Posts in category

ଲେଖାଗାର


ଓଡ଼ିଶା କ’ଣ ପଛୁଆ?

Read More

ଆଙ୍ଗୁଠି କେବେ ମିଛ କୁହେନି

Read More

ପରଦା ପଛର ପ୍ୟାଡମ୍ୟାନଙ୍କ କାହାଣୀ

Read More

ୱାର୍ଲଡ୍ ରେସଲିଙ୍ଗ୍ ଏଣ୍ଟରଟେନମେଣ୍ଟ ‘ଡବ୍ଲୁ ଡବ୍ଲୁ ଇ’ରେ ବିଦେଶୀ ପହିଲମାନଙ୍କୁ ରିଙ୍ଗରେ ଦେଶୀ ଶୈଳୀରେ ଚିତପଟାଙ୍ଗ କରିଦେବାରେ ଅଭିଜ୍ଞତା ହାସଲ କରିଛନ୍ତି ‘ଦ ଗ୍ରେଟ୍ ଖଲି’ । ଅତି ଗରିବ ପରିବାରରେ ଜନ୍ମିତ ପଞ୍ଜାବର ଦଲିପ ସିଂହ ରାଣା ‘ଦ ଗ୍ରେଟ୍ ଖଲି’ ନାମରେ ଦେଶ ବିଦେଶରେ ଏବେ ବେଶ ଜଣାଶୁଣା । ରିଙ୍ଗରେ ପ୍ରତିଦ୍ୱନ୍ଦୀଙ୍କୁ ହରାଇବା ବ୍ୟତୀତ ହଲିଉଡ୍, ବଲିଉଡ୍ ସିନେମାରେ ଅଭିନୟର ଯାଦୁ ଦେଖାଇବା ସହ ଲୋକପ୍ରିୟ ରିଆଲିଟି ଟିଭି ଶୋ ‘ବିଗ୍ ବସ୍ …

ମଶା ଦେଖିବାକୁ ଅତି ଛୋଟ ଜୀବଟିଏ । ସେମାନଙ୍କ ଯୋଗୁଁ ପ୍ରତିବର୍ଷ ବହୁ ଲୋକଙ୍କର ଜୀବନ ଅକାଳରେ ଚାଲିଯାଏ । ଡାକ୍ତରମାନେ ମଧ୍ୟ ମଶାମାନଙ୍କ ଠାରୁ ଦୂରେଇ ରହିବା ପାଇଁ ଆମକୁ ପରାମର୍ଶ ଦେଇଥାନ୍ତି । ଏଇ ମଶାମାନଙ୍କ ବିଷୟରେ କିଛି ଜଣା ଅଜଣା କଥା ଆପଣମାନଙ୍କୁ ଆମେ କହି ରଖୁଛୁ । ୧- ମଶା ଏକ ଏଭଳି ଜୀବ ଯିଏକି ପୃଥିବୀର ସବୁ ସ୍ଥାନରେ ଦେଖାଯାଏ । ୨- ଆପଣ ଏହା ଜାଣି ଚକିତ ହେବେ …

– ଦୁବାଇରେ ରହିଛି ଦୁନିଆରେ ସବୁଠାରୁ ଉଚ୍ଚ ପ୍ରାସାଦ ‘ବୁର୍ଜ ଖଲିଫା’ । ଯାହାର ଉଚ୍ଚତା ୮୨୮ ମିଟର (୨,୭୧୬.୫ ଫୁଟ) । ଆଇଫିଲ ଟାୱାର ତୁଳନାରେ ଏହା ତିନି ଗୁଣା ବଡ଼ । – ଏହି ପ୍ରାସାଦ ତିଆରି ପାଇଁ ମୋଟ ୧.୫ ବିଲିଅନ ଡଲାର (୯୬୬୫ କୋଟି ୫୦ ଲକ୍ଷ ଟଙ୍କା) ଖର୍ଚ୍ଚ ହୋଇଛି ।  – ୧୬୩ ମହଲା ବିଶିଷ୍ଟ ଏହି ପ୍ରାସାଦରେ ୫୮ଟି ଲିଫ୍ଟ, ୨୯୫୭ଟି ପାର୍କିଂ ସ୍ପେସ୍, ୩୦୪ଟି ହୋଟେଲ …

୩୦ ହଜାର ବର୍ଷ ପୂର୍ବରୁ ମଣିଷମାନେ କୁକୁରଙ୍କୁ ଗୃହପାଳିତ ପଶୁଭାବେ ନିଜ ପାଖରେ ରଖିବା ଆରମ୍ଭ କରିଥିଲେ । – କୁକୁର ଏବଂ ଗଧିଆ ଏହି ଦୁଇ ପ୍ରଜାତି ପଶୁଙ୍କର DNA ପାଖାପାଖି ସମାନ ଅଟେ । – ଦୁନିଆର ସବୁଠାରୁ ଅଧିକ ବର୍ଷ  ବଞ୍ଚିଥିବା କୁକୁର ନାମ ‘ମ୍ୟାଗି’ । ଯାହାର ମୃତ୍ୟୁ ୩୦ ବର୍ଷ ବୟସରେ ହୋଇଥିଲା । ସେ ଅଷ୍ଟ୍ରେଲିଆରେ ୧୯୮୬ରେ ଜନ୍ମ ହୋଇ ୧୪ ଏପ୍ରିଲ ୨୦୧୬ରେ ମୃତ୍ୟୁବରଣ କରିଥିଲା । …