Posts in category

ପ୍ରାଣୀସମ୍ପଦ


ହାଇଡ୍ରୋପୋନିକ୍ ପଦ୍ଧତିରେ ଘାସ ଚାଷ

Read More

ବତକ ଚାଷ: କମ ଖର୍ଚ୍ଚ, ଅଧିକ ଲାଭ

Read More

ଗୋପାଳନରୁ ଓମଫେଡ଼ ଅଧ୍ୟକ୍ଷ

Read More

କ୍ଷୀର ଉତ୍ପାଦନ ଫାର୍ମ କରିଥିବା ବ୍ୟବସାୟୀ ହୁଅନ୍ତୁ କି ଚାଷୀ ସମସ୍ତଙ୍କ ପାଇଁ ଗାଈ ଅଧିକ କ୍ଷୀର ଦେବା ଲଭଦାୟକ୍ ହୋଇଥାଏ। ଗାଈ ଅଧିକ କ୍ଷୀର ଦେବା ପାଇଁ ତାକୁ ପ୍ରଚୁର କଞ୍ଚା ଘାସ ଦେବା ଉଚିତ୍। ହେଲେ ପ୍ରତିଦିନ କେତେ କିଣି କରି ଗାଈକୁ ଘାସ ଖୁଇବେ ସେନେଇ ଚିନ୍ତାରେ ଥାନ୍ତି ଚାଷୀ, ତାସହ୍ ଅନେକ ସମୟରେ ଜମି ଅଭାବରୁ ଘାସ ଚାଷ କରିବା ଚାଷୀଙ୍କ ପାଇଁ ସମ୍ଭବ ହୋଇନଥାଏ। ହେଲେ ଏବେ ହାଇଡ୍ରୋପୋନିକ୍ ପଦ୍ଧତିରେ …

 ସରକାର କୃଷକମାନଙ୍କ ଉତ୍ପାଦନ ବୃଦ୍ଧି ପାଇଁ ବିଭିନ୍ନ ସହାୟତା ଯୋଗାଇବା ସହ ନୂଆ ନୂଆ ଯୋଜନା ମାନ କରିଥାନ୍ତି । ସେହି ଦୃଷ୍ଟିରୁ ସରକାରଙ୍କ ଅନ୍ୟତମ କୃଷି ଓ କୃଷକ କଲ୍ୟାଣ ଯୋଜନା ହେଉଛି ‘ଉଦ୍ୟାନକୃଷି ମିଶନ୍ ଯୋଜନା’ ଏଥିରେ ବିଭିନ୍ନ ପ୍ରକାରର ଚାଷ ଓ ଯନ୍ତ୍ରପାତି କିଣା ପାଇଁ ସହାୟତା ରାଶି ରହିଛି। ଆସନ୍ତୁ ଜାଣିବା ସେ ବିଷୟରେ କିଛି । ନୂତନ ଫଳ ବଗିଚା ପାଇଁ ହେକ୍ଟର ପିଛା ସହାୟତା ରାଶି : ଆମ୍ବ(ସାଧାରଣ)-୧୨,୭୫୦(୩ବର୍ଷରେ) …

ବତକମାନେ ବର୍ଷକୁ ୨୬୦ ରୁ ୨୮୦ ଟି ଅଣ୍ଡା ଦେଇଥାନ୍ତି । ଏମାନଙ୍କର ରୋଗ ପ୍ରତିରୋଧକ କ୍ଷମତା କୁକୁଡ଼ାମାନଙ୍କ ଅପେକ୍ଷା ଅଧିକ । ବତକ ଅତି ସାଧାରଣ ଖାଦ୍ୟ ଯଥା:- ଅଗଣାରେ ପଡ଼ିଥିବା ଖାଦ୍ୟ ଶସ୍ୟ, ପୋକଜୋକ, କେଞ୍ଚୁଆ, ଗେଣ୍ଡା,ଛୋଟ ଛୋଟ ମାଛ ପ୍ରଭୃତି ସଂଗ୍ରହ କରି ଖାଇଥାନ୍ତି । ବତକ ପାଳନ ପାଇଁ ଉନ୍ନତ ଧରଣର ଘର ଦରକାର ହୋଇନଥାଏ । କୁକୁଡ଼ା ଚାଷ ପାଇଁ ଅନୁପଯୁକ୍ତ ସନ୍ତସନ୍ତିଆ ଜାଗା ବତକ ପାଳନ ପାଇଁ ଉପଯୋଗୀ …

କଟକ ଜିଲ୍ଲା କଣ୍ଟାପଡା ବ୍ଲକରେ ଥିବା ପାଟସୁନ୍ଦରପୁର ପଞ୍ଚାୟତ ଅନ୍ତର୍ଗତ ଭୋଦଳ ଗାଁର ସରୋଜିନୀ ମିଶ୍ର । ସେ କେବଳ ଜଣେ ମହିଳା ଚାଷୀ ନୁହଁନ୍ତି ଏକାଧାରାରେ ଜଣେ ସମାଜସେବୀ, ସମବାୟ ଆନ୍ଦୋଳନର ନେତ୍ରୀ ଏବଂ ରାଜନେତ୍ରୀ । ବାହାଘରର ଅଳ୍ପ କିଛି ବର୍ଷ ପରେ ସ୍ୱାମୀ ସତ୍ୟବାଦୀ ମିଶ୍ର ମାତ୍ର ୨୬ ବର୍ଷ ବୟସରେ ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ । ନିଜର ଦୁଇ ପିଲା ଓ ବୟସ୍କ ଶାଶୁ, ଶ୍ୱଶୁରଙ୍କର ଦାୟିତ୍ୱର ଭାର …

ସାହାଣା ରୋଗକୁ କେହି କେହି ଗଳାଫୁଲା ବା ତଣ୍ଟି ଫୁଲା ରୋଗ କହିଥାନ୍ତି। ଏହା ପାଶ୍ଚୁରେଲା ମାଲ୍ଟୋସିଡା ନାମକ ଏକ ଜୀବାଣୁ ଯୋଗୁଁ ସୃଷ୍ଟି ହୋଇଥାଏ। ପ୍ରାୟ ସମସ୍ତ ପ୍ରାପ୍ତ ବୟସ୍କ ଗୋରୁଙ୍କ ଠାରେ ଏହି ରୋଗ ଦେଖାଯାଏ। ଏହି ରୋଗର ନିୟନ୍ତ୍ରଣ ଏବଂ ପ୍ରତିକାର ବିଷୟରେ ଜାଣିଲେ ଚାଷୀଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ରୋଗ ସୃଷ୍ଟି ହେବାର ପ୍ରଧାନ କାରଣ ୧-ଗୋରୁଙ୍କୁ ଅତ୍ୟଧିକ ପରିଶ୍ରମ କରାଇବା, ୨- ପରିବହନ ଯୋଗୁଁ …

ଗୋପାଳନ କରୁଥିବା ଚାଷୀମାନେ ଗୋରୁଙ୍କର ବିଭିନ୍ନ ରୋଗ ବିଷୟରେ ସଚେତନ ହେବା ନିହାତି ଆବଶ୍ୟକ। ସଚେତନ ଚାଷୀ ଉଚିତ ସମୟରେ ରୋଗର ଚିକିତ୍ସା କରି ଗୃହପାଳିତ ପଶୁଙ୍କ ଜୀବନ ରକ୍ଷା କରିପାରିବେ। ସାଧାରଣତଃ ସୁସ୍ଥ ସବଳ ବାଛୁରୀମାନଙ୍କଠାରେ ବଜବଜିଆ ରୋଗ ଦେଖାଯାଇଥାଏ। ଏହି ରୋଗ କ୍ଲଷ୍ଟରୀଡିୟମ ଚଉଭାଇ ଓ କ୍ଲଷ୍ଟରୀଡିୟମ ସେପ୍ଟିକମ୍ ନାମକ ଜୀବାଣୁ ଯୋଗୁଁ ହୋଇଥାଏ। ବାଛୁରୀଙ୍କୁ ଏହି ରୋଗ ହେବାର କାରଣଗୁଡ଼ିକ ହେଉଛି :- ୧- ବର୍ଷା ଆରମ୍ଭରେ ଜଳବାୟୁର ଆର୍ଦ୍ରତା ଏବଂ ଉତ୍ତାପ …

ଗୋପାଳନ କରୁଥିବା ଚାଷୀ ନିଜ କ୍ଷେତରେ ଘାସ ଚାଷ କରିଲେ ଭଲ ଆମଦାନିର ଆଶା ରହିଛି । ଘାସ ଚାଷ କଲେ ଗୋରୁଙ୍କ ଦାନା ଖର୍ଚ୍ଚ କମିବା ସହ ଚାଷୀ ଗୋପାଳନରୁ ଅଧିକ ଲାଭ ପାଇପାରିବେ । ତେବେ ବିଭିନ୍ନ ପ୍ରକାରର ଘାସ ମଧ୍ୟରୁ ଗିନି ଘାସ ଚାଷ ବେଶ ଲାଭଜନକ । ଏହି ଘାସର ହାମିଲ, ରିଭରଡାଲ ଓ ମାକ୍ୟୁଇନ୍ ୩ଟି କିସମ ରହିଛି । ଗିନି ଘାସ ଅନ୍ୟ  ଘାସ ତୁଳନାରେ କୋମଳ ଏବଂ …