ଖାଁ ଖାଁ ସହର ବଜାର: କରୋନା ମୁକାବିଲା ପାଇଁ ‘ଜନତା କର୍ଫ୍ୟୁ’ ପାଳୁଛି ସାରା ଦେଶ

Read More

ଲକ୍ ଡାଉନ ବେଳେ କ’ଣ ଖୋଲା ରହିଛି, କ’ଣ ରହିଛି ବନ୍ଦ

Read More

ସାତଭାୟାର ଅଧିଷ୍ଠାତ୍ରୀ ଦେବୀ ପଞ୍ଚୁବରାହୀ

Read More

କରୋନା ମୁକାବିଲା ପାଇଁ ପ୍ରଧାମନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆଜି ସାରା ଦେଶରେ ପାଳିତ ହେଉଛି ‘ଜନତା କର୍ଫ୍ୟୁ’ । ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ପୂର୍ବରୁ ଜନଗହଳିରେ ଫାଟିପଡ଼ୁଥିବା ଛକ ବଜାର, ରାସ୍ତା ଓ ସହରର ପ୍ରମୁଖ ସ୍ଥାନ ଗୁଡ଼ିକ ଜନଶୂନ୍ୟ ରହିଛି । ଲୋକମାନଙ୍କୁ ଆଜି ସକାଳ 7ଟାରୁ ରାତି 9ଟା ପର୍ଯ୍ୟନ୍ତ ଘରୁ ନବାହାରିବା ପାଇଁ ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାକୁ ରାଜ୍ୟ …

ଆଜି ଠାରୁ ଓଡ଼ିଶାର ୫ଟି ଜିଲା ୮ଟି ପ୍ରମୁଖ  ସହରକୁ ୨୯ ତାରିଖ ରାତି 9ଟା ପର୍ଯ୍ୟନ୍ତ ପ୍ରାୟତଃ ସମ୍ପୂର୍ଣ୍ଣ ଲକ ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଲକ୍ ଡାଉନ ଘୋଷଣା ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ । ଏଥିସହ ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ଭଦ୍ରକ, ପୁରୀ, ଯାଜପୁର ରୋଡ୍, ଯାଜପୁର ଟାଉନ୍ ଓ ରାଉରକେଲା ସହରକୁ ମଧ୍ୟ ଲକ୍ ଡାଉନ୍ ଘୋଷଣା କରାଯାଇଛି। ତେବେ ଏହି …

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ସମୁଦ୍ରକୂଳିଆ ଗାଁ ସାତଭାୟାର ଅଧିଷ୍ଠାତ୍ରୀ ଦେବୀ ପଞ୍ଚବରାହୀ ବା ପଞ୍ଚୁବରାହୀ । ମନ୍ଦିରରେ ରହିଛି 5 ଭଉଣୀଙ୍କ 5ଟି ପ୍ରତିମା । 500ରୁ ଅଧିକ ବର୍ଷ ଧରି ଏହି ମନ୍ଦିରରେ ଏକ ଭିନ୍ନ ପରମ୍ପରା ରହିଆସିଛି । ସାତଭାୟାର ଧୀବର ସମ୍ପ୍ରଦାୟର କେବଳ ସଧବା ମହିଳାମାନେ ହିଁ ଦେବୀଙ୍କୁ ପୂଜା କରିବାର ଅଧିକାର ପାଇଛନ୍ତି । ପୁରୁଷ କିମ୍ବା ବିଧବା ମହିଳାଙ୍କୁ ଏଠାରେ ପୂଜା କରିବା କିମ୍ବା ଦେବୀଙ୍କ ବିଗ୍ରହକୁ ସ୍ପର୍ଶ …

ଅନେକେ ଆଚାରରେ ଅତ୍ୟଧିକ ତେଲ ଓ ଆଚାରର ବ୍ୟବହାର ହୋଇଥିବାରୁ ତାହାକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଆପଣ ଚାହିଁଲେ କୌଣସି ମସଲା ଦ୍ରବ୍ୟର ବ୍ୟବହାର ନକରି ଆଚାର ପ୍ରସ୍ତୁତ କରିପାରିବେ । ଏହି ଉପାୟରେ ଲେମ୍ବୁ ଆଚାର ପ୍ରସ୍ତୁତି ପାଇଁ, 100ଟି ଲେମ୍ବୁ ନେଇ ସେଥିରୁ 50ଟିର ରସ ବାହାର କରିଦିଅନ୍ତୁ ଏବଂ ରସକୁ ଏକ ପରିଷ୍କାର ମାଟି ହାଣ୍ଡିରେ ରଖନ୍ତୁ । ଏହାପରେ ସେଥିରେ ବାକି ରହିଯାଇଥିବା 50ଟି ଲେମ୍ବୁକୁ ଖଣ୍ଡଖଣ୍ଡ କରି କାଟି ଭର୍ତ୍ତି …

ଆଲର୍ଜି ହୁଏନାହିଁ: ପାଚିଲା କଦଳୀରେ କେବଳ ଦେହକୁ ହିତକର ଆମିନୋ ଏସିଡ୍ ଗୁଡ଼ିକ ଥାଏ । ତେଣୁ ଅଧିକ କଦଳୀ ଖାଇଲେ ମଧ୍ୟ ପ୍ରାୟତଃ ଆଲର୍ଜିର କୌଣସି ପ୍ରକାର ଲକ୍ଷଣ ଦେଖାଯାଇନଥାଏ । ଆନିମିଆ ବା ରକ୍ତହୀନତାରୁ ମୁକ୍ତି: କଦଳୀରେ ଭରପୁର ଲୌହ ତତ୍ତ୍ୱ ରହିଥାଏ, ଯାହାକି ଶରୀରରେ ହିମୋଗ୍ଲୋବିନ ବଢ଼ାଇବାରେ ଖୁବ ସାହାଯ୍ୟ କରେ । ତେଣୁ ଆନିମିଆ ଆକ୍ରାନ୍ତଙ୍କ ପାଇଁ ଏହା ଖୁବ୍ ଉପକାରୀ । ଏଥିସହ କଦଳୀରେ ଥିବା ଭିଟାମିନ ବି-6 ମଧ୍ୟ ରକ୍ତ ପାଇଁ ଖୁବ୍ ଲାଭପ୍ରଦ । ହାଡ଼ ଶକ୍ତ …

ଶରୀରର ଇନସୁଲିନ କ୍ଷରଣ କ୍ଷମତା ହ୍ରାସ ପାଇଲେ କିମ୍ବା ପ୍ରଭାବିତ ହେଲେ ରକ୍ତରେ ଶର୍କରା ବା ବ୍ଲଡ୍ ସୁଗର୍ ମାତ୍ରା ବୃଦ୍ଧି ପାଏ, ଯାହାକୁ ଡାଇବେଟିସ୍ ବା ମଧୁମେହ କୁହାଯାଏ । ପ୍ରଥମ ପର୍ଯ୍ୟାୟରେ ଡାଇବେଟିସର ସେଭଳି କୌଣସି ମାରାତ୍ମକ ଲକ୍ଷଣ ପ୍ରକାଶ ପାଏ ନାହିଁ, କିଛି ସାମାନ୍ୟ ଲକ୍ଷଣ ଦେଖାଯାଏ । କିନ୍ତୁ ଏହାକୁ ହେଳା କଲେ କିମ୍ବା ଗୁରୁତ୍ୱର ସହ ନନେଇ ଚିକିତ୍ସାରେ ବିଳମ୍ବ କଲେ ରୋଗ ଅଧିକ ବଢ଼ିଯାଇ ମାରାତ୍ମକ ରୂପ ନିଏ । ତେଣୁ …

ଆପଣ ପ୍ରତିରାତିରେ ଶୋଇବା ପୂର୍ବରୁ କ’ଣ କରନ୍ତି? ଟିଭି ଦେଖନ୍ତି, ମୋବାଇଲରେ ଫେସବୁକ ଓ ହ୍ୱାଟସ୍ଅପ୍ ଆଦି ଦେଖନ୍ତି, ବହି ପଢ଼ନ୍ତି ନା ପରିବାର ସହିତ ସମୟ ବିତାନ୍ତି? ଜାଣନ୍ତି କି, ସଫଳ ବ୍ୟକ୍ତିମାନେ ଶୋଇବା ପୂର୍ବରୁ କ’ଣ କରନ୍ତି? ରାତିରେ ନିଦ୍ରା ଯିବା ପୂର୍ବରୁ କରାଯାଉଥିବା କାମ ଆପଣଙ୍କ ପାଇଁ ସାଧାରଣ ଓ ଗୁରୁତ୍ୱହୀନ ଲାଗୁଥାଇପାରେ । କିନ୍ତୁ ଏହା ଭିତରେ ଲୁଚିରହିଛି ଅନେକଙ୍କ ସଫଳତାର ମନ୍ତ୍ର । ଗୋଟିଏ ଦିନକୁ ବିଭିନ୍ନ ପର୍ଯ୍ୟାୟରେ ଭାଗ …

ଭାରତରେ କୁକୁଡ଼ାକୁ ଦିଆଯାଉଛି ଏକ ବିଷାକ୍ତ ଆଣ୍ଟିବାୟୋଟିକ୍, ଯାହାକୁ ଅତି ସଂକଟାପନ୍ନ ଅବସ୍ଥାରେ ଥିବା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯାଏ । ଫାର୍ମରେ କୁକୁଡ଼ାଙ୍କୁ ରୋଗମୁକ୍ତ ରଖିବା ପାଇଁ ଓ ସେମାନଙ୍କ ଓଜନ ବଢ଼ାଇବା ପାଇଁ ଏହି ଆଣ୍ଟିବାୟୋଟିକ୍ ଭାରତରେ ବହୁଳ ଭାବେ ବ୍ୟବହାର କରାଯାଉଥିବା ଏକ ଗବେଷଣାରୁ ଜଣାପଡ଼ିଛି । ଦି ବ୍ୟୁରୋ ଅଫ୍ ଇନଭେଷ୍ଟିଗେଟିଭ୍ ଜର୍ଣ୍ଣାଲିଜିମ୍ ନାମକ ଏକ ସଂସ୍ଥା ପକ୍ଷରୁ ହାଇଦ୍ରାବାଦ ନିକଟସ୍ଥ ରଙ୍ଗାରେଡ୍ଡି ଜିଲ୍ଲାରେ ଏହି ଗବେଷଣା କରାଯାଇଥିଲା । ଏହି ଗବେଷଣାରୁ ସ୍ପଷ୍ଟ …

କଥାରେ ଅଛି ଜଣେ ଦେଖିବାକୁ ଯେମିତିବି ହୋଇଥାନ୍ତୁ ନା କାହିଁକି, ହସହସ ମୁହଁ ସବୁବେଳେ ସୁନ୍ଦର ଦିଶେ। ଆପଣଙ୍କୁ କେହି ଭେଟିଲେ ପ୍ରଥମେ ତାଙ୍କ ନଜର ଆପଣଙ୍କ ହସ ଉପରେ ପଡ଼େ । କିନ୍ତୁ ଆପଣଙ୍କ ଦାନ୍ତ ଯଦି ପରିଷ୍କାର ନଥାଏ କିମ୍ବା ଧଳା ଦେଖାଯାଉନଥାଏ, ତେବେ ଅନ୍ୟମାନଙ୍କ ମନରେ ଆପଣଙ୍କ ପ୍ରତି ନକାରାତ୍ମକ ଭାବନା ଆସିପାରେ । କାରଣ ବ୍ୟକ୍ତିର ଦାନ୍ତ ଧଳା ଥିଲେ, ତାଙ୍କୁ ସମସ୍ତେ ସାମଗ୍ରିକ ଭାବେ ସୁସ୍ଥ ବୋଲି ଭାବନ୍ତି ବୋଲି ଗବେଷକଙ୍କ ମତ । …

୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନରେ କେଉଁ ଜିନିଷ ମହଙ୍ଗା ହେବ ଓ କେଉଁଗୁଡ଼ିକୁ ଆପଣ ଶସ୍ତାରେ ପାଇପାରିବେ: