ସାତଭାୟାର ଅଧିଷ୍ଠାତ୍ରୀ ଦେବୀ ପଞ୍ଚୁବରାହୀ

Read More

ବିନା ମସଲାରେ ଆଚାର: ପାଟିକୁ ସୁଆଦ, ଦେହକୁ ହିତ

Read More

ନିୟମିତ ପାଚିଲା କଦଳୀ ଖାଆନ୍ତୁ, ମିଳିବ ଏହି 10 ଉପକାର

Read More

ଅନ୍ତର୍ଜାତୀୟ ସ୍ତରରେ ବହୁ ପୁରସ୍କାର ଓ ପ୍ରଶଂସା ସାଉଁଟି ଥିବା ‘ଆଇ ଆମ୍ କାଲାମ୍’ ଭଳି ଚଳଚ୍ଚିତ୍ରର ନିର୍ମାତା-ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ପୁଣି ଚର୍ଚ୍ଚାରେ । ଜାତୀୟ ଚଳଚ୍ଚିତ୍ର ପୁରସ୍କାର-2016 ଘୋଷଣା ହେବା ପରେ ସୁବର୍ଣ୍ଣପୁର ଜିଲ୍ଲାର ନୀଳମାଧବଙ୍କ ପାଇଁ ଗର୍ବିତ ହୋଇଛି ଓଡ଼ିଶା ମାଟି । ତାଙ୍କ ଆଗାମୀ ଫିଲ୍ମ ‘କଡ଼ୱି ହୱା’ ଫିଚର ଫିଲ୍ମ ବିଭାଗରେ ସ୍ପେଶାଲ ମେନସନ୍ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି । ଏହାର ଅନ୍ୟତମ ପ୍ରଯୋଜକ ଦାୟିତ୍ୱରେ ଅଛନ୍ତି ସଫଳ ଓଡ଼ିଆ ଫିଲ୍ମ …

ଗତ ତିନି-ଚାରି ବର୍ଷ ଭିତରେ ମୋର ଓଡିଶା ବାହାରେ କେତେ ତରୁଣଂକ ସହିତ ଅପ୍ରତ୍ୟାଶିତ ଦେଖା ହେଲା । ବହୁ ସମୟ ଧରି କଥାରୁ ତାଂକ ଖବର ଜାଣିବାକୁ ମିଳିଲା । ସେ ସମସ୍ତେ ପୁରୁଣା ଗଡଜାତ ଅଂଚଳର । ଘରେ ପାରଂପାରିକ ଚାଷ । ମାତ୍ର ପରିବାର ବଢିଲାରୁ ଆଉ ଚାଷରୁ ଗୁଜୁରାଣ ମେଂଟାଇବା ସହଜ ହେଲାନି । ତେଣୁ ଏ ତରୁଣ, ଚାକିରି ହେଉ ବା ଦିନ ମଜୁରି ହେଉ, କାମ ଖୋଜି ଘରୁ ବାହାରିପଡିଲେ । କାମରେ ଟିକିଏ ଥଇଥାନ ହେଲାପରେ ନିୟମରେ …

ଦେଖିବାକୁ ଜଣେ ସାଧାସିଧା ଯୁବକ, କିନ୍ତୁ ମନରେ ବସାବାନ୍ଧିଛି ଅନେକ ଆଶା। ଗୁଜୁରାଣ ମେଣ୍ଟାଇବା ପାଇଁ ସାଧାରଣ ଚାକିରିଟିଏ କରିଥିଲେ ମଧ୍ୟ ନିଜର ଲକ୍ଷ୍ୟ ହାସଲ ପାଇଁ ସେ ଅବସର ସମୟକୁଉତ୍ସର୍ଗ କରିଛନ୍ତି।ସେହି ଉଦଯୋଗୀ ଯୁବକ ଜଣକ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ବୋଲକଣାର ବିଶ୍ୱଜିତ ପରିଡ଼ା, ଆଉ ତାଙ୍କ ଜୀବନର ଏକମାତ୍ର ଉଦ୍ଦେଶ୍ୟ ବୃକ୍ଷ ରୋପଣ ଦ୍ୱାରା ପରିବେଶ ସୁରକ୍ଷା କରିବା । ବିଶ୍ୱଜିତ କହନ୍ତି, “ଗ୍ଲୋବାଲ୍ ୱାର୍ମିଂ କାରଣରୁ ଦିନକୁ ଦିନ ତାପମାତ୍ରା …

ଆତ୍ମନିର୍ଭରଶୀଳ ହେବାକୁ ହେଉ କିମ୍ବା ପରିବାର ପ୍ରତିପୋଷଣ ପାଇଁ, ଆଧୁନିକତା ସହ ତାଳ ଦେଇ ଅନେକ ମହିଳା ଏବେ କର୍ମଜୀବୀ ହେବାକୁ ପସନ୍ଦ କରୁଛନ୍ତି । ଉଚ୍ଚଶିକ୍ଷିତା ମହିଳାମାନେ ପରିବାର ପ୍ରତି ଯେତିକି ଗୁରୁତ୍ୱ ଦେଉଛନ୍ତି, ନିଜର ଶିକ୍ଷାଗତ ଯୋଗ୍ୟତାକୁ ଉପଯୋଗ କରି କିଛି ଅର୍ଥ ରୋଜଗାର ପାଇଁ ସେତିକି ଉଚ୍ଛୁକ । ତେଣୁ ସେମାନଙ୍କୁ ପ୍ରତିଦିନ ଅଫିସ୍ ଯିବାକୁ ପଡ଼ୁଛି ଏବଂ ଅଫିସ କାର୍ଯ୍ୟରେ ଅନ୍ୟ କୌଣସି ସ୍ଥାନକୁ ମଧ୍ୟ ଯିବାକୁ ପଡ଼ୁଛି । ତେଣୁ …

career and socialmedia

ଆଜିକାଲି ଫେସବୁକ, ଟ୍ୱିଟର୍, ଲିଙ୍କଡଇନ୍ ଭଳି ସୋସିଆଲ୍ ମିଡିଆ ଗୁଡ଼ିକ କେବଳ ପୁରୁଣା ବନ୍ଧୁଙ୍କ ସହ ଯୋଗାଯୋଗ ରକ୍ଷା କିମ୍ବା ନୂଆ ବନ୍ଧୁ ସହ ଯୋଡ଼ିହେବାରେ କେବଳ ସୀମିତ ହୋଇରହିନାହିଁ। ଏହା ସାହାଯ୍ୟରେ ଅନେକ ବେକାର ଯୁବକଯୁବତୀ ନୂଆ ନୂଆ କମ୍ପାନୀରେ ବାହାରୁଥିବା ନିଯୁକ୍ତି ସୁଯୋଗ ସମ୍ପର୍କରେ ଜାଣିପାରୁଛନ୍ତି ଏବଂ ସେଠାରେ ଆବେଦନ ମଧ୍ୟ କରୁଛନ୍ତି। କିନ୍ତୁ ଆପଣ ଜାଣନ୍ତିକି, ଆପଣ ଆବେଦନ କରିଥିବା କମ୍ପାନୀର କର୍ତ୍ତୃପକ୍ଷ ମଧ୍ୟ ଆପଣଙ୍କୁ ନିଯୁକ୍ତି ଦେବା ପୂର୍ବରୁ ଆପଣଙ୍କ ସୋସିଆଲ୍ …

talsari red crab

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ନିକଟସ୍ଥ ତାଳସାରି ବେଳାଭୂମି ପର୍ଯ୍ୟଟକଙ୍କୁ ଅନେକ ନିଆରା ଅନୁଭୂତି ପ୍ରଦାନ କରୁଥିବାରୁ ଏହାର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଏଠାରେ ପର୍ଯ୍ୟଟକମାନେ ନୀଳ ସମୁଦ୍ରର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ଲହଡ଼ି ଭାଙ୍ଗି ଗାଧୋଇବାର ମଜା ନେଇପାରିବେ ଓ ତା ସହିତ ସ୍ୱର୍ଣ୍ଣାଭ ବାଲୁକାରାଶି ଉପରେ ଅସଂଖ୍ୟ ବିରଳ ନାଲି କଙ୍କଡ଼ାର ଲୁଚକାଳି ଖେଳ ମଧ୍ୟରେ ନିଜକୁ ହଜାଇ ଦେବାର ସୁଯୋଗ ପାଇପାରିବେ। ଏଥିସହ ଏକ …