ସାତଭାୟାର ଅଧିଷ୍ଠାତ୍ରୀ ଦେବୀ ପଞ୍ଚୁବରାହୀ

Read More

ବିନା ମସଲାରେ ଆଚାର: ପାଟିକୁ ସୁଆଦ, ଦେହକୁ ହିତ

Read More

ନିୟମିତ ପାଚିଲା କଦଳୀ ଖାଆନ୍ତୁ, ମିଳିବ ଏହି 10 ଉପକାର

Read More

ଆଜି ରାତିରେ ଏକ ବିରଳ ମହାଜାଗତିକ ଘଟଣା ହେବାକୁ ଯାଉଛି। ଆଜି ଆକାଶରେ ଦେଖାଯିବ ସୁପର୍ ବ୍ଲୁ ବ୍ଲଡ୍ ମୁନ୍ । ଅର୍ଥାତ୍ ଗୋଟିଏ ରାତିରେ ସୁପର୍ ମୁନ୍, ବ୍ଲୁ ମୁନ୍ ଓ ବ୍ଲଡ୍ ମୁନ୍ ଦେଖାଯିବ । ସୁପର୍ ମୁନ୍ ଅର୍ଥ ଚନ୍ଦ୍ର ପୃଥିବୀର ନିକଟତର ହେଲେ ଏହା ସାମାନ୍ୟ ବଡ଼ ଅଧିକ ଉଜ୍ଜ୍ୱଳ ଦେଖାଯାଏ । ଆଜି ଜହ୍ନ 14 ପ୍ରତିଶତ ବଡ଼ ଓ 30 ପ୍ରତିଶତ ଅଧିକ ଉଜ୍ଜ୍ୱଳ ଦେଖାଯିବ । ଏଥିସହ ଆଜି ଜାନୁଆରୀ ମାସର ଦ୍ୱିତୀୟ …

ଆପଣ ଜୋତା ଖୋଲି ବନ୍ଧୁମାନଙ୍କ ପାଖକୁ ଗଲେ ସେମାନେ ନାକ ଟେକୁଛନ୍ତି କି? ଆପଣଙ୍କଠୁ ଦୂରେଇ ଦୂରେଇ ରହୁଛନ୍ତି କି? ଏଭଳି ସମସ୍ୟା ଯଦି ଆପଣ ସବୁଦିନ ଭୋଗୁଛନ୍ତି, ତେବେ ଏହାର କାରଣ ଆପଣ ପାଦରୁ ବାହାରୁଥିବା ଦୁର୍ଗନ୍ଧ ହୋଇପାରେ । ହୁଏତ ଆପଣ ସବୁବେଳେ ଜାଣିପାରୁନଥିବେ, କିନ୍ତୁ ଆପଣଙ୍କ ପାଦ ଦୁର୍ଗନ୍ଧ ସମସ୍ୟା ଅନେକଙ୍କ ମନରେ ଆପଣଙ୍କ ପ୍ରତି ଘୃଣାଭାବ ଆଣୁଥାଇପାରେ । ହାଇପରହାଇଡ୍ରୋସିସ୍ ବା ପାପୁଲି ଓ ପାଦରୁ ଅତ୍ୟଧିକ ଝାଳ ବୋହିବା କିମ୍ବା …

ଇଂଲଣ୍ଡର ସର୍ବକନିଷ୍ଠ ପ୍ରତିଯୋଗୀ ଭାବେ ମେନ୍ସା ଆଇକ୍ୟୁ ଟେଷ୍ଟରେ ସର୍ବୋଚ୍ଚ ନମ୍ବର ରଖିବାର ମାନ୍ୟତା ପାଇଛନ୍ତି ମେହୁଲ ଗର୍ଗ ଓରଫ୍ ମାହି । ଭାରତୀୟ ବଂଶୋଦ୍ଭବ ମାହି ଏହି ପ୍ରତିଯୋଗିତାରେ 162 ନମ୍ବର ରଖି ପ୍ରଖ୍ୟାତ ବୈଜ୍ଞାନିକ ଆଇନଷ୍ଟାଇନ ଓ ଷ୍ଟିଫେନ ହକିଙ୍ଗଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି । ଏହି ବିଚକ୍ଷଣ ବୁଦ୍ଧିମତା ପରୀକ୍ଷାରେ ଆଇନଷ୍ଟାଇନ ଓ ଷ୍ଟିଫେନ ହକିଙ୍ଗ 160 ସ୍କୋର କରିଥିଲେ । ସେମାନଙ୍କ ଠାରୁ 2 ମାର୍କ ଅଧିକ ରଖିଥିବା ମାହି ବିଶ୍ୱ ଜନସଂଖ୍ୟାର ଏକ ପ୍ରତିଶତ …

ଆଜି ସାରାଦେଶ ଦେଖିଲା 6 ଓଡ଼ିଆ ମହିଳାଙ୍କ ଦୁଃସାହସିକ କାରନାମା । ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀ ରାଜପଥରେ ପ୍ରଥମ ଥର ପାଇଁ ଡେୟାରଡେଭିଲ ସୋ ପ୍ରଦର୍ଶନ କରିଛନ୍ତି ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ରେ କାର୍ଯ୍ୟରତ ମହିଳା । ଏହି ‘ସୀମା ଭବାନୀ’ ଗ୍ରୁପରେ ଭାଗ ନେଇଥିବା ମୋଟ 113 ଜଣ ଡେୟାରଡେଭିଲଙ୍କ ମଧ୍ୟରେ ଓଡ଼ିଶାରୁ 6ଜଣ ମହିଳା ଅଛନ୍ତି । ସେମାନେ ହେଲେ ମିତା ହାଁସଦା, ବନିତା ଦାସ, ରଶ୍ମିତା ଦାସ, କ୍ରିଷ୍ଣା ଗର୍ତ୍ତିଆ, ଅନସୂୟା ସାମଲ ଏବଂ …

ଜାତୀୟ ପତାକା ପ୍ରତ୍ୟେକ ସ୍ୱାଧୀନ ଦେଶର ଏକ ପ୍ରତୀକ । ‘ତ୍ରିରଙ୍ଗା’କୁ ଆମ ଦେଶର ଜାତୀୟ ପତାକା ଭାବେ ସ୍ୱାଧୀନତାର ମାତ୍ର କିିଛିଦିନ ପୂର୍ବରୁ 1947 ମସିହା ଜୁଲାଇ 22 ତାରିଖରେ ସମ୍ବିଧାନ ପରିଷଦ ସଭାରେ ଗୃହିତ ହୋଇଥିଲା । ତେବେ ଏହା ଆମ ଦେଶର ପ୍ରଥମ ଜାତୀୟ ପତାକା ନୁହେଁ  । ଅନୌପଚାରିକ ଭାବେ ହେଲ ମଧ୍ୟ ଏହାପୂର୍ବରୁ ଅନେକ ପ୍ରକାରର ଜାତୀୟ ପତାକା ତିଆରି କରାଯାଇଥିଲା ଏବଂ ଏହାକୁ ସଭାସମିତିରେ ପ୍ରଦର୍ଶନ କରାଯାଉଥିଲା ମଧ୍ୟ । ସ୍ୱାଧୀନତା ସଂଗ୍ରାମ ସମୟରୁ …

ଆପଣ ବଜାରରୁ କିଣୁଥିବା ପରିବା କୀଟନାଶକମୁକ୍ତ ବୋଲି ଆପଣ ଭାବୁଛନ୍ତି କି? ବିଲକୁଲ୍ ନୁହେଁ । ଆଜିକାଲି ପ୍ରାୟ ସମସ୍ତ ଚାଷୀ ପରିବା ଫସଲକୁ ରୋଗ ଓ ପୋକରୁ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାର କୀଟନାଶକ ଅତିମାତ୍ରାରେ ବ୍ୟବହାର କରୁଛନ୍ତି, ଯାହାକି ଶେଷରେ ଆପଣଙ୍କ ପେଟକୁ ଯାଉଛି । ଆପଣ ଭାବୁଥିବେ, ପରିବା ବଜାରରୁ ଆଣିବା ପରେ ତାହାକୁ ପାଣିରେ ଭଲଭାବେ ଧୋଇ ରୋଷେଇ କରାଯାଉଛି । ତେଣୁ ବିଷାକ୍ତ କୀଟନାଶକ ପେଟକୁ ଯିବାର ପ୍ରଶ୍ନ ଉଠୁନି । କିନ୍ତୁ ଜାଣିଛନ୍ତି …

ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ପାଇଁ ଭାରତରେ ହ୍ୱାଟସଆପ୍ ବିଜନେସ୍ ସ୍ମାର୍ଟଫୋନ୍ ଆପ୍ଲିକେସନ୍ ଲଞ୍ଚ୍ ହୋଇସାରିଛି । ଏହା ଗୁଗଲ୍ ପ୍ଲେ ଷ୍ଟୋରରେ ମାଗଣାରେ ଉପଲବ୍ଧ ହେଉଛି । ହ୍ୱାଟସଆପ୍ ବିଜନେସ୍ ଆପ୍ ପୂର୍ବରୁ ଇଣ୍ଡୋନେସିଆ, ଇଟାଲି, ମେକ୍ସିକୋ, ଆମେରିକା ଓ ଇଂଲଣ୍ଡରେ ପୂର୍ବରୁ ଲଞ୍ଚ୍ ହୋଇଥିଲା । ତେବେ ଏହା ଭାରତରେ ଉପଲବ୍ଧ ହେବା ପରେ ଲକ୍ଷେରୁ ୫ ଲକ୍ଷ ଡାଉନଲୋଡ ହୋଇସାରିଲାଣି । ଏହା ବ୍ୟବହାର କରି ଖୁବ ସହଜରେ ବ୍ୟବସାୟ ପ୍ରତିଷ୍ଠାନ ଓ …

ଭାରତୀୟ ଛାତ୍ର ସଂସଦ ପକ୍ଷରୁ ଦେଶର ଆଦର୍ଶ ମୁଖ୍ୟମନ୍ତ୍ରୀ ଭାବେ ସମ୍ମାନିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁନେସ୍ଥିତ ଏମ୍ଆଇଟି-ୱାର୍ଲଡ୍ ପିସ୍ ୟୁନିଭରସିଟିରେ ସୋମବାର ଆୟୋଜିତ ଭବ୍ୟ ସମାରୋହରେ ତାଙ୍କୁ 2018 ବର୍ଷ ପାଇଁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲ ଓ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମୁରଲୀ ମନୋହର ଯୋଶୀ । ଶାନ୍ତ ଓ ସରଳ ସ୍ୱଭାବର ବ୍ୟକ୍ତି ନବୀନବାବୁଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରାଯାଇଥିବାରୁ …

ଅନେକେ ପ୍ରତିଦିନ ସକାଳେ ନିଦରୁ ଉଠି ମୋବାଇଲ ଖୋଲିବା ବେଳକୁ ହ୍ୱାଟସଆପରେ ଅନେକଗୁଡ଼ିଏ ଗୁଡ୍ ମର୍ଣ୍ଣିଂ ମେସେଜ୍ ଆସିଥାଏ । କିଏ ଫୁଲ, ସୂର୍ଯ୍ୟୋଦୟ କିମ୍ବା ଚାହା କପ୍ ସହିତ ଗୁଡ୍ ମର୍ଣ୍ଣିଂ ଲେଖାଥିବା ଫଟୋ ପଠାଇଥାଏ ତ ଆଉ କିଏ ଦେବାଦେବୀଙ୍କ ଫଟୋ ସହ ପଠାଇଥାଏ । ଅନେକ ବନ୍ଧୁ ହ୍ୱାଟସଆପରେ ନିଜେ ସିଧାସଳଖ ଏହି ସବୁ ଫଟୋ ପଠାଇବା ସହ ଦୁଇଚାରିଟି ଗ୍ରୁପରେ ମଧ୍ୟ ସେୟାର କରିଥାନ୍ତି । ଫଳରେ ସେହି ସମାନ ଗୁଡ୍ …

ଇଣ୍ଟରନେଟରେ ଯେଉଁ ତଥ୍ୟ ଖୋଜିବାର ଥିଲେ ବି ଆମେ ପ୍ରଥମେ ଗୁଗଲ୍ ସର୍ଚ୍ଚକୁ ଯାଇଥାଉ । ସେଠାରେ ସର୍ଚ୍ଚ ବାର୍ ରେ କି-ୱାର୍ଡ ଟାଇପ୍ କରି ସର୍ଚ୍ଚ କରିଥାଉ । କିନ୍ତୁ ଆପଣ ଜାଣିଛନ୍ତି କି, କେବଳ କି-ୱାର୍ଡ ଟାଇପ ନକରି ସେଠାରେ କେତେକ ନିର୍ଦ୍ଦିଷ୍ଟ ଶବ୍ଦ ଓ ଚିହ୍ନ ସହ କି-ୱାର୍ଡ ଟାଇପ୍ କଲେ ଆପଣଙ୍କ ସର୍ଚ୍ଚ ଆହୁରି ସଠିକ୍ ଏବଂ ସହଜ ହୋଇପାରିବ? କିଛି ସମୟରେ ଆପଣ ଖୋଜୁଥିବା ସମସ୍ତ କି-ୱାର୍ଡ ଆପଣଙ୍କ ମନେ …