Posts in category

କଳା ଓ ସଂସ୍କୃତି


Gobardhana Panda – Driver Cum Researcher of Aboriginals of Koraput.

Read More

An old memory of Sankalp tv with Padma shree Kamala pujari

Read More

Jitendra Haripal Sings Rangabati song at Patha Utshav, Bhubaneswar

Read More

କେରଳରେ ହୋଇଥିବା ଭୟାନକ ବନ୍ୟାରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବିଭିନ୍ନ ସ୍ଥାନରୁ ସହାୟତା ପ୍ରଦାନ କରାଯାଉଛି । ଏଥିରୁ ବଲିଉଡ଼ ବି ବାଦ ପଡ଼ିନି । ବନ୍ୟା ପୀଡ଼ିତଙ୍କୁ ସହାୟତା ପାଇଁ ଅଭିନେତା ଅକ୍ଷୟ କୁମାର ଓ ଶାହାରୁଖ ଖାନ ସହାୟତା ପ୍ରଦାନ କରିବା ପରେ ଆଉ ଜଣେ ଅଭିନେତ୍ରୀଙ୍କ ନାମ ଏଥିରେ ଯୋଡି ହୋଇଛି । ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ହେଉଛି ଯେ ପର୍ଣ୍ଣ ଷ୍ଟାର ଭାବେ ପରିଚିତ ଅଭିନେତ୍ରୀ ସନି …

‘ଦବାଙ୍ଗ’ ଫିଲ୍ମରେ ସଲମାନଙ୍କ ଚରିତ୍ରକୁ ନେଇ ଯେତିକି ଚର୍ଚ୍ଚା ହୋଇଥିଲା ତାଠାରୁ ଅଧିକ ସେଥିରେ ‘ମୁନି ବଦନାମ ହୁଇ ଡାର୍ଲିଂ ତେରେ ଲିଏ ’ ଗୀତ ତାଠୁ ଅଧିକ ଚର୍ଚ୍ଚାରେ ରହିଥିଲା । ଏହି ଆଇଟମ ଗୀତରେ ନିଜ ନାଚର ଜଲବା ଦେଖାଇଥିଲେ ମଲାଇକା ଅରୋରା । ଏବିବି ମଧ୍ୟ ମଲାଇକା ଅନେକଙ୍କ ପାଖରେ ମୁନିଭାବେ ପରିଚିତ । କେବଳ ଦବାଙ୍ଗ ନୁହେଁ ଆହୁରି ଅନେକ ଫିଲ୍ମରେ ତାଙ୍କ ନାଚର ଜଲବା ଦେଖିବାକୁ ମିଳିଥିଲେ ମଧ୍ୟ ଗତ …

ସନି ଦେଓଲ, ବବି ଦେଓଲ ଓ ଧର୍ମେନ୍ଦ୍ରଙ୍କ ଅଭିନିତ ଦମଦାର କମେଡ଼ି ଫିଲ୍ମ ‘ୟମଲା ପଗଲା ଦିୱାନା’ର ତୃତୀୟ ସିରିଜ୍ ‘ୟମଲା ପଗଲା ଦିୱାନା ଫିର୍ସେ’ ଅଗଷ୍ଟ ୩୧ରେ ପରଦାକୁ ଆସୁଛି । ଏଥିରେ ଦେଓଲ ବାପ ପୁଅଙ୍କୁ ଭିନ୍ନ ଲୁକରେ ଦେଖିବାକୁ ମିଳିବା ସହ ଫିଲ୍ମଟି ଦର୍ଶକଙ୍କୁ ମନ ଭରି ହସେଇବାରେ ସଫଳ ହେବ ବୋଲି ଆଶା କରାଯାଉଛି । ଫିଲ୍ମଟିରେ ସଲମାନ, ସୋନାକ୍ଷୀ ସିହ୍ନା, ରେଖାଙ୍କ ଭଳି ଷ୍ଟାରମାନଙ୍କର କିଛି ଝଲକ ମଧ୍ୟ ଦେଖିବାକୁ …

ନୂଆଦିଲ୍ଲୀଠାରେ ଆୟୋଜିତ ୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଓଡିଆ ଚଳଚ୍ଚିତ୍ର ହାଲୋ ଆରସି ୩ଟି ପୁରସ୍କାର ହାତେଇଛି । ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ମିଳିଛି ସ୍ପେଶାଲ ମେନସନ ପୁରସ୍କାର । ଶ୍ରେଷ୍ଠ ସଂଳାପ, ଶ୍ରେଷ୍ଠ ଓଡିଆ ଚିତ୍ର ଏବଂ ସ୍ୱତନ୍ତ୍ର ବର୍ଗରେ ପୁପସ୍କାର ହାସଲ କରିଛି ଏହି ଓଡିଆ ଚଳଚ୍ଚିତ୍ର । ପ୍ରଯୋଜକ ଅଜୟ ରାଉତରାୟ ଏବଂ ନିର୍ଦ୍ଦେଶକ ସମ୍ବିତ ମହାନ୍ତିଙ୍କୁ ରଜତ କମଳ ସହ ୧ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି । …

ଭୁବନେଶ୍ୱର ପ୍ରଦର୍ଶନୀ ପଡିଆଠାରେ ଏକ ବେସରକାରୀ ରେଡିଓ ଷ୍ଟେସନ ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜର ସୁଳଳିତ କଣ୍ଠ ସ୍ୱର ମାଧ୍ୟମରେ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି ବଲିଉଡ଼ର ପ୍ରତିଭାବାନ୍ କଣ୍ଠଶିଳ୍ପୀ ଶାନ୍ । ତନହା ଦିଲ୍, ଗୁମ୍ ସୁମ୍ ହୋ କ୍ୟୁଁ, ଭୂଲ ଯା ଆଦି ଆଲବମ୍ ଏବଂ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ ଗାଇ ଦେଖଣାହାରୀଙ୍କୁ ସମ୍ମୋହିତ କରିଥିଲେ ଏହି ଖ୍ୟାତନାମା କଣ୍ଠଶିଳ୍ପୀ । ୧୫ ବର୍ଷ ତଳେ ଗାଇଥିବା ସେଇ ବର୍ଷା ସେଇ …

ସଂପ୍ରତି ଭୁବନେଶ୍ୱରରେ ରହୁଥିବା ଶୃତିକ୍ଷା ନାୟକଙ୍କୁ ମିଳିଛି ୨୦୧୮ ଏଫ୍ବିବି କଲର୍ସ ଫେମିନା ମିସ୍ ଇଣ୍ଡିଆ ମୁକୁଟ । କୋଲକାତାରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ଶୃତିକ୍ଷାଙ୍କ ମୁଣ୍ଡରେ ଶିରପା ବନ୍ଧା ହୋଇଛି । ଏହି ସୌନ୍ଦର୍ଯ୍ୟ ପ୍ରତି ଯୋଗିତାରେ ଛତିଶଗଡ, ବିହାର, ଝାଡଖଣ୍ଡ, ଓଡିଶା, ସିକିମ୍, ଆସାମ, ମିଜୋରାମ, ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ, ଅରୁଣାଚଳପ୍ରଦେଶ, ମଣିପୁର, ପଶ୍ଚିମବଙ୍ଗ ଆଦି ୧୩ଟି ରାଜ୍ୟରୁ ଯୋଗ ଦେଇଥିବା ସୁନ୍ଦରୀଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଓଡିଆ ଝିଅ ଶୃତିକ୍ଷା …

ନିକଟରେ ପରଲୋକ ଘଟିଥିବା ବଲିଉଡ କୁଇନ୍ ଶ୍ରୀଦେବୀଙ୍କ ବାୟୋପିକ୍ ରେ ଅଭିନୟ କରିବେ ପ୍ରତିଭାବାନ୍ ଅଭିନେତ୍ରୀ ବିଦ୍ୟା ବାଲାନ୍ । ଏହି ବାୟୋପିକ୍ ଫିଲ୍ମ ନିର୍ମାଣ କରିବେ ଫିଲ୍ମ ନିର୍ମାତା ହଂସଲ ମେହେଟ୍ଟା । ଶ୍ରୀଦେବୀଙ୍କ ଜୀବଦଶାରେ ତାଙ୍କ ସହ କାମ କରିପାରିଲେନି ହଂସଲ । ଯାହାକି ତାଙ୍କ ଜୀବନର ଏକ ବଡ ଅବଶୋଷ । ଆକସ୍ମିକ ମୃତ୍ୟୁର ଠିକ୍ ପୂର୍ବରୁ ତାଙ୍କୁ ନେଇ ଫିଲ୍ମ ନିର୍ମାଣ କରିବାର ଯୋଜନା କରିବା ସହ ଶ୍ରୀଦେବୀଙ୍କୁ ଯୋଗାଯୋଗ କରିଥିଲେ …

ଦୁଃଖୀରାମ ସ୍ୱାଇଁ- ଦିବଂଗତ ଭେଟେରାନ୍ ଓଡିଆ ଅଭିନେତା ଦୁଃଖୀରାମ ସ୍ୱାଇଁଙ୍କୁ ବଲିଉଡ୍ ର ଅମ୍ରିଶ ପୁରୀଙ୍କ ସହ ତୁଳନା କରାଯାଏ । ବଳିଦାନ, ଶେଷ ଶ୍ରାବଣ, ଆସୁଛି ମୋ କାଳିଆ ସୁନା, ଯୋର ଯାର ମୁଲକ ତାର, ମା ମତେ ଶକ୍ତି ଦେ ଆଦି ଫିଲ୍ମରେ ବଳିଷ୍ଠ ଅଭିନୟ କରି ଓଡିଆ ସିନେ ଦର୍ଶକଙ୍କ ହୃଦୟରେ ଘର କରି ରହିଛନ୍ତି ସେ । ତାଙ୍କର ଖଳନାୟିକୀ ଅନ୍ଦାଜକୁ ସବୁ ବର୍ଗର ଦର୍ଶକ ବେଶ୍ ଉପଭୋଗ କରିଥାନ୍ତି । …

ଓଡିଆ କଣ୍ଠଶିଳ୍ପୀ ଅସିତ ତ୍ରିପାଠୀଙ୍କୁ ରୟାଲ ଷ୍ଟାଗ ମିର୍ଚି ମ୍ୟୁଜିକ ଆୱାର୍ଡ ଅବସରରେ ବେଷ୍ଟ ଅପକମିଙ୍ଗ ମେଲ ଭଏସ୍ ଅଫ୍ ଦି ଇଅର ପୁରସ୍କାର ମିଳିଛି । ରାଜକୁମାର ରାଓଙ୍କ ଅଭିନୀତ ଶାଦି ମେଁ ଜରୁର ଆନା ମୁଭିରେ କଣ୍ଠଦାନ କରି ସଭିଁଙ୍କ ମନ ଜିଣିଛନ୍ତି ଅସିତ । ମୁମ୍ବାଇରେ ଚାରି ବର୍ଷ ସଂଘର୍ଷ କଲା ପରେ ବଲିଉଡ୍ ରେ ବ୍ରେକ ମିଳିଥିଲା ବ୍ରହ୍ମପୁରରେ ଜନ୍ମ ହୋଇଥିବା ଅସିତଙ୍କୁ । ଏହି ସମ୍ମାନଜନକ ପୁରସ୍କାର ପାଇ ମୁଁ …

ବଲିଉଡରେ କ୍ୟାରିୟର୍ ଆରମ୍ଭ କରିବାକୁ ଯାଉଛନ୍ତି ବିଶ୍ୱ ସୁନ୍ଦରୀ ମାନୁଷୀ ଛିଲ୍ଲର । ୨୦୧୭ର ମିସ୍ ୱାର୍ଲ୍ଡ ମୁକୁଟ ଜିତିଥିବା ମାନୁଷୀଙ୍କୁ ବଲିଉଡର ନିର୍ମାତା ନିର୍ଦ୍ଦେଶକ କରନ୍ ଜୋହର ତାଙ୍କ ଆଗାମୀ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍-୨’ରେ ସୁଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି । ସେଥିରେ ଅଭିନେତା ଟାଇଗର୍ ଶ୍ରଫଙ୍କ ହିରୋଇନ୍ ଭୂମିକାରେ ନଜର ଆସିବେ ମାନୁଷୀ । ସୂଚନା ଅନୁସାରେ, କେବଳ ମାନୁଷୀ ନୁହଁନ୍ତି, ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍-୨’ରେ ଦୁଇଜଣ ନବାଗତାଙ୍କୁ …