Posts in category

ଲେଖାଗାର


ଓଡ଼ିଶା କ’ଣ ପଛୁଆ?

Read More

ଆଙ୍ଗୁଠି କେବେ ମିଛ କୁହେନି

Read More

ପରଦା ପଛର ପ୍ୟାଡମ୍ୟାନଙ୍କ କାହାଣୀ

Read More

ଅନେକ ବୁଦ୍ଧିଜୀବୀ ତଥା ବିରୋଧୀଦଳରେ ଥିବା ରାଜନେତାଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ସର୍ବଦା ଶୁଣିବାକୁ ମିଳିଥାଏ । ତାହା ହେଲା ପ୍ରଚୁର ପ୍ରାକୃତିକ ସମ୍ପଦ, ଖଣିଜ ସମ୍ପଦ, ସାମୁଦ୍ରିକ ବେଳାଭୂମି ସତ୍ତେ୍ୱ ଓଡ଼ିଶା କାହିଁକି ଗରିବ ବା ପଛୁଆ । ଆହୁରି ମଧ୍ୟ ଯିଏ ଯେତେବେଳେ କୌଣସି ରାଜନୈତିକ ଦଳରେ ଯୋଗ ଦିଏ, ସିଏ ମଧ୍ୟ କହିଥାଏ ଯେ ଓଡ଼ିଶାରେ ବିକାଶ, ପ୍ରଗତିର ଅନେକ ସମ୍ଭାବନା ରହିଛି ଏବଂ ତାଙ୍କ ଦଳ କ୍ଷମତାସୀନ ହେଲେ ଓଡ଼ିଶା ଭାରତର …

ଆପଣ ଜାଣନ୍ତି କି ଆଙ୍ଗୁଠିର ଆକାର ବ୍ୟକ୍ତିତ୍ୱର ପରିଚୟ ଦେଇଥାଏ । ଆଙ୍ଗୁଠି ଦେଖି ଜଣେ ବ୍ୟକ୍ତିଙ୍କର କେବଳ ବ୍ୟକ୍ତିତ୍ୱ ନୁହେଁ ବରଂ ସେମାନଙ୍କର ସ୍ୱାସ୍ଥ୍ୟ ବିଷୟରେ ମଧ୍ୟ ଆପଣ ଜାଣିପାରିବେ । ଫଟୋରେ ଦିଶୁଥିବା ଭଳି ଆପଣଙ୍କର ଆଙ୍ଗୁଠିର ଆକାର ଦେଖନ୍ତୁ ଆଉ ଜାଣନ୍ତୁ ପ୍ରକୃତ ରହସ୍ୟ । ଉପର ଚିତ୍ର ଭଳି ଆଙ୍ଗୁଠିର ଆକାର ଥିବା ବ୍ୟକ୍ତି ଦୁଃଖରେ ରୁହନ୍ତି ଓ ଏକୁଟିଆ ରହିବାକୁ ପସନ୍ଦ କରନ୍ତି । ନିଜର ଭାବନାକୁ ଅନ୍ୟମାନଙ୍କ ଆଗରେ …

ଆପଣମାନଙ୍କ ମଧ୍ୟରୁ ଅନେକେ ଅକ୍ଷୟ କୁମାରଙ୍କର ଆଗାମୀ ଚଳଚ୍ଚିତ୍ର ‘ପ୍ୟାଡମ୍ୟାନ’ର ଟ୍ରେଲର ଦେଖିସାରିଥିବେ । ଆଉ କିଛିଦିନ ପରେ ଏହି ଚଳଚ୍ଚିତ୍ର ବଡ଼ ପରଦାରେ ରିଲିଜ୍ ହେବ । ହେଲେ ଏହି ପ୍ୟାଡମ୍ୟାନ୍ ଚରିତ୍ର ଜଣଙ୍କ ପ୍ରକୃତରେ କିଏ ଆପଣ ଜାଣିଛନ୍ତି କି? କାହିଁକି ସେ ପ୍ୟାଡମ୍ୟାନ୍ ହେଲେ ସେ ବିଷୟରେ ଜାଣିବା ପାଇଁ ଆଗକୁ ପଢ଼ନ୍ତୁ । ଆଜି ବି ଆମ ଦେଶର ଅନେକ ଗାଁରେ ମାସିକ ଋତୁସ୍ରାବ ହେଲେ ମହିଳାମାନେ ପ୍ୟାଡ୍ ବ୍ୟବହାର କରନ୍ତି …

ଭଗବାନ ସମସ୍ତଙ୍କୁ କିଛି ନା କିଛି କଳା କୌଶଳ ଦେଇଛନ୍ତି । କେବଳ ତାକୁ ଚିହ୍ନି କାର୍ଯ୍ୟରେ ମନୋନିବେଶ କଲେ ଜଣେ ନିଶ୍ଚୟ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବ । ଏଥିରେ ଦ୍ୱିରୁକ୍ତି ନାହିଁ । ଅନ୍ୟକୁ ଅନ୍ଧ ଭାବେ ଅନୁଧାବନ କଲେ ପତନାଭିମୁଖୀ ହେବା ସୁନିଶ୍ଚିତ । ତେଣୁ ନିଜ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ଚିହ୍ନନ୍ତୁ ଏବଂ ଏହାର ବିକାଶ ପାଇଁ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରନ୍ତୁ । ଦେଖିବେ ସଫଳତା ଆପଣଙ୍କ ପାଦ ଚୁମିବ । …

କିନ୍ନର କୁହନ୍ତୁ ଅବା ହିଞ୍ଜଡ଼ା ଏମାନେ ସାଧାରଣ ଲୋକଙ୍କଠାରୁ ଟିକିଏ ଭିନ୍ନ । ଏମାନଙ୍କୁ ନେଇ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କିମାରେ । କେମିତି ସେମାନଙ୍କର ଚାଲି ଚଳଣି, କାହିଁକି ସେମାନେ ସାଧାରଣଙ୍କଠାରୁ ଭିନ୍ନ ଏଭଳି ଅନେକ ପ୍ରଶ୍ନର ଉତ୍ତର ଆମ ମନରେ ଉଙ୍କିମାରେ । ସେହିଭଳି କିଛି ପ୍ରଶ୍ନର  ଉତ୍ତର ଆମେ ଆପଣଙ୍କ ପାଇଁ ଖୋଜି ଆଣିଛୁ । ଚାଲନ୍ତୁ ସେ ବିଷୟରେ ଟିକିଏ ଭଲକରି ଜାଣିବା । – କିନ୍ନର ବା …

୧୯୩୬ ମସିହାରେ ନିର୍ମିତ ହୋଇଥିଲା ପ୍ରଥମ ଓଡିଆ ଚଳଚ୍ଚିତ୍ର ‘ସୀତା ବିବାହ‘ । ଏହି ସିନେମାର ପ୍ରଯୋଜନା ଓ ନିର୍ଦ୍ଦେଶନା ଦେଇଥିଲେ ମୋହନ ସୁନ୍ଦର ଦେବ ଗୋସ୍ୱାମୀ । ତ୍ରେତୟା ଯୁଗର ରାମାୟାଣ କାହାଣୀକୁ ନେଇ ସୀତା ବିବାହ ସିନେମାର କଥାବସ୍ତୁ ପର୍ଯ୍ୟବେସିତ ଥିଲା । ସେହି ବର୍ଷ ପୁରୀ ସ୍ଥିତ ଲକ୍ଷମୀ ଟକିଜରେ ଏହି ସିନେମାର ପ୍ରିମିୟର ସୋ ଦେଖିଥିଲେ ଦର୍ଶକ । କାମପାଲ ମିଶ୍ରଙ୍କ ଦ୍ୱାରା ଲିଖିତ ନାଟକକୁ ଆଧାର କରି ସୀତା ବିବାହର …

ଦୁଇଜଣ ସାଙ୍ଗ ନିଜର ପ୍ରୟାସକୁ ସଫଳ କରିବା ପାଇଁ ଚାକିରୀ ଛାଡ଼ିଲେ । ହେଲେ ସଫଳତା ପାଇବା ସେମାନଙ୍କ ପାଇଁ ଏତେ ସହଜ ନଥିଲା । କିଛି ଅଲଗା କରି ଦେଖାଇବାର ଜିଦ୍ ରେ ଅଟଳ ରହି ଆଶା ହରାଇଲେନି । ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ମନୋବଳ ଦୃଢ଼କରି ନିରନ୍ତର ପ୍ରୟାସ ଯୋଗୁଁ ତାଙ୍କ କାମକୁ ଲୋକେ ପସନ୍ଦ କରିବାରେ ଲାଗିଲେ । ଧିରେଧିରେ ସାରା ପୃଥିବୀରେ ନିଜର ଆଧିପତ୍ୟ ସ୍ଥାପନ କରିଥିବା ଫେସବୁକ୍ ଭଳି ବଡ଼ …

ଭାରତରେ ଆତଙ୍କରାଜ ଖେଳାଇ ମୃତ୍ୟୁର ସୌଦାଗର ପାଲଟିଥିବା ଦାଉଦ୍ ଇବ୍ରାହିମ୍ ଏବେ ପଡୋଶୀ ଦେଶରେ ଆତ୍ମଗୋପନ କରି ରହିଥିବାର ସୂଚନା ମିଳୁଛି । ଡି-କମ୍ପାନୀ ଆରମ୍ଭ କରି ଅପରାଧ ଜଗତରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛି ଦାଉଦ୍ । ପୃଥିବୀର ୧୦ ଜଣ ପ୍ରମୁଖ ମୋଷ୍ଟ ୱାଣ୍ଟେଡ୍ ଅପରାଧୀଙ୍କ ତାଲିକାରେ ଦାଉଦର ନାମ ରହିଛି । ୧୯୯୩ ଓ ୨୦୦୮ ମସିହାରେ ବମ୍ବେରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ଘଟାଇ ଅନେକଙ୍କ ଜୀବନ ନେଇଥିଲା ଏହି …

ଆଜିକାଲି ସମସ୍ତଙ୍କ ପାଖରେ କ୍ୟାମେରା ରହିଛି । ଫଟୋ ଉଠାଇ ବିିଭିନ୍ନ ସୋସିଆଲ ମିଡିଆରେ ଅପଲୋଡ୍ କରିବା ହେଉ ଅବା ନିଜ ପ୍ରିୟଜନଙ୍କ ପାଖକୁ ମେଲ୍ କିମ୍ବା ହ୍ୱାଟ୍ସଆପ୍ କରିବା, ସବୁକିଛି ସହଜ ହୋଇଯାଇଛି । ହେଲେ ପୂର୍ବରୁ ପଟୋଉାଠାଇବା ଏତେ ସହଜ ନଥିଲା । ଦୁନିଆର ସର୍ବ ପ୍ରଥମ ଫଟୋଚିତ୍ର ରହିଛି, ଯାହାକୁ ବୋଧହୁଏ କମ୍ ଲୋକ ଦେଖିଥିବେ । କ୍ୟାମେରା ଓ ଫଟୋଗ୍ରାଫିର ଇତିହାସ ଏବଂ ଏମିତି କିଛି ଜଣା ଅଜଣା କଥା ଆମେ …

ଯଦି ଦୁନିଆରେ ସବୁଠାରୁ ନିର୍ଦ୍ଦୟ ବ୍ୟକ୍ତିଙ୍କ ବିଷୟରେ ଆଲୋଚନା କରାଯାଏ ତେବେ ସବୁଠାରୁ ପ୍ରଥମ ନାମ ଆସେ ‘ଆଡଲ୍ଫ ହିଟଲର୍’ଙ୍କର । ଦ୍ୱିତୀୟ ବିଶ୍ୱଯୁଦ୍ଧର ମୁଖ୍ୟ କାରଣ ହେଉଛନ୍ତି ଏହି ବିନାଶକାରୀ ପୁରୁଷ । ନର ସଂହାର, ପରିବାର ଛାରକାର କରିବା ଭଳି ଜଘନ୍ୟ କାଣ୍ଡ ଘଟାଇ ସେ ଏକଚ୍ଛତ୍ରବାଦୀ ଶାସନ ଚଳାଇ ଆସୁଥିଲେ । ତାଙ୍କରି ବିଷୟରେ କିଛି ଜଣ ଅଜଣା ତଥ୍ୟ ଚାଲନ୍ତୁ ଜାଣିବା । – ଆଡଲ୍ଫ ହିଟଲର ଶାକାହାରୀ ଥିଲେ । …