କଳା ଓ ସଂସ୍କୃତି

ଘୋଡ଼ା ନୁହେଁ କି ଗାଡ଼ି ନୁହେଁ ସି-ପ୍ଲେନରେ ଏଣ୍ଟ୍ରିକରିବେ ରଣବିର
ବଲିଉଡ଼ର ହିଟ୍ ଯୋଡ଼ି ରଣବିର ସିଂ ଓ ଦୀପିକା ପାଦୁକୋନଙ୍କ ବିବାହ ଆସନ୍ତା ୧୪-୧୫ ତାରିଖରେ ଇଟାଲିରେ ଅନୁଷ୍ଠିତ ହେବାକୁ ଯାଉଛି । ନିଜ ପ୍ରିୟ କଳାକାରଙ୍କୁ ବରକନିଆ ବେଶରେ ଦେଖିବା ପାଇଁ ପ୍ରଶଂସକମାନଙ୍କ ମନରେ କାହିଁ କେତେ ଉକ୍ରଣ୍ଠା ଭରି ରହିଛି । ଗତ ୧୦ତାରିଖରେ ନିଜ ସମ୍ପର୍କୀୟମାନଙ୍କ ସହ ବିବାହ ପାଇଁ ବିରଦୀପ୍ ଯୋଡ଼ି ଇଟାଲିରେ ପହଞ୍ଚିଥିବା ବେଳେ ବିବାହ ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଛି । ଦୀପିକା ଓ ରଣବିରଙ୍କ ବିବାହ, ସଙ୍ଗୀତ, …

ଦର୍ଶକଙ୍କୁ ନିରାଶ କଲା ‘ଠଗସ୍ ଅଫ ହିନ୍ଦୁସ୍ତାନ’
ବହୁ ପ୍ରତିକ୍ଷୀତ ଅଭିନେତା ଆମିର ଖାନ ଓ ମହାନାୟକ ଅମିତାଭ ବଚନଙ୍କ ଅଭିନୀତ ଫିଲ୍ମ ‘ଠଗସ୍ ଅଫ ହିନ୍ଦୁସ୍ତାନ’ ଶୁକ୍ରବାର ମୁକ୍ତି ଲାଭ କରିଛି । ଏହାକୁ ନେଇ ଦର୍ଶକଙ୍କ ମନରେ ଅନେକ ଉତ୍ସାହ ଓ ଉତ୍ତକଣ୍ଠା ଭରି ରହିଥିଲେ ମଧ୍ୟ ଫିଲ୍ମଟି ଦର୍ଶକଙ୍କୁ ନିରାଶ କରିଛି । ୩୦୦ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ଏହି ଫିଲ୍ମଟି ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ସହ ଭଲ ଆୟ କରିବ ବୋଲି ଆଶା କରାଯାଇଥିଲା । ହେଲେ ଏହାର …

‘ହାଉସ୍ଫୁଲ୍-୪’ରୁ ନାନା ଆଉଟ ରାଣା ଇନ୍
ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଅଭିନେତା ନାନା ପାଟେକରଙ୍କ ଉପରେ ଯୌନ ଉତ୍ପୀଡ଼ନ ବା ‘ମି ଠୁ’ ଅଭିଯୋଗ ଆଣିବା ପରେ କେବଳ ତାଙ୍କ ପାରିବାରିକ ବା ସାମାଜିକ ଜୀବନ ଉପରେ ପ୍ରଭାବ ପଡ଼ିଛି ତାହା ନୁହେଁ ତାଙ୍କ କ୍ୟାରିୟର ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ‘ମି ଠୁ’ ବିବାଦ କାରଣରୁ ନାନା ନିଜର ଆଗାମୀ ଫିଲ୍ମ ‘ହାଉସ୍ ଫୁଲ-୪’ ଛାଡ଼ିଥିବାର ସୂଚନା ମିଳିଛି । ଏହା ସହ ନାନାଙ୍କ ବଦଳରେ ବାହୁବଳୀ ଫେମ ରାଣା …

ଭଂସାଲୀଙ୍କ ଫିଲ୍ମରେ ଏକାଠି ଅଭିନୟ କରିବେ ସଲମାନ-ଶାହାରୁଖ!
ବଲିଉଡ଼ ସୁପର ଷ୍ଟାର ସଳମାନ ଖାନ ଓ ଶାହାରୁଖ ଖାନ ଯୋଡ଼ି ଏକାଠି ଅଭିନୟ କରିବା ସହ ଅନେକ ସୁପର ହିଟ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ‘କରନ ଅର୍ଜୁନ’, ‘କୁଛୁକୁଛୁ ହୋତାହେ’ ‘ଦୁସମନ ଦୁନିଆକା’ ‘ହମ ତୁହ୍ମାରି ହେ ସନମ୍’ ପ୍ରଭୃତି । ହେଲେ କିଛି ବ୍ୟକ୍ତଗତ ବିବାଦ କାରଣରୁ ବହୁବର୍ଷ ହେବ ଏହି ଯୋଡ଼ିଙ୍କୁ ପରଦାରେ ଏକାଠି ଦେଖିବାକୁ ମିଳିନଥିଲା । ହେଲେ ଏବେ ଶାହାରୁଖ ଓ ସଲମାନଙ୍କୁ ଏକାସାଙ୍ଗରେ ଦେଖିବାକୁ ଚାହୁଁଥିବା …

କୁମ୍ଭାର ବୃତ୍ତିକୁ ନୂଆ ରୂପ ଦେଇଛି ଟେରାକୋଟା
ସମାଜର ଉଠାଣି ଗଡାଣି ଭିତରେ ଅନେକ ବ୍ୟବସ୍ଥାରେ ପରିବର୍ତ୍ତନ ହୋଇଥାଏ । ସେହିଭଳି କେତେକ ନୂଆ ବୃତ୍ତି ମୁଣ୍ଡ ଟେକିବା ସହ କେତେକ କୌଳିକ ବୃତ୍ତି ବୁଡ଼ିଯାଏ । ଧାତୁନିର୍ମିତ ସାମଗ୍ରୀର ବହୁଳ ବ୍ୟବହାର ଓ ଆଧୁନିକତା ପାଇଁ ପାରମ୍ପରିକ କୁମ୍ଭାର ବୃତ୍ତି ବୁଡ଼ିବାକୁ ବସିଥିଲା । ହେଲେ ଟେରାକୋଟାର ଚାହିଦା ତାହାକୁ ନୂଆ ଜୀବନ ଦେଇ ଆଧୁନିକ ସମାଜରେ ଆଗକୁ ବଢିବାକୁ ସହାୟ ହୋଇଛି । ପାରମ୍ପରିକ ମାଟିକାମରୁ ଟେରାକୋଟା କାରିଗର ହୋଇ କିପରି ସଫଳତା …

ଓଡ଼ିଶାର ଭୂସ୍ୱର୍ଗ କୋରାପୁଟ
କୋରାପୁଟ ଏମିତି ଗୋଟିଏ ସ୍ଥାନ ଯେଉଁଠିକି ଥରେ ଗଲେ ଫେରିବାକୁ ଇଚ୍ଛା ହେବନି । ସୁନ୍ଦର ବନରାଜିର ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ସରଳ ଆଦିବାସୀଙ୍କ ଜୀବନଯାପନ ବେଶ୍ ଆକର୍ଷଣୀୟ ରହିଥାଏ । ଏହା ସହ ଆଦିବାସୀ ହାଟରୁ ଆଦିବାସୀ ଖାଦ୍ୟ ସାମଗ୍ରୀ କିଣିବାର ସୁଯୋଗ ପାଇବା ସହ ଏଠାକାର ପାହାଡ଼ ଉପରେ ସୂର୍ଯ୍ୟାସ୍ତ, ସୋରିଷ ଓ ଅଳସି ଫୁଲର କ୍ଷେତ ଦେଖିବାର ସୁଯୋଗ ମିଳିଥାଏ । ବଣଭୋଜି ଓ ଜଳ ପ୍ରପାତରେ ଗାଧୋଇବାର ମଜା ଉଠାଇବାରସୁଯୋଗ ରହିଛି …

ଓଡିଆ ଝିଅ ଅମିତାଙ୍କୁ ମିସ୍ ଇଣ୍ଡିଆ ଗ୍ୟାଲେକ୍ସି ମୁକୁଟ
ଗତ ଅଗଷ୍ଟ ୨୦ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ମିସ୍ ଇଣ୍ଡିଆ ଗ୍ୟାଲେକ୍ସି-୨୦୧୮ ସୁନ୍ଦରୀ ପ୍ରତିଯୋଗିତାରେ ବିଜୟ ମୁକୁଟ ପିନ୍ଧିଛନ୍ତି ଓଡିଆ ଝିଅ ଅମିତା ପଣ୍ଡା । ଭୁବନେଶ୍ୱର ନିବାସୀ ଅମିତା ସଂପ୍ରତି ମାଇଣ୍ଡ ଟ୍ରି କମ୍ପାନୀରେ ଜଣେ ସଫ୍ଟୱେର ଇଂଜିନିୟର ଭାବେ କାର୍ଯ୍ୟରତ । ସେ ହୃଦ୍ ରୋଗ ବିଶେଷଜ୍ଞ ଡକ୍ଟର ପ୍ରଭଞ୍ଜନ ମହାପାତ୍ରଙ୍କୁ ବିବାହ କରିଛନ୍ତି । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଦେଶର କୋଣ ଅନୁକୋଣରୁ ଆସିଥିବା ୪୦ ଜଣ ସୁନ୍ଦରୀ ମହିଳାଙ୍କୁ ସର୍ଟ …

ଓଲିଉଡର ‘ବାପା’ ଆଉ ନାହାଁନ୍ତି
ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୭୫ ବର୍ଷୀୟ ଭେଟେରାନ୍ ଓଲିଉଡ୍ ଅଭିନେତା ଦେବୁ ବୋଷ ଗତକାଲି ଇହଧାମ ତ୍ୟାଗ କରିଛନ୍ତି । ବଲିଉଡ଼ରେ ଆଲୋକ ନାଥଙ୍କ ଭଳି ଓଲିଉଡ଼ରେ ବାପା ଭୂମିକାରେ ବଳିଷ୍ଠ ଅଭିନୟ କରି ଦର୍ଶକଙ୍କୁ ବାନ୍ଧି ରଖିଥିଲେ ଦେବୁ ଦା । ପୂର୍ବରୁ ଦୁଇ ଥର ହୃଦଘାତର ଶିକାର ହୋଇଥିବା ଦେବୁ ଦା ଗତ ୪ ମାସ ଧରି ଚିକିତ୍ସିତ ହେଉଥିଲେ । ଓଡିଆ ଓ ବଙ୍ଗଳା ସିନେମା ଜଗତରେ ଜଣେ ଲୋକପ୍ରିୟ …

ଦିତୀୟ ବିବାହ କରିବେ ଅରବାଜ
ବଲିଉଡ଼ରେ ଏବେ ବିବାହର ଋତୁ । ପ୍ରିୟଙ୍କା-ନିକିଙ୍କ ନିର୍ବନ୍ଧ ସହ ଦୀପିକା-ରଣବୀରଙ୍କ ବିବାହ ତାରିଖ ସ୍ଥିର କରାଯିବା ପରେ ଏବେ ଆଉ ଗୋଟିଏ ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଶୁଣିବାକୁ ମିଳୁଛି । ସେ ଆଉ କେହି ନୁହଁନ୍ତି ଖୋଦ ସୁପର ଷ୍ଟାର ସଲମାନ ଖାନଙ୍କ ଭାଇ ଅରବାଜ ଖାନ । ଅରବାଜ ଦିତୀୟ ବିବାହ କରିବାକୁ ଯାଉଛନ୍ତି ଯାହା କି ସୂତ୍ରରୁ ପ୍ରକାଶ । ଅରବାଜ ଗତ ବର୍ଷ ତାଙ୍କ ପ୍ରଥମ ସ୍ତ୍ରୀ …