ଲଙ୍କା ଫସଲରୁ ଲାଭ ମିଳିବାର ଉପାୟ

Read More

ସର୍ବନିମ୍ନ ସହାୟକ ମୂଲ୍ୟରେ ରବି ଫସଲ ବିକ୍ରି ପାଇଁ ବଜାର ସୁବିଧା

Read More

ଶୃଙ୍ଖଳିତ ଖାଦ୍ୟ ଦ୍ଵାରା ବଢାନ୍ତୁ ରୋଗ ପ୍ରତିରୋଧକ ଶକ୍ତି…

Read More

ଜାମ୍ମୁ-କାଶ୍ମୀରର ସୋପୋର ଅଞ୍ଚଳରୁ ଆଜି ଭାରତୀୟ ସେନା ୮ ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର(ଏଲଇଟି)ର ବୋଲି ଜଣାପଡ଼ିଛି। ଏହି ଆତଙ୍କୀଙ୍କ ମଧ୍ୟରୁ ୭ ଜଣ ପାକିସ୍ତାନୀ ହୋଇଥିବାବେଳେ ଜଣେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଗିରଫ ହୋଇଥିବା ୮ ଆତଙ୍କବାଦୀ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରାଇବା ସହିତ ହତ୍ୟା କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଏହା ସହିତ ସଂଗଠନର ପ୍ରଚାର ପ୍ରସାର କରାଉଥିଲେ। ଗିରଫ ଆତଙ୍କବାଦୀଙ୍କ ନାମ ହେଉଛି …

୨ଦିନ ତଳେ ବରମୁଣ୍ଡା ବସ୍‌ ଷ୍ଟାଣ୍ଡରେ ପାର୍କିଂ ଅବସ୍ଥାରେ ଗୋଟିଏ ବସ ସମ୍ପୂର୍ଣ୍ଣ ଭାବେ ଜଳିଯିବା ଓ ତାହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନ ଥିଲେ ବସ୍‍ ପରମିଟ୍ ବାତିଲ ହେବ ବୋଲି ବସ୍ ମାଲିକ ଓ ଆରଟିଓଙ୍କ ପକ୍ଷରୁ ଜଣାପଡିଛି । ଗୁରୁବାର ବସ୍ ମାଲିକ ଓ ଆରଟିଓଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିସହିତ ଭୁବନେଶ୍ୱରର ବ୍ୟସ୍ତବହୁଳ ଛକ ଆଚାର୍ୟ୍ୟ ବିହାର ଓ ବାଣୀବିହାରରେ ଭିଡ଼ …