ବଜାର ସୁଯୋଗ

କଦଳୀ ଚାଷରୁ ଲକ୍ଷପତି
ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ଅକ୍ଷରଶୀଳା ଗାଁର ଜଣେ ଯୁବ ଉଦ୍ୟୋଗୀ ରନ୍ଦୀପ ପ୍ରଧାନ । ଏମବିଏ ପାଠ ପଢ଼ି ଚାକିରୀ ପଛରେ ନଗୋଡ଼ାଇ ଚାଷକୁ ସେ ଆଦରି ନେଇଛନ୍ତି । ଲିଜର ସେ ନେଇଥିବା ଜମିରେ କଦଳୀ ଚାଷ କରି ବେଶ ଭଲ ରୋଜଗାର କରୁଛନ୍ତି । ଗାଁ ପାଖରେ ୪ ଏକର ଜମି ଲିଜ୍ ନେଇ ସେ ପ୍ରଥମେ କଦଳୀ ଚାଷ ଆରମ୍ଭ କଲେ । ଏଥିପାଇଁ ସେ ସିଙ୍ଘଶାଳ ସମିତିରୁ କିଛି …

ଘରେ ତିଆରି କରନ୍ତୁ ବିଭିନ୍ନ ଫଳର ସ୍କ୍ୱାସ୍
ସ୍କ୍ୱାସ୍ ସାଧାରଣତଃ ଲେମ୍ବୁ, କମଳା, ଲିଚୁ, ସପୁରୀ ଓ ଆମ୍ବ ଭଳି ଖଟାଯୁକ୍ତ ଫଳରୁ ତିଆରି ହୋଇଥାଏ । ଏଥିପାଇଁ ଫଳ ସହିତ ଚିନି, ପଟାସିୟମ୍ ମେଟା ବାଇସଲଫାଇଟ୍, ସାଇଟ୍ରିକ୍ ଏସିଡ୍ ଓ ଆବଶ୍ୟକ ସ୍ଥଳେ କିଛି ଖାଦ୍ୟପଯୋଗୀ ରଙ୍ଗ ଆବଶ୍ୟକ ହୋଇଥାଏ । ଯେଉଁ ଋତୁରେ ଯେଉଁ ସବୁ ଫଳ ଅଧିକ ପରିମାଣରେ ଓ କମ୍ ଦରରେ ବଜାରରେ ମିଳେ, ସେହି ସମୟରେ ସେଥିରୁ ସ୍କ୍ୱାସ୍ ତିଆରି କଲେ ଲାଭଦାୟକ ହୁଏ । ସ୍କ୍ୱାସ୍ ପ୍ରସ୍ତୁତି …

ପ୍ରସ୍ତୁତ କରନ୍ତୁ ସଂରକ୍ଷଣ ଦ୍ରବ୍ୟ: ଫଳ ଓ ପନିପରିବାକୁ ସାଇତି ରଖନ୍ତୁ ମାସ ମାସ ଯାଏଁ
ବଜାରରେ ଯେଉଁ ସମୟରେ ଶସ୍ତା ଦରରେ ଓ ପ୍ରଚୁର ପରିମାଣରେ ଫଳ ଓ ପନିପରିବା ମିଳେ, ସେହି ସମୟରେ ସେଗୁଡ଼ିକୁ ଆଣି ସ୍କ୍ୱାସ୍, ଜାମ୍ ଓ ଜେଲି ଭଳି ଖାଦ୍ୟ ପ୍ରସ୍ତୁତ କରି ବହୁ ମାସ ପର୍ଯ୍ୟନ୍ତ ସଂରକ୍ଷଣ କରାଯାଇପାରେ । ଗୃହିଣୀ ମାନେ ଏହାକୁ ଘରେ ବ୍ୟବହାର ପାଇଁ ପ୍ରସ୍ତୁତ କରିପାରିବେ ଓ କେହି ଉଦ୍ୟୋଗୀ କିମ୍ବା ଚାଷୀ ଚାହିଁଲେ ଏହା ଦ୍ୱାରା ସଂରକ୍ଷଣ ଭିତ୍ତିକ କୁଟୀର ଶିଳ୍ପ ମଧ୍ୟ ପ୍ରତିଷ୍ଠା କରିପାରିବେ । ତେବେ ଆସନ୍ତୁ …