ଚାଷବାସ

ବିକଳ୍ପ ବିଦ୍ୟୁତ ସେବା ଯୋଗାଏ ଗୋବର ଗ୍ୟାସ ପ୍ଲାଣ୍ଟ
ରାଜ୍ୟର ଅନେକ ଉପାନ୍ତ ଅଞ୍ଚଳ ବା ଗାଁ ରହିଛି ଯେଉଁଠିକି ବିଦ୍୍ୟୁତ ସଂଯୋଗ ହୋଇ ପାରି ନାହିଁ । ବିଦ୍ୟୁତ ଆଲୋକକୁ ବହୁଦିନ ଧରି ଅପେକ୍ଷା କରିଥିବା ସେହି ଅଞ୍ଚଳର ଅଧିବାସୀ ଦୁର୍ଦଶା ଭୋଗୁଛନ୍ତି । ଡ଼ବି ଆଲଅରେ ଦିନ ବିତାଉଥିବା ଲୋକମାନେ ପଙ୍ଖା ପବନ କଥା ଚିନ୍ତାବି କରି ନଥିବେ । ହେଲେ ନିଜ ଉଦଯୋଗ ଓ ସରକାରୀ ସହାୟତାରେ ଗୋବର ଗ୍ୟାସ ପ୍ଲାଣ୍ଟରୁ ବିଦ୍ୟୁତ ଉତ୍ପନ୍ନ କରି ସମସ୍ତ ସୁବିଧା ଉପଭୋଗ କରିପାରିବେ ଉପାନ୍ତ …

ସ୍ମାର୍ଟଫୋନ ପାସ ୱାର୍ଡ ଭୁଲିଛନ୍ତି କି ? ତେବେ ଜାଣନ୍ତୁ ଖୋଲିବେ କେମିତି
ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତଙ୍କ ପାଖରେ ସ୍ମାଟଫୋନ ରହିଛି । ନିଜ ଫୋନରେ ଥିବା ବ୍ୟକ୍ତିଗତ ତଥ୍ୟ, ଫଟୋ ବା ଅନ୍ୟାନ୍ୟ ଗୁରୁତପୂର୍ଣ୍ଣ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ସ୍କ୍ରିନ ଲକ ବା ପାସ ୱାର୍ଡ ଦେଇଥାନ୍ତି । କୌଣସି କାରଣରୁ ଯଦି ପାସ ୱାର୍ଡ ବା ଫୋନର ପ୍ୟାର୍ଟନ ଭୁଲିଯାଇଛନ୍ତି ତେବେ କ’ଣ କରିବେ ସେ ବିଷୟରେ କିଛିଟି ଉପାୟ ଜାଣନ୍ତୁ । ଫୋନ୍ ପାସୱାର୍ଡ ଭୂଲିଯିବା ଏକ ସାଧାରଣ କଥା ହୋଇଥିଲେ ମଧ୍ୟ ଅନେକଙ୍କ …

ସହରୀଙ୍କ ଖର୍ଚ୍ଚ କମାଉଛି କିଚେନ ଗାର୍ଡେନ
ସହରରେ ରହୁଥିବା ଲୋକଙ୍କ ପାଇଁ ଖାଲିସ୍ଥାନ ଟିକେ ପାଇବା କଷ୍ଟକର । ଭଡ଼ାଘରେ ବା ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କୁ ଖାଲିସ୍ଥାନ କୋଉଠୁ ମିଳିବ, ହେଲେ ସବୁବେଳେ ବାରି ଶାଗ, ଲଙ୍କା ଓ ପନିପରିବାର ସ୍ୱାଦକୁ ଝୁରି ହୁଅନ୍ତି ଏମାନେ । ଆପଣ ବି ଯଦି ସହରରେ ରହୁଛନ୍ତି ବାଡ଼ି କି ଖୋଲାସ୍ଥାନ ନାହିଁ ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ, ବାଲୋକନି କିମ୍ବା ଛାତ ଉପରେ କିଚେନ ଗାର୍ଡେନ୍ ବା ପାକଶାଳା ଉଦ୍ୟାନ କରି ବିଭିନ୍ନ ପ୍ରକାର ଚାଷ …

ମଲ୍ଟିଲେୟର୍ ଫାର୍ମିଂ ବା ବହୁସ୍ତରୀୟ କୃଷି: ଖର୍ଚ୍ଚ ୪ ଭାଗରୁ ଭାଗେ, ଲାଭ ୮ ଗୁଣ
ମଧ୍ୟପ୍ରଦେଶ ସାଗର ଜିଲ୍ଲାର ଜଣେ କୃଷି ଉଦ୍ୟୋଗୀ ଆକାଶ ଚୌରାସିୟା ସାତ ବର୍ଷ ତଳେ ନିଜ ୧୦ ଡେସିମଲ୍ ଜମିରେ ମଲ୍ଟିଲେୟର୍ ଫାର୍ମିଂ ପଦ୍ଧତିରେ ପରିବା ଚାଷ ଆରମ୍ଭ କରିଥିଲେ । ଏହି ପଦ୍ଧତି ସଫଳ ଓ ଲାଭଦାୟକ ପ୍ରମାଣିତ ହେବା ପରେ ଦେଶର ବିଭିନ୍ନ ରାଜ୍ୟରେ ମୋଟ ୧୮ ହଜାର ଏକର ଜମିରେ ପରିବା ଚାଷ କରୁଛନ୍ତି ଆକାଶ । ଦେଶର ୫୦ରୁ ଅଧିକ ସ୍ଥାନରେ ତାଙ୍କ ନିର୍ମିତ ମଡେଲ୍ ଫାର୍ମ ରହିଛି ଏବଂ ଏହି …

ଝୁଡ଼ଙ୍ଗ ଚାଷରୁ ଲାଭ
ଝୁଡ଼ଙ୍ଗକୁ ସାଧାରଣତଃ ମଞ୍ଜି ଓ ପରିବା ଭାବେ ବ୍ୟବହାର କରିଯାଇଥାଏ । ଏହା ସବୁ ବର୍ଗର ଲୋକଙ୍କ ପାଇଁ ଅବାଶକ୍ୟୟ ଓ ଉପକାରି ହୋଇଥାଏ । ତେଣୁ ବଜାରରେ ଏହାର ଚାହିଦା ସବୁସମୟରେ ରହିଥାଏ । ଝୁଡ଼ଙ୍ଗ ଗଛର ଚେରରେ ଗଣ୍ଠି ହୋଇ ବାୟୁ ମଣ୍ଡଳରୁ ଯବକ୍ଷାରଜାନ ସଂଗ୍ରହ କରି ମାଟିକୁ ଉର୍ବର କରୁଥିବାରୁ ଏହାକୁ ଅନ୍ୟ ଫସଲ ସହିତ ଅନ୍ତଃଫସଲ ଭାବେ ଚାଷ କରାଯାଇଥାଏ । ଝୁଡ଼ଙ୍ଗ ଅନ୍ୟ ଫସଲ ବଢାଇବା ସହ ଅର୍ଥରୋଜଗାର ପାଇଁ …

ବିନା ମସଲାରେ ଆଚାର: ପାଟିକୁ ସୁଆଦ, ଦେହକୁ ହିତ
ଅନେକେ ଆଚାରରେ ଅତ୍ୟଧିକ ତେଲ ଓ ଆଚାରର ବ୍ୟବହାର ହୋଇଥିବାରୁ ତାହାକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଆପଣ ଚାହିଁଲେ କୌଣସି ମସଲା ଦ୍ରବ୍ୟର ବ୍ୟବହାର ନକରି ଆଚାର ପ୍ରସ୍ତୁତ କରିପାରିବେ । ଏହି ଉପାୟରେ ଲେମ୍ବୁ ଆଚାର ପ୍ରସ୍ତୁତି ପାଇଁ, 100ଟି ଲେମ୍ବୁ ନେଇ ସେଥିରୁ 50ଟିର ରସ ବାହାର କରିଦିଅନ୍ତୁ ଏବଂ ରସକୁ ଏକ ପରିଷ୍କାର ମାଟି ହାଣ୍ଡିରେ ରଖନ୍ତୁ । ଏହାପରେ ସେଥିରେ ବାକି ରହିଯାଇଥିବା 50ଟି ଲେମ୍ବୁକୁ ଖଣ୍ଡଖଣ୍ଡ କରି କାଟି ଭର୍ତ୍ତି …