରମ୍ଭ ହୋଇଥିବା ଏହି ଫେଷ୍ଟିଭାଲର ମୁଖ୍ୟ ଆକର୍ଷଣ ସାଜିଥିଲେ ସତ୍ୟଜିତ୍ ଓ ଅନନ୍ୟା । ନିଜର ଯାଦୁକାରୀ କଣ୍ଠରେ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେଏହି ଦୁଇ ଓଡିଆ ଶିଶୁ ପ୍ରତିଭା । ବଲିଉଡ୍ ଏବଂ ଓଲିଉଡ୍ ର ସୁପରହିଟ୍ ଗୀତ ପରିବେଷଣ ସମବତେ ଜନତାଙ୍କୁ ବେଶ୍ …

ଓଡିଆ ସାହିତ୍ୟ ପ୍ରେମୀଙ୍କ ପାଇଁ ଖୁସି ଖବର । ଦୁଇ ଓଡିଆ ସାହିତ୍ୟିକ ଗାୟତ୍ରୀ ସରାଫ୍ ଏବଂ ସୂର୍ଯ୍ୟମଣି ଖୁଣ୍ଟିଆ ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପାଇବେ । ଇଟା ଭାଟିର ଶିଳ୍ପୀ କ୍ଷୁଦ୍ର ଗଳ୍ପ ସଂକଳନ ପାଇଁ ସରାଫଙ୍କୁ ଏହି ପୁରସ୍କାର ଦିଆଯାଉଥିବାବେଳେ ଅନୁବାଦ ସାହିତ୍ୟ ଯୁଗାନ୍ତ ପାଇଁ ସମ୍ମାନିତ ହେବେ ଖୁଣ୍ଟିଆ । ସାହିତ୍ୟ ଏକାଡେମି କାର୍ଯ୍ୟକାରୀ ପରିଷଦ ପକ୍ଷରୁ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି ।

ଓଡିଆ ପୁଅ ପିୟୁଷ ପୁଟି ସିନେମାଟୋଗ୍ରାଫି କରିଥିବା ଦୁଇଟି କ୍ଷୁଦ୍ର ପ୍ରାମାଣିକ ଚିତ୍ର ପାନିପଥ ଏବଂ ଜୟ ମାତା ଦି ଫିଲ୍ମ ଫେୟାର ସମ୍ମାନର ଫାଇନାଲ୍ ନୋମିନେସନରେ ସାମିଲ ହୋଇଛି । ପୂର୍ବରୁ ଡନ୍-୨, ଲୁଟେରା ଏବଂ ୱେକ୍ ଅଫ୍ ସିଡ୍ ଆଦି ବଲିଉଡ୍ ଫିଲ୍ମରେ କାମ କରିସାରିଛନ୍ତି ପିୟୁଷ । ଜଳ ସଂରକ୍ଷଣକୁ ନେଇ ପାନିପଥର କାହାଣୀ ଗତିଶୀଳ ହୋଇଥିବାବେଳେ ଜୟ ମାତା ଦି କାହାଣୀ ମୁମ୍ବାଇରେ ବଣି ଯୋଡିଙ୍କ ସହମତି ଭିତ୍ତିକ ସହାବସ୍ଥାନ ଉପରେ …

ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ୍ ଙ୍କ ଅଭିନୀତ ତାରେ ଜମିନ ପରରେ ଅଭିନୟ କରିଥିଲେ ସଂପ୍ରତି ଦେବଗଡର ବିଧାୟକ ଥିବା ନୀତିଶ ଗଙ୍ଗଦେବଙ୍କ ସୁପୁତ୍ର । ଏବେ ଓଡିଶାର ଆଉ ଜଣେ ଶିଶୁ କଳାକାରଙ୍କୁ ବଲିଉଡ୍ ଟିକେଟ୍ ମିଳିଛି । ସେ ହେଉଛନ୍ତି କଟକ ନିବାସୀ ଆଲୋ ସାହୁଙ୍କ ପୁତ୍ର ଅଭିଷେକ । ନିଜର ନିଷ୍ଠା ଓ ଅଧ୍ୟବସାୟ ବଳରେ ମାତ୍ର ୧୦ ବର୍ଷ ବୟସରେ ଡ୍ରମ ବାଦନ କରି ସମସ୍ତଙ୍କ ମନ ଜିଣିପାରିଛନ୍ତି ସେ । …

ଲଣ୍ଡନର ଷ୍ଟର୍ନ ଆଇ ସାପ୍ତାହିକ ପତ୍ରିକା ଦ୍ୱାରା ଏସିଆର ୫୦ ଜଣ ସେକ୍ସିଏଷ୍ଟ ପୁରୁଷଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା । ଏହି ୫୦ ଜଣ ଅଭିନେତାଙ୍କର ରାଙ୍କ ପ୍ରସ୍ତୁତ କରିବା ପାଇଁ ବିଶ୍ୱବ୍ୟାପୀ ଅନ୍ ଲାଇନ୍ ଭୋଟିଂ ମାଧ୍ୟମରେ ଜନମତ ଲୋଡାଯାଇଥିଲା । ସବୁଠୁ ଅଧିକ ଭୋଟ ପାଇ ଚଳିତ ବର୍ଷର ସେକ୍ସିଏଷ୍ଟ ଏସିଆନ୍ ମେନ୍ ଭାବେ ବିବେଚିତ ହୋଇଛନ୍ତି ବଲିଉଡ୍ ଅଭିନେତା ଶାହିଦ କପୁର । ୨୦୦୩ରେ ରିଲିଜ ହୋଇଥିବା ଇସ୍କ ଭିସ୍କରେ ଚମତ୍କାର …