ନିର୍ବାଚନ ବଜେଟରେ ଗ୍ରାମୀଣ ଭାରତକୁ ଗୁରୁତ୍ୱ

Read More

ସୋସିଆଲ ମିଡିଆ ଓ ଫ୍ରି ୱାଇଫାଇ ବ୍ୟବହାରରେ ସୁରକ୍ଷିତ ପଦକ୍ଷେପ

Read More

ସାବଧାନ! ଆପଣବି ହୋଇପାରନ୍ତି ସାଇବର ଅପରାଧୀଙ୍କ ଶିକାର

Read More

ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୪୬ତମ ସ୍ଥାନ ହାସଲ କରିଥିବା ଓଡ଼ିଶାର ଶୁଭଙ୍କର ମହାପାତ୍ରଙ୍କ ସହ ଏକ ସାକ୍ଷାତକାର । ଜାଣନ୍ତୁ ଆଇ ଏ ଏସ ପରୀକ୍ଷାରେ ସଫଳତା ପାଇବାର କିଛି ଟିପ୍ସ ।

ସରକାର ବଜେଟ ପ୍ରସ୍ତୁତ କଲାବେଳେ ସାଧାରଣତଃ ଦୁଇଟି ପ୍ରମୁଖ ଦିଗ ମଧ୍ୟରେ ଭାରସାମ୍ୟ ରଖିଥାନ୍ତି । ସମ୍ମୁଖରେ ଥିବା ରାଜନୈତିକ ବାଧ୍ୟବାଧକତା ଏବଂ ଦେଶର ସାମଗ୍ରୀକ ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟରୁ କୌଣସି ଗୋଟିକୁ ଅଣଦେଖା କରାଯାଇନାହିଁ କେନ୍ଦ୍ରସରକାରଙ୍କ ୨୦୧୮-୧୯ ବଜେଟ୍ରେ । ରାଜନୈତିକ ବାଧ୍ୟବାଧକତା ମଧ୍ୟରେ ଆଗକୁ ଅଛି ୮ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଓ ପରେପରେ ୨୦୧୯ ଆରମ୍ଭରେ ସାଧାରଣ ନିର୍ବାଚନ । ସେ ଦୃଷ୍ଟିରୁ କେନ୍ଦ୍ରରେ କ୍ଷମତାସୀନ ଏନ୍ ଡି ଏ ସରକାରଙ୍କ ପାଇଁ …

ପିଲାଠୁଁ ବୁଢ଼ା ଯାଏଁ ଆଜିକାଲି ସମସ୍ତେ ସୋସିଆଲ ମିଡିଆରେ ନିଜ ଆତ୍ମୀୟମାନଙ୍କ ସହ ଚାଟିଂ, ଭିଡିଓ କଲିଂ କରିବାକୁ ପସନ୍ଦ କରୁଛନ୍ତି । ଫୁରସତ ସମୟରେ ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ସେୟାର କରି ନିଜର ଫ୍ରେଣ୍ଡଲିଷ୍ଟ ଓ ଫଲୋଅର ବଢ଼ାଇବା ପାଇଁ ସମସ୍ତେ ତତ୍ପର । ଅନେକ ସମୟରେ ନିଜର ସମସ୍ତ ତଥ୍ୟ ପବ୍ଲିକ କରି ହଇରାଣ ହରକତ ହେଉଥିବା ବେଳେ ସାଇବର ଅପରାଧୀଙ୍କ ଶିକାର ହେଉଛନ୍ତି । ତେବେ ଏଥିରୁ ବଞ୍ଚିବା ପାଇଁ …

ଭିଶିଙ୍ଗ୍ ଫ୍ରଡ଼ (Voice Calling Scam) ଆପଣଙ୍କ ମୋବାଇଲକୁ ଫୋନ୍ କରି କେହି ଜଣେ ଅଜଣା ବ୍ୟକ୍ତି ବଡ଼ ଅଫିସରଙ୍କର ପରିଚୟ ଦେଇ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟିପାରେ । ଏଥିପ୍ରତି ଆପଣ ସଚେତନ ରହିବା ଜରୁରୀ । କେହି ଅଜଣା ବ୍ୟକ୍ତି ଆପଣଙ୍କୁ ଫୋନ କରି ଆପଣଙ୍କର ଏଟିଏମ୍ କାର୍ଡ ବ୍ଲକ୍ ହୋଇଯିବା / ଏଟିଏମ୍ କାର୍ଡ ଆଧାର ସହିତ ଲିଙ୍କ କରାଯିବା / ଏଟିମ୍ କାର୍ଡ ଅପଡେଟ୍ କରାଯିବା ଭଳି ବିଭିନ୍ନ ଆଳ …

କିଛି ପୁରୁଣା ଟିଭି କାର୍ଯ୍ୟକ୍ରମ ଏବେବି ଦେଖିବାର ଇଚ୍ଛା ଅନେକଙ୍କ ମନରେ ଆସିଲେ ଅତୀତ ଫର୍ଦ୍ଦରେ ଲେଖା ହୋଇଥିବା ପୁରୁଣା ସ୍ମୃତି ସବୁ ମନେପଡ଼ିଯାଏ । ୯୦ ଦଶକରେ ଆମକୁ ମନୋରଂଜନର ଖୋରାକ ଯୋଗାଉଥିଲା କେବଳ ଦୂରଦର୍ଶନ । ବ୍ଲାକ୍ ଆଣ୍ଡ ହ୍ୱାଇଟ୍ କିମ୍ବା କଲର୍ ଟିଭିରେ ଦୂରଦର୍ଶନରେ ନିଜ ନିଜ ମନପସନ୍ଦର ଟିଭି କାର୍ଯ୍ୟକ୍ରମ ଦେଖିବାର ଇଚ୍ଛା ବ୍ୟାକୁଳ କରୁଥିଲା ଅନେକଙ୍କୁ । ସପ୍ତାହର ପ୍ରତି ଶୁକ୍ରବାର ରାତିରେ ହିନ୍ଦୀ ଚଳଚ୍ଚିତ୍ର ଓ ରବିବାର ଅପରାହ୍ନରେ …

ମାୱଲିନନଙ୍ଗ ଗାଁର ସଫା ରାସ୍ତା ଓ ସୁନ୍ଦର ପରିବେଶକୁ ଦେଖିଲେ ଲାଗେ ସତେ ଯେମିତି ବିଦେଶରେ ଥିବା ଏହା କୌଣସି ଏକ ଗାଁ । କିନ୍ତୁ ପ୍ରକୃତରେ ଏହା ହେଉଛି, ମେଘାଳୟର ଇଷ୍ଟ ଖାସି ହିଲ୍ସ ଜିଲ୍ଲା ଅନ୍ତର୍ଗତ ଏକ ଛୋଟ ଗାଁ ମାୱଲିନନଙ୍ଗ । ପରିଷ୍କାର ପରିଚ୍ଛନ୍ନ ଗାଁ ଭାବେ ଏହା କେବଳ ଭାରତରେ ନୁହେଁ, ସମଗ୍ର ଏସିଆ ମହାଦେଶରେ ବେଶ ପରିଚିତ । ଗାଁକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବାର ପରମ୍ପରା କାହିଁ କେବେଠୁଁ …

ଆପଣ ଅନେକ ଯୁବପିଢ଼ୀଙ୍କ ସଫଳତାର କାହାଣୀ ଜାଣିଥିବେ ବା ସେମାନଙ୍କ ବିଷୟରେ ପଢ଼ିଥିବେ । ହେଲେ ଆଜି ଆମେ ଆପଣମାନଙ୍କୁ ଜଣେ ୮ବର୍ଷର ଶିଶୁ ବିଷୟରେ କହିବାକୁ ଯାଉଛୁ, ଯାହା ଜାଣିଲେ ଆପଣ ଚକିତ ହେବେ ନିଶ୍ଚୟ । ଇଣ୍ଟରନେଟ୍ ୱାର୍ଲଡରେ ଫେମସ୍ ହେବା ସହ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଏହି ଶିଶୁ ହେଉଛି କୋଚିର ‘ନିହାଲ ରାଜ / କିଚା’ । ଖାଦ୍ୟ ରାନ୍ଧିବାରେ ରୁଚି ରଖୁଥିବା ଏହି Little Chef ଏବେ …

ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ଅକ୍ଷରଶୀଳା ଗାଁର ଜଣେ ଯୁବ ଉଦ୍ୟୋଗୀ ରନ୍ଦୀପ ପ୍ରଧାନ । ଏମବିଏ ପାଠ ପଢ଼ି ଚାକିରୀ ପଛରେ ନଗୋଡ଼ାଇ ଚାଷକୁ ସେ ଆଦରି ନେଇଛନ୍ତି । ଲିଜର ସେ ନେଇଥିବା ଜମିରେ କଦଳୀ ଚାଷ କରି ବେଶ ଭଲ ରୋଜଗାର କରୁଛନ୍ତି । ଗାଁ ପାଖରେ ୪ ଏକର ଜମି ଲିଜ୍ ନେଇ ସେ ପ୍ରଥମେ କଦଳୀ ଚାଷ ଆରମ୍ଭ କଲେ । ଏଥିପାଇଁ ସେ ସିଙ୍ଘଶାଳ ସମିତିରୁ କିଛି …

ଆପଣ ଜାଣନ୍ତି କି ଆଙ୍ଗୁଠିର ଆକାର ବ୍ୟକ୍ତିତ୍ୱର ପରିଚୟ ଦେଇଥାଏ । ଆଙ୍ଗୁଠି ଦେଖି ଜଣେ ବ୍ୟକ୍ତିଙ୍କର କେବଳ ବ୍ୟକ୍ତିତ୍ୱ ନୁହେଁ ବରଂ ସେମାନଙ୍କର ସ୍ୱାସ୍ଥ୍ୟ ବିଷୟରେ ମଧ୍ୟ ଆପଣ ଜାଣିପାରିବେ । ଫଟୋରେ ଦିଶୁଥିବା ଭଳି ଆପଣଙ୍କର ଆଙ୍ଗୁଠିର ଆକାର ଦେଖନ୍ତୁ ଆଉ ଜାଣନ୍ତୁ ପ୍ରକୃତ ରହସ୍ୟ । ଉପର ଚିତ୍ର ଭଳି ଆଙ୍ଗୁଠିର ଆକାର ଥିବା ବ୍ୟକ୍ତି ଦୁଃଖରେ ରୁହନ୍ତି ଓ ଏକୁଟିଆ ରହିବାକୁ ପସନ୍ଦ କରନ୍ତି । ନିଜର ଭାବନାକୁ ଅନ୍ୟମାନଙ୍କ ଆଗରେ …

ଶରୀରକୁ ସୁସ୍ଥ ରଖିବା ପାଇଁ ଶାରୀରିକ ପରିଶ୍ରମ ସାଙ୍ଗକୁ ବିଶ୍ରାମର ମଧ୍ୟ ସେତିକି ଆବଶ୍ୟକତା ରହିଛି । ନିଦ ଆମ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ। ଠିକ୍ ଭାବେ ନିଦ ନହେଲେ ଆମକୁ ଅଳସୁଆ ଲାଗେ ଓ କୌଣସି କାମ କରିବାରେ ଇଚ୍ଛା ହୁଏନି । ଏଇ ନିଦକୁ ନେଇ କିଛି ଜଣା ଅଜଣା କଥା ଆମେ ଆପଣମାନଙ୍କୁ କହିବୁ । – ଜଣେ ବ୍ୟକ୍ତି ତା’ର ଜୀବନ କାଳରେ ପାଖାପାଖି ୨୫ ବର୍ଷ ଶୋଇବାରେ ବିତାଇଥାଏ …