ପଦାର୍ଥ ବିଜ୍ଞାନରେ ତିନି ଜଣଙ୍କୁ ନୋବେଲ

Read More

ଚିକିତ୍ସା ବିିଜ୍ଞାନରେ ହୋଞ୍ଜୋ ଏବଂ ଆଲିସନଙ୍କୁ ନୋବେଲ

Read More

ଧର୍ମ-ସୌନ୍ଦର୍ଯ୍ୟର ସଙ୍ଗମସ୍ଥଳୀ ଜାହାନିଆ ପୀଠ

Read More

ଲେଜର ଫିଜିକ୍ସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆମେରିକାର ବୈଜ୍ଞାନିକ ଆର୍ଥର ଅସ୍କିନ(୯୬), ଫ୍ରାନ୍ସର ଇଂଜିନିୟର ଜେରାଡ ମୋୖରୋ ଓ କାନାଡର ପ୍ରଫେସର ଡୋନା ଷ୍ଟ୍ରିକଲ୍ୟାଣ୍ଡଙ୍କୁ ଚଳିତ ବର୍ଷ ନୋବେଲ ପୁରସ୍କାରରେ ସମ୍ମାନିତ କରାଯିବ । ଅପ୍ଟିକାଲ ଟ୍ୱିଜରକୁ ବାୟୋଲୋଜିକାଲ ସିଷ୍ଟମରେ ବ୍ୟବହାର କରି ନୋବେଲ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ଡକ୍ଟର ଅସ୍କିନ । ଉଚ୍ଚ ତାବ୍ରତାର ଅଲଟ୍ରା ସଟ୍ ଅପ୍ଟିକାଲ ଫଲସ ଉତ୍ପାଦନ ପାଇଁ ଡକ୍ଟର ମୋୖରୋ ଓ ଡକ୍ଟର ଷ୍ଟ୍ରିକଲ୍ୟାଣ୍ଡଙ୍କୁ ଏହି …

କ୍ୟାନ୍ସର ଭଳି ମାରାତ୍ମକ ବ୍ୟାଧିରୁ ମୁକୁଳିବା ପାଇଁ ଦୀର୍ଘ ଦିନ ଧରି ଗବେଷଣା ଚଳାଇ ସଫଳତା ହାସଲ କରିଥିବା ଆମେରିକାର ଜେମ୍ସ ଆଲିସନ୍ ଏବଂ ଜାପାନର ତାସୁକୁ ହୋଞ୍ଜୋଙ୍କୁ ଚଳିତ ବର୍ଷ ନୋବେଲ ପୁରସ୍କାରରେ ସମ୍ମାନିତ କରାଯିବ । ଆଲିସନ୍ ଏବଂ ହୋଞ୍ଜୋ କ୍ୟାନ୍ସର ରୋଗକୁ ପ୍ରତିରୋଧ କରିବା ପାଇଁ ଏକ ଫଳପ୍ରଦ ଥେରାପି ପ୍ରସ୍ତୁତ କରିଛନ୍ତି । କ୍ୟାନ୍ସର ଭଳି ଭୟଙ୍କର ବ୍ୟାଧି ସହ ଲଢିବା ପାଇଁ ଏହି ଥେରାପି ବ୍ରହ୍ମାସ୍ତ୍ର ସଦୃଶ କାର୍ଯ୍ୟ କରିବ …

ଜାହାନିଆ ପୀଠ ରାଜଧାନୀଠାରୁ ୮୦ କିମି ଦୂରରେ ରହିଥିବା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପିର ଜାହାନିଆ । ଏଠାରେ ରହିଛି ସୁଫି ସନ୍ଥ ପିର ମୁକୋଦମ ଜାହାନିଆଙ୍କ ସମାଧୀସ୍ଥଳ ବା ଦର୍ଘା । ପୀଠରେ ସାମ୍ପ୍ରଦାୟିକ ସଦଭାବନାର ଛାପ ଦେଖିବାକୁ ମିଳେ, ଏଠାରେ ଉଭୟ ହିନ୍ଦୁ ଓ ମୁସଲମାନ ନିଜ ନିଜ ଧର୍ମ ଅନୁଯାୟୀ ପୂଜା କରିଥାନ୍ତି । ହିନ୍ଦୁମାନେ ପତାକା ଲାଗାଉଥିବା ବେଳେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଚାଦର ଚଢାଇଥାନ୍ତ ପିର ବାବାଙ୍କ ଉପରେ । …

ଦୁବାଇରେ ଚାଲିଥିବା ଏସିଆ କପରେ ଟିମ୍ ଇଣ୍ଡିଆର ଦବଦବା ଜାରି ରହିଛି । ସୁପର ଫୋରର ଏକ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୯ ଉଇକେଟରେ ପରାସ୍ତ କରିଛି ଭାରତ । ଅଧିନାୟକ ରୋହିତ ଶର୍ମାଙ୍କ ୧୯ତମ ଏବଂ ଶିଖର ଧାୱନଙ୍କ ୧୫ତମ ଶତକ ସହାୟତାରେ ପାକିସ୍ତାନକୁ ଏକ ତରଫା ଭାବେ ପରାସ୍ତ କରିଛି ଭାରତ । ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ପାକିସ୍ତାନ । ବୁମରା, ଚହଲ, ଯାଦବଙ୍କ ଆକର୍ଷଣୀୟ ବୋଲିଂ …

ଭାରତ ତାର ପ୍ରଥମ ମ୍ୟାଚରେ ହଂକଂ ନିକଟରୁ ବିଜୟ ହାସଲ କରିଥିଲେ ମଧ୍ୟ ଭାରତୀୟ ବୋଲରଙ୍କ ଦୁର୍ବଳତା ପଦାରେ ପଡିଯାଇଛି । ହଂକଂର ଅଧିନାୟକ ଓଡିଆ ପୁଅ ଅଂଶୁମାନ ରଥ ଓ ନିଜାକତ ଖାନ ଦମଦାର ବ୍ୟାଟିଂ କରି ଦଳକୁ ବିଜୟର ନିକଟତର କରାଇଥିଲେ । ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ, ପ୍ରଭଞ୍ଜନ ମଲ୍ଲିକ, ପ୍ରଜ୍ଞାନ ଓଝାଙ୍କ ପରେ ପଞ୍ଚମ ଓଡିଆ ଭାବେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବାର ସୁଯୋଗ ପାଇଛନ୍ତି ଅଂଶୁମାନ । ପ୍ରଥମ ଉଇକେଟରେ ସାଥୀ …

କବାବ ଚିନିର ବଟାନିକାଲ ନାମ ହେଉଛି ପାଇପର କ୍ୟୁବେବା । ଜାଭା, ସୁମାତ୍ରା ଓ ମଳୟ ଦ୍ୱୀପରେ ଏହାକୁ ବହୁଳ ଭାବରେ ଚାଷ କରାଯାଇଥାଏ । ଭାରତ ଓ ସିଙ୍ଗାପୁରରେ ମଧ୍ୟ କବାବ ଚିନି ଚାଷ ହୋଇଥାଏ । ଆମ ଦେଶର ଦକ୍ଷିଣରେ ଥିବା କର୍ଣ୍ଣାଟକ ଓ କେରଳ ରାଜ୍ୟରେ ଏହି ଔଷଧୀୟ ବୃକ୍ଷର ସମ୍ଭାର ଦେଖିବାକୁ ମିଳେ । କବାବ ଚିନିର ଔଷଧୀୟ ଗୁଣ ସମ୍ବନ୍ଧରେ ନିମ୍ନରେ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆମେ ଏଠାରେ ଅବତାରଣା …

ରାତି ପାହିଲେ ଶ୍ରୀ ପଂଚମୀ ଗଣେଶ ପୂଜା , ଏଥି ପାଇଁ ଗାଁଠୁ ସହର ସବୁଠି ଗହଳ ଚହଳ । ବିଘ୍ନବିନାଶକଙ୍କୁ ପୂଜିବା ପାଇଁ କାହୁଁ କେତେ ସଜବାଜ ଚାଲିଛି । ଏହି ଧାରାରୁ ବାଦ ନପଡ଼ି କିଛି ନିଆରା ଢଙ୍ଗରେ ଗଣେଶଙ୍କୁ ନିଜର ଭକ୍ତି ଭାବ ଜଣାଇଛନ୍ତି ଜଟଣି ଅଂଚଳର ଇଶ୍ୱର । ତେନ୍ତୁଳି ମଞ୍ଜିରେ ଗଣେଶଙ୍କ ମୂର୍ତି ଓ ମେଢ ତିଆରି କରିଛନ୍ତି । ପ୍ରତିବର୍ଷ ଗଣେଶ ପୂଜାରେ ସେ କିଛି ନିଆରା କଳାକୃତି …

-ଆତ୍ମକୈନ୍ଦ୍ରିକ ନହୋଇ ସାମୂହିକ ସ୍ୱାର୍ଥ କଥା ଚିନ୍ତା କରନ୍ତୁ । -ବିପଦରେ ପଡିଥିବା ଲୋକଙ୍କୁ ଯଥାସାଧ୍ୟ ସାହାଯ୍ୟ କରନ୍ତୁ । ଏକ ଅଦୃଶ୍ୟ ଶକ୍ତିର ପ୍ରଭାବରେ ଆପଣଙ୍କ ଚଲାପଥ କୁସୁମିତ ହେବ । -ଆଧ୍ୟାତ୍ମିକତାର ରସ ଆସ୍ୱାଦନ କରି ଏହାକୁ ନିଜ ଦୈ÷ନନ୍ଦିନ ଜୀବନରେ ଉପଯୋଗ କରନ୍ତୁ । ଆପଣ ଲକ୍ଷ୍ୟ କରିବେ ଏକ ଅପୂର୍ବ ପ୍ରଶାନ୍ତିରେ ଆପଣଙ୍କ ମନ ପୂରି ଉଠୁଛି । -ପଶୁ ପକ୍ଷୀଙ୍କୁ ନିଜର ଶିଶୁ ତୁଲ୍ୟ ସ୍ନେହ କରିବା ସଙ୍ଗେସଙ୍ଗେ ପ୍ରତିଦିନ …

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଅନ୍ତିମ ଟେଷ୍ଟରେ ଶେଷ ପର୍ଯ୍ୟନ୍ତ ଲଢେଇ ଜାରି ରଖିବା ସତ୍ତ୍ୱେ ୧୧୮ ରନ ବ୍ୟବଧାନରେ ପରାଜିତ ହୋଇଛି ଭ୍ରମଣକାରୀ ଦଳ । ଦ୍ୱିତୀୟ ଇଂନିସରେ ୪୬୪ ରନର ବିଜୟଲକ୍ଷ୍ୟକୁ ପିଛା କରି ୩୪୫ ରନରେ ଅଲଆଉଟ ହୋଇଯାଇଥିଲା ଭାରତୀୟ ଦଳ । ନବାଗତ ଉଇକେଟ କିପର ରିଶଭ ପନ୍ତ ଏବଂ ଓପନିଂ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲଙ୍କ ଶତକ ସତ୍ତ୍ୱେ ନିର୍ଦ୍ଧାରିତ ଲକ୍ଷ୍ୟରେ ପହଂଚିପାରିନଥିଲା ଟିମ୍ ଇଣ୍ଡିଆ । ଆଗରୁ ୩-୧ରେ …

ଡ଼ର ଏମିତି ଏକ ଅବସ୍ଥା ଯାହାକି ଅଳ୍ପେ ବହୁତ ସମସ୍ତେ ଅନୁଭବ କରିଥାନ୍ତି । ଜୀବଜନ୍ତୁଠୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ କିଛି ନା କିଛି ଡ଼ର ରହିଥାଏ । ଏଥିରୁ ବଲିଉଡ଼ ଷ୍ଟାରମାନେ କିପରି ବାଦ ପଡ଼ିବେ । ତେବେ ଜାଣନ୍ତୁ ଆମ ବଲିଉଡ କଳାକାରଙ୍କ ଭୟ କଣ । ଲିଫ୍ଟରେକୁ ଡ଼ରନ୍ତି ସୋନମ ‘ନିରଜା’ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନରେ ଯେଉଁ ସାହସିକତାର ଛବି ଆଙ୍କିଛନ୍ତି ସୋନମ କପୁର ତାକୁ …