Posts in category

କଳା ଓ ସଂସ୍କୃତି


Gobardhana Panda – Driver Cum Researcher of Aboriginals of Koraput.

Read More

An old memory of Sankalp tv with Padma shree Kamala pujari

Read More

Jitendra Haripal Sings Rangabati song at Patha Utshav, Bhubaneswar

Read More

ଆଜିର ଦିନରେ ଆଧୁନିକତା କାରଣରୁ ଆମ ଚାଲିଚଳଣ ସହ ଆଚାର ବ୍ୟବହାରରେ ବି ବହୁମାତ୍ରାରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଯେପରି ଆଗରୁ ଆମେ ଗୁରୁଜନଙ୍କୁ ବା ଠାକୁରଙ୍କୁ ଆଣ୍ଠୁ ମାଡ଼ି ହାତଯୋଡ଼ି ନମସ୍କାର କରୁଥିଲେ ହେଲେ ଏବେ ହେଲୋ..ହାଏ ..ଗୁଡ଼ମର୍ନିଙ୍ଗ…ଗୁଡ଼ ନାଇଟ କହି କାମଚଳାଇ ଦେଉଛେ । ଯଦି କେଉଁଠି ଆବଶ୍ୟକ ପଡୁଛି ଗୋଟେ ହାତରେ ବା ଫୋପାଡ଼ିଲା ଭଳି ନମସ୍କାର କରୁଛେ । ଏଭଳି କରିବା ଦ୍ୱାରା ସଂସ୍କାର ତ ଖାରପ ହେଉଛି ତାହା …

ଆଜି ସାରା ରାଜ୍ୟରେ ପାଳିତ ହେଉଛି ଦୋଳ ପୂର୍ଣ୍ଣିମା। ଏଥିପାଇଁ ବିଭିନ୍ନ ସ୍ଥାନରେ ଚାଲିଛି ମେଳଣ ଯାତ୍ରା। ଦୋଳ ପୂର୍ଣ୍ଣିମାର ତିନି ଚାରିଦିନ ଆଗରୁ ଠାକୁର ମାନେ ଗ୍ରାମ ଭ୍ରମଣ କରି ଭୋଗ ଖାଉଥିଲେ । ଆଜି କେତେକ ସ୍ଥାନରେ ଫୁଲୁଦୋଳ ମେଳା ଅନୁଷ୍ଠିତ ହେଉଛି। ଆଉ ଆଜି ଦୋଳପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ହୋଇଛି । ମହାପ୍ରଭୁ ଆଜି ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ତିନି ଠାକୁରଙ୍କୁ ସୁନାବେଶରେ ଦେଖିବା ପାଇଁ ଭକ୍ତଙ୍କ …

ଆଜିଠୁ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ପୁରାଣ ବର୍ଣ୍ଣିତ ଦେବକୀ-ବସୁଦେବଙ୍କ ବିବାହଠୁ କଂସ ବଧ ଯାଏ ପ୍ରାୟ ୧୧ ଦିନ ଧରି ମୁକ୍ତାକାଶ ରଙ୍ଗମଞ୍ଚରେ ଅଭିନୟ ଚାଲିବ । ଏହି ୧୧ ଦିନର ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ସହ ପୂରା ବରଗଡ଼ ସହର ଆକର୍ଷଣୀୟ ତୋରଣ,ରଙ୍ଗୀନ ଆଲୋକମାଳାରେ ଝଲସୁଛି । ବରଗଡ଼ ମଥୁରା ନଗରୀ ପାଲଟି ଥିବାବେଳେ ଅମ୍ବାପାଲି ଗୋପପୁର ହୋଇଛି । ଆଜିଠୁ ସମ୍ପୂର୍ଣ୍ଣ ମଥୁରା ନଗରୀରେ ମହାରାଜ କଂସଙ୍କ ରାଜୁତି ଚାଲିବ। …

ସ୍ଥନୀୟ ଜନତା ମଇଦାନରେ ଗତ ଡ଼ିସେମ୍ବର ୨୮ ତାରିଖରୁ ଆରମ୍ଭ ହୋଇଥିବା ତ୍ରୟୋଦଶ ତୋଷାଳି ଜାତୀୟ ହସ୍ତଶିଳ୍ପମେଳା ବହୁ ଧୁମଧାମରେ ଆଗେଇ ଚାଲିଛି । ଦିନେ ଯେତେ ଗଡ଼ୁଛି ମେଳାରେ ଭିଡ଼ ସେତେବଢୁଛି । ନୂଆବର୍ଷ ଓ ରବିବାର ଛୁଟି ମେଳାର ଭିଡ଼କୁ ଅଧିକ କରିଦେଇଛି । ଚିଳିତବର୍ଷ ଏହି ମେଳାରେ ୨୫ ରାଜ୍ୟର ୩୫୦ କାରିଗର ସାମିଲ ହୋଇଛନ୍ତି । ଚଳିତ ବର୍ଷ ମେଳାରେ ୩୮୦ଟି ଷ୍ଟଲ ଖୋଲାଯାଇ ଥିବା ବେଳେ ଏଥିରେ ୨୦୦ଟି ହସ୍ତଶିଳ୍ପ, …

ରାତି ପାହିଲେ ନୂଆବର୍ଷ, ଆଉ ଏହି ନୂଆବର୍ଷର ପ୍ରଥମ ଦିନକୁ ମନଭରି ଉପଭୋଗ ସହ ସ୍ୱତନ୍ତ୍ର କରିବା ପାଇଁ  ସମସ୍ତେ ଉତ୍ସାହିତ । ବିଶେଷ କରି ସହରବାସୀଙ୍କ ମଧ୍ୟରେ ଏହାର ପ୍ରଭାବଟିକେ ଅଧିକ ଦେଖିବାକୁ ମିଳିଥାଏ । ଏହି ନୂଆବର୍ଷପାଇଁ ଯୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ସହରରେ । କିଏ ଗ୍ରୀଟିଂସ୍ କିଣୁଛିତ କିଏ ଫୁଲ ତୋଡ଼ା ପାଇଁ ବଇନା ଦେଇସାରିଛି । ଉପହାର-ଗ୍ରୀଟିଂସ୍ କିଣିବାକୁ ଭିଡ଼ ସହରର ବିଭିନ୍ନ ଉପହାର ଦୋକାନ ସହିତ ମୁଖ୍ୟ ଛକ ଓ …

ସରିଯାଇଛି ବହୁ ଚର୍ଚ୍ଚିତ ରିଅଲିଟି ଶୋ’ ‘ବିଗବସ-୧୨’ । ଶ୍ରୀସନ୍ଥଙ୍କୁ ପଛରେ ପକାଇ ବିଜେତା ମୁକୁଟ ପିନ୍ଧିଛନ୍ତି ଦୀପିକା କକଡ଼ । ରବିବାର ଅନୁଷ୍ଠିତ ଶୋ’ର ଗ୍ରାଣ୍ଡଫିନାଲରେ ଦୀପିକା ବିଜେତା ଘୋଷିତ ହେବା ସହ ବିଗବିସ ଟାଇଟଲ ସହ ୩୦ଲକ୍ଷ ଟଙ୍କା ପୁରସ୍କାର ରାଶି ଜିତିଛନ୍ତି । ଶ୍ରୀସନ୍ଥ ଏହି ସିଜନର ପ୍ରଥମ ରନରସ୍ ଅପ ହୋଇଥିବା ବେଳେ ବିଜେତା ଘୋଷଣା ପୂର୍ବରୁ ଦୀପକ ଠାକରୁ ୨୫ ଲକ୍ଷ ଟଙ୍କା ନେଇ ଶୋ’ ଛାଡ଼ି ବା ସହ …

ଖ୍ୟାତିନାମା ଇଂଲିଶ ଲେଖକ ଅମିତାଭ ଘୋଷ ଚଳିତ ବର୍ଷ ସାହିତ୍ୟରେ ଦିଆଯାଉଥିବା ସର୍ବୋଚ୍ଚ ପୁରସ୍କାର ‘ଜ୍ଞାନପୀଠ ପୁରସ୍କାର’ ପାଇବା ପାଇଁ ମନୋନିତ ହୋଇଛନ୍ତି । ଭାଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ଜଣେ ସାହିତ୍ୟକଙ୍କୁ ଏହି ପୁରସ୍କାର ମିଳିଥାଏ । ଶ୍ରୀ ଘୋଷ ୫୪ତମ ଜ୍ଞାନପୀଠ ବିଜେତା ହେବେ । ଏହା ପୂର୍ବରୁ ସେ ସମ୍ମାନଜନକ ପଦ୍ମଶୀ ଓ ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇ ସାରିଛନ୍ତି । ସେ ତାଙ୍କ ଉପନ୍ୟାସରେ ଆଧୁନିକ ଯୁଗକୁ ଐତିହାସିକ …