Posts in category

ଉଦ୍ୟାନକୃଷି


ଲକଡାଉନ୍ ବେଳେ ବିଭିନ୍ନ ଧରଣର କୃଷି କାମକୁ ଅନୁମତି

Read More

ଜମିରେ ଚାଷ କାର୍ଯ୍ୟ ଚାଲୁ ରହିବ

Read More

ଚାଷୀମାନେ ଗାଡ଼ିରେ ପରିବା ନେଇ ପାରିବେ

Read More

ବଜାରରେ ଯେଉଁ ସମୟରେ ଶସ୍ତା ଦରରେ ଓ ପ୍ରଚୁର ପରିମାଣରେ ଫଳ ଓ ପନିପରିବା ମିଳେ, ସେହି ସମୟରେ ସେଗୁଡ଼ିକୁ ଆଣି ସ୍କ୍ୱାସ୍, ଜାମ୍ ଓ ଜେଲି ଭଳି ଖାଦ୍ୟ ପ୍ରସ୍ତୁତ କରି ବହୁ ମାସ ପର୍ଯ୍ୟନ୍ତ ସଂରକ୍ଷଣ କରାଯାଇପାରେ । ଗୃହିଣୀ ମାନେ ଏହାକୁ ଘରେ ବ୍ୟବହାର ପାଇଁ ପ୍ରସ୍ତୁତ କରିପାରିବେ ଓ କେହି ଉଦ୍ୟୋଗୀ କିମ୍ବା ଚାଷୀ ଚାହିଁଲେ ଏହା ଦ୍ୱାରା ସଂରକ୍ଷଣ ଭିତ୍ତିକ କୁଟୀର ଶିଳ୍ପ ମଧ୍ୟ ପ୍ରତିଷ୍ଠା କରିପାରିବେ । ତେବେ ଆସନ୍ତୁ …

ଅଏଲ୍ ପାମ୍ ଗଛର ଉତ୍ପତ୍ତି ସ୍ଥଳ ହେଉଛି ଦକ୍ଷିଣ ଆଫ୍ରିକାର ଗିନି ଉପକୂଳବର୍ତ୍ତୀ ଅଞ୍ଚଳ। ଏହା ପାମୀ ପରିବାରର ଉଦ୍ଭିଦ ଓ ଆମ ରାଜ୍ୟରେ ଜଳବାୟୁରେ ମଧ୍ୟ ବ୍ୟବସାୟିକ ଭିତ୍ତିରେ ଏହା ଚାଷ କରାଯାଇ ପାରୁଛି। ଅନ୍ୟାନ୍ୟ ତୈଳବୀଜ ଫସଲ ତୁଳନାରେ ପାମ୍ ତେଲ ଚାଷରୁ ହେକ୍ଟର ପ୍ରତି ସର୍ବାଧିକ ଅମଳ ମିଳିଥାଏ। ପାମ୍ ତେଲ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଭଲ ଓ ଏଥିରେ ବିଭିନ୍ନ ଔଷଧିୟ ଗୁଣ ମଧ୍ୟ ରହଛି। ଏଥିରେ ଭିଟାମିନ୍ ‘ଏ’ ଓ …

ଅଁଳା ଦକ୍ଷିଣ ପୂର୍ବ ଏସିଆର ବିଷୁବ ମଣ୍ଡଳୀୟ ଅଞ୍ଚଳରୁ ଉତ୍ପତ୍ତି ହୋଇଛି। ଆମ ଦେଶରେ ଏହାକୁ ବ୍ୟବସାୟିକ ଭିତ୍ତିରେ ବିଭିନ୍ନ ରାଜ୍ୟରେ ଚାଷ କରାଯାଉଥିବା ବେଳେ ଚାଷୀଙ୍କ ପାଇଁ ରୋଜଗାରର ଭଲ ସୁଯୋଗ ସୃଷ୍ଟି କରିଛି। ଏହି ଗଛର ଫଳ, ପତ୍ର, ଛେଲି, ମଞ୍ଜି ଓ ମୂଳରେ ଔଷଧୀୟ ଗୁଣ ରହିଛି। ଅଁଳାରେ ପ୍ରଚୁର ପରିମାଣର ଭିଟାମିନ୍ – ‘ସି’ ଥିବାରୁ ଏହା ଅଧିକ ଉପାଦେୟ। ଏଥିରୁ ପ୍ରସ୍ତୁତ ଔଷଧ ଦ୍ୱାରା ହୃଦ୍ ରୋଗ, ଚକ୍ଷୁରୋଗ, ଚର୍ମରୋଗ, …

ଲେମ୍ବୁ ବା କାଗେଜି ଔଷଧୀୟ ଗୁଣଯୁକ୍ତ ଏବଂ ସୁବାସିତ। ଏଥିରେ ସାଇଟ୍ରିକ୍ ଅମ୍ଳ, ଜାସ୍କୋନିକ୍ ଅମ୍ଳ, ମାଲିକ୍ ଅମ୍ଳ, ଫସ୍ଫରିକ୍ ଅମ୍ଳ, ଗ୍ଲୁକୋଜ୍ ଅଦି ଥାଏ। ଲେମ୍ବୁ ରସ ବ୍ୟବହାର କରି ବଦହଜମି, ବାତ, ପିତ, କଫ, ଶ୍ୱାସ, କୋଷ୍ଠକାଠିନ୍ୟ , ଚର୍ମରୋଗ ଆଦିର ଚିକତ୍ସା କରାଯାଇଥାଏ। ଘରୋଇ ଚିକିତ୍ସା ପାଇଁ ମଧ୍ୟ ଲେମ୍ବୁ ବେଶ ଦରକାରୀ। ଲେମ୍ବୁର ବଜାର ଚାହିଦା ଦୃଷ୍ଟିରୁ ଜଣେ ଏହାକୁ ଭଲ ଭାବେ ଚାଷ କରିଲେ ନିଶ୍ଚୟ ଅଧିକ ଲାଭ ପାଇପାରିବ। …