Posts in category
କଳା ଓ ସଂସ୍କୃତି

ବଡ଼ଦିନ ଛୁଟିରେ ନୂଆପଡ଼ା ବୁଲା
ଶିତଋତୁରେ ପାଗ ଅନକୂଳ ରହିଥିବାରୁ ବୁଲାବୁଲି ସାଙ୍ଗକୁ ବଣ ଭୋଜିର ଆସର ବେଶ ଜମେ । ଏହାସହ ନୂଆବର୍ଷ ଓ ବଡ଼ ଦିନ ଛୁଟି ଏହି ଋତୁରେ ପଡ଼ୁଥିବାରୁ ବୁଲାବୁଲି ପାଇଁ ସୁହାଇଥାଏ । ଏବେଠୁତ ଅନେକ ଯୋଜନା କରି ସାରିବେଣି ବୁଲିବାକୁ । ଯଦି ଆପଣ ଏହି ଏଥର ଛୁଟିରେ କେଉଁଠିକୁ ବୁଲି ଯିବେ ଜାଣି ପାରୁ ନାହାଁନ୍ତି ବା ରାଜ୍ୟ ବାହାରକୁ ଯାଇ ଅଧିକ ଅର୍ଥ ଓ ସମୟ ଖର୍ଚ୍ଚ କରିବାକୁ ଚାହୁଁ ନାହାଁନ୍ତି …

କାର୍ତ୍ତିକରେ ଜଗନ୍ନାଥ
କାର୍ତ୍ତିକ ମାସ ପଞ୍ଚୁକରେ ପ୍ରାୟ ସମସ୍ତ ଓଡ଼ିଆଙ୍କ ଘର ଚଉରାମୂଳେ ମୁରୁଜରେ ପ୍ରଭୁ ଜଗନ୍ନଥା,ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଚିତ୍ର ଅଙ୍କା ଯାଇଥିବାର ଦେଖିବାକୁ ମିଳେ । ବିଶେଷ କରି ଜଗନ୍ନାଥଙ୍କ ମୁହଁ ଚିତ୍ର ପରିଲକ୍ଷିତ ହୋଇଥାଏ । ହେଲେ ଅନେକ ମୁରୁଜ ପକାଇବା ସଠିକ୍ ଭାବରେ ଆସୁନଥିବାରୁ ଜଗନ୍ନାଥଙ୍କ ମୁହଁ ଆଙ୍କି ପାରନ୍ତି ନାହିଁ ସବୁବେଳେ ମନରେ ଗୋଟିଏ ଅସନ୍ତୋଷ ରହିଥାଏ । ଆଉ କେହିକେହି ଯାହିତାହି ଚିତ୍ର ଆଙ୍କିଲେ ମଧ୍ୟ ତାହା ଆକର୍ଷଣୀୟ ହୋଇ …