ସାତଭାୟାର ଅଧିଷ୍ଠାତ୍ରୀ ଦେବୀ ପଞ୍ଚୁବରାହୀ

Read More

ବିନା ମସଲାରେ ଆଚାର: ପାଟିକୁ ସୁଆଦ, ଦେହକୁ ହିତ

Read More

ନିୟମିତ ପାଚିଲା କଦଳୀ ଖାଆନ୍ତୁ, ମିଳିବ ଏହି 10 ଉପକାର

Read More

ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟର୍ ବିରାଟ କୋହଲିଙ୍କ ବାହାଘର ପରେ ଏବେ ସମସ୍ତଙ୍କ ଆଖି ଦୀପିକା-ରଣବୀରଙ୍କ ଉପରେ । କିଛିଦିନ ତଳେ ଦୀପିକା ପାଦୁକୋନ ଓ ରଣବୀର ସିଂଙ୍କ ନିର୍ବନ୍ଧ ହୋଇସାରିଥିବା ଚର୍ଚ୍ଚା ହେଉଥିଲା । ତେବେ ଦୀପିକା କେବେ, କେଉଁଠି ଏବଂ କାହାକୁ ବାହାହେବେ ସେ ନେଇ ସମସ୍ତେ କେବଳ ଅନୁମାନ ଲଗାଉଥିବା ବେଳେ ଏବେ ତାଙ୍କୁ ନେଇ ଏକ ନୂଆ ଚର୍ଚ୍ଚା ଜୋର ଧରିଛି । ଚର୍ଚ୍ଚା ହେଉଛି ଯେ, ଦୀପିକା …

ଏବେ ଇଣ୍ଟରନେଟରେ ଯିଏ ଯେଉଁ ତଥ୍ୟ ଖୋଜିଲେ ବି ପ୍ରଥମେ ଗୁଗଲ୍ ସର୍ଚ୍ଚ୍ କରୁଛି । ଗୋଟିଏ କ୍ଲିକରେ ଦୁନିଆଯାକର ତଥ୍ୟ ଖୋଜି ଆପଣଙ୍କ ହାତମୁଠାକୁ ନେଇ ଆସୁଥିବା ଏହି ଶକ୍ତିଶାଳୀ ସର୍ଚ୍ଚ୍ ଇଞ୍ଜିନର ଏବେ କିନ୍ତୁ ଅକଲ୍ ଗୁଡ଼ୁମ୍ । ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଗୁଗଲ୍ ଅଫିସରୁ ସାଇକେଲ ଚୋରି ହେଉଥିବା ବା ହଜି ଯାଉଥିବା ଜଣାପଡ଼ିବା ପରେ ସାଇକେଲ ଖୋଜିବାକୁ ଯାଇ ଗୁଗଲର ଅକଲ୍ ଗୁଡ଼ୁମ ହୋଇଯାଇଛି । …

ତେଲେଙ୍ଗାନା ୱାରଙ୍ଗଲ୍ ଅଞ୍ଚଳର ଛୋଟିଆ ଗାଁ ଇନାବାୱିର ଚାଷୀଙ୍କ ହାତରେ ଲାଗିଛି ଏକ ଚମତ୍କାରୀ ମନ୍ତ୍ର । ସେହି ଚମତ୍କାରୀ ମନ୍ତ୍ର ପ୍ରୟୋଗ କରି ଜମିରେ ସେମାନେ କେବଳ ଯେ ଫସଲ ଉତ୍ପାଦନ ବଢ଼ାଇ ପାରିଛନ୍ତି ତା ନୁହେଁ, ବରଂ ନିଜେ ସୁସ୍ଥ ରହିବା ସହିତ ସେମାନଙ୍କ ଗୃହପାଳିତ ପଶୁମାନେ ମଧ୍ୟ ସୁସ୍ଥ ରହୁଛନ୍ତି । ଇନାବାୱି ଗାଁର ପ୍ରାୟ 50ଟି ଚାଷୀ ପରିବାର ପ୍ରଥମେ ଏହାର ପ୍ରୟୋଗ କରି ସେଥିରୁ ସଫଳତା ପାଇବା ପରେ ଏବେ …

ସହରରେ ଅନେକେ ଗଛ ଲଗାଇବାକୁ ଓ ତାହାର ଯତ୍ନ ନେବାକୁ ତ ଭଲ ପାଆନ୍ତି, କିନ୍ତୁ ସେମାନଙ୍କ ପାଖରେ ବଗିଚା କରିବା ପାଇଁ ଘର ଆଗରେ ଜାଗା ନଥାଏ । ଆଉ କିଛି ଲୋକ ଘରକୁ ସଜାଇ ରଖିବାକୁ ଭଲ ପାଆନ୍ତି, କିନ୍ତୁ ଘରେ ପ୍ଲାଷ୍ଟିକ୍ କିମ୍ବା ଅନ୍ୟ ପଦାର୍ଥରେ ତିଆରି କୃତ୍ରିମ ଫୁଲକୁଣ୍ଡ ଆଦି ରଖିବାକୁ ପସନ୍ଦ କରନ୍ତି ନାହିଁ । ସେମାନଙ୍କ ପାଇଁ ଏକ ପ୍ରକୃଷ୍ଟ ଉପାୟ ହେଲା ଘରେ କୁଣ୍ଡରେ ଆଳଙ୍କାରିକ ଉଦ୍ଭିଦ ବା …

ଆଜିକାଲି ବିଭିନ୍ନ ବ୍ରାଣ୍ଡ୍ ଓ ମଡେଲର ସ୍ମାର୍ଟଫୋନ ସହିତ ବିଭିନ୍ନ ପ୍ରକାର ବ୍ୟାଟେରୀ ଆସିଥାଏ । ଯଦିଓ ଅଧିକାଂଶ ଫୋନରେ ଲିଥିୟମ-ଆୟନ ବ୍ୟାଟେରୀ ଥାଏ, ତଥାପି ବିଭିନ୍ନ ବ୍ରାଣ୍ଡ୍ ଓ ମଡେଲ୍ ପାଇଁ 3000, 3500, 4000 ଭଳି ଭିନ୍ନ ଭିନ୍ନ ଏମ୍ଏଏଚ୍ (mAh) ବା ମିଲିଆମ୍ପ୍ ଆୱାର୍ ବିଶିଷ୍ଟ ହୋଇଥାଏ । ଅଧିକାଂଶ ଲୋକ ସେମାନେ କିଣିଥିବା ଫୋନରେ କିପରି ଅଧିକ ସମୟ ଚାର୍ଜ ବଜାୟ ରହିବ ଏବଂ ବ୍ୟାଟେରୀରୁ କିପରି ଶୀଘ୍ର ଚାର୍ଜ ଖାଲି ହେବ …

ସକାଳ ପ୍ରାୟ ସାଢ଼େ 8ଟା  । ଆମ ଗାଡ଼ି ଭୁବନେଶ୍ୱର ଡେଇଁ ଜାତୀୟ ରାଜପଥରେ ଆଗେଇ ଚାଲିଥାଏ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଆଡ଼କୁ । ଶୀତୁଆ ସକାଳ ହୋଇଥିଲେ ବି ଦେହରେ ପହିଲି ଖରା ବାଜିି ଆରାମ ଦେଉଥାଏ । କିଛି ସମୟ ପରେ ରାସ୍ତା ଦୁଇପାଖରେ ଦେଖିବାକୁ ମିଳିଲା କିଛି ଛୋଟବଡ଼ ଗଛଭର୍ତ୍ତି ସବୁଜ ପାହାଡ଼ । କିନ୍ତୁ ଆମ ମନ ସେଥିରେ ଲାଗୁ ନଥାଏ । ପ୍ରକୃତି କୋଳରେ କିଛି ସମୟ କାଟିବା ସହ …

ସ୍କ୍ୱାସ୍ ସାଧାରଣତଃ ଲେମ୍ବୁ, କମଳା, ଲିଚୁ, ସପୁରୀ ଓ ଆମ୍ବ ଭଳି ଖଟାଯୁକ୍ତ ଫଳରୁ ତିଆରି ହୋଇଥାଏ । ଏଥିପାଇଁ ଫଳ ସହିତ ଚିନି, ପଟାସିୟମ୍ ମେଟା ବାଇସଲଫାଇଟ୍, ସାଇଟ୍ରିକ୍ ଏସିଡ୍ ଓ ଆବଶ୍ୟକ ସ୍ଥଳେ କିଛି ଖାଦ୍ୟପଯୋଗୀ ରଙ୍ଗ ଆବଶ୍ୟକ ହୋଇଥାଏ  । ଯେଉଁ ଋତୁରେ ଯେଉଁ ସବୁ ଫଳ ଅଧିକ ପରିମାଣରେ ଓ କମ୍ ଦରରେ ବଜାରରେ ମିଳେ, ସେହି ସମୟରେ ସେଥିରୁ ସ୍କ୍ୱାସ୍ ତିଆରି କଲେ ଲାଭଦାୟକ ହୁଏ । ସ୍କ୍ୱାସ୍ ପ୍ରସ୍ତୁତି …

ଆଲୋକର ପର୍ବ ଦୀପାବଳି ଅନେକ ସମୟରେ ଅସାବଧାନତା କାରଣରୁ ଖୁସି ଓ ଆନନ୍ଦ ଦେବା ପରିବର୍ତ୍ତେ ବିପଦକୁ ଡାକିଆଣେ । ତେଣୁ ଆପଣ ଦୀପାବଳିରେ ଦୀପ, ମହମବତି କିମ୍ବା ଆତସବାଜି ଜାଳିବା ସମୟରେ ନିରାପଦ ରହିବା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ । ଦୀପ କିମ୍ବା ମହମବତୀ ଜାଳିବା ବେଳେ ପାଖରେ କୌଣସି ଆତସବାଜି ରଖନ୍ତୁ ନାହିଁ । କାରଣ ସାମାନ୍ୟ ଅସାବଧାନତାରୁ ସେଥିରେ ନିଆଁ ଲାଗି ଦୁର୍ଘଟଣା ଘଟିପାରେ । ଦୀପ ଓ ମହମବତୀକୁ ଘରେ ଟଙ୍ଗା …

ବଜାରରେ ଯେଉଁ ସମୟରେ ଶସ୍ତା ଦରରେ ଓ ପ୍ରଚୁର ପରିମାଣରେ ଫଳ ଓ ପନିପରିବା ମିଳେ, ସେହି ସମୟରେ ସେଗୁଡ଼ିକୁ ଆଣି ସ୍କ୍ୱାସ୍, ଜାମ୍ ଓ ଜେଲି ଭଳି ଖାଦ୍ୟ ପ୍ରସ୍ତୁତ କରି ବହୁ ମାସ ପର୍ଯ୍ୟନ୍ତ ସଂରକ୍ଷଣ କରାଯାଇପାରେ । ଗୃହିଣୀ ମାନେ ଏହାକୁ ଘରେ ବ୍ୟବହାର ପାଇଁ ପ୍ରସ୍ତୁତ କରିପାରିବେ ଓ କେହି ଉଦ୍ୟୋଗୀ କିମ୍ବା ଚାଷୀ ଚାହିଁଲେ ଏହା ଦ୍ୱାରା ସଂରକ୍ଷଣ ଭିତ୍ତିକ କୁଟୀର ଶିଳ୍ପ ମଧ୍ୟ ପ୍ରତିଷ୍ଠା କରିପାରିବେ । ତେବେ ଆସନ୍ତୁ …

ସୋସିଆଲ ମିଡିଆରେ ଧାର୍ମିକ ଭାବନାକୁ କ୍ଷୁର୍ଣ୍ଣ କଲା ଭଳି ମନ୍ତବ୍ୟ ଛଡ଼ାଯିବା ପରେ ଭଦ୍ରକରେ ଅଶାନ୍ତି ଓ ଉତ୍ତେଜନା ସୃଷ୍ଟି ହୋଇଥିଲା । ତେଣୁ ସେଠାରେ ଶାନ୍ତି ଫେରାଇ ଆଣିବାକୁ ସାମୟିକ ଭାବେ ସୋସିଆଲ ମିଡିଆ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଫେସବୁକ, ଟ୍ୱିଟର୍ ଓ ହ୍ୱାଟସଆପ୍ ଭଳି ଲୋକପ୍ରିୟ ସୋସିଆଲ୍ ମିଡିଆ ଉପରେ ସରକାରଙ୍କ ପକ୍ଷରୁ କଟକଣା ଲାଗିବାରେ ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ଭାରତର ଅନ୍ୟ ରାଜ୍ୟରେ ମଧ୍ୟ ଜରୁରୀ ପରିସ୍ଥିତିରେ …