କୃଷି

କୃଷିକ୍ଷେତ୍ରରେ ପ୍ରାକୃତିକ ଫସଲ ସୁରକ୍ଷା କୌଶଳର ଆବଶ୍ୟକତା
ଚାଷୀମାନେ ଫସଲର ରୋଗପୋକ ଦମନ ପାଇଁ ବିଶେଷଜ୍ଞଙ୍କ ବିନା ପରାମର୍ଶରେ ଆବଶ୍ୟକତାଠାରୁ ଅଧିକ ମାତ୍ରାରେ ରାସାୟନିକ ବିଷ ବ୍ୟବହାର କରିବା ଫଳରେ ମଣିଷକୁ ଦୈନନ୍ଦିନ ଜୀବନରେ ଅନେକ ନୂଆ ନୂଆ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ୁଛି । ଏହାକୁ ପ୍ରତିହତ କରିବା ନିମନ୍ତେ ସଂପ୍ରତି କୃଷି କ୍ଷେତ୍ରରେ ସମ୍ବନିତ ରୋଗପୋକ ପରିଚାଳନା ପଦ୍ଧତି ବା ପ୍ରାକୃତିକ ଫସଲ ସୁରକ୍ଷା କୌଶଳ ଆପଣାଇବା ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଛି । ଏହି ପଦ୍ଧତି ପରିବେଶକୁ ରାସାୟନିକ ବିଷର କୁପ୍ରଭାବରୁ …

ବତକ ଚାଷ: କମ ଖର୍ଚ୍ଚ, ଅଧିକ ଲାଭ
ବତକମାନେ ବର୍ଷକୁ ୨୬୦ ରୁ ୨୮୦ ଟି ଅଣ୍ଡା ଦେଇଥାନ୍ତି । ଏମାନଙ୍କର ରୋଗ ପ୍ରତିରୋଧକ କ୍ଷମତା କୁକୁଡ଼ାମାନଙ୍କ ଅପେକ୍ଷା ଅଧିକ । ବତକ ଅତି ସାଧାରଣ ଖାଦ୍ୟ ଯଥା:- ଅଗଣାରେ ପଡ଼ିଥିବା ଖାଦ୍ୟ ଶସ୍ୟ, ପୋକଜୋକ, କେଞ୍ଚୁଆ, ଗେଣ୍ଡା,ଛୋଟ ଛୋଟ ମାଛ ପ୍ରଭୃତି ସଂଗ୍ରହ କରି ଖାଇଥାନ୍ତି । ବତକ ପାଳନ ପାଇଁ ଉନ୍ନତ ଧରଣର ଘର ଦରକାର ହୋଇନଥାଏ । କୁକୁଡ଼ା ଚାଷ ପାଇଁ ଅନୁପଯୁକ୍ତ ସନ୍ତସନ୍ତିଆ ଜାଗା ବତକ ପାଳନ ପାଇଁ ଉପଯୋଗୀ …

ସହରୀଙ୍କ ଖର୍ଚ୍ଚ କମାଉଛି କିଚେନ ଗାର୍ଡେନ
ସହରରେ ରହୁଥିବା ଲୋକଙ୍କ ପାଇଁ ଖାଲିସ୍ଥାନ ଟିକେ ପାଇବା କଷ୍ଟକର । ଭଡ଼ାଘରେ ବା ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କୁ ଖାଲିସ୍ଥାନ କୋଉଠୁ ମିଳିବ, ହେଲେ ସବୁବେଳେ ବାରି ଶାଗ, ଲଙ୍କା ଓ ପନିପରିବାର ସ୍ୱାଦକୁ ଝୁରି ହୁଅନ୍ତି ଏମାନେ । ଆପଣ ବି ଯଦି ସହରରେ ରହୁଛନ୍ତି ବାଡ଼ି କି ଖୋଲାସ୍ଥାନ ନାହିଁ ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ, ବାଲୋକନି କିମ୍ବା ଛାତ ଉପରେ କିଚେନ ଗାର୍ଡେନ୍ ବା ପାକଶାଳା ଉଦ୍ୟାନ କରି ବିଭିନ୍ନ ପ୍ରକାର ଚାଷ …

ମଲ୍ଟିଲେୟର୍ ଫାର୍ମିଂ ବା ବହୁସ୍ତରୀୟ କୃଷି: ଖର୍ଚ୍ଚ ୪ ଭାଗରୁ ଭାଗେ, ଲାଭ ୮ ଗୁଣ
ମଧ୍ୟପ୍ରଦେଶ ସାଗର ଜିଲ୍ଲାର ଜଣେ କୃଷି ଉଦ୍ୟୋଗୀ ଆକାଶ ଚୌରାସିୟା ସାତ ବର୍ଷ ତଳେ ନିଜ ୧୦ ଡେସିମଲ୍ ଜମିରେ ମଲ୍ଟିଲେୟର୍ ଫାର୍ମିଂ ପଦ୍ଧତିରେ ପରିବା ଚାଷ ଆରମ୍ଭ କରିଥିଲେ । ଏହି ପଦ୍ଧତି ସଫଳ ଓ ଲାଭଦାୟକ ପ୍ରମାଣିତ ହେବା ପରେ ଦେଶର ବିଭିନ୍ନ ରାଜ୍ୟରେ ମୋଟ ୧୮ ହଜାର ଏକର ଜମିରେ ପରିବା ଚାଷ କରୁଛନ୍ତି ଆକାଶ । ଦେଶର ୫୦ରୁ ଅଧିକ ସ୍ଥାନରେ ତାଙ୍କ ନିର୍ମିତ ମଡେଲ୍ ଫାର୍ମ ରହିଛି ଏବଂ ଏହି …