
ଦ୍ୱାପରଯୁଗର ପୁନାରାବୃତ୍ତି
ଦ୍ୱାପର ଯୁଗରେ କୌରବ ମାନଙ୍କ ପାଖରେ ପାଣ୍ଡବମାନେ ପଶାପାଲି ଖେଳରେ ନିଜ ସ୍ତ୍ରୀ ଦ୍ରୌପଦୀଙ୍କ ସମେତ ସବୁକିଛି ବାଜି ଲଗାଇ ହାରିଥିବା କଥା ଆମେ ସମସ୍ତେ ଜାଣିଛନ୍ତି । ଯାହାପାଇଁ କୌରବମାନେ ଦ୍ରୌପଦୀଙ୍କୁ ନିର୍ବସ୍ତ୍ର କରିବାର ପ୍ରୟାସ କରିଥିଲେ ଆଉ ଏହି ଅପମାନରୁ ପଡ଼ିଥିଲା ମହାଭାରତ ଯୁଦ୍ଧର ମୂଳଦୁଆ । ଯୁଗେ ଯୁଗେ ଲେଖାଅଛି ନାରୀର ଅସମ୍ମାନ ଓ ଅପମାନରେ ସୃଷ୍ଟିର ବିନାଶ ଘଟିଛି । ଆପଣ ଭାବୁଥିବେ ଏହି ସବୁ କଥା ଆପଣମାନଙ୍କୁ ମୁଁ କାହିଁକି …

କିଏ ଏଇ ଲାଫିଙ୍ଗ ବୁଦ୍ଧ?
‘ଲାଫିଙ୍ଗ ବୁଦ୍ଧ’ ନାମଟି ଘରେ ଘରେ ପରିଚିତ । ସୁଖ, ଶାନ୍ତି, ଧନ, ଐଶ୍ୱର୍ଯ୍ୟ, ଉଜ୍ଜ୍ୱଳ ଭବିଷ୍ୟତ ଇତ୍ୟାଦି ପ୍ରାପ୍ତି ନିମନ୍ତେ ଘରେ ଏହି ଲାଫିଙ୍ଗ ବୁଦ୍ଧଙ୍କ ମୂର୍ତ୍ତି ରଖାଯାଏ । ବିଶେଷ କିର ଫେଙ୍ଗଶୁଇ ଓ ବାସ୍ତୁଶାସ୍ତ୍ରରେ ଏହାର ମାନ୍ୟତା ବହୁତ ଅଧିକ । ଏମିତିବି ଲୋକମାନ୍ୟତା ରହିଛି ଯେ ଘରେ ନକରାତ୍ମକ ଶକ୍ତିର ପ୍ରଭାବକୁ କମ୍ କରିବା ପାଇଁ ମଧ୍ୟ ଏହି ମୂର୍ତ୍ତି ରଖାଯାଏ । କିନ୍ତୁ ଆପଣଙ୍କ ମନରେ କେବେ ପ୍ରଶ୍ନ ଆସିଛି …

ବିଭିନ୍ନ ପାଠ୍ୟକ୍ରମ ପାଇଁ ପରୀକ୍ଷା – ୨୦୧୮
+2 ଓ +3 ବିଜ୍ଞାନ ଛାତ୍ର ଛାତ୍ରୀଙ୍କ ପାଇଁ ଚଳିତ ବର୍ଷ ପ୍ରବେଶିକା ପରୀକ୍ଷା କରାଯିବ । ଇଚ୍ଛୁକ ଛାତ୍ର ଛାତ୍ରୀମାନେ ନିମ୍ନଲିଖିତ ଲିଙ୍କକୁ ଯାଇ ନିଜର ମନମୁତାବକ କୋର୍ସ ବିଷୟରେ ଅଧିକ ତଥ୍ୟ ପାଇ ପାରିବେ । ସୌଜନ୍ୟ : www.vidyarthimitra.org

ରହସ୍ୟମୟୀ ସିନ୍ଦୁର
ହିନ୍ଦୁ ଧର୍ମରେ ସିନ୍ଦୁରକୁ ବହୁତ ପବିତ୍ର ମାନନ୍ତି । ବୈଦିକ ଯୁଗରୁ ସିନ୍ଦୁର ସବୁ ଶୁଭ କର୍ମ ସହିତ ସଂଶ୍ଳିଷ୍ଟ । ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ଦେଖିଲେ ସିନ୍ଦୁର ଜଣେ ସ୍ତ୍ରୀ ମନର ଶକ୍ତି, ସଧବାର ବୈଶିଷ୍ଟ୍ୟ ଏବଂ ନାରୀ ସୌନ୍ଦର୍ଯ୍ୟର ପ୍ରତୀକ । ଆମର ଏଇ ସମାଜ କେବଳ ସଧବାଙ୍କୁ ଦେଇଛି ସିନ୍ଦୁର ପିନ୍ଧିବାର ଅଧିକାର । ଆଜିକାଲିର ନାରୀ ଯେତେ ଅତ୍ୟାଧୁନିକ ହେଉନା କାହିଁକି ଏବେବି ସଧବାର ସିମନ୍ତ ସିନ୍ଦୁରର ସୀମା ଲଂଘି ପାରିନାହିଁ । …

ପ୍ରସ୍ତୁତ କରନ୍ତୁ ଘରୋଇ ସିନ୍ଦୁର
‘ସିନ୍ଦୁର’ ଏହା ଗୋଟିଏ ଶବ୍ଦ ମାତ୍ର ନୁହେଁ ଏହା ଜଣେ ନାରୀର ଶକ୍ତି, ସ୍ୱପ୍ନ, ଆଶକ୍ତି । ଏହି ସିନ୍ଦୁର ବିନା ଜଣେ ବିବାହିତା ନାରୀ ଅସମ୍ପୂର୍ଣ୍ଣ । ଏହା ପ୍ରତ୍ୟେକ ସଧବା ନାରୀ ସିମନ୍ତର ଗର୍ବ । ଏହାକୁ ସିନ୍ଥିରେ ଭରିଲେ ନାରୀର ଉଦାସୀନତା, ନିରାଶବୋଧତା ଦୂର ହୁଏ । ଏହା ଜଣେ ନାରୀ ମନକୁ ଦୂର୍ବଳ ହେବାକୁ ଦିଏ ନାହିଁ । ସିନ୍ଦୁର ରକ୍ତଚାପକୁ ନିୟନ୍ତ୍ରିତ କରିବା ସହ ମାନସିକ ଚାପ ହ୍ରାସ କରେ …

ଟାର୍ଗେଟ / ସ୍ପୋକେନ ଇଂଙ୍ଗଲିଶ (Preposition Errors)
Preposition Errors – ଇଂରାଜୀ କହିବା ଓ ଶିଖିବାର କାର୍ଯ୍ୟକ୍ରମ Part With – Inquire of

ଟାର୍ଗେଟ / ସ୍ପୋକେନ ଇଂଙ୍ଗଲିଶ (Adjective Errors)
Adjective Errors – ଇଂରାଜୀ କହିବା ଓ ଶିଖିବାର କାର୍ଯ୍ୟକ୍ରମ ବିଶେଷଣ (Adjective) ବ୍ୟବହାର କଲାବେଳେ ଆମେ କ’ଣ ସବୁ ସାଧାରଣ ଭୁଲ କରିଥାଉ ସେ ବିଷୟରେ ଆସନ୍ତୁ ଜାଣିବା Great – Fell

ଟାର୍ଗେଟ / ସ୍ପୋକେନ ଇଂଙ୍ଗଲିଶ(Noun & Pronoun Errors)
Noun and Pronoun Errors – ଇଂରାଜୀ କହିବା ଓ ଶିଖିବାର କାର୍ଯ୍ୟକ୍ରମ Noun and Pronoun ବ୍ୟବହାର କଲାବେଳେ ଆମେ କ’ଣ ସବୁ ସାଧାରଣ ଭୁଲ କରିଥାଉ ସେ ବିଷୟରେ ଆସନ୍ତୁ ଜାଣିବା